• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul-up
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ସିବିଅାଇ ବ୍ୟାପାରରେ ହସ୍ତକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଏପରିକି ଏହା ସହିତ ରାଫେଲ୍ ଦୁର୍ନୀତିକୁ ଯୋଡିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ରାଫେଲ୍ ଡିଲ୍‌ର ଗୁମର ଖୋଲିଯିବା ଭୟରେ ସରକାର ରାତି ଅଧିଅା ସିବିଅାଇ ନିର୍ଦ୍ଦେଶକଙ୍କୁ ହଟାଇଲେ। ସିବିଅାଇ ଏହି ମାମଲାରେ ତଦନ୍ତ କରିବାର ଥିଲା, ତେଣୁ ଗୁମର ଖୋଲିଯିବା ଭୟରେ ସରକାର ଏଭଳି କରିଥିବା ସେ କହିଛନ୍ତି । ବିଜେପି ଏହାର ଜବାବ ରଖିବା ସହିତ କଂଗ୍ରେସ୍ […]

  • Friday, 16 July 2021
women-
ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା

ଥିରୁଅନନ୍ତପୁରମ୍ : କେରଳ ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା। ମନ୍ଦିରରେ ପ୍ରବେଶ କଲେ ୨ ଜଣ ମହିଳା। ଆଜି ବଡ଼ି ଭୋରରୁ ବିନ୍ଦୁ ଓ କନକଦୁର୍ଗା ନାମକ ୫୦ରୁ କମ୍ ବୟସର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଆଉ ଭୋର ୩ଟା ୪୫ ମିନିଟ୍‌ରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ସେମାନଙ୍କ ସହିତ କିଛି ସାଧା ପୋଷାକଧାରୀ ପୁଲିସ୍‌ ଓ ଖାକିରେ ଥିବା ପୁଲିସ୍‌ ମଧ୍ୟ ଥିଲେ। ଗତ ସପ୍ତାହରେ […]

  • Friday, 16 July 2021
3
ଆଜି ରାଜ୍ୟସଭାରେ ଆସିପାରେ ତିନି ତଲାକ୍ ବିଲ୍

ନୂଆଦିଲ୍ଲୀ : ନୂଆ ବର୍ଷ ଛୁଟି ପରେ ଆଜିଠାରୁ ପୁଣି ସଂସଦ ଚାଲିବ। ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍ ଆଜି ରାଜ୍ୟସଭାରେ ଆସିପାରେ। ଗତ ସୋମବାର ଦିନ ଏହି ବିଲ୍ ଉପସ୍ଥାପନ ଲାଗି ସରକାର ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ସହିତ ଅନ୍ୟ ବିରୋଧୀ ଏହାକୁ ପ୍ରବଳ ବିରୋଧ କରିଥିଲେ। ବିଲ୍‌ର ବର୍ତ୍ତମାନର ରୂପରେଖକୁ ସେମାନେ ବିରୋଧ କରୁଛନ୍ତି। ଏହି ଦଳଗୁଡ଼ିକର ଦାବି, ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯାଉ। ସରକାର ଏଥିରେ ରାଜି ନ ହେବାରୁ ରାଜ୍ୟସଭାରେ […]

  • Friday, 16 July 2021
cbi 2
ଦୁଇ ଟପ୍ ଅଧିକାରୀ ଅାଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କ ଅଫିସ୍ ସିଲ୍

ନୂଆଦିଲ୍ଲୀ : ବଢୁଛି ସିବିଅାଇ କଳି। ବାଧ୍ୟତାମୂଳକ ଭାବେ ନିର୍ଦ୍ଦେଶକ ଅାଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେ ଅାବେଦନ କରିଛନ୍ତି। ନିୟମ ଅନୁସାରେ ସିବିଅାଇ ନିର୍ଦ୍ଦେଶକ ୨ ବର୍ଷ ଏହି ପଦରେ ରହିଥାନ୍ତି । ତେଣୁ ତାଙ୍କୁ ଛୁଟିରେ ପଠାଇବା ବେଅାଇନ ବୋଲି ସେ ଦର୍ଶାଇଛନ୍ତି। ଅାଲୋକ ବର୍ମାଙ୍କ ଅାବେଦନକୁ ଗ୍ରହଣ କରାଯାଇଛି। ଅାସନ୍ତା ଶୁକ୍ରବାର ଏହାର ଶୁଣାଣି ହେବ […]

