• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sourabha
ଅମୃତସର ଟ୍ରେନ୍ ଦୁର୍ଘଟଣା

ଅମୃତସର : ଅମୃତସର ଟ୍ରେନ୍ ଦୁର୍ଘଟଣା ପରେ ଫେରାର ଥିବା ସୌରଭ ମଦନ ମିଠୁ ଅାଜି ରିଲିଜ୍ କରିଛନ୍ତି ଭିଡିଓ । ଅଜ୍ଞାତ ଅଞ୍ଚଳରୁ ରହି ଜାରି କରିଥିବା ଏହି ଭିଡିଓରେ ନିଜ ପକ୍ଷ ରଖିଛନ୍ତି ସୌରଭ । ଘଟଣା ଦିନ ରେଳ ଧାରଣା ଉପରକୁ ନଯିବା ପାଇଁ ଲୋକଙ୍କୁ ନିବେଦନ କରିଥିବା କଥା କହିଛନ୍ତି ସୌରଭ । ତେବେ ଏତେ ବଡ଼ ଘଟଣାକୁ ମାତ୍ର ଦୁର୍ଘଟଣା କହି ନିଜ ଉପରେ ଦୋଷ ଝାଡ଼ି ଦେବାକୁ ଚେଷ୍ଟା […]

  • Friday, 16 July 2021
m1
ମେଘାଳୟ ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ମେଘାଳୟ ଜଇନ୍ତିଆ ପର୍ବତର ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ନୌସେନା ଟିମ୍‌ର ବୁଡ଼ାଳି ମାନେ ଖଣିର ୭୦ ଫୁଟ୍ ତଳକୁ ଯାଇ ପହଞ୍ଚିଛନ୍ତି। ତେବେ ପାଣି ଅତ୍ୟଧିକ ଥଣ୍ଡା ଏବଂ ରାଟ୍ ହୋଲ୍ ହୋଇଥିବାରୁ ଖଣି ଭିତରକୁ ପଶିବାରେ ସମସ୍ୟା ଦେଖାଦେଉଛି। ଗତକାଲି ରାତି ସାରା ଉଦ୍ଧାରକାରୀ ଟିମ୍ ଅପରେସନ୍ ଜାରି ରଖିଥିଲା। ଆଜି ପୁଣି ଥରେ ଅପରେସନ୍‌କୁ ଜାରି ରଖାଯାଇଛି। ନୌସେନାର ୧୮ ଜଣ ସଦସ୍ୟ […]

  • Friday, 16 July 2021
sai
ଶିରିଡ଼ି ସାଇ ମନ୍ଦିରକୁ ବଢୁଛି ଶ୍ରଦ୍ଧାଳୁଙ୍କ ଦାନ

ଶିରିଡ଼ି  : ଗତ ୩ ଦିନ ମଧ୍ୟରେ ଶିରିଡ଼ି ସାଇ ବାବାଙ୍କ ହୁଣ୍ଡିରୁ ସଂଗ୍ରହ ହୋଇଛି ୬ କୋଟିର ଦାନ । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏନେଇ ସୂଚନା ଦିଅାଯାଇଛି। ସାଇବାବାଙ୍କ ସମାଧିକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଏଠାକୁ  ଭକ୍ତଗଣ ଏତେ ପରିମାଣର ଦାନ ଦେଇଛନ୍ତି। ମନ୍ଦିର ପରିସରରେ ଥିବା ଡୋନେସନ କାଉଣ୍ଟରରୁ ୨ କୋଟି ୫୨ ଲକ୍ଷ, ଶିରିଡି ସହରରେ ଥିବା ଡୋନେସନ କାଉଣ୍ଟରରୁ ୧ କୋଟି ୪୬ ଲକ୍ଷ, ଅନଲାଇନ୍‌ […]

  • Friday, 16 July 2021
army foils
ପାକିସ୍ତାନର ଆକ୍ରମଣ ଯୋଜନାକୁ ପଣ୍ଡ କଲା ଭାରତୀୟ ସେନା

ଶ୍ରୀନଗର: ଭାରତୀୟ ସେନାର ଏକ ଘାଟି ଉପରକୁ ପାକିସ୍ତାନୀ ସେନାର ବଡ଼ ଧରଣର ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି। ଜମ୍ମୁ ଓ କଶ୍ମୀର ନୌଗାମ୍ ସେକ୍ଟରର ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିବା ଲାଗି ଗତକାଲି ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍‌ର ଏକ ଟିମ୍‌ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କର ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ […]

  • Friday, 16 July 2021