• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Oxygen-plant
ଦେଶରେ କରୋନା ବିସ୍ଫୋରଣ : ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ । କୋଭିଡ ସ୍ଥିତି ନେଇ ଗତକାଲି ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୋଦି । ରୋଗୀଙ୍କ ପାଇଁ ଔଷଧ, ଅକ୍ସିଜେନ୍‌, ଭେଣ୍ଟିଲେଟର ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେଇ ସମୀକ୍ଷା ବୈଠକ ବସିଥିଲା । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନକୁ ଅଧିକ ସକ୍ରିୟ ଏବଂ ସମ୍ବେଦନଶୀଳ ହେବାକୁ ପଡ଼ିବ, […]

  • Tuesday, 13 July 2021
cuttack-144
ଆଜିଠାରୁ ନାଇଟ୍ କର୍ଫ୍ୟୁ : କଟକ, ଭୁବନେଶ୍ୱରରେ ୧୪୪ ଧାରା

  ନାଇଟ୍ କର୍ଫ୍ୟୁ ପାଇଁ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ରାତି ୯ରୁ ସକାଳ ୫ ଯାଏ ବାହାରେ ବୁଲାବୁଲି କରିବାକୁ ସଂପୂର୍ଣ୍ଣ ବାରଣ କଟକଣାରୁ ବାଦ୍ ଅତ୍ୟାବଶ୍ୟକ ସେବା ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ୧୪୪ ଧାରା । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ  ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ ବୋଲି ପୋଲିସ […]

  • Tuesday, 13 July 2021
pm
ସାଧୁ ସନ୍ୟାସୀଙ୍କୁ ମୋଦିଙ୍କ ଅପିଲ : କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ଅନୁରୋଧ

କୁମ୍ଭମେଳାକୁ ଅଧିକ ସଂଖ୍ୟାରେ ଲୋକ ନ ଆସିବାକୁ ଅନୁରୋଧ କୁମ୍ଭମେଳାକୁ ଆସିଥିବା  ୬୮ ସାଧୁ କରୋନା ଆକ୍ରାନ୍ତ ସପ୍ତାହକ ମଧ୍ୟରେ ୨ହଜାର ଶ୍ରଦ୍ଧାଳୁ କୋଭିଡ୍ ପଜିଟିଭ୍ ୨ ରାଜସ୍ନାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ନୂଆଦିଲ୍ଲୀ : କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି ଚିନ୍ତା । ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଛନ୍ତି । ଏହାଫଳରେ କରୋନା ବିରୋଧରେ ଲଢେଇକୁ ବଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି […]

  • Tuesday, 13 July 2021
ambaji temple
ଅମ୍ବେ ମା’ଙ୍କ ଅନନ୍ୟ ମନ୍ଦିର : ଆଖିରେ ପଟି ବାନ୍ଧି ପୂଜା କରନ୍ତି ପୂଜାରୀ

ବନାସକାଣ୍ଠା : ମନ୍ଦିରର ଦେଶ ଭାରତ । ଆମ ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ ।  ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି  ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ସେହିପରି ଭାବେ ଭାରତରେ ମା’ ଦୁର୍ଗାଙ୍କର ଅନେକ ମନ୍ଦିର ରହିଛି ।  ଦେବୀ ସତୀଙ୍କ ଶରୀରକୁ କୌଣସି ନା କୌଣସି ଅଂଶ ଖସିଥିବା ସ୍ଥାନରେ ତିଆରି ହୋଇଛି ଏପରି କିଛି […]

  • Tuesday, 13 July 2021
ganga
ଗଙ୍ଗାରେ ଗାଧୋଇଲେ କରୋନା ସଂକ୍ରମଣ ଆଶଙ୍କା, ୧୫ ଦିନ ପାଇଁ ବୁଡ଼ ନପକାଇବାକୁ ଅପିଲ୍

