ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ(UFBU) ପକ୍ଷରୁ ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଦେଶର ପ୍ରାୟ ୧୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ। ଓଡ଼ିଶାର ୫ ହଜାର ୫୦୦ ବ୍ୟାଙ୍କ ଶାଖାର ପ୍ରାୟ ୩୦ ହଜାର କର୍ମଚାରୀ ଓ ଅଧିକାରୀ ମଧ୍ୟ ଧର୍ମଘଟରେ ସାମିଲ ହେବେ ବୋଲି ସୂଚନା ମିଳିଛି। ତେଣୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ ବୋଲି […]
ନୂଆଦିଲ୍ଲୀ: ଯଦି ଆପଣ ଦୀର୍ଘ ସମୟ ଧରି ଫୋନ୍ ବ୍ୟବହାର କରୁଛନ୍ତି ଓ ଫୋନ୍ରେ ଚାର୍ଜ ସମସ୍ୟା ରହୁଛି, ଆଉ ଏଥିପାଇଁ ଆପଣ ସାର୍ବଜନୀନ ସ୍ଥାନରେ ଚାର୍ଜିଂ ପଏଣ୍ଟ ଖୋଜୁଛନ୍ତି, ତା’ହେଲେ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି। ଦେଶର ପ୍ରଥମ ସ୍ମାର୍ଟଫୋନ୍ ପାୱାର ବ୍ୟାଙ୍କ୍ ରେଣ୍ଟଲ୍ ସର୍ଭିସ୍ ସ୍ପାଇକ୍ (Spykke) ଲଞ୍ଚ ହୋଇଛି। ସାରା ଦେଶରେ ୧୧ଟି ସହରରେ ୮ ହଜାର ସ୍ଥାନରେ ଏହାର ନେଟ୍ୱର୍କ ରହିଛି। ବର୍ତ୍ତମାନ କମ୍ପାନୀର ଆଉଟ୍ଲେଟ୍ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ-ଏନ୍ସିଆର୍, […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ମିଳିବା ଘଟଣାରେ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ଭାଜେଙ୍କୁ NIA(National Investigation Agency ) ଗିରଫ କରିଛି। ୧୨ ଘଣ୍ଟାର ଜେରା ପରେ ଶନିବାର ରାତି ସାଢ଼େ ୧୧ଟାରେ ସଚିନ୍ ଭାଜେଙ୍କୁ NIA ଗିରଫ କରିଥିଲା। ଏହା ପୂର୍ବରୁ NIA ଭାଜେଙ୍କୁ ସମନ କରିଥିଲା। ସୂଚନା ଅନୁସାରେ, ଫେବୃଆରୀ ୨୫ରେ Carmichael ରୋଡ୍ ସ୍ଥିତ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ବିସ୍ଫୋରକ ଭର୍ତ୍ତି […]
ନୂଆଦିଲ୍ଲୀ: ଦେଶର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ PRT, TGT, PGT ଓ ଅନ୍ୟାନ୍ୟ Teaching and Non-Teaching ପଦବୀରେ ନିଯୁକ୍ତି ପାଇଁ Kendriya Vidyalaya (KV) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ୨୦୨୧-୨୨ ବର୍ଷ ପାଇଁ Part Time/Contractual ଆଧାରରେ ହେବ। ଯଦି ଆପଣ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ ସବିଶେଷ ତଥ୍ୟ…. PGT-Post Graduate Teacher (ସମସ୍ତ ବିଷୟ ପାଇଁ): ଯେଉଁ ବିଷୟ ପାଇଁ ଆପଣ ଆବେଦନ କରିବାକୁ ଚାହୁଁଛନ୍ତି […]
୭ ଦିନ ପରେ ଚାଲିଲା ଏମ୍ବି ଏଭର ଗିଭେନ୍ ସୁଏଜ କେନାଲରେ ଫସିଥିବା କାର୍ଗୋ ଜାହାଜ ଉଦ୍ଧାର ଜାହାଜରେ ଥିଲା ୨ ଲକ୍ଷ ୨୦ ହଜାର ଟନ୍ର ଜିନିଷ ୧୦ଟି ଟଗ୍ ବୋଟ୍ ଜରିଆରେ ସିଧା ହେଲା ଜାହାଜ ୭ ଦିନର ପରିଶ୍ରମ ପରେ ଚାଲିଲା ସୁଏଜ କେନାଲରେ ଫସିଥିବା ବିଶାଳ କାର୍ଗୋ ଜାହାଜ । ଏହି କାର୍ଗୋ ଜାହାଜକୁ ବିଶ୍ୱର ସବୁଠାରୁ ବଡ ମାଲବାହୀ ଜାହାଜ ରୂପେ ବିବେଚନା କରାଯାଏ | ‘EVERGREEN’ ନାମକ ଜାହାଜ […]
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ପ୍ରଚାର ଶେଷ ପଶ୍ଚିମବଙ୍ଗରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି ପ୍ରଚାର ଶେଷ ଦିନରେ ନନ୍ଦିଗ୍ରାମରେ ହାଇ ଭୋଲଟେଜ୍ କ୍ୟାମ୍ପେନ ସେପଟେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଶୋଭାଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ଆଜି ଏହାର ପ୍ରଚାର […]
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଥିବା ମେଡିକାଲ୍ ଉପକରଣ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ହଠାତ୍ ନିଆଁ ଲାଗିଯିବା ଫଳରେ ୧୪ ଜଣ କର୍ମଚାରୀ ଫ୍ୟାକ୍ଟ୍ରି ଭିତରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନ ଅନୁସାରେ, ଗାଜିଆବାଦର ସାହିବାବାଦ ଶିଳ୍ପାଞ୍ଚଳର ସାଇଟ୍ ୪ ଅଞ୍ଚଳରେ ଥିବା ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଛି। ଖବର ପାଇ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ […]