• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

petrol rate
ଏଠି ପେଟ୍ରୋଲ ଦର ଲିଟରକୁ ୧. ୪୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଯେପରି ବଢୁଛି ଲୋକଙ୍କ ଆଖିରୁ ନିଦ ହଜିଗଲାଣି। ଦେଶର ରାଜସ୍ଥାନର ଶ୍ରୀଗଙ୍ଗାନଗର ପରି ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟପିଲାଣି। ପେଟ୍ରୋଲ ଦର କମିବା ନେଇ ସରକାର ଲଗାତାର ଆଲୋଚନା କରୁଛନ୍ତି। ହେଲେ କିଛି ଫଳ ହେଉନି। ଶୁଣି ଆଶ୍ଚର୍ଯ୍ୟ ହେବେ,  ପୃଥିବୀରେ ଏମିତି ଦେଶ ଅଛି, ଯେଉଁଠି ପେଟ୍ରୋଲ ପାଣି ମୂଲ୍ୟଠାରୁ ବି କମ୍‌ରେ ମିଳୁଛି। ଗ୍ଲୋବାଲ ପେଟ୍ରୋଲ ପ୍ରାଇସେଜ୍‌ ଏହା ଉପରେ ଲଗାତର ନଜର ରଖିଛି। […]

  • Tuesday, 13 July 2021
mother-son
‘ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ; ବିଧାନସଭା ଆଗରେ ଅଟକାଇଲେ ଘରେ ମରିବୁ’

ଭୁବନେଶ୍ୱର: ‘ନ୍ୟାୟ ପାଇଁ ବାର ଦୁଆର ବୁଲିଲୁଣି।  ତଥାପି ନ୍ୟାୟ ମିଳୁନି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେଲେ ସିନା ଅଟକାଇ ଦେବେ। ଏଥର ଘର ଭିତରେ ଆତ୍ମାହୁତି ଦେବୁ’ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଲୋଚନା ଦାଶ।  ପୁଅ ହତ୍ୟାକାରୀଙ୍କ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସୁଲୋଚନା ଗତ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏ ସଂକ୍ରାନ୍ତରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ […]

  • Tuesday, 13 July 2021
gold plate  biriyani
ଏଠାରେ ମିଳେ ଗୋଲ୍‌ଡ ପ୍ଲେଟେଡ୍‌ ବିରିୟାନୀ; ଦାମ୍‌ କେତେ ଜାଣନ୍ତି ?

ନୂଆଦିଲ୍ଲୀ: ଅନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରୁ ବିରିୟାନୀ ଗୋଟିଏ। ପ୍ରାୟ ସମସ୍ତଙ୍କର ପସନ୍ଦ ଏହି ଖାଦ୍ୟ । କେଉଁଠି କେଉଁ ପ୍ରକାର ବିରିୟାନୀ ମିଳୁଛି, କାହାର ସ୍ୱାଦ କେମିତି, କାହାର ଦାମ କେତେ  ସେ ସବୁର ତାଲିକା ବିରିୟାନୀ ପ୍ରିୟ ଲୋକଙ୍କ ପାଖରେ ନିଶ୍ଚୟ ଥିବ । ଆମେ ଆଜି ଏକ ନୂଆ ପ୍ରକାର ବିରିୟାନୀର ସୂଚନା ଦେବାକୁ ଯାଉଛୁ । ଏହାର ଦାମ ଯେମିତି,, ସ୍ୱାଦ ମଧ୍ୟ ସେମିତି । ଆଉ ପରଷିବାର ଷ୍ଟାଇଲ ମଧ୍ୟ […]

  • Tuesday, 13 July 2021
cease fire
ଗୋଟିଏ ଫୋନ କଲ୍‌ ଯୋଗୁ ଭାରତ-ପାକ୍ ମଧ୍ୟରେ‌ ଖୋଲିଲା ଯୁଦ୍ଧ ବିରତିର ରାସ୍ତା

