ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପପ୍ ସିଙ୍ଗର କେନି ୱେଷ୍ଟ। ଏନେଇ ଟ୍ୱିଟ୍ କରି ଖୋଦ୍ କେନି ସୂଚନା ଦେଇଛନ୍ତି। କେନି ନିଜ ଟ୍ୱିଟ୍ରେ ଲେଖିଛନ୍ତି, ‘ଏବେ ଭଗବାନଙ୍କ ଉପରେ ଭରସା କରି ଆମର ଦୃଷ୍ଟିକୁ ଏକତ୍ରିତ କରିବା ଏବଂ ଆମେରିକା ପ୍ରତି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଭବିଷ୍ୟତ ନିର୍ମାଣ କରିବା। ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଚାହୁଁଛି।‘ କେନିଙ୍କ ଟ୍ୱିଟ୍ ଏବେ ସମସ୍ତଙ୍କୁ ଚିକତ କରିଛି। କାରଣ ରାଜନୀତିରୁ ଦୂର ଦୂର ଯାଏ […]
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ନୂଆ ରେକର୍ଡ ରଚୁଛି ମହାମାରୀ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ରୁଷିଆକୁ ପଛରେ ପକାଇ ଭାରତ ୩ ନମ୍ବର ସ୍ଥାନରେ ପହଞ୍ଚିଛି। ଆମେରିକା ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହାପରେ ତୃତୀୟ ସ୍ଥାନରେ ଭାରତ । ଓ୍ୱଲଡୋମିଟର ତଥ୍ୟ ଅନୁଯାୟୀ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ଲକ୍ଷ ୯୭ ହଜାର ୬୯୩ରେ ପହଞ୍ଚିଛି । ରୁଷିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୮୦ ହଜାର ୨୮୩ ଥିବାବେଳେ ଭାରତ […]
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ପକ୍ଷରୁ ଆଜି ଏକ ବଡ ଘୋଷଣା କରାଯାଇଛି । ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍ଫର୍ମସ୍ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା […]
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୩୦ ପର୍ଯ୍ୟନ୍ତ ରିଟର୍ଣ୍ଣ ଅବଧି ବୃଦ୍ଧି କରାଯାଇଛି ।୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଡେଡ୍ଲାଇନ ବଢାଇଛନ୍ତି ସରକାର । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ସମୟସୀମା ବୃଦ୍ଧି ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଆୟକର ବିଭାଗ ଇନଭେଷ୍ଟମେଣ୍ଟ ଟାକ୍ସ ସେଭିଂ ଡେଡ୍ ଲାଇନ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ […]
ନୂଆଦିଲ୍ଲୀ: ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ କାଲି। ଅନେକ ଦେଶରେ ଜୁଲାଇ ୪ ତାରିଖ ରାତିରେ ଚନ୍ଦ୍ର ଗ୍ରହଣ ଲାଗିବ ଏବଂ ଜୁଲାଇ ୫ ତାରିଖ ଶେଷ ହେବ। କିନ୍ତୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ଜୁଲାଇ ୫ ତାରିଖ ସକାଳ ୮ଟା ୩୭ ମିନିଟ୍ରୁ ଆରମ୍ଭ ହେବ ଏବଂ ସକାଳ ୧୧ଟା ୨୨ରେ ଶେଷ ହେବ। ଏହି ଗ୍ରହଣ ପ୍ରାୟ ୨ ଘଣ୍ଟା ୪୫ ମିନିଟ ପର୍ଯ୍ୟନ୍ତ ରହିବ। ତେବେ ଭାରତରେ ସେହି ସମୟରେ ଦିନ ଥିବାରୁ […]
କାନପୁର: ଉତ୍ତରପ୍ରଦେଶ କାନପୁର ଧୌବେପୁର ଥାନା ବେକରୁ ଗାଁ ପାଖରେ କଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତା‘ର ଗ୍ୟାଙ୍ଗକୁ ଧରିବାକୁ ଯାଇ ଗୁଳି ବିନିମୟ ଘଟିଥିଲା ଯେଉଥିରେ ୮ ଜଣ ପୋଲସ ସହିଦ ହୋଇଥିଲେ। ଗତକାଲି ମଧ୍ୟରାତ୍ରିରେ କାନପୁର ଚୌବେପୁର ଥାନା ଅଞ୍ଚଳରେ ବିକାଶ ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଲୁଚି ରହିଥିବା ନେଇ ଖବର ମିଳିଥିଲା। ତେବେ କିଏ ଏହି ବିକାଶ ଦୁବେ ? କେତେ ଭୟଙ୍କର ଅପରାଧୀ ସେ ! ୮ ପୋଲିସକୁ […]