ବାରାଣାସୀ : ଗଙ୍ଗା ସ୍ନାନ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ରହିଛି । ପବିତ୍ର ଗଙ୍ଗା ନଦୀ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଅଦୃଶ୍ୟ ଭାଇରସ୍ ବିକଟାଳ ରୂପ ନେଇ‍ପାରେ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ତେବେ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ପାଇଁ ଗଙ୍ଗା ସ୍ନାନରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ଗଙ୍ଗା ନଦୀ ବିକାଶ ଏବଂ ଜଳ ଉତ୍ସ ପରିଚାଳନା ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ତଥା ନଦୀ ବିଜ୍ଞାନୀ ପ୍ରଫେସର ଡ। […]

  • Tuesday, 13 July 2021
West-bengal-election
ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ : ସକାଳ ୭ରୁ ମତଦାନ ଆରମ୍ଭ, ଭୋଟରଙ୍କ ଲମ୍ବା ଧାଡ଼ି

କୋଲକାତା : ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛିଅ ଯାହା ସଂଧ୍ୟା ୬ଟା ଯାଏ ଚାଲିବ ।  ପଞ୍ଚମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ଆଜି ୩୯ ଜଣ ମହିଳାଙ୍କ ସମେତ ୩୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୨୦୧୯ ଲୋକସଭା ନିର୍ବାଚନରେ ଏହି ସବୁ ନିର୍ବାଚନମଣ୍ଡଳୀରେ ବିଜେପି ଭଲ […]

maharastra
’ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ’

ମୁମ୍ବାଇ : ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ । ଆମ୍ବୁଲାନ୍ସରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଥିବା ବାପାକୁ ବଞ୍ଚାଇବାକୁ କାନ୍ଦି କାନ୍ଦି ଗୁହାରୀ ଜଣାଉଛି ଅସହାୟ ପୁଅ । କରୋନା ସଂକ୍ରମଣରେ ଅଣନିଶ୍ୱାସୀ ହୋଇଯାଉଥିବା ବାପାଙ୍କୁ ହସ୍ପିଟାଲରୁ ହସ୍ପିଟାଲକୁ ନେଇ ଥକିଗଲେଣି ଯୁବକ, କୋଉଠି ହେଲେ ବେଡ଼ ଗୋଟିଏ ମିଳୁନି । ବୋଉ ସିଆଡ଼ୁ ଫୋନ୍ କରି କରି ଅଥୟ କରିଦେଉଛି । ହେଲେ ଅଭାଗା ପୁଅ ବାପା ବିଷୟରେ […]

  • Tuesday, 13 July 2021
delhi-curfew
ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ : ବିବାହ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପାସ୍ ଜରିଆରେ ଅନୁମତି

ନୂଆଦିଲ୍ଲୀ : କରୋନାର ବଢ଼ୁଥିବା ସଙ୍କଟକୁ  ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରେସ କନଫରେନ୍ସ ଜରିଆରେ ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି […]

  • Tuesday, 13 July 2021
corona
ସଂକ୍ରମିତଙ୍କ ପାଖରେ ମାତ୍ର ଏକ ମିନିଟ ରହିଲେ ମାଡ଼ି ଯାଉଛି ମହାମାରୀ  

ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବା ବେଳେ ମାସ୍କ ନପିନ୍ଧିବା ମୃତ୍ୟ ସହ ଖେଳିବା ସହ ସମାନ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ବିଶେଷଜ୍ଞଙ୍କ ମତ ଅନୁସାରେ ମାତ୍ର ଏକ ମିନିଟ ପାଇଁ ମଧ୍ୟ ସଂକ୍ରମିତଙ୍କଙ୍କ ସମ୍ପର୍କରେ ଆସିଲେ କରୋନା ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଛି । ଏଥିପାଇଁ ଘରୁ ବାହାରିବା ପୂର୍ବରୁ ମନେକରି ମାସ୍କ […]

