• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

param bir singh
ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ବଦଳି : ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ

ମୁମ୍ବାଇ: କାର୍ଯ୍ୟରେ ଅବହେଳା ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଣ୍ଟିଲିଆ ମାମଲାର ବଢ଼ୁଥିବା ଯାଂଚ ଭିତରେ ଉଦ୍ଧବ ସରକାରଙ୍କ ବଡ଼ ନିଷ୍ପତ୍ତି। ମୁମ୍ବାଇ ପୋଲିସ କମିସନର ପରମବୀର ସିଂହଙ୍କର ବଦଳି କରି ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ସହ ଜଡିତ ଘଟଣାରେ ଅବହେଳା ପାଇଁ ତାଙ୍କୁ ବଦଳି କରି ଦିଆଯାଇଛି। ଏ‍ବେ ତାଙ୍କ ସ୍ଥାନରେ ହେମନ୍ତ ନାଗରାଲରେ ମୁମ୍ବାଇର ନୂଆ ପୋଲିସ କମିସନର ପଦ […]

  • Tuesday, 13 July 2021
yogi adityanath
ବଡ଼ବାବୁଙ୍କୁ ବେଳ ନାହିଁ ! ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ବି ଉଠାଉ ନାହାନ୍ତି . . . .

ଲକ୍ଷ୍ନୌ : ବଡ଼ବାବୁଙ୍କର ବହପ ଦେଖ । ଏତେ କାର୍ଯ୍ୟବ୍ୟସ୍ତ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ଉଠାଇବାକୁ ବି ସମୟ ନାହିଁ। ଉତ୍ତରପ୍ରଦେଶ ସରକାରଙ୍କ ଅନେକ କଡ଼ା ନିର୍ଦ୍ଦେଶ ସତ୍ୱେ ସରକାରୀ ଫୋନ ଉଠାଉ ନଥିବା ଆଇଏଏସ୍ ଅଫିସର ଓ କମିସନରଙ୍କୁ ନୋଟିସ ପଠାଇ ଜବାବ ସୁଆଲ କରାଯାଇଛି ।  ତିନି ଦିନରେ ଜବାବ ଦାଖଲ କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ତାଗିଦା କରାଯାଇଛି । ଯେଉଁ ମାନଙ୍କୁ ଜବାବ ମଗାଯାଇଛି, ସେମାନଙ୍କ ମଧ୍ୟରେ   ଜିଲ୍ଲାଧୀକାରି, […]

  • Tuesday, 13 July 2021
delhi-son
ଚାପୁଡ଼ା ମାରି ବୁଢ଼ୀ ମା’ର ଜୀବନ ନେଇଗଲା କୁଳାଙ୍ଗାର ପୁଅ

ନୂଆଦିଲ୍ଲୀ : ମା’ର ମମତା ଅତୁଳନୀୟ । ମହୋଦଧି ପରି ହୃଦୟ। ମା’ ନୁହେଁ ତ ସାକ୍ଷାତ ଦେବୀଟିଏ । ମା’ ଦୁନିଆର ସବୁଠୁ ମଧୁର ଶବ୍ଦ । ହତାଦର ନକରି ପିଲାର ସବୁ ଅଳିଅର୍ଦ୍ଦଳୀ ନୀରବରେ ସହିନିଏ । ତାର ପାଦ ଦେଲେ ଛୁଇଁଲେ ସବୁ ଦୁଃଖ କଷ୍ଟ ଯାଏ ବହୁ ଦୂରେ ହୋଇଯାଏ। ନିତି ଜଳି ଜଳି ସନ୍ତାନର ଜୀବନକୁ ଆଲୋକିତ କରୁଥାଏ। ହେଲେ ଏପରି ମଣିଷର ସ୍ନେହବୋଳା ପଣତକାନିକୁ ଭୁଲିଗଲା ପୁଅ। ଜୀବନ୍ତ […]

  • Tuesday, 13 July 2021
delhi
ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ : ବିଷାକ୍ତ ବାୟୁ ଯୋଗୁଁ ବିକଳ ରାଜଧାନୀବାସୀ

ଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ।  ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ ସହରରେ ପରିଣତ ହୋଇଛି। ସ୍ୱିଜରଲାଣ୍ଡ ସଂସ୍ଥା IQAir ର ରେଟିଂ ଅନୁସାରେ ଦିଲ୍ଲୀ ବିଶ୍ୱର ୫୦ ରାଜଧାନୀ ମଧ୍ୟରୁ ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀରେ ପରିଣତ ହୋଇଛି। ଏଠାରେ PM ୨.୫ରେ ପହଞ୍ଚିଯାଇଛି।, ଯାହା ହୃଦଘାତ ସମ୍ବନ୍ଧୀୟ ସମସ୍ୟା ଆଦିକୁ ବଢ଼ାଇଦିଏ । IQAir ଅନୁସାରେ ଦିଲ୍ଲୀ ସରକାରଙ୍କ ଲଗାତାର ପ୍ରୟାସ ଓ ତାବଲାବନ୍ଦ […]

  • Tuesday, 13 July 2021
woman commits suicide
ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା, କହିଗଲେ-‘ମୋତେ ମନେ ରଖିବ...’

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଜଣକ ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ଶେଆର କରିଥିଲେ। ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳାଙ୍କ ନାଁ ଆୟଶା ବୋଲି ଜଣାପଡ଼ିଛି। ଯାହା ବି କିଛି ଜୀବନରେ ମିଳିଛି, ବହୁତ ଭଲ। ବର୍ତ୍ତମାନ ମୁଁ ଭଗବାନଙ୍କୁ ଭେଟିବାକୁ ଚାହୁଁଛି ବୋଲି ଆୟଶା ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ କହିଥିଲେ, ‘ହ୍ୟାଲୋ, ମୋ […]

  • Tuesday, 13 July 2021