ନୂଆଦିଲ୍ଲୀ : ସୁଶୀଲ ଚନ୍ଦ୍ରା ଦେଶର ଆଗାମୀ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ଏବେ ନିର୍ବାଚନ କମିସନର ଭାବେ କାର୍ଯଭାର ସମ୍ଭାଳୁ ଅଛନ୍ତି। ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶୀଲ ଚନ୍ଦ୍ରା ହିଁ ଦେଶର ନୂଆ ସିଇସି ନିଯୁକ୍ତି ପାଇବେ । ସରକାର ‘ନିର୍ବାଚନ ସଦନ’ରେ ଶୀର୍ଷ ପଦ ପାଇଁ ତାଙ୍କ ନାମରେ ମୋହର ମାରି ସାରିଛନ୍ତି। ତେବେ ଏନେଇ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲକୁ ଆଜି ସକାଳେ ରାଷ୍ଟ୍ରପତି ଚେକ୍ଅପ୍ ପାଇଁ ଯାଇଥିଲେ। ସେଠାରେ ରାଷ୍ଟ୍ରପତିଙ୍କର ରୁଟିନ୍ ଚେକ୍ଅପ୍ ହେବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି। President Ram Nath Kovind visited Army Hospital (R&R) following chest discomfort this morning. He is undergoing routine check-up and […]
ନୂଆଦିଲ୍ଲୀ : ଦେଶରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଭିତରେ ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଉତ୍ପାଦନ ହେଉଥିବା ରେମେଡେସିଭିର୍ ଔଷଧକୁ ଅନ୍ୟ ଦେଶକୁ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି । କରୋନା ସଂକ୍ରମଣ ସ୍ଥିତିରେ ସୁଧାର ନଆସିବା ଯାଏଁ ରପ୍ତାନୀ ଉପରେ ରୋକ ଲଗାଇଛନ୍ତ କେନ୍ଦ୍ର ସରକାର । ଅନ୍ୟପଟେ ଏହି ଔଷଧକୁ କରୋନାର ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ […]
ନୂଆଦିଲ୍ଲୀ: ସୁନା, ରୂପା ଦରରେ ଆଜି ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୦ରୁ ଅଧିକ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୧୫୯ ଟଙ୍କା ହ୍ରାସ ସହ ୪୪,୭୦୧ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ପ୍ରତି କିଲୋକୁ ରୂପା ୬୪,୮୨୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ […]
ନୂଆଦିଲ୍ଲୀ : ବ୍ୟାଙ୍କ ସମ୍ବନ୍ଧୀୟ କିଛି ଜରୁରୀ କାମ ଥିଲେ, ଆଜି ଭିତରେ କାମ ଶେଷ କରିନିଅନ୍ତୁ । ଆଗାମୀ ୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ, ତେଣୁ ଜରୁରୀ କାମ କରିବାକୁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏପ୍ରିଲ ମାସରେ ବ୍ୟାଙ୍କ ଗୁଡ଼ିକର ଲମ୍ବା ଛୁଟି ରହିଛି । ଏଥିସହିତ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ବ୍ୟାଙ୍କ ଧର୍ମଘଟକୁ ଧମକ ଦେଇଛନ୍ତି। ଯଦି ACE ରେ ଧର୍ମଘଟ ହୁଏ, ତେବେ ବ୍ୟାଙ୍କିଂ […]
ବିସ୍ଥାପିତ ହେବା ଭୟରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେଉ: ବୁଦ୍ଧିଜୀବୀ ବାଲିଆପାଳ(ଅଜିତ୍ ଦାସ ଓ ରଶ୍ମିରଞ୍ଜନ ଦାସ) : ସୁବର୍ଣ୍ଣରେଖା ମୁହାଁଣରେ ନିର୍ମାଣ ହେବ ଓଡିଶାର ଆଉ ଏକ ବନ୍ଦର ବନ୍ଦର । ଭିତ୍ତିପ୍ରସ୍ତର ସ୍ଥାପନ କରି ଆସନ୍ତା ୪ ରୁ ୫ ବର୍ଷ ଭିତରେ ବନ୍ଦର କାର୍ଯ୍ୟ କ୍ଷମ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବନ୍ଦର କାମ ବଢିପାରୁନି […]
ନୂଆଦିଲ୍ଲୀ : ଦେଶରେ ଆଜି ଦେଢ଼ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଏହି ନୂଆ ତଥ୍ୟ ସହ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫ । ସେହିଭଳି ଗତକାଲି ଅପେକ୍ଷା ଆଜି ବି ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଦିନକରେ ୮୩୯ ଜଣ […]
ସୁରତ: ଘରକୁ ଲକ୍ଷ୍ନୀ ଆସିବା ଖୁସିରେ ଅର୍ଥାତ୍ ଝିଅ ଜନ୍ମ ହେବା ଖୁସିରେ ଆତ୍ମବିଭୋର ହୋଇ ଦୁଇ ମାସର ଝିଅକୁ ଉପହାର ଦେବା ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ବାପା। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ଗୁଜରାଟ ସୁରତର ସରଥାଣା ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବିଜୟ କଥୋରିୟା ନିଜ ୨ ମାସର ଝିଅ ନିତ୍ୟାଙ୍କ ପାଇଁ ଜହ୍ନରେ ଜାଗା କିଣିଛନ୍ତି। ଜହ୍ନରେ ଜାଗା କିଣିବା ପାଇଁ ସେ ନ୍ୟୁୟର୍କ ଇଣ୍ଟରନ୍ୟାସନାଲ୍ […]
କୋହ୍ଲାପୁର : ଏକବିଂଶ ଶତାଦ୍ଦୀରେ ମହିଳାମାନେ ପୁରୁଷଙ୍କ କାନ୍ଧକୁ କାନ୍ଧ ମିଳାଇ କାମ କରିବା ସହ ଘର କଥା ବୁଝୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ମହାକାଶରେ ପହଞ୍ଚିଥିବା ମହିଳା ଆଜି ବି ସମାଜରେ ଉପକ୍ଷେତି ଆଉ ଅବହେଳିତ । ନାରୀ ଅଧିକାର କଥା କହୁଥିବା ଦେଶରେ ଏବେ ବି ହେଉଛି ସତୀତ୍ୱ ପରୀକ୍ଷା । ମହାରାଷ୍ଟ୍ରର କୋହ୍ଲାପୁରରେ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଦୁଇ ଯୁବତୀଙ୍କୁ ବିବାହ ପରେ ଉଭୟଙ୍କର ସ୍ୱାମୀ […]
ନୂଆଦିଲ୍ଲୀ: ଦେଶର ସର୍ବକନିଷ୍ଠ କୋଟିପତି ନିଖିଲ କାମାତ । ପିଲାବେଳୁ କିଛି ନୂଆ କରିବାର ଝୁଙ୍କ ଆଜି ତାଙ୍କୁ ସଫଳ କରିଛି । ସ୍କୁଲ ଯାଇ ପାଠପଢ଼ିବା ତାଙ୍କୁ ଅଣନିଃଶ୍ୱାସୀ କରିପକାଉଥିଲା । ମନରେ ଭିନ୍ନ ଭିନ୍ନ ଚିନ୍ତା ଆସୁଥିଲା। ତେବେ ପାଠପଢ଼ାରେ ମନ ନଲାଗିବାରୁ ଛୋଟବେଳରୁ ସେ ଚେସ୍ ଖେଳିଆ ଆରମ୍ଭ କରିଦେଇଥିଲେ । ମାତ୍ର ୧୪ ବର୍ଷ ବୟସରେ ସାଙ୍ଗସାଥୀ ମେଳରେ ପୁରୁଣା ମୋବାଇଲ୍ କିଣାବିକାର ବ୍ୟବସାୟ ଆରମ୍ଭ କରିଦେଇଥିଲେ । ତେବେ ତାଙ୍କ […]