• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

farmer-1111.111JPG
ଚାଷୀ ଆନ୍ଦୋଳନ: ଜୟପୁର-ଦିଲ୍ଲୀ ହାଇୱେ ଅବରୋଧ କରିବା ପାଇଁ ପହଞ୍ଚିଲେ ଚାଷୀ

ନୂଆଦିଲ୍ଲୀ: ଆଜି ୧୭ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ଆଜି ଅଧିକ ତ୍ରୀବ କରିବାକୁ ଯୋଜନା ରଖିଛନ୍ତି ଚାଷୀ। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅବରୋଧ କରିବେ ଚାଷୀ। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ସୀମା ଓ ଆଖପାଖ ଅଞ୍ଚଳରେ ପୋଲିସ୍ ଫୋର୍ସକୁ ବଢ଼ାଯାଇଛି। ରାଜସ୍ଥାନ ଓ ହରିୟାଣାକ ସଂଯୋଗ କରୁଥିବା ଜୟସିଂହପୁର-ଖେଡା ସୀମାରେ ଚାଷୀଙ୍କ ଭିଡ଼ ବଢୁଛି । ବର୍ଡର ପାଖରେ ଗ୍ରାମାଞ୍ଚଳ ଚାଷୀ ସକାଳୁ ସକାଳୁ […]

  • Tuesday, 13 July 2021
jio
ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକ ପାଇଁ ମାଗଣାରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓ ଏହାର ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ଲୋକପ୍ରିୟ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ଡିସ୍‌ନି ପ୍ଳସ୍ ଓ ହଟ୍‌ଷ୍ଟାର୍‌ର ୧ ବର୍ଷ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ମାଗଣାରେ ଉପଲବ୍ଧ କରାଇଛି। କମ୍ପାନୀ ପକ୍ଷରୁ ୱେବ୍‌ସାଇଟ୍ Jio.com ରେ ଦିଆଯାଇଥିବା ସୂଚନା ଅନୁସାରେ, ୪୦୧ ଟଙ୍କାରୁ ଆରମ୍ଭ ହେଉଥିବା ପ୍ଲାନ୍ ବ୍ୟବହାର କରୁଥିବା ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ପ୍ଲାନ୍‌ରେ ରହିଥିବା ସମସ୍ତ ସୁବିଧା ସହିତ ୩୯୯ ଟଙ୍କା ମୂଲ୍ୟର ଡିସ୍‌ନି ପ୍ଳସ୍ ଓ […]

  • Tuesday, 13 July 2021
help line number
କମ୍ ରାସନ୍ ପାଇଁ ଚିନ୍ତାରେ ଅଛନ୍ତି କି ? ତୁରନ୍ତ ଏହି ନମ୍ବରରେ କଲ୍ କରନ୍ତୁ . . .

ଧାରଣ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ରାସନ କାର୍ଡ ଜରିଆରେ ସରକାର ନିଜ ରାଜ୍ୟରେ ରହୁଥିବା ଗରିବ ପରିବାରକୁ ରାସନ ଯୋଗାଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ଡିଲରମାନେ ରାସନକାର୍ଡ ଧାରକଙ୍କୁ ରାସନ ଦେବାକୁ ମନା କରନ୍ତି କିମ୍ବା କମ୍ ରାସନ୍ ଦିଅନ୍ତି ।

2 (1)
୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଫଳରେ ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯିବା ସହ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ […]

  • Tuesday, 13 July 2021
pradip-panigrahi
ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କେଉଁଠୁ ଆସୁଥିଲା ଟଙ୍କା ? କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ତଥ୍ୟ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି।  ଟାଟା ମୋଟର୍ସରେ ଚାକିରି କରାଇବା କହି ଠକେଇ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ମାରାଥନ୍ ଜେରା କରିଛି। ଏହି ମାମଲାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କରେ ଦୁଇ ଜଣଙ୍କୁ ଜେରା କରାଯାଇଛି । ଏହି ଦୁଇଜଣ ହେଲେ କମ୍ବୁପାଣି ସାହୁ ଓ ବୋରିଗାଁ ସରପଞ୍ଚ ବସନ୍ତ ସାହୁ। ଅଭିଯୋଗ ଅନୁସାରେ କୁମ୍ଭପାଣିଙ୍କ ଆକାଉଣ୍ଟରୁ ଲକ୍ଷାଧିକ […]

  • Tuesday, 13 July 2021