• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pak
ବାଲାକୋଟ ଏୟାର ଷ୍ଟ୍ରାଇକର ପ୍ରତିଶୋଧ ନେବାକୁ ସଜ ହେଉଛି ପାକିସ୍ତାନ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ କଥା‌ ଭୁଲି ପାରୁନି ପାକିସ୍ତାନ । ପରାଜୟର ନିଆଁରେ ଏବେ ବି କୁହୁଳୁଛି। ପ୍ରତିଶୋଧ ପାଇଁ ଏବେ ବି ମଉକା ଖୋଜୁଛି। ସେଥିପାଇଁ ଯୋଜନା ବି ଆରମ୍ଭ କରି ଦେଇଛି। ଜୋରଦାର ଚଲାଇଛି ଯୁଦ୍ଧାଭ୍ୟାସ। ହାଇ ମାର୍କ ଛଦ୍ମନାମରେ ଚାଲିଥିବା ଏହି ଯୁଦ୍ଧ ଅଭ୍ୟାସରେ ପାକିସ୍ତାନର ଲଢୁଆ ବିମାନ ସହ ଅନ୍ୟ ବିମାନ ସାମିଲ ହୋଇଛନ୍ତି । ବାଲାକୋଟ ଏୟାର ଷ୍ଟ୍ରାଇକ ପରି ଆକ୍ରମଣ ହେଲେ କିପରି ମୁକାବିଲା କରାଯିବ ସେଇ […]

  • Tuesday, 13 July 2021
11111
ଜଳୁଛି ଅଏଲ ଇଣ୍ଡିଆର ଗ୍ୟାସ କୂଅ; ୨ ଫାୟାର ଫାଇଟରଙ୍କ ମୃତ୍ୟୁ

ଗୌହାଟୀ: ଆସାମ ଅଏଲ ଇଣ୍ଡିଆର ନିଖୋଜ ଥିବା ଦୁଇଜଣ ଫାୟାର ଫାଇଟରଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସେମାନଙ୍କ ମୃତଦେହ ଏନଡିଆରଏଫ ଟିମ୍‌ ନିକଟସ୍ଥ ପୋଖରୀରୁ ଉଦ୍ଧାର କରିଥିବା ଅଏଲ ଇଣ୍ଡିଆ ଆସାମର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଏଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତକ ଦ୍ୱୟ ଡିୟୁଟିରେ ଥିବା ବେଳେ ହିଁ ଗ୍ୟାସ ଲିକ୍‌ ଯୋଗୁ କୂଅରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଉ ଜଣେ ଆହତ କର୍ମଚାରୀଙ୍କୁ ହସ୍ପିଟାଲରେ […]

  • Tuesday, 13 July 2021
siachin
ଚୀନ ମିଡିଆର ପ୍ରଶଂସା-’ଭାରତୀୟ ସେନା ପୃଥିବୀର ସବୁଠାରୁ ଦକ୍ଷ ସେନା’

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତଜେନା ଲାଗି ରହିଛି । ଏମିତି ଏକ ସମୟରେ ଚୀନ ଭାରତୀୟ ସେନାର ଯେପରି ତାରିଫ କରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ’ଣ ଅଛି ଏହା ପଛର ଉଦ୍ଦେଶ୍ୟ ? ଏବେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ । ଚୀନ ମିଲିଟାରୀ ଏକ୍ସପର୍ଟମାନେ କହିଛନ୍ତି, ଭାରତ ପାଖରେ ଦୁନିଆର ସବୁଠାରୁ ବଡ ଏବଂ ସବୁଠାରୁ ଅନୁଭୂତି ସମ୍ପନ୍ନ ସେନା ଅଛନ୍ତି ଯେଉଁମାନେ କି ମାଳଭୂମି ଏବଂ […]

  • Tuesday, 13 July 2021
ladakh
ଲଦାଖରୁ ସେନା ଅପସାରଣ କଲେ ଚୀନ-ଭାରତ

ନୂଆଦିଲ୍ଲୀ:ପୂର୍ବ ଲଦାଖ ବର୍ଡର ପାଖରେ ତିନୋଟି ସ୍ଥାନରେ ଚୀନ-ଭାରତ ନିଜ ନିଜ ସେନାକୁ ପଛକୁ ହଟାଇଛନ୍ତି। ତେବେ ଭାରତ ଏକଥା ସ୍ପଷ୍ଟ କରଛି ଯେ, ଆଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (LAC) ରେ ଉତ୍ତେଜନା ସେତିକିବେଳେ ହ୍ରାସ ପାଇବ ଯେତେବେଳେ ଚୀନ ତା’ର ସବୁ ସେନା ଅପସାରଣ କରିବ। ଚୀନ୍‌ ଭାରତ ସୀମାର ଅତି ନିକଟବର୍ତ୍ତୀ ଅଞ୍ଚଳରେ ଆର୍ଟିଲରୀ ଏବଂ ଟେକ ରେଜିମେଣ୍ଟକୁ ମୁତୟନ କରିଛି। ବୁଧବାର ଦୁଇଦେଶର ସେନା ଅଧିକାରୀ ସ୍ତରୀୟ ଆଲୋଚନା ହୋଇଥିଲା। ତେବେ […]

