ଭୁବନେଶ୍ୱର: ମାଳଦ୍ୱୀପରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରାଜଧାନୀ ମାଲେରେ ପହଞ୍ଚିଲା ଭାରତୀୟ ନୌସେନା ଜାହଜ। ସମୁଦ୍ର ସେତୁ ଅଭିଯାନରେ ଭାରତୀୟ ନୌସେନାର ଆଇଏନ୍ଏସ୍ ଜଳାଶ୍ୱ ମାଲେରେ ପହଞ୍ଚି ଥିବାବେଳେ ଆଇଏନ୍ଏସ୍ ମଗର ଦୁଇ ଦିନ ମଧ୍ୟରେ ପହଞ୍ଚିବ। ଦୁଇ ଜାହାଜରେ ହଜାରେ ଭାରତୀୟଙ୍କୁ ଫେରାଇ ଅଣାଯିବ ମାଲେରୁ ଆସି କେରଳର କୋଚିରେ ପହଞ୍ଚିବେ। ଭାରତୀୟମାନେ ସେଠାରୁ ନିଜ ରାଜ୍ୟକୁ ନେବା ପାଇଁ ପଦକ୍ଷେପ ନିଆଯିବ। ସେହିପରି ଆଇଏଏନ୍ଏଶ ଶାର୍ଦୁଲ ଓ ଆଇଏନ୍ଏସ୍ ଐରାବତ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗୁଜରାଟ ଓ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଦୁଇ ରାଜ୍ୟରେ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟର ୩୬ଟି ଜିଲ୍ଲାରୁ ୩୪ଟି ଜିଲ୍ଲା କରୋନା ପ୍ରଭାବିତ ହୋଇଛି ଏଯାଏ ୧୪ ହଜାର ୫୪୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୫୮୩ ଜଣଙ୍କ ମୃତ୍ୟୁ […]
ଜୟପୁର: ଶୋକାକୁଳ ପରିବେଶରେ ଫାଟି ପଡ଼ୁଛି ପୁରା ପରିବେଶ। ନିଜ ପ୍ରିୟର ପୁଅକୁ ହରାଇଛି ମାତୃଭୂମି। ଜୟପୁରର ମିଲେଟାରୀ ଷ୍ଟେସନ୍, ଯେଉଁଠି ସହିଦ୍ କର୍ଣ୍ଣଲ ଆଶୁତୋଷ ଶର୍ମାଙ୍କ ହୋଇଛି ଶେଷକୃତ୍ୟ। ରାଷ୍ଟ୍ରୀୟ ସମ୍ମାନ ସହ ଆଜି ସମସ୍ତେ ଆଶୁତୋଷଙ୍କୁ ମନେ ପକାଉଛନ୍ତି। ସେହି ବୀରତ୍ୱ, ଅଦମ୍ୟ ସାହାସକୁ ମନେ ପକାଉଛନ୍ତି ପରିବାରଲୋକେ। ଗତ ସପ୍ତାହରେ ଜାମ୍ମୁ ଓ କାଶ୍ମୀରର ହନ୍ଦୱାଣ୍ଡାରେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବା ବେଳେ ସହିଦ ହୋଇଥିଲେ କର୍ଣ୍ଣେଲ ଆଶୁତୋଷ ଶର୍ମା। ଲମ୍ବା ସମୟ […]
ନୂଆଦିଲ୍ଲୀ: ଲକଡାଉନ୍ ଅବଧି ବୃଦ୍ଧି କାରଣରୁ ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା। ଆସନ୍ତା ମେ ୩୧ରେ ହେବାକୁ ଥିବା ସିଭିଲ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ୟୁପିଏସ୍ସି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି। ସାରା ଦେଶରେ ଲକ୍ଡାଉନ୍ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ଘୁଞ୍ଚାଇ ଦିଆଯାଇଛି। ତେବେ ମେ ୨୦ ତାରିଖରେ ଆଉ ଥରେ ଆଲୋଚନା କରି ପରବର୍ତ୍ତୀ ପରୀକ୍ଷା ତାରିଖ ସ୍ଥିର କରାଯିବ ଥିବା ସୂଚନା ଦେଇଛି। […]
ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଲକଡାଉନ୍। ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢ଼ିଲା। ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି। ତେବେ ଘୋଷଣା ଅନୁସାରେ ମେ ୧୭ ଯାଏ ଲକ୍ଡାଉନ୍ କାର୍ଯ୍ୟକାରୀ ହେବ। A limited number of activities will remain prohibited across India, irrespective of the zone, including travel by air, rail, metro & inter-State movement by road; […]