  • Friday, 16 July 2021
arun
ସିବିଅାଇ ବିବାଦରେ ମୁହଁ ଖୋଲିଲା କେନ୍ଦ୍ର

ନୂଆଦିଲ୍ଲୀ : ସିବିଅାଇ ଅନ୍ତଃକନ୍ଦଳ ଓ ୨ ଅଧିକାରୀଙ୍କୁ କାର୍ଯ୍ୟାନ୍ତର ପ୍ରସଙ୍ଗରେ ମୁହଁ ଖୋଲିଲା କେନ୍ଦ୍ର। ତଦନ୍ତରେ ସ୍ୱଚ୍ଛତା ପାଇଁ ଉଭୟଙ୍କୁ ସାମୟିକ ଅନ୍ତର କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସିଭିସିଙ୍କ ତତ୍ତ୍ୱାବଧାନରେ ଏସ୍ଅାଇଟି ଗଠନ ହୋଇ କରାଯିବ। ଜେଟଲୀ କହିଛନ୍ତି ସିବିଅାଇ ହେଉଛି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏବଂ ଏହାର ତଦନ୍ତ ବିଶ୍ୱସନୀୟତା ଅକ୍ଷୂର୍ଣ୍ଣ ରହିବା ଉଚିତ। ଉଭୟ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ତଦନ୍ତର ସ୍ୱଚ୍ଛତା […]

  • Friday, 16 July 2021
rakesh
କୋର୍ଟରେ ପହଞ୍ଚିଲା ସିବିଅାଇ କନ୍ଦଳ

ନୂଆଦିଲ୍ଲୀ : ଅାସନ୍ତା ସୋମବାର ପର୍ଯ୍ୟନ୍ତ ଗିରଫ ଅାଶଙ୍କାରୁ ବର୍ତ୍ତିଲେ ସିବିଅାଇର ନମ୍ବର ଟୁ ଅଫିସର ରାକେଶ ଅସ୍ଥାନା । ତାଙ୍କ ବିରୋଧରେ ସିବିଅାଇ ପକ୍ଷରୁ ଲାଞ୍ଚ ଅଭିଯୋଗ ନେଇ ଏତଲା ଦାଏର ହୋଇଥିଲା । ଏହାକୁ ଖାରଜ ସହ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ଅସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଅାଶ୍ରୟ ନେଇଥିଲେ। କୋର୍ଟ ଅସ୍ଥାନାଙ୍କ ଅାବେଦନକୁ ଗ୍ରହଣ ସହ ଅାସନ୍ତା ସୋମବାର ମାମଲାର ଶୁଣାଣି କରିବେ। ତେବେ ସେ ପର୍ଯ୍ୟନ୍ତ ଅସ୍ଥାନାଙ୍କ ଗିରଫ କରାଯାଇ ପାରିବ […]

  • Friday, 16 July 2021
sabarimala
ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ

ନୂଆଦିଲ୍ଲୀ : ସବରିମାଳାରରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟର ପୁନର୍ବିଚାର ଅାବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଅାସନ୍ତା ୧୩ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ମୋଟ୍ ୧୯ଟି ମାମଲା ସୁପ୍ରମକୋର୍ଟରେ ଦାଖଲ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅକ୍ଟୋବର ୧୮ ତାରିଖରୁ ପାଞ୍ଚ ଦିନ ପାଇଁ ସବରିମାଳା ମନ୍ଦିର ଖୋଲାଯାଇଥିଲା। ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନଥିଲେ। ୫ଦିନରେ ୯ଜଣ […]

  • Friday, 16 July 2021