  • Tuesday, 13 July 2021
online education
ଅନଲାଇନ୍ ଯୋଗେ ଦେଶର ସବୁକୋଣରେ ପହଞ୍ଚିବ ଶିକ୍ଷା ସୁବିଧା

ନୂଆଦିଲ୍ଲୀ:  କରୋନା ମହାମାରୀ ବେଳେ ଅନଲାଇନ୍ ଶିକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଅନ୍‌ଲାଇନ୍ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଶିକ୍ଷାର ସୁବିଧା । ଏନ୍‌ସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ଉପଲବ୍ଧ ହେବ ଡିଜିଟାଲ୍ ପାଠ୍ୟକ୍ରମ। ଏ ନେଇ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ନାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ ଆଣ୍ଡ ଟ୍ରେନିଂ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ରୋଟାରୀ ଇଣ୍ଡିଆର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ […]

  • Tuesday, 13 July 2021
crocodile
ସାଙ୍ଗର ଜୀବନ ପାଇଁ ମୃତ୍ୟୁ ମୁହଁକୁ ଡେଇଁ ପଡ଼ିଲେ, ଆଉ ତା’ ପରେ...

ଭୋପାଲ: ଭଲ ସାଙ୍ଗଟିଏ ପ୍ରକୃତରେ ଭାଗ୍ୟରେ ଥିଲେ ମିଳିଥାଏ। ଏମିତି ଜଣେ ସାଙ୍ଗକୁ ସେ ହରାଇବାକୁ ଚାହୁଁ ନ ଥିଲେ। ଦେଖିଲେ, ଆଖି ଆଗରେ ମୃତ୍ୟୁ ଆଡକୁ ଟାଣି ହୋଇ ଯାଉଛି ସାଙ୍ଗ। ଏହା ଦେଖି ନିଜ ଜୀବନକୁ ବାଜି ଲଗାଇ ସାଙ୍ଗକୁ ଉଦ୍ଧାର କରି  ଅନାବିଳ ବନ୍ଧୁତ୍ୱର ପରିଚୟ ଦେଇଥିଲେ ଗଜେନ୍ଦ୍ର । ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର କଲିୟାସୋତ ଅଞ୍ଚଳର ଗଜେନ୍ଦ୍ର ଏବଂ ଅମିତ ଜାଟବ ଦୁଇ ଘନିଷ୍ଠ ବନ୍ଧୁ। ଦୁଇ ସାଙ୍ଗ ଗାଧୋଇବାକୁ ନିକଟସ୍ଥ […]

  • Tuesday, 13 July 2021
head
ଉହାନକୁ ଟପିଲା ମୁମ୍ବାଇ; ସହରରେ ୫୧ ହଜାର କରୋନା ରୋଗୀ

ଦୂଆଦିଲ୍ଲୀ: ଦେଶରେ ଉଦ୍‌ବେଗ ଜନକ ଭାବେ ବଢୁଛି କରୋନା ସଂକ୍ରମଣ।  ସଂକ୍ରମଣ ମାମଲାରେ ଚୀନର ଉହାନ ସହରକୁ ଟପିଛି ମୁମ୍ବାଇ।  ଉହାନରେ ୩ ହଜାର ୮୬୯ ମୃତ୍ୟୁ ସହ ୫୦ ହଜାର ୩୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ମାତ୍ର ମୁମ୍ବାଇ ଏହାକୁ ଅତିକ୍ରମ କରି ସାରିଛି। ବର୍ତ୍ତମାନ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାରରେ ପହଞ୍ଚିଛି । ସେହିପରି ସଂକ୍ରମଣ କ୍ଷେତ୍ରରେ ଚୀନକୁ ଟପିଯାଇଛି ଭାରତର କରୋନା ହଟ୍‌ସ୍ପଟ୍‌ ମହାରାଷ୍ଟ୍ର । ଚୀନ୍‌ରେ ୮୩ ହଜାର […]

  • Tuesday, 13 July 2021
loc
ସୀମାନ୍ତରେ ଏନ୍‌କାଉଣ୍ଟର; ୩ ଆତଙ୍କୀ ନିପାତ୍‌

ଶ୍ରୀନଗର:  ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ସୋପିଆନ୍ ସୁଗୋ ଅଞ୍ଚଳରେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏନ୍‌କାଉଣ୍ଟର ପରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଅପରେସନ ଚଳାଇଛନ୍ତି । ଏକ ଘର ଭିତରେ ୩ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ରାତି ସାଢେ ଗୋଟାଏରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ।  […]

  • Tuesday, 13 July 2021
petrol
୪ର୍ଥ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ୪ର୍ଥ ଦିନ  ପାଇଁ ପୁଣି ବୃଦ୍ଧି ପାଇଛି ପେଟ୍ରୋଲ, ଡିଜେଲ ଦର। ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ଆଜି ୪ର୍ଥ ଦିନରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ଆଜିର ବର୍ଦ୍ଧିତ ଦର ପରେ ଚାରି ଦିନରେ ପେଟ୍ରୋଲ […]

  • Tuesday, 13 July 2021