  • Tuesday, 13 July 2021
hanuman
ବର୍ଷା ହେଲାନି, ହନୁମାନଙ୍କ ଉପରେ ରାଗ ଶୁଝାଇଲେ ଯୁବକ

ଦ୍ୱାରିକା : ବର୍ଷା ନେହେବାରୁ ସଙ୍କଟମୋଚନ ହନୁମାନଙ୍କ ଉପରେ ରାଗ ଶୁଝାଇଲେ ଯୁବକ । ଖରାରେ ଜନଜୀବନ ସନ୍ତୁଳି ହେଉଥିବା ବେଳେ ଦିଲ୍ଲୀର ଦ୍ୱାରିକା ଜିଲ୍ଲାର କକରୋଲା ଗାଁରେ ନବରାତ୍ରିର ପ୍ରଥମ ଦିନରେ ଏକ ମନ୍ଦିରରେ ହନୁମାନଙ୍କ ସମେତ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି । ମହେଶ ନାକମ ଯୁବକ ଏପରି କରିଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଜଣାପଡ଼ିବା ପରେ ବଜରଙ୍ଗ ଦଳ ସମେତ ଅନେକ ହିନ୍ଦୁ ସଂଗଠନ ବିରୋଧ ପ୍ରଦର୍ଶନ […]

  • Tuesday, 13 July 2021
IAS-OTV
ମଫସଲି ମଣିଷ ପରି ହାତରେ ଦା’ ଧରି ଫସଲ ଅମଳ କରୁଛନ୍ତି ଆଇଏଏସ୍ ଅଫିସର

ଲୁଧିଆନା : ଦେହରେ ଧୋବ ଫରଫର ଧଳା ଧୋତି ସାଙ୍ଗକୁ ମୁଣ୍ଡରେ ପଗଡ଼ି ଆଉ ମୁହଁରେ ସୂତି କପଡ଼ାର ମାସ୍କ । ମଫସଲି ମଣିଷ ପରି ହାତରେ ଦା’ ଧରି ଜମିରେ କାମ କରୁଛନ୍ତି ଆଇଏଏସ୍ ଅଫିସର ।  ସହରୀ ଜୀବନର ଚାକଚକ୍ୟ ତାଙ୍କୁ ମା’ ମାଟି ଠାରୁ ଦୂରେଇ ରଖିପାରିନି । ଚାକିରି କରିବା ସହ ଜମିରେ ଚାଷ କରୁଛନ୍ତି ୨୦୦୯ ବ୍ୟାଚର ଆଇଏଏସ୍ ଅଫିସର ରାମବୀର ସିଂ । ସେ ଏବେ ପଞ୍ଜାବର ସଙ୍ଗରୁରରେ […]

  • Tuesday, 13 July 2021
corona
ଦେଶରେ ଅଣାୟତ କରୋନା ସ୍ଥିତି : ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ

ନୂଆଦିଲ୍ଲୀ : ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ ଦୈନିକ କରୋନାଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି ।  ୨୪ ଘଣ୍ଟା ମଧ୍ୟରେ ୧୦୨୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ […]

  • Tuesday, 13 July 2021
beaten
ଛେଳି ଚୋରି ଅଭିଯୋଗରେ ଅକଥନୀୟ ନିର୍ଯାତନା

କଟିହାର : ଚୋରି କରୁଥିବାବେଳେ ଧରା ପଡ଼ିବାରୁ ଲଣ୍ଡା କରି ନିସ୍ତୁକ ମାଡ଼ । ମାନବିକତା ଭୁଲିଗଲେ ଲୋକେ । ବିହାର କଟିହାରରେ ଛେଳି ଚୋରି ଅଭିଯୋଗରେ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବାର ବର୍ବର ଚିତ୍ର ସାମ୍ନାକୁ ଆସିଛି । ଚୋରକୁ ଶାସ୍ତି ଦେବା ଆଳରେ ନିଜେ ଅଭିଯୁକ୍ତ ସାଜିଗଲେ ।  ଦୁଇ ମହିଳାଙ୍କୁ ମାଡ଼ ମାରିବା ପରେ ଲଣ୍ଡା କରିବା ସହ ସାରା ଗାଁରେ ବୁଲାଇଛନ୍ତି ସ୍ଥାନୀୟ ଲୋକେ । […]

