• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

tulsi-1
ତୁଳସୀ ପତ୍ର ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ

ଆଜି ୨୦୨୦ ମସିହା, ଫେବୃଆରୀ ମାସ ୮ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

  • Tuesday, 13 July 2021
bijaya
କିଛି ଦିନ ଭିତରେ ଭାରତ ଫେରିପାରନ୍ତି ବିଜୟ ମାଲ୍ୟା

ନୂଆଦଲ୍ଲୀ:ଆଗାମୀ କିଛି ଦିନ ଭିତରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିପାରେ ଲଣ୍ଡନ। ଅନ୍ତର୍ଜାତିକ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରତ୍ୟର୍ପଣ ସମ୍ପର୍କିତ ସମସ୍ତ ଔପଚାରିକତା ଶେଷ ହୋଇଛି। ଭାରତ ସରକାର ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଲଣ୍ଡନରୁ ଆଣିପାରନ୍ତି। ସୂଚନାଥାଉ କି, ମେ’୧୪ରେ ମାଲ୍ୟା ଭାରତ ସରକାରଙ୍କ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରି ଲଣ୍ଡନର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ଖାରଜ କରି ଦେଇଥିଲେ। ସୂଚନାଥାଉ କି, ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ମାଲ୍ୟାଙ୍କର […]

  • Tuesday, 13 July 2021
trump
G-7 ସମ୍ମିଳନୀ ପାଇଁ ମୋଦିଙ୍କୁ ଆମନ୍ତ୍ରଣ କଲେ ଟ୍ରମ୍ପ

ନୂଆଦିଲ୍ଲୀ: G-7 ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । G-7 ସମ୍ମିଳନୀ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଟ୍ରମ୍ପ ଟେଲିଫୋନ୍ ଯୋଗେ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥିସହ ଚୀନ୍-ଭାରତ ସୀମା ବିବାଦ ଏବଂ ଉଭୟ ଦେଶରେ କରୋନା ସ୍ଥିତି ନେଇ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ସଂସ୍କାର ନେଇ ମଧ୍ୟ ଆଲୋଚନା ହୋଇଛି । […]

  • Tuesday, 13 July 2021
jais
ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ୍‌ ଟପ୍‌ କମାଣ୍ଡର ସମେତ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆଜି ଏକ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଲଓ୍ୱାମା କଙ୍ଗନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀ ମସୁଦ୍ ଅଜହରର ନିକଟତମ ତଥା ଜେଶ୍‌ର ଟପ୍‌ କମାଣ୍ଡରକୁ ନିପାତ କରି ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, କଙ୍ଗନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ଗୁଇନ୍ଦା ସୂତ୍ରରୁ ଜାଣିବା ପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପେରେନ କରାଯାଇ ଥିଲା। ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ଆତଙ୍କବାଦୀଙ୍କ […]

  • Tuesday, 13 July 2021
court
‘ବିନା ଅନୁମତିରେ ପତ୍ନୀଙ୍କ ଫୋନ କଲ୍ ରେକର୍ଡିଂ କରିବା ଅପରାଧ’

ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ସୋମବାର ଏକ ଘରୋଇ ମାମଲାର ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି, ସ୍ୱାମୀ  ସ୍ତ୍ରୀର  ଫୋନ୍‌ କଲ ବିନା ଅନୁମତିରେ ରେକର୍ଡି କରିପାରିବ ନାହିଁ। ହାଇକୋର୍ଟରେ ପାରବାରିକ ବିବାଦର ଶୁଣାଣି ବେଳେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଫୋନ ରେକର୍ଡିଂ ଶୁଣାଇଥିଲେ। ଏହି କ୍ରମରେ କୋର୍ଟ କହିଛନ୍ତି, ଫୋନ୍ କଲ୍ ରେକର୍ଡ ବାବଦରେ ତାଙ୍କ ସ୍ତ୍ରୀ ଅବଗତ ନଥିଲେ। ଏଥିସହ ବିନା ଅନୁମତିରେ କାହାର କଲ୍ ରେକର୍ଡ କରିବା ଅପରାଧ ବୋଲି […]

  • Tuesday, 13 July 2021