• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

west bengal
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ୍

ପଶ୍ଚିମବଙ୍ଗ ରାଜନୀତିରେ ଏବେ ଅଡିଓ ଝଡ଼ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ ବିଜେପି ନେତାଙ୍କୁ ସମର୍ଥନ ମାଗୁଛନ୍ତି ଦିଦି ନନ୍ଦିଗ୍ରାମ ନିର୍ବାଚନ ପାଇଁ ସହଯୋଗ ଲୋଡ଼ିଲେ ମମତାଙ୍କୁ ନିଶାନା କଲା ବିଜେପି କୋଲକାତା: ପଶ୍ଚିମବଙ୍ଗରେ ଅଡ଼ିଓ ରାଜନୀତି। ଦିଦିଙ୍କୁ ଘାରିଛି କି ପରାଜୟ ଭୟ ?  ବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଚାଲିଛି।  ଆଉ ଏହି ସମୟରେ ଭାରତୀୟ ଜନତା ପାର୍ଟି ଏକ ଅଡିଓ ଟେପ୍ ଜାରି କରିଛି । ଏଥିରେ ଦାବି […]

  • Tuesday, 13 July 2021
health-minister-harsh-vardhan
କରୋନାର ଦ୍ୱିତୀୟ ଲହରୀ ରୋକିବାକୁ ଟିକାକରଣ ଜରୁରୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସତର୍କତା ମୂଳକ ପଦକ୍ଷେପ ସତ୍ତ୍ୱେ ଦ୍ୱିତୀୟ ୱେଭ ଆସିବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ ଲଗାଯାଇ ପାରିବ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକଙ୍କର ଟିକାକରଣ କରାଯିବ ମହାମାରୀ ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ସଂକ୍ରମିତ କରନ୍ତି କୋଭିଡର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆସିବ ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା […]

  • Tuesday, 13 July 2021
modi
ବାଂଲାଦେଶରେ କାଳୀ ପୂଜା କଲେ ମୋଦି : ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଈଶ୍ୱରୀପୁରୀ ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରରେ କଲେ ପୂଜା ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କଲେ ଓରକାଣ୍ଡିରେ ମଟୁଆ ସଂପ୍ରଦାୟକୁ ଉଦବୋଧନ ସଂଧ୍ୟାରେ ହସିନାଙ୍କ ସହିତ ଅନେକ ଚୁକ୍ତି ସ୍ୱାକ୍ଷର ହେବ ଢ଼ାକା: ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସତଖିରା ଜିଲ୍ଲାର ଈଶ୍ୱରୀପୁରରେ ଥିବା ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରେରେ  ପୂଜାର୍ଚ୍ଚନା କରିଛନ୍ତି । ଏହି ପୀଠ ୫୧ଟି ଶକ୍ତି ପୀଠ ମଧ୍ୟରୁ ଗୋଟିଏ । କାଳୀ […]

  • Tuesday, 13 July 2021
girl stunt on bike
ଚଳନ୍ତା ବାଇକ୍‌ରେ ବିନ୍ଦାସ ଷ୍ଟଣ୍ଟ କରୁଥିଲେ ଯୁବତୀ, ବାନ୍ଧିଲା ପୋଲିସ୍‌

ସୁରତ: ମହଙ୍ଗା ପଡ଼ିଲା ବିନା ହେଲ୍‌ମେଟ୍‌ ଓ ବିନା ମାସ୍କରେ ବିନ୍ଦାସରେ ଚଳନ୍ତା ବାଇକ୍‌ରେ ଷ୍ଟଣ୍ଟ କରିବା। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହେବାପରେ ସୁରତର ଡୁମ୍ମସ ଅଞ୍ଚଳରୁ ଏହି ଯୁବତୀଙ୍କୁ ପୋଲିସ୍‌ ଗିରଫ କରିଛି। ପରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବତୀଙ୍କ ନାଁ ସଞ୍ଜନା ଓରଫ ପ୍ରିନ୍ସି ପ୍ରସାଦ ବୋଲି ଜଣାପଡ଼ିଛି। ବାର୍‌ଡୋଲି ସହର ବାବେନ୍‌ ଗାଁରେ ସେ ରୁହନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, କେବଳ ବାଇକ୍‌ରେ ଷ୍ଟଣ୍ଟ କରି ଏହାର ଭିଡିଓ […]

  • Tuesday, 13 July 2021
work from home
Work from Home ରେ ଖୁସି ୬୨ ପ୍ରତିଶତ କର୍ମଚାରୀ :  କାମରେ ସ୍ୱାଧିନତା ମିଳିଲେ କମ ଦରମାରେ କାମ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ:  ଅଫିସରେ କାମ କରିବା ବଦଳରେ ଘରେ କାମ କରି ଖୁସି ଅଛନ୍ତି ୬୨ ପ୍ରତିଶତ କର୍ମଚାରୀ । କରୋନା ସଂକ୍ରମଣ ପୁଣି ବଢ଼ି ଚାଲିଥିବା ବେଳେ ପ୍ରାୟ କର୍ମଚାରୀ ଘରୁ କାମ କରୁଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ Work from Homeର ସୁବିଧା ଦେଉଛନ୍ତି। ତେବେ କରୋନା କାଳରେ Work from Homeରେ କେତେ କର୍ମଚାରୀ ଖୁସି, ସେ ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା । ଆଉ ରିପୋର୍ଟ ଅନୁସାରେ ଅଫିସ […]

  • Tuesday, 13 July 2021
Bharat Bandh
ପୁଣି ଭାରତ ବନ୍ଦ ଡାକରା ଦେଲେ ଚାଷୀ, ଜାଣନ୍ତୁ କେବେ...

