• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ପ୍ରଥମେ ୯୦ ଲକ୍ଷର ଫ୍ଲାଟ କିଣିଲେ, ତିନି ମାସରେ ସୁଡ଼ଙ୍ଗ ତିଆରି କରି ଡାକ୍ତରଙ୍କ ଘରୁ ଲୁଟିନେଲେ ରୁପା ଭର୍ତ୍ତି ବାକ୍ସ

ଜୟପୁର: ଚୋରି କରିବାକୁ ମାଷ୍ଟର ପ୍ଲାନ୍। ଚୋରି କରିବାକୁ ୯୦ ଲକ୍ଷ ଟଙ୍କାର ଫ୍ଲାଟ କିଣିଲେ, ଆଉ ତା’ପରେ ଡାକ୍ତରଙ୍କୁ ଲୁଟିଲେ। ରାଜସ୍ଥାନର ରାଜଧାନୀ ଜୟପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ୨୦ ଫୁଟ୍‌ ଲମ୍ୱର ସୁଡ଼ଙ୍ଗ ଖୋଳି ଚୋର ଗ୍ୟାଙ୍ଗ ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତରଙ୍କ ଘରେ କଳାକନା ବୁଲାଇଦେଇଛନ୍ତି। ଘର ବେସମେଣ୍ଟରେ ଥିବା   ଥିବା କୋଟି କୋଟି ଟଙ୍କାର ତିନୋଟି ରୁପା ବାକ୍ସକୁ ଧରି ଛୁ ମାରିଛନ୍ତି  ଅଭିଯୋଗ ପରେ ଏବେ ପୋଲିସ ମାମାଲାର […]

  • Tuesday, 13 July 2021
Lioness Spotted In Hotel
ହୋଟେଲ୍‌ରେ ଭିତରେ ସିଂହ, ଭିଡିଓ ଭାଇରାଲ୍‌

ଗାନ୍ଧିନଗର: ହୋଟେଲ୍‌ରେ ବୁଲୁଛି ସିଂହ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଗୁଜରାଟ ଜୁନାଗଡ଼ ନିକଟରେ ଥିବା ଏକ ହୋଟେଲ୍‌ ଭିତରେ ସିଂହ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ବେଫିକର୍‌ ଭାବେ ସିଂହଟି ହୋଟେଲ୍‌ ଭିତରେ ବୁଲି, ସେଠାରୁ ଫେରି ଯାଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ସିଂହ ହାବୁଡ଼ରେ କୌଣସି ଲୋକେ ପଡ଼ିନଥିଲେ। ଗତ ୮ ତାରିଖ ଭୋର୍ ୫ଟାରେ ଜୁନାଗଡ଼ ନିକଟରେ ଥିବା […]

  • Tuesday, 13 July 2021
modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ

ହରିୟାଣା ଜିନ୍ଦରେ ୬୦ ଦିନରୁ ଅଧିକ ସମୟ ଧରି ଟୋଲ ପ୍ଲାଜାରେ ଆନ୍ଦୋଳନ କରୁଥିବା କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏମଏସପି ପାଇଁ ଆଇନ ପ୍ରଣୟନ ଦାବିରେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖି ଦୁଃଖ ଜଣାଇଛନ୍ତି।  ଜିନ୍ଦ: କୃଷି ଆଇନ୍ ରଦ୍ଦ ପାଇଁ ରକ୍ତରେ ଚିଠି। ହରିୟାଣା ଜିନ୍ଦର ଜଣେ ଚାଷୀ ପ୍ରଧାନମନ୍ତ୍ରୀ ନରୀନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲଖିଛିନ୍ତି। କଳା ଆଇନକୁ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ […]

  • Tuesday, 13 July 2021
west benagal
ପଶ୍ଚିମବଙ୍ଗରେ ରାଜନୈତିକ ହିଂସା : ଟଏମସିର ଗୁଣ୍ଡାମାନେ ପ୍ରଚାର ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ କଲା ବିଜେପି

