ମୁମ୍ବାଇ: କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଟିପ୍ପଣୀ ମାମଲାରେ ରିପବ୍ଲିକ୍ ଟିଭି ଏଡିଟିର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଘଣ୍ଟା ଧରି ଜେରା। କଂଗ୍ରେସର ଅଭିଯୋଗ ଆଧାରରେ ଅର୍ଣ୍ଣବଙ୍କୁ ଆଜି ସକାଳୁ ଜେରା କରୁଛି ମୁମ୍ବାଇର ଏନଏମ୍ ଜୋଶୀ ମାର୍ଗ ପୋଲିସ। ସକାଳ ୯ଟା ୨୦ରୁ ସେ ଥାନାକୁ ଯାଇଥିବା ବେଳେ ସେବେଠୁ ପୋଲିସ ତାଙ୍କୁ ଜେରା କରିଥିବା ସୂଚନା ମିଳିଛି। ମହାରାଷ୍ଟ୍ରର ପଲଘର ଅଞ୍ଚଳରେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା କରିବା ମାମଲାରେ […]
ଆଜିକାଲି ବିଶ୍ୱର ଅନେକ ସ୍ଥାନରୁ ରହସ୍ୟମୟ ଜୀବ ଠାବ ହେଉଛି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି। ଆମେରିକାର ଉତ୍ତର କ୍ୟାରୋଲିନାରେ ସମୁଦ୍ର କୂଳରୁ ଏକ ଅଜଣା ସମୁଦ୍ର ଜୀବ ମିଳିଛି। ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ବିଶେଷଜ୍ଞମାନେ ମଧ୍ୟ ଏହାକୁ ଦେଖି ଚକିତ ହୋଇଯାଇଛନ୍ତି। ଏହି ରହସ୍ୟମୟ ଜୀବ ସମ୍ପର୍କରେ କାହାକୁ ବି ଜଣାନାହିଁ। Cape Lookout National Seashore ଏହି ରହସ୍ୟମୟ ଜୀବର ଫଟୋ ନିଜ ଫେସ୍ବୁକ୍ ପେଜ୍ରେ ଶେଆର […]
ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ଭାଷାର ୮ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟର ଡିଗ୍ରୀ କରିବା ପାଇଁ All India Council for Technical Education (AICTE) କଲେଜ ଗୁଡ଼ିକୁ ଅନୁମତି ପ୍ରଦାନ କରିଛି। ନୂଆ ଶିକ୍ଷା ବର୍ଷ (2020-21)ରୁ ଏହା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ୮ ଆଞ୍ଚଳିକ ଭାଷା ହେଲା- ମରାଠୀ, ହିନ୍ଦୀ, ବଙ୍ଗାଳୀ, ତେଲୁଗୁ, ତାମିଲ, ଗୁଜରାଟି, କନ୍ନଡ ଓ ମାଲାୟାଲାମ। ଏହାଦ୍ୱାରା ବିଶେଷ କରି […]
ସୋସିଆଲ୍ ମିଡିଆରେ ବିବାହର ଅନେକ ମଜାଳିଆ ଭିଡିଓ ଭାଇରାଲ୍ ହେଉଥିବା ଆପଣମାନେ ହୁଏତ ଦେଖିଥିବେ। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସିବା ଆରମ୍ଭ କରି ଦେବେ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଏକ ବିବାହ ବେଳର। ଭିଡିଓରେ ଦେଖିବାକୁ ମିଳିଛି, ବିବାହ ବେଦୀରେ ହୋମ ନିଆଁ ଜଳୁଛି, ହେଲେ ଏହି ସମୟରେ ବର-କନିଆ ଏକ ପାଣି ବୋତଲରେ ଖେଳୁଛନ୍ତି। ପୋଷ୍ଟରେ ଦିଆଯାଇଥିବା ସୂଚନା […]
ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ବୁଧବାର ଏହା ସ୍ଥିର ଥିଲା। ହେଲେ ଆଜି ଏହା ପୁଣି ବଢ଼ିଛି। ଲିଟର ପ୍ରତି ପେଟ୍ରୋଲ ୨୪ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି ପାଇଛି। ମଙ୍ଗଳବାର ପେଟ୍ରୋଲ ଲିଟର ପ୍ରତି ୨୩ ପଇସା ଓ ଡିଜେଲ ୨୭ ପଇସା ବୃଦ୍ଧି ପାଇଥିଲା। ବର୍ଦ୍ଧିତ ଦର ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ଦର ପ୍ରତି […]
ମୁମ୍ବାଇ: ବେଳେ ବେଳେ ଏମିତି ଇଚ୍ଛା ହୋଇଥାଏ ବିମାନରେ ଇକୋନମିକ କ୍ଲାସ ପରିବର୍ତ୍ତେ ବିଜନେସ କ୍ଲାସରେ ଯାତ୍ରା କରିବା ପାଇଁ। ଆଉ ଏହି ଯାତ୍ରା ଯଦି ଚାର୍ଟର୍ଡ଼ ଫ୍ଲାଇଟରେ ହୁଏ ତା’ହେଲେ ଖୁସି ଦ୍ବିଗୁଣିତ ହୋଇଯାଏ। ଯଦି ଏକାକି ବିମାନରେ ଯାତ୍ରା କରିବା ପାଇଁ ସୁଯୋଗ ମିଳେ, ତା’ହେଲେ ଏଭଳି ସ୍ଥିତିରେ ଯେକେହିବି ନିଜକୁ ରାଜା ବୋଲି ଭାବିଥାନ୍ତି। ଏମିତି କିଛି ଘଟଣା ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଘଟିଛି। ସୂଚନା ଅନୁସାରେ, ମୁମ୍ବାଇର ୪୦ ବର୍ଷୀୟ […]
ମୁମ୍ବାଇ: ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣିଙ୍କ ବାପାଙ୍କୁ ଜଣେ ଦୁବୃର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ମଙ୍ଗଳବାର ସକାଳେ ୨୪ ବର୍ଷୀୟ ଯୁବକ ସୋନାଲିଙ୍କ ଘର ଭିତରକୁ ପ୍ରବେଶ କରି ଛୁରୀରେ ତାଙ୍କ ବାପା ମନୋହର କୁଲକର୍ଣ୍ଣିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ମନୋହର ଆହତ ହୋଇଛନ୍ତି। ପୋଲିସର କହିବା ଅନୁସାରେ, ମହାରାଷ୍ଟ୍ରର ପିମ୍ପରି ଚିଞ୍ଚୱାଡା ସ୍ଥିତ ସୋନାଲିଙ୍କ ଘରକୁ ସମ୍ପୃକ୍ତ ଯୁବକ ମଙ୍ଗଳବାର ସକାଳ ସାଢ଼େ ୭ଟାରେ ପ୍ରବେଶ […]
ଭୁବନେଶ୍ୱର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ୟାସ୍’। ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ୍ ‘ୟାସ୍’ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁସାରେ, ବାତ୍ୟା ‘ୟାସ୍’ ପାରାଦୀପରୁ ଏବେ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟାରେ ଧରି ବାତ୍ୟା ‘ୟାସ୍’ ୧୦ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର […]