• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

arushi
ବଲିଉଡ୍‌ରେ ଡେବ୍ୟୁ କରିବେ ଏହି କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଝିଅ ଆରୁଷି ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଆରୁଷି ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେଆର କରି ଏସମ୍ପର୍କରେ ଘୋଷଣା କରିଛନ୍ତି। ନୌସେନାର ମହିଳା ଅଫିସରଙ୍କ ସାହସିକତା ଉପରେ ଏହି ଫିଲ୍ମ ଆଧାରିତ।   View this post on Instagram   A post shared by Arushi Nishank (@arushi.nishank) କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ଓ କୁସୁମ କାନ୍ତାଙ୍କ ବଡ଼ ଝିଅ […]

  • Tuesday, 13 July 2021
katni
ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ କଲେ ବିହାରର ୬ ଯୁବକ

କଟନୀ: ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ । ଉନ୍ମତ୍ତ ଯୁବକଙ୍କୁ ଦେଖି ଭୟରେ ଦେଖଣାହାରୀ ସାଜିଲେ ଯାତ୍ରୀ।ସଂଘମିତ୍ରା ଏକ୍ସପ୍ରେସରେ ଜଣେ ବିବାହିତା ମହିଳାଙ୍କୁ ବିହାରର କିଛି ଯୁବକ ଅସଦାଚରଣ କରିଥିବା ଜଣାପଡ଼ିଛି। ପୂରା ଯାତ୍ରା ସମୟରେ ମହିଳା ଜଣକ ଭୟରେ ଚୁପଚାପ ବସି ରହିଥିଲେ ।  ଯୁବକମାନେ ତାଙ୍କ ମୁହଁରେ ସିଗାରେଟ୍ ଧୂଆଁ ମଧ୍ୟ ଉଡ଼ାଇଛନ୍ତି। ତେବେ ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲେ ସଂପୃକ୍ତ ମହିଳା ଜଣକ ।  ଫଳରେ କଟନୀ ଷ୍ଟେସନରେ […]

  • Tuesday, 13 July 2021
new car
ପୁରୁଣା କାର୍‌ ଛାଡ଼ି କିଣନ୍ତୁ ନୂଆ; ମିଳିବ ଏମିତି ରିହାତି

ନୂଆଦିଲ୍ଲୀ: ନିଜ ପୁରୁଣା କାର୍ ଛାଡ଼ି ନୂଆ କାର୍ କିଣିବାକୁ ଚାହୁଁଥିଲେ ଖୁସି ଖବର। ପୁରୁଣା କାର୍‌କୁ ସ୍କ୍ରାପ୍ ବା ନଷ୍ଟ କରି, ଏହା ବଦଳରେ ନୂଆ କିଣିଲେ ଆପଣଙ୍କୁ ୫% ରିହାତି ମିଳିବ। ନୂଆ କାର୍‌ ନିର୍ମାତା କମ୍ପାନୀ ପକ୍ଷରୁ ଏହି ୫% ରିହାତି ମିଳିବ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି। ୨୦୨୧-୨୨ କେନ୍ଦ୍ର ବଜେଟ୍‌ରେ ଘୋଷିତ vehicle scrapping policy ଅଧୀନରେ ବ୍ୟକ୍ତିଗତ ଗାଡ଼ିକୁ ୨୦ ବର୍ଷ […]

  • Tuesday, 13 July 2021
Rajesh Bhushan
ମହାରାଷ୍ଟ୍ର, ପଞ୍ଜାବର ସ୍ଥିତି ଉଦବେଗଜନକ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦବେଗଜନକ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ପଞ୍ଜାବ ସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ହିଁ ନୂଆ ୨୪ ହଜାର କେସ୍ ମିଳିଥିବା ସୂଚନା ମିଳିଛି । ସଂକ୍ରମଣ ମାମଲା ହଠାତ ବୃଦ୍ଧି ପାଇବାରୁ ସର୍ବସାଧାରଣ ସ୍ଥାନ […]

  • Tuesday, 13 July 2021
cylinders-truck
ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ, ନିଆଁ ଲାଗି ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଢ଼ୋଢ଼ା ଫାଟିଲା ସିଲିଣ୍ଡର

ଭୀଲବାଡ଼ା: ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ । ନିଆଁଲାଗି ଏକ କିଲୋମିଟର ପର୍ଯ୍ୟନ୍ତ ଉଡ଼ିଲା ସିଲିଣ୍ଡର। ଭୀଲବାଡ଼ାର ଜୟପୁର-କୋଟା ଜାତୀୟ ରାଜପଥ ନିକଟସ୍ଥ ହନୁମାନ ନଗର ଅଞ୍ଚଳରେ ଘଟିଲା ବଡ଼ ଦୁର୍ଘଟଣା। ଟିକଡ଼ ଗାଁରେ ବଜ୍ରାଘାତ ଯୋଗୁଁ ହାଇୱେରେ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଟ୍ରକରେ ୪୫୦ ଘରୋଇ ଗ୍ୟାସ ସିଲିଣ୍ଡର ମହଜୁଦ୍ ଥିଲା । ଆଉ ଟ୍ରକ ଓଲଟିବା କ୍ଷଣି ସିଲିଣ୍ଡରରେ ନିଆଁ ଲାଗି ଆକାଶରେ ଉଡ଼ିବା […]

  • Tuesday, 13 July 2021
Justice-Ramana
ଜଷ୍ଟିସ ଏନ.ଭି ରମଣା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଏନ.ଭି ରମଣାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିସ୍ କେନ୍ଦ୍ରକୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କଲେ ଏପ୍ରିଲ ୨୩ରେ ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ନୂଆଦିଲ୍ଲୀ :  ଜଷ୍ଟିସ୍ ଏନ.ଭି ରମଣା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଜଷ୍ଟିସ ଏନ.ଭି ରମନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. […]

  • Tuesday, 13 July 2021
kim jon un
କ୍ରୁର ଶାସକର କଡ଼ା ଆଇନ୍ : ପର୍ଣ୍ଣ ଭିଡ଼ିଓ ଦେଖିବାରୁ ନାବାଳକକୁ ତଡ଼ିପାର ନିର୍ଦ୍ଦେଶ ଦେଲେ କିମ୍ ଜୋଙ୍ଗ ଉନ୍

କ୍ରୁର ଶାସକର କଡ଼ା ଆଇନ୍ । ପୁଣି ଚର୍ଚ୍ଚାରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ । ଅଶ୍ଳୀଳ ସିନେମାକୁ  ଦେଶରେ ବ୍ୟାନ କରିଥିବା ବେଳେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଜଣେ ନାବାଳକ ପର୍ଣ୍ଣ ଦେଖିବାରୁ ତାଙ୍କୁ ଓ ତାଙ୍କ ପୂରା ପରିବାରକୁ କଠୋର  ଦଣ୍ଡବିଧାନ କରାଯାଇଛି। ବିଭିନ୍ନ ଦେଶରେ ପର୍ଣ୍ଣ ଦେଖିବା ଉପରେ କଡ଼ା କଟକଣା ରହିଛି। ପର୍ଣ୍ଣ ଦେଖୁଥିବା ଲୋକଙ୍କ ବିରୋଧରେ […]

  • Tuesday, 13 July 2021