ନୂଆଦିଲ୍ଲୀ:  ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଉଲ୍ଲଘଂନକୁ ନେଇ ଦୁଇ ଦିନ ତଳେ ବୁଝାମଣା ହୋଇଛି। ଏହି ବୁଝାମଣା ଅନୁସାରେ ଲାଇନ ଅଫ କଣ୍ଟ୍ରୋଲ ଏବଂ ଅନ୍ୟ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଘଂନକୁ କେହି ଭାଙ୍ଗିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।  ଦୀର୍ଘ ବର୍ଷ ଧରି ସୀମାରେ ଅସ୍ତ୍ର ବିରତି ଉଲ୍ଲଘଂନ ଚାଲିଥିବାବେଳେ ମାତ୍ର ଗୋଟିଏ ଫୋନ କଲ୍ ଦ୍ୱାରା ଏହା ବନ୍ଦ ହୋଇପାରିଛି। ତେବେ କିଏ କରିଥିଲେ ଏହି ଫୋନ ? କାହାପାଖକୁ କରିଥିଲେ ? […]

  • Tuesday, 13 July 2021
corona
କରୋନା ମୁକାବିଲା: ଗଞ୍ଜାମ ଗଲେ ୨ IAS , ୬ OAS

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ୨୪ ଘଣ୍ଟା ଭିତରେ ଗଞ୍ଜାମରେ ଆଉ ୩ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା।  ଏଥିସହ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ୨ ଜଣ IASଙ୍କୁ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଭାବେ‌ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କରୋନା ପରିଚାଳନା ପାଇଁ IAS ପାରୁଲ ପଟାୱାରୀ ଓ ବିଶାଲ […]

  • Tuesday, 13 July 2021
suprim court
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବାପଘର ଲୋକଙ୍କୁ ନିଜ ସମ୍ପତ୍ତି ଦେଇ ପାରିବେ ବିଧବା ମହିଳା

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ବିଧବା ମହିଳା ନିଜ ଅଂଶ ସମ୍ପତ୍ତି ବାପଘରକୁ ଦେଇପାରିବେ ବାପଘର ପକ୍ଷ ଲୋକଙ୍କୁ ଅପରିଚିତ କୁହାଯାଇ ପାରିବ ନାହିଁ ବାପଘର ପକ୍ଷର ଲୋକଙ୍କୁ ମହିଳାଙ୍କ ପରିବାରର ଏକ ଅଂଶ ବୋଲି କୁହାଯାଇ ପାରିବ ନୂଆଦିଲ୍ଲୀ: ମହିଳାଙ୍କ ସମ୍ପତ୍ତିକୁ ନେଇ ସୁପ୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ  ଶୁଣାଇଛନ୍ତି। ଅଦାଲତ କହିଛନ୍ତି, ଜଣେ ବିଧବା ମହିଳା ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତି ବାପଘର ପକ୍ଷକୁ ଦେଇ ପାରବେ। କୋର୍ଟଙ୍କ କହିବା ଅନୁଯାୟୀ, ହିନ୍ଦୁ ସକ୍‌ସେସନ ଆକ୍ଟ  […]

  • Tuesday, 13 July 2021
golden mask
ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ ଏହି ବ୍ୟକ୍ତି, ଦାମ୍‌ ୨ଲକ୍ଷ ୮୯ ହଜାର ଟଙ୍କା

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ଛୋଟରୁ ବଡ଼ ଯାଏ ସମସ୍ତେ ଏବେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି। କରୋନା ପାଇଁ ମାସ୍କର ଚାହିଦା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାରର ମାସ୍କ ଏବେ ମାର୍କେଟ୍‌ରେ ଉପଲ୍ଲବ୍ଧ ହେଉଛି। ଏଭଳି ସମୟରେ ମହାରାଷ୍ଟ୍ର ପୁଣେ ଜିଲ୍ଲାର ପିଂମ୍ପରୀ-ଚିଞ୍ଚଓ୍ୱାଡା ନିବାସୀ ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଏବେ ଚର୍ଚ୍ଚାରେ। […]

  • Tuesday, 13 July 2021
OTV-rahul
ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଡେଇଁଲେ ରାହୁଲ, ଭିଡିଓ ଭାଇରାଲ

କୋଲ୍ଲମ: ସମୁଦ୍ର ଭିତରେ ରାହୁଲ ଗାନ୍ଧି ! ପୁଣି ମତ୍ସ୍ୟଜୀବୀଙ୍କ ଗହଣରେ ! ହଁ, କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମୁଦ୍ର ଭିତରେ ପହଁରୁଥିବା ଦେଖିବାକୁ ମିଳିଛି । ପ୍ରକୃତ କଥା ହେଲା, ମତ୍ସ୍ୟଜୀବୀଙ୍କ ଜୀବନଶୈଳୀକୁ ଅତି ନିକଟରୁ ଦେଖିବା ପାଇଁ ରାହୁଲ ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଯାଇଥିଲେ, ମାଛ ଧରିଥିଲେ ଏବଂ ତାଙ୍କ ସହ ମିଶି ଜଳକ୍ରୀଡା ମଧ୍ୟ କରିଥିଲେ। କେରଳ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ପ୍ରଥମେ ନୌକାରେ କେରଳର କୋଲ୍ଲମ […]

  • Tuesday, 13 July 2021
RBI
RBIରେ ଖାଲି ପଡ଼ିଥିବା ଏକାଧିକ ପଦବୀ ପାଇଁ ବିଜ୍ଞପ୍ତ ଜାରି; ତୁରନ୍ତ ଆବେଦନ କରନ୍ତୁ

ଭୁବନେଶ୍ୱର: ଦ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ରେ ଚାକିରି କରିବା ପାଇଁ ଆଶା ରଖିଥିବା ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ! RBI ପକ୍ଷରୁ ଖାଲି ପଡ଼ିଥିବା ଏକାଧିକ ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଆରବିଆଇରେ ଆସିଷ୍ଟାଣ୍ଟ ମ୍ୟାନେଜର, ଲିଗାଲ ଅଫିସର, ମ୍ୟାନେଜର ଟେକ୍‌ନିକାଲ ସିଭିଲ, ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରୋଟୋକଲ ଏବଂ ସିକ୍ୟୁରିଟି ଅଫିସ ପଦ ଖାଲି ପଡ଼ିଛି। ଏହି ପଦବୀ ପାଇଁ ଆବଶ୍ୟକ […]

  • Tuesday, 13 July 2021
Assam declared ‘disturbed area’
ପାଖେଇ ଆସୁଛି ବିଧାନସଭା ନିର୍ବାଚନ: ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ କଲେ ସରକାର

ଗୌହାଟି: ଆସାମ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ସରକାର ବୁଧବାର ଦେଶକୁ ପୁଣି ଅଶାନ୍ତ କ୍ଷେତ୍ର (disturbed area) ଘୋଷଣା କରିଛନ୍ତି।  ରାଜ୍ୟପାଳ ଜଗଦୀଶ ମୁଖୀ Armed Forces Special Powers Act ବା (AFSPA) ଅନୁସାରେ ପୁରା ରାଜ୍ୟକୁ ୬ ମାସ ପାଇଁ ଅଶାନ୍ତ କ୍ଷେତ୍ର ବୋଲି ଘୋଷଣା କରିଛନ୍ତି।  ଫେବ୍ରୁଆରୀ ୨୭ରୁ ଆଗାମୀ ୬ ମାସ ପାଇଁ ଏହି ଘୋଷଣା ବଳବତ୍ତର ରହିବ।  ତେବେ ରାଜ୍ୟପାଳ ଚାହିଁଲେ ଏହି ଅବଧି ସରିବା ପୂର୍ବରୁ ଏହାକୁ […]

  • Tuesday, 13 July 2021
supreme-court
UPSC ଆଶାୟୀ ପରୀକ୍ଷାର୍ଥୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ବୟସସୀମା କୋହଳ କରିବାକୁ ମନା କଲେ

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି। ୨୦୨୦ କରୋନା ବର୍ଷ ଏହି ପ୍ରାର୍ଥୀମାନଙ୍କ ପାଇଁ ଶେଷ ବର୍ଷ ଥିଲା। […]

  • Tuesday, 13 July 2021