• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

samsung
୬ ହଜାର ଟଙ୍କା ଶସ୍ତା ହେଲା ଏହି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମ୍‌ସଙ୍ଗ(Samsung)ର ଲାଟେଷ୍ଟ୍‌ ସ୍ମାର୍ଟଫୋନ୍‌ SAMSUNG Galaxy F62ର ଦାମ୍‌ କମ୍‌ ହୋଇଛି। ଫ୍ଲିପ୍‌କାର୍ଟ(Flipkart)ର ଇଲେକ୍ଟ୍ରୋନିକ୍‌ ସେଲ୍‌ରେ କମ୍‌ ଦାମ୍‌ରେ ସ୍ମାର୍ଟଫୋନ୍‌ ଉପଲ୍ଲବ୍ଧ ହୋଇଛି। ଯେଉଁଥିରେ ଆପଣ କମ୍‌ ଦାମ୍‌ରେ ଭଲ ଫିଚର୍ସ ଥିବା ସ୍ମାର୍ଟଫୋନ୍‌ କିଣିପାରିବେ। ଫ୍ଲିପ୍‌କାର୍ଟରେ SAMSUNG Galaxy F62ର ଦାମ୍‌ ୩୧,୯୯୯ ଟଙ୍କା ଥିବାବେଳେ ସେଲ୍‌ରେ ଆପଣ ଏହି ଫୋନ୍‌ ୨୫,୯୯୯ ଟଙ୍କାରେ କିଣି ପାରିବେ। ଅର୍ଥାତ୍‌ ୬ ହଜାର ଟଙ୍କା ଶସ୍ତାରେ ଆପଣ ସାମ୍‌ସଙ୍ଗର ଏହି ସ୍ମାର୍ଟଫୋନ୍‌ କିଣିପାରିବେ। ଯଦି ଆପଣ […]

  • Tuesday, 13 July 2021
Nirmala Sitharaman
ବ୍ୟାଙ୍କ ଘରୋଇକରଣ ସମ୍ପର୍କରେ ବଡ଼ ବୟାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ(UFBU) ପକ୍ଷରୁ ସୋମବାରଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା। ତେବେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ବୟାନ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ସମସ୍ତ ବ୍ୟାଙ୍କର ଘରୋଇକରଣ ହେବ ନାହିଁ। ଘରୋଇକରଣ ହେବାକୁ ଥିବା ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପଦକ୍ଷେପ ନେବେ। Cabinet Committee […]

  • Tuesday, 13 July 2021
gold
ସପ୍ତାହ ଆରମ୍ଭରୁ ବଢ଼ିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। କାରବାର ଆରମ୍ଭରୁ Multi Commodity Exchange(MCX)ରେ ଆଜି ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ୨୪ କ୍ୟାରେଟ୍ ସୁନା ୪୯୫ ଟଙ୍କା ବୃଦ୍ଧି ଅର୍ଥାତ୍‌ ମହଙ୍ଗା ହୋଇ ପ୍ରତି ୧୦ ଗ୍ରାମକୁ ୪୪,୮୨୭ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୬୯୪ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମକୁ ୬୬,୫୩୫ଟଙ୍କାରେ କାରବାର ଚାଲିଥିଲା। ଅନ୍ତର୍ଜାତୀୟ ବଜାରରେ ବହୁମୂଲ୍ୟ ଧାତୁ […]

  • Tuesday, 13 July 2021
bank strike
ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ(UFBU) ପକ୍ଷରୁ ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଦେଶର ପ୍ରାୟ ୧୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ। ଓଡ଼ିଶାର ୫ ହଜାର ୫୦୦ ବ୍ୟାଙ୍କ ଶାଖାର ପ୍ରାୟ ୩୦ ହଜାର କର୍ମଚାରୀ ଓ ଅଧିକାରୀ ମଧ୍ୟ ଧର୍ମଘଟରେ ସାମିଲ ହେବେ ବୋଲି ସୂଚନା ମିଳିଛି। ତେଣୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ ବୋଲି […]

  • Tuesday, 13 July 2021
mobile charging
ଏଣିକି ୨୦ ଟଙ୍କା ଭଡ଼ାରେ ଚାର୍ଜ କରିପାରିବେ ଫୋନ୍‌‌

ନୂଆଦିଲ୍ଲୀ: ଯଦି ଆପଣ ଦୀର୍ଘ ସମୟ ଧରି ଫୋନ୍‌ ବ୍ୟବହାର କରୁଛନ୍ତି ଓ ଫୋନ୍‌ରେ ଚାର୍ଜ ସମସ୍ୟା ରହୁଛି, ଆଉ ଏଥିପାଇଁ ଆପଣ ସାର୍ବଜନୀନ ସ୍ଥାନରେ ଚାର୍ଜିଂ ପଏଣ୍ଟ ଖୋଜୁଛନ୍ତି, ତା’ହେଲେ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି। ଦେଶର ପ୍ରଥମ ସ୍ମାର୍ଟଫୋନ୍‌ ପାୱାର ବ୍ୟାଙ୍କ୍‌ ରେଣ୍ଟଲ୍‌ ସର୍ଭିସ୍‌ ସ୍ପାଇକ୍‌ (Spykke) ଲଞ୍ଚ ହୋଇଛି। ସାରା ଦେଶରେ ୧୧ଟି ସହରରେ ୮ ହଜାର ସ୍ଥାନରେ ଏହାର ନେଟ୍‌ୱର୍କ ରହିଛି। ବର୍ତ୍ତମାନ କମ୍ପାନୀର ଆଉଟ୍‌ଲେଟ୍‌ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ-ଏନ୍‌ସିଆର୍‌, […]

  • Tuesday, 13 July 2021
Sachin-Waze
୧୨ ଘଣ୍ଟା ଜେରା ପରେ ଗିରଫ ହେଲେ ପୋଲିସ୍‌ ଅଧିକାରୀ, ଆସିଲା ଏମିତି ଅଭିଯୋଗ...

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍‌ ମିଳିବା ଘଟଣାରେ ମୁମ୍ବାଇ ପୋଲିସ୍‌ ଅଧିକାରୀ ସଚିନ୍‌ ଭାଜେଙ୍କୁ NIA(National Investigation Agency ) ଗିରଫ କରିଛି। ୧୨ ଘଣ୍ଟାର ଜେରା ପରେ ଶନିବାର ରାତି ସାଢ଼େ ୧୧ଟାରେ ସଚିନ୍‌ ଭାଜେଙ୍କୁ NIA ଗିରଫ କରିଥିଲା। ଏହା ପୂର୍ବରୁ NIA ଭାଜେଙ୍କୁ ସମନ କରିଥିଲା। ସୂଚନା ଅନୁସାରେ, ଫେବୃଆରୀ ୨୫ରେ Carmichael ରୋଡ୍‌ ସ୍ଥିତ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ  ବିସ୍ଫୋରକ ଭର୍ତ୍ତି […]

  • Tuesday, 13 July 2021