• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

csat2
ସିସାଟ୍‌ରୁ ଓହରିଗଲେ ଜଷ୍ଟିସ ଏ. କେ. ସିକ୍ରି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଝଟ୍‌କା। ଲଣ୍ଡନରେ ଥିବା କମନ୍‌ୱେଲ୍‌ଥ ସେକ୍ରେଟାରିଏଟ୍ ଆର୍ବିଟ୍ରାଲ ଟ୍ରିବ୍ୟୁନାଲ ବା ରାଜ୍ୟଗୋଷ୍ଠୀ ସଚିବାଳୟ ମଧ୍ୟସ୍ଥତା ନ୍ୟାୟାଧିକରଣର ସଦସ୍ୟତାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏ. କେ. ସିକ୍ରି ପ୍ରଧାନ ବିଚାରପତିଙ୍କ ପରେ ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ ସିକ୍ରିଙ୍କୁ CSAT ର ସଦସ୍ୟ ଭାବେ କେନ୍ଦ୍ର ସରକାର ମନୋନୀତ କରିଥିଲେ। ହେଲେ ଜଷ୍ଟିସ ସିକ୍ରି ଏଥିରୁ ଓହରି ଯାଇଛନ୍ତି। ତିନି ଦିନ ପୂର୍ବେ ଜଷ୍ଟିସ ସିକ୍ରି ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ […]

  • Friday, 16 July 2021
a1
କୁମ୍ଭମେଳାରେ ଅଗ୍ନିକାଣ୍ଡ

ଆଲ୍ଲାହାବାଦ : କୁମ୍ଭ ମେଳା ଆରମ୍ଭ ହେବା ପୂର୍ବରୁ ଅଘଟଣ ଘଟିଛି। ମେଳା ପଡ଼ିଆରେ ଦିଗମ୍ବର ଆଖଡ଼ାର ଶିବିରରେ ଗ୍ୟାସ୍‌ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଛି। ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅନ୍ୟପଟେ ଶିବିରରେ ଥିବା ସମସ୍ତ ଧର୍ମଗ୍ରନ୍ଥ, ଲୁଗାପଟା ଓ ଆସବାବପତ୍ର ପୋଡ଼ିଯାଇଛି।

  • Friday, 16 July 2021
sabarimala-up
ଅାଜି ଖୋଲିବ କେରଳ ସବରିମାଳା ମନ୍ଦିର

ସବରିମାଳା : ଅାଜି ପୁଣି ଖୋଲିବ କେରଳ ସବରିମାଳା ମନ୍ଦିର। ସଂଧ୍ୟା ୫ଟା ପରେ ମନ୍ଦିରରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଅାରମ୍ଭ ହେବ। ସେପଟେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଅାଜି ଦ୍ୱିତୀୟ ଥର ପାଇଁ ଖୋଲିବ ମନ୍ଦିର। ସବୁ ବୟସର ମହିଳାଙ୍କ ପ୍ରବେଶ ଉପରେ ରହିତାଦେଶ ହଟିବା ପରେ ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିର ପରିସର, ଇଲାଭୁନ୍‌କାଲ୍, ନିଲାକଲ୍, ପାମ୍ବା ଏବଂ ସାନିଧନମ୍ ବେସ୍ କ୍ୟାମ୍ପରେ ସୁରକ୍ଷା ବଢ଼ିଛି। ୨୩ ଶହ […]

  • Friday, 16 July 2021
jaga-1-up
ଦିଲ୍ଲୀର ହଜଖାସ୍‌ ଜଗନ୍ନାଥ ମନ୍ଦିର ବୁଲିଲା ଜଗା

ନୂଆଦିଲ୍ଲୀ : ଦୁଃସାଧ୍ୟ ଅପରେସନ୍ ପରେ ଏବେ ସମ୍ପୂର୍ଣ୍ଣ ଫିଟ୍ ହୋଇଛି ଜଗା। ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଅାଙ୍କ ଅସ୍ତ୍ରୋପଚାର ପରେ ଜଗା ଅାଜି ଏମସ୍ ପରିସରରୁ ବାହାରକୁ ଯାଇ ଦିଲ୍ଲୀର ହଜଖାସ୍‌ରେ ଜଗନ୍ନାଥ ମନ୍ଦିର ବୁଲିଛି। ଜଗା ବାପା-ମାଅାଙ୍କ ସହ ମନ୍ଦିର ଯାଇ ବୁଲାବୁଲି କରିଛି। ଅପରେସନ ପରେ ଜଗା ଏବେ ପ୍ରାୟ ୯୮ ପ୍ରତିଶତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସେଥିପାଇଁ ଭିନ୍ନ ଭିନ୍ନ ସ୍ଥାନ ବୁଲିବାକୁ ତାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେପଟେ […]

  • Friday, 16 July 2021