କୋଲକାତାୱ: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପଶ୍ଚିମବଙ୍ଗରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।। ବିଧାନସଭା ନିର୍ବାଚନ ପାଇଁ ସତ୍ତାରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏବେଠାରୁ ରାଜନୈତିକ ବାକବିତଣ୍ଡା ଆରମ୍ଭ ହୋଇଯାଇଛି। ଆଉ ଏଥିମଧ୍ୟରେ ପଶ୍ଚିମବଙ୍ଗର ସ୍ୱଭୂମି ନିକଟସ୍ଥ କଡାପରାରେ ବିଜେପିର ଗୋଦାମରେ ନିକଟରେ ଛିଡ଼ା ହୋଇଥିବା ପ୍ରଚାର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଘଟଣା ପାଇଁ ସମ୍ପର୍କରେ ବୁଝାବୁଝି କରିବାକୁ […]

nirav
ପିଏନବି ଘୋଟାଲାର ଖଳନାୟକ ନିରବ ମୋଦି ଆସିବ ଭାରତ ! ପ୍ରତ୍ୟାର୍ପଣକୁ ନେଇ ରାୟ ଶୁଣାଇଲେ ବ୍ରିଟେନ କୋର୍ଟ

ଲଣ୍ଡନ: ପିଏନବି ମହାଘୋଟାଲାର ମୁଖ୍ୟ ଖଳନାୟକଙ୍କୁ ଭାରତ ଅଣାଯିବ। ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ମାମଲାଣ ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି  । ଭାରତକୁ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନିରବଙ୍କୁ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲା ସିବିଆଇ, ଇଡି।  ପ୍ରମାଣ ଆଧାରରେ ନୀରବ ମୋଦିଙ୍କୁ ଦୋଷୀ […]

  • Tuesday, 13 July 2021
gold
କିଛିଦିନର ବ୍ୟବଧାନ ପରେ ମହଙ୍ଗା ହେଲା ସୁନା, ରୂପା ଦର

ନୂଆଦିଲ୍ଲୀ: କିଛିଦିନ ତଳେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି। ଆଜି ସକାଳ ୧୦ଟାରେ Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୯ ଟଙ୍କା ବୃଦ୍ଧି ସହ ୪୮,୦୬୭ ଟଙ୍କାରେ କାରବାର ଚାଲିଥିଲା। ରୂପା ଦର ପ୍ରତି କିଲୋଗ୍ରାମକୁ ୧୬୯ ଟଙ୍କା ବୃଦ୍ଧି ସହ ୬୯,୮୬୫ ଟଙ୍କାରେ କାରବାର ଚାଲିଥିଲା। ଆନ୍ତର୍ଜାତୀୟ ବଜାରରେ ଆଜି ସୁନା ଦର ପ୍ରତି Ounceକୁ ବୃଦ୍ଧି ପାଇ […]

  • Tuesday, 13 July 2021
social media guideline
ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ କଡ଼ା ନିୟମ : ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରୁ ହଟିବ ଆପତ୍ତିଜନକ କଣ୍ଟେଣ୍ଟ୍

ନୂଆଦିଲ୍ଲୀ: OTT ପ୍ଲାଟଫର୍ମ , ନ୍ୟୁଜ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଫେସବୁକ, ଟ୍ୱିଟର, ନେଟଫ୍ଲିକ୍ସ, ଇନଷ୍ଟାଗ୍ରାମ ଆଦି ସମସ୍ତ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ନିର୍ଦ୍ଦେଶାବଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ  ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଛି, ଆଉ ଏସବୁ […]

  • Tuesday, 13 July 2021
mamata
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଇ-ବାଇକ ରାଲି: ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ମମତା

