ୱାସିଂଟନ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆମେରିକାର ଏକ ନ୍ୟୁଜପେପର କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ । ଏଥିରେ ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଗୁରୁତର ଅାହତ ହୋଇଛନ୍ତି । ଅାମେରିକା ମେରୀଲ୍ୟାଣ୍ଡ ସ୍ଥିତ କ୍ୟାପିଟାଲ ଗ୍ୟାଜେଟ କାର୍ଯ୍ୟାଳୟ ଉପରେ ଜଣେ ବନ୍ଧୁକଧାରୀ ହଠାତ ପ୍ରବେଶ କରି ଅାଖିବୁଜା ଗୁଳିମାଡ଼ କରିଥିଲା । ଦୁର୍ବୁତ୍ତର ପରିଚୟ ମିଳିଛି । ତା ନାଁ ହେଲା ଜାରେଡ ଓ୍ୱାରେନ ରାମୋସ । ଗୁୁରୁବାର ନ୍ୟୁଜରୁମରେ କର୍ମଚାରୀମାନେ […]
କଟକ: ସେଦିନ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ, ହେଲେ ଆଜି ଚାଲିଗଲେ। ପ୍ରାୟ ୧୦ ଘଣ୍ଟା ଧରି ପାଇପ୍ ଭିତରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପ୍ରାଣ ନେଇ ଫେରିଥିବା ପ୍ରାଣକୃଷ୍ଣ ମୁଦୁଲିଙ୍କ ଦୀର୍ଘ ୪୪ଦିନ ପରେ ମୃତ୍ୟୁ ଘଟିଛି। ଦେଉଳିସାହି ସ୍ଥିତ ନିଜ ଘରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। କଟକ ତୁଳସୀପୁର ପୋଲିସ କଲୋନୀ ନିକଟରେ ପାଇପ୍ ଭିତରେ ଫସି ରହି ଓ ଶେଷରେ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ। କଳାରେ ଘଷିପୁରାର ସାଇଁକୁଳ କଲେଜ ସର୍ବାଧିକ ୭୮.୬୭%, ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩% ଏବଂ ବାଣିଜ୍ୟରେ ବିଜେବି କଲେଜର ସର୍ବାଧିକ ୭୮.୨% କଟ୍ ଅଫ ମାର୍କ ରହିଛି। ଛାତ୍ରଛାତ୍ରୀ www.samsodisha.gov.in ୱେବ୍ସାଇଟ୍ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୦ରେ […]
ଭୁବନେଶ୍ୱର: ସି ପ୍ଲେନ୍ ପରେ ଓଡ଼ିଶାରେ ଗଡିବ ଲକ୍ଜୁରି ଟ୍ରେନ୍। ଏଥିପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଛି। ରାଜସ୍ଥାନରେ ଚାଲୁଥିବା ‘ପ୍ୟାଲେସ ଅନ୍ ହୁଇଲ’ ଢାଞ୍ଚାରେ ଏହା ପ୍ରସ୍ତୁତ କରାଯିବ। ଓଡ଼ିଶା ସରକାର ଓ ରେଳବାଇ ମିଳିତ ଭାବେ ଏହି ଟ୍ରେନ ସେବା ଆରମ୍ଭ କରିବେ। ରେଳବାଇର ଅଧିକାରୀ ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ବର୍ତ୍ତମାନ ଦେଶରେ ୭ଟି ଲକ୍ଜୁରି ଟ୍ରେନ୍ ଚାଲୁଛି। […]
ଭୁବନେଶ୍ୱର : କର୍ମଚାରୀଙ୍କ ପ୍ରତିବାଦ ସତ୍ତ୍ୱେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଶର ୬ଟି ବିମାନବନ୍ଦରକୁ ଘରୋଇକରଣ କରିବାକୁ ପ୍ରସ୍ତାବ ରହିଥିବା ସୂଚନା ମିଳିଛି। ଏହି ବିମାନ ବନ୍ଦରଗୁଡିକ ହେଲା ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର ଓ ରାୟପୁର। ପ୍ରସ୍ତାବକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବୋର୍ଡର ଅନୁମୋଦନ ରହିଛି। ଏନେଇ କ୍ୟାବିନେଟର ମଂଜୁରୀ ପାଇଁ ଆବେଦନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି […]
ଭୁବନେଶ୍ୱର/ଗୌହାଟି: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପୁଣି ଏକ ଜାତୀୟ ରେକର୍ଡ। ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଦୂତୀ। ଗୌହାଟିରେ ଚାଲିଥିବା ୫୮ତମ ନ୍ୟାସନାଲ୍ ଇଣ୍ଟରଷ୍ଟେଟ୍ ସିନିୟର ଆଥ୍ଲେଟିକ୍ସ ଚାମ୍ପିୟନସିପ୍ରେ ସେ ଏହି ରେକର୍ଡ କରିଛନ୍ତି। ଆଥ୍ଲେଟିକ୍ ମିଟ୍ର ସେମିଫାଇନାଲ୍ରେ ଦୌଡ଼ି ସେ ଏହି ରେକର୍ଡ କରିଛନ୍ତି। ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତୀ। ପୂର୍ବରୁ ୧୧.୩୦ ସେକେଣ୍ଡର ଏହି ଦୂରତାକୁ ସେ ଅତିକ୍ରମ କରିଥିଲେ।
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ। ଛାତ୍ରଛାତ୍ରୀ www.samsodisha.gov.in ୱେବ୍ସାଇଟ୍ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୦ରେ ବାହାରି ୧୧ ଓ ୧୨