ନୂଆଦିଲ୍ଲୀ: ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ। କେନ୍ଦ୍ରର କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଛି। ଏହି ଅବସରରେ କୃଷକ ସଂଗଠନ ଗୁଡ଼ିକ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି। ଏହାପୂର୍ବରୁ ଚାଷୀମାନେ ମାର୍ଚ୍ଚ ୧୯ରେ ‘ମଣ୍ଡି ବଚାଓ, ଖେତି ବଚାଓ’ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି। ଭାରତ ବନ୍ଦକୁ ନେଇ […]

  • Tuesday, 13 July 2021
VOTING
ସାଢ଼େ ୯ଟା ସୁଦ୍ଧା ଆସାମାରେ ୧୦.୩ ଓ ବଙ୍ଗରେ ୧୪.୨ ପ୍ରତିଶତ ମତଦାନ

ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ପଶ୍ଚିମବଙ୍ଗରେ ସକାଳ ୯ଟା ୩୦ ସୁଦ୍ଧା ୧୪.୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମତଦାନ ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଛି । ଭୋଟିଂ ବେଳେ ପୂର୍ବ ମେଦିନିପୁର ଜିଲ୍ଲାର ଭଗବାନପୁର ନିର୍ବାଚନମଣ୍ଡଳୀ ସତସତମଲ ବୁଥରେ ହିଂସାକାଣ୍ଡ ହୋଇଛି । ମତଦାନ ବେଳେ ଗୁଳିକାଣ୍ଡ […]

accident
କାର୍‌-ଟ୍ରକ୍‌ ଧକ୍କା; ୮ ମୃତ, ୪ ଗୁରୁତର

ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌-ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସକାଳେ Etmauddaula ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍‌ ସୂଚନା ଅନୁସାରେ, ଟ୍ରକ୍‌ଟି ନାଗାଲ୍ୟାଣ୍ଡର ହୋଇଥିବା ବେଳେ କାର୍‌ର ରେଜିଷ୍ଟ୍ରେସନ ନମ୍ବର ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। Agra: Eight people died in a […]

  • Tuesday, 13 July 2021
corona
ପୁଣି ଉପରମୁହାଁ କରୋନା ମିଟର: ୨୪ ଘଣ୍ଟାରେ ୬୨,୨୫୮ ସଂକ୍ରମିତ , ୨୯୧ ମୃତ

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ମିଟର। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି  । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା […]

  • Tuesday, 13 July 2021
arushi
ବଲିଉଡ୍‌ରେ ଡେବ୍ୟୁ କରିବେ ଏହି କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଝିଅ ଆରୁଷି ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଆରୁଷି ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେଆର କରି ଏସମ୍ପର୍କରେ ଘୋଷଣା କରିଛନ୍ତି। ନୌସେନାର ମହିଳା ଅଫିସରଙ୍କ ସାହସିକତା ଉପରେ ଏହି ଫିଲ୍ମ ଆଧାରିତ।   View this post on Instagram   A post shared by Arushi Nishank (@arushi.nishank) କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ଓ କୁସୁମ କାନ୍ତାଙ୍କ ବଡ଼ ଝିଅ […]

  • Tuesday, 13 July 2021
katni
ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ କଲେ ବିହାରର ୬ ଯୁବକ

କଟନୀ: ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ । ଉନ୍ମତ୍ତ ଯୁବକଙ୍କୁ ଦେଖି ଭୟରେ ଦେଖଣାହାରୀ ସାଜିଲେ ଯାତ୍ରୀ।ସଂଘମିତ୍ରା ଏକ୍ସପ୍ରେସରେ ଜଣେ ବିବାହିତା ମହିଳାଙ୍କୁ ବିହାରର କିଛି ଯୁବକ ଅସଦାଚରଣ କରିଥିବା ଜଣାପଡ଼ିଛି। ପୂରା ଯାତ୍ରା ସମୟରେ ମହିଳା ଜଣକ ଭୟରେ ଚୁପଚାପ ବସି ରହିଥିଲେ ।  ଯୁବକମାନେ ତାଙ୍କ ମୁହଁରେ ସିଗାରେଟ୍ ଧୂଆଁ ମଧ୍ୟ ଉଡ଼ାଇଛନ୍ତି। ତେବେ ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲେ ସଂପୃକ୍ତ ମହିଳା ଜଣକ ।  ଫଳରେ କଟନୀ ଷ୍ଟେସନରେ […]

  • Tuesday, 13 July 2021