କୋଲକାତା: ପେଟ୍ରୋଲ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଦିଙ୍କ ଇ-ବାଇକ ରାଲି। ତେଲ ଦର ଆକାଶଛୁଆଁ ଥିବାବେଳେ ସଡ଼କକୁ ଓହ୍ଲାଇ ଇ-ବାଇକର ରାଲି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ। କୋଲକାତାର ମେୟର ଫିରହାଦ ହକିମଙ୍କ ଇ-ବାଇକ ପଛରେ ବସି ମମତା ବାନାର୍ଜୀ ଗଳାରେ ଏକ ମହଙ୍ଗା ମାଡ଼ର ପୋଷ୍ଟର ଲଟକାଇ ରାଲିରେ ଯୋଗଦେଇଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ହରିସ ଚାଟାର୍ଜୀ ଷ୍ଟ୍ରିଟ ଠାରୁ ଆରମ୍ଭ କରି ରାଜ୍ୟ ସଚିବାଳୟ […]

  • Tuesday, 13 July 2021
maharastara
ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି : ଏକ ହଷ୍ଟେଲର ୧୯୦ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହେବାପରେ ରାଜ୍ୟରେ ହଇଚଇ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ୱାସିମ ଜିଲ୍ଲାରେ ଗତକାଲି ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ। ୱାସିମ ଜିଲ୍ଲାର ରିସୋଡ ତହସିଲର ଏକ ସ୍କୁଲ ହଷ୍ଟେଲରେ ୧୯୦ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେବେ କୋଭିଡ ପଜିଟିଭ ବାହାରିଥିବା ମହାରାଷ୍ଟ୍ରର ସେହି […]

  • Tuesday, 13 July 2021
modi cabinet
ମାଗଣା ନୁହେଁ, ଟଙ୍କା ଦେଲେ ମୋଦିଙ୍କ ମନ୍ତ୍ରୀଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀଙ୍କୁ ମିଳିବନି ମାଗଣା କରୋନା ଟିକା। ଟଙ୍କା ଦେଇ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ୍ ମନ୍ତ୍ରୀ। ମହାମାରୀ ସଙ୍କଟ ମଧ୍ୟରେ ଦେଶରେ ଜୋରସୋର ଚାଲିଛି ଟିକାକାରଣ କାମ। ଏବେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଉଛି। ମାର୍ଚ୍ଚ ପହିଲାରୁ ବୟସ୍କକଙ୍କୁ ମାଗଣା ଟିକା ଦିଆଯିବ। ଆଉ ଏହି ସମୟରେ ବଡ଼ ବୟାନ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ।  ସେ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟର ସମସ୍ତଙ୍କ ମନ୍ତ୍ରୀଙ୍କୁ କରୋନା ଭ୍ୟାକ୍ସିନ ପାଇଁ ମୂଲ୍ୟ ଦେବାକୁ […]

  • Tuesday, 13 July 2021
mamata
ମର୍ଯ୍ୟାଦା ଭୁଲି ଗଲେ କି ଦିଦି? ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଦାନବ, ରାବଣ ଏବଂ ଗୁଣ୍ଡା ସହ ତୁଳନା

କୋଲକାତା: ପଶ୍ଚିମବଙ୍ଗ ରାଜନୀତି ସରଗରମ। ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇସାରିଛି। ନିର୍ବାଚନୀ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା, ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଏବେ ଠାରୁ ଶାସକ ଓ ବିରୋଧୀ ଦଳ ନିର୍ବାଚନୀ ସଭା, ରାଲି କରି ରାଜନୀତି ଜୋର୍‌ଦାର କଲେଣି । ‌ଆଉ ଏପରି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ ନିଜର ମର୍ଯ୍ୟାଦା ଭୁଲି ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ […]

stunt in train
ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍

ମୁମ୍ବାଇ: ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ୍‌। ମୁମ୍ବାଇରେ ଏକ ଦ୍ରୁତଗାମୀ ଟ୍ରେନ୍‌ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଟ୍ରେନ୍‌ରେ ଉପସ୍ଥିତ ଥିବା ଯାତ୍ରୀମାନେ ଯୁବକଙ୍କୁ ବାରଣ ସତ୍ତ୍ୱେ, ଏହାକୁ ସେ ଖାତିର ନକରି ଗୋଟିଏ ପରେ ଗୋଟିଏ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ନଜର ଆସିଥିଲା। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ର ଫୁଟ୍‌ରେଷ୍ଟ ଉପରେ ଠିଆ ହୋଇ […]

  • Tuesday, 13 July 2021