• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

00000
ଉପ ରାଜ୍ୟପାଳ-ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ତେଜିଲା

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ସରକାରୀ ହସ୍ପିଟାଲରେ ବେଡ୍ ସଂରକ୍ଷଣକୁ ନେଇ ଉପ ରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ବିବାଦ ତେଜିବାରେ ଲାଗିଛି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କ ପାଇଁ ୧୦ ହଜାର ବେଡ୍ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସରକାରଙ୍କ ଏ ନିର୍ଦ୍ଦେଶକୁ ଉପରାଜ୍ୟପାଳ ଅନିଲ ବୈଜଲ ବେଆଇନ କହି ଖାରଜ କରି ଦେଇଥିଲେ । ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଉପରାଜ୍ୟପାଳ […]

  • Tuesday, 13 July 2021
central
ଆଗାମୀ ଶିକ୍ଷାବର୍ଷରେ କମିବ ପାଠ୍ୟକ୍ରମ !

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ଛୁଟି କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେବେ  ଅଗଷ୍ଟ ମାସରେ ବି ସ୍କୁଲ ଖୋଲିବ କି ନାହିଁ ସେ ନେଇ ସନ୍ଦେହ ଦେଖା ଦେଇଛି। ତେଣୁ ପିଲାମାନେ କିପରି ପାଠ ପଢିବେ ଚିନ୍ତାରେ ଅଛନ୍ତି। ତେବେ ଏହି ଚିନ୍ତା ସାମାନ୍ୟ ହାଲୁକା କରି ଦେଇଛନ୍ତି କେନ୍ଦ୍ର ସରକାର। ଆଗାମୀ ଶିକ୍ଷାବର୍ଷରେ ପାଠ୍ୟକ୍ରମ ହ୍ରାସ ହୋଇପାରେ ବୋଲି ସୂଚନା ଦେଇଛନ୍ତି […]

  • Tuesday, 13 July 2021
supreme court
ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି

ନୂଆଦିଲ୍ଲୀ:  କରୋନା ଲକ୍‌ଡାଉନ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପ୍ରବାସୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଛନ୍ତି ସୁପ୍ରିମ୍‌କୋର୍ଟ। ପ୍ରବାସୀଙ୍କ ସମସ୍ୟାକୁ ଦେଖିବା ପରେ ଆଜି ସେମାନଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି ପରିପ୍ରେକ୍ଷୀରେ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ପ୍ରବାସୀ ଶ୍ରମିକମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରବାସୀ ଶ୍ରମିକଙ୍କର ରେଜିଷ୍ଟ୍ରେସନ୍ କରାଯିବା ସହ ୧୫ ଦିନ ମଧ୍ୟରେ […]

  • Tuesday, 13 July 2021
manish
‘ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୫ ଲକ୍ଷ ଛୁଇଁବ’

ନୂଆଦିଲ୍ଲୀ: କରୋନା ଭାଇରସ ଦେଶବାସୀଙ୍କ ନିଦ ହଜେଇ ଦେଇଛି।  ଦେଶରେ ଗତ ୨୪ ଘଣ୍ଟାରେ ୩୩୧ ଜୀବନ ନେଇଛି କରୋନା ।  ଏଥିସହ ୯ ହଜାର ୯୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଏହା ସର୍ବାଧିକ ଅଟେ। ତେବେ ରାଜଧାନୀ ଦିଲ୍ଲୀରେ ସ୍ଥିତି ସବୁଠାରୁ ସଙ୍ଗୀନ ରହିଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଯଦି ସଂକ୍ରମଣ ହାର ଏହିପରି ବୃଦ୍ଧି […]

  • Tuesday, 13 July 2021
1111
ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ୩ ୟ ଦିନ ପାଇଁ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର। ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା କରାଯାଇଛି। ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି।  ଦର ବୃଦ୍ଧି ପରେ ଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ […]

  • Tuesday, 13 July 2021
2
ବିଶ୍ୱରେ ବିଗୁଡୁଛି କରୋନା ସ୍ଥିତି, ୪ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ନୂଆ ରେକର୍ଡ ପାର୍ କରୁଛି ମହାମାରୀ କରୋନା । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ପାର କରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୯୩ ହଜାର ଟପିଛି । ସାରା ବିଶ୍ୱରେ ଏଯାଏ ୩୫ ଲକ୍ଷ ୩୫ ହଜାର ୪୯୧ ଜଣ ସୁସ୍ଥ ହୋଇସାରିିଥିବା ବେଳେ ୩୨ ଲକ୍ଷ ୪୯ ହଜାର ୮୬୯ ଟି ଆକ୍ଟିଭ କେସ୍ ରହିଛି । […]

  • Tuesday, 13 July 2021
school
ଅଗଷ୍ଟ ୧୫ ପରେ ଖୋଲିପାରେ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ:କରୋନା ସ୍ଥିତି ସୁଧୁରି ନ ଥିଲେ ହେଁ ଦୀର୍ଘଦିନ ଧରି ଲକ୍‌ଡାଉନ ପରେ ଦେଶରେ ସ୍ୱାଭାବିକ ଅବସ୍ଥା ଧୀରେ ଧୀରେ ଫେରୁଛି।  ଅଜିଠୁ ଧର୍ମାନୁଷ୍ଠାନ ଖୋଲିଥିବାବେଳେ  ସର୍ତ୍ତମୂଳକ ଭାବେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିଛି। ତେବେ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ କିଛିଟା ସୂଚନା ମିଳିଛି। ଏହି ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ପୂର୍ବରୁ ଦେଶରେ କୌଣସି ପ୍ରକାରର ଶିକ୍ଷାନୁଷ୍ଠାନ […]

  • Tuesday, 13 July 2021