  • Tuesday, 13 July 2021
bear
ଜଙ୍ଗଲୀ ଭାଲୁଙ୍କ ମୁହଁରେ ଲାଗିଛି ଆଇସକ୍ରିମର ସ୍ୱାଦ

କାଙ୍କେର : ଭାଲୁ ଖାଉଛି ଆଇସକ୍ରିମ । ଟାଇଁ ଟାଇଁ ଖରାରେ ଲୋକଙ୍କ ତଣ୍ଟି ଶୁଖି ଯାଉଥିବା ବେଳେ ଜଙ୍ଗଲୀ ଭାଲୁକୁ ଆଇସକ୍ରିମ ଖିଆ ନିଶା ଲାଗିଛି । ଛତିଶଗଡ଼ର କାଙ୍କେର ସହରରେ ଶିତଲାପାରା ଅଞ୍ଚଳରେ କିଛିଦିନ ହେବ ଜଙ୍ଗଲୀ ଭାଲୁ ଆଇସକ୍ରିମ ଲୋଭରେ ଜନବସତି ଆଡ଼କୁ ପଳାଇ ଆସୁଥିବା ଦେଖିବାକୁ ମିଳୁଛି । ଠେଲାରେ ଥିବା ସମସ୍ତ ଆଇସକ୍ରିମ ଖାଇଯାଉଥିବାରୁ ଆଇସକ୍ରିମ ଦୋକାନୀ ବିରକ୍ତ ହେଉଛନ୍ତି । ଭାଲୁମାନେ ଏପର୍ଯ୍ୟନ୍ତ ପାଖାପାଖି ପଚାଶ ହଜାର ମୂଲ୍ୟର […]

  • Tuesday, 13 July 2021
sputanik-v
ସ୍ପୁଟନିକ୍-ଭିକୁ ତୃତୀୟ ଟିକା ଭାବେ ମଞ୍ଜୁରୀ, ଏହାର ନାମକରଣ ପଛର ରହସ୍ୟ କ’ଣ ?

ରୁଷରେ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍-ଭିକୁ ବ୍ୟବହାର ଲାଗି କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । କୋଭାକ୍ସିନ, କୋଭିସିଲ୍ଡ ପରେ ଦେଶରେ ତୃତୀୟ କରୋନା ଟିକା ଭାବେ ସ୍ପୁଟନିକ୍ ଭି ପହଞ୍ଚିଯାଇଛି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ସ୍ପୁଟନିକ୍ ଭିକୁ ରୁଷ ରାଷ୍ଟ୍ରପତି ସମର୍ଥନ ଦେଇଥିଲେ ତେବେ ଏହି ଟିକାର ନାଁ ସ୍ପୁଟନିକ୍ କାହିଁକି ରଖାଗଲା, ଆସନ୍ତୁ ଜାଣିବା … ଗତବର୍ଷ ଅଗଷ୍ଟ ମାସ ବିଶ୍ୱ ଯେତେବେଳେ କରୋନା କବଳରୁ ତ୍ରାହି ତ୍ରାହି ଡାକୁଥିଲା, […]

  • Tuesday, 13 July 2021
sushil-chandra
ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶିଲ ଚନ୍ଦ୍ରା : ଆସନ୍ତା ବର୍ଷ ମେ ୧୪ ଯାଏ ସମ୍ଭାଳିବେ କାର୍ଯ୍ୟଭାର

ନୂଆଦିଲ୍ଲୀ : ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା । ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ମୁଖ୍ୟ ଇସି ଭାବେ କାର୍ଯ୍ୟ କରୁଥିବା ସୁନୀଲ ଅରୋରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶିଲ ଚନ୍ଦ୍ରା ହିଁ ଦେଶର ନୂଆ ସିଇସି ଭାବେ ନିଯୁକ୍ତି ପାଇଛନ୍ତି ।  ପଶ୍ଚିମବଙ୍ଗରେ ବାକି ଥିବା […]

  • Tuesday, 13 July 2021
election
ଆସାମ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୪୭ଟି ସିଟ୍‌ରେ ଲଢ଼େଇ

ଗୌହାଟି: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଆସାମରେ ମୋଟ୍‌ ୧୨୬ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ଆଜି ୪୭ଟି ଆସନ ପାଇଁ ମତଦାନ ଚାଲିଛି। ନିର୍ବାଚନ ମୈଦାନରେ ୨୬୪ଜଣ ପ୍ରାର୍ଥୀ ଅଛନ୍ତି। ମତଦାନକୁ ସୁରୁଖୁରୁରେ କରିବା ପାଇଁ ଆସାମର ୧୨ଟି ଜିଲ୍ଲାରେ ୧୧ ହଜାର ୫୩୭ଟି ବୁଥ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୋନିତପୁର, ବିଶ୍ୱନାଥ, ନଗାଓଁ, ଗୋଲଘାଟ, ଜୋରହାଟ, ମଜୁଲି, ଶିବସାଗର, ଚରାଇଦେଓ, ଲକ୍ଷିମପୁର, […]

  • Tuesday, 13 July 2021
mamata
ଆପତ୍ତିଜନକ ମନ୍ତବ୍ୟ ପାଇଁ ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ

  ୨୪ ଘଣ୍ଟା ପାଇଁ କରିପାରିବେନି ପ୍ରଚାର ଗତକାଲି ରାତି ୮ଟାରୁ ଆଜି ରାତି ୮ଟା ଯାଏ କଟକଣା ନିର୍ବାଚନ ପ୍ରଚାରରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ ପୂର୍ବରୁ ମମତାଙ୍କୁ ଦୁଇ ଥର ନୋଟିସ୍ କରିଥିଲେ EC ପ୍ରତିବାଦରେ କୋଲକାତାରେ ଧାରଣା ଦେବେ ଦିଦି କୋଲକାତା : ମହଙ୍ଗା ପଡ଼ିଲା ବୟାନ । ୨୪ ଘଣ୍ଟା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବ୍ୟାନ୍ କଲେ ନିର୍ବାଚନ କମିଶନ୍ । ମମତାଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି […]

  • Tuesday, 13 July 2021
ଆତ୍ମହତ୍ୟା କରୁଥିଲେ ମହିଳା : ଦେଖଣାହାରୀ ସାଜିଥିଲେ ଶାଶୁଘର ଲୋକେ

ମୁଜାଫରନଗର : ଆତ୍ମହତ୍ୟା କରୁଥିଲେ ମହିଳା, ବଞ୍ଚାଇବେ ପରିବର୍ତ୍ତେ ମରିବା ପର୍ଯ୍ୟନ୍ତ ଭିଡ଼ିଓ ସୁଟ୍ କଲେ ଶାଶୁଘର ଲୋକ । ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାରରେ ଏପରି ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଶାଶୁଘରର ନିତିଦିନିଆ ନିର୍ଯାତନା ସହିନପାରି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ବୋହୂ ଆତ୍ମହତ୍ୟା କରୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଶାଶୁ ଘର ଲୋକେ । ତାଙ୍କ ଆଖି ସାମ୍ନାରେ ସବୁକିଛି ଘଟୁଥିଲା, ଆଉ […]

  • Tuesday, 13 July 2021
election
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ, ମୈଦାନରେ ହେଭିୱେଟ୍‌

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ସନ୍ଧ୍ୟା ସାଢ଼େ ୬ଟା ଯାଏ ଜାରି ରହିବ।ପଶ୍ଚିମବଙ୍ଗର ୩୦ଟି ଆସନରେ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ ଲକ୍ଷ ଭୋଟର। ଏମାନଙ୍କ ମଧ୍ୟରେ ୩୭.୫ ଲକ୍ଷ ପୁରୁଷ ଓ ୩୬ ଲକ୍ଷ ମହିଳା ଭୋଟର ଅଛନ୍ତି। ପୁରୁଲିଆ ଜିଲ୍ଲାର ୯ଟି, ପୂର୍ବ ମେଦିନିପୁର ଜିଲ୍ଲାର ୭ଟି, ପଶ୍ଚିମ ମେଦିନିପୁର […]

  • Tuesday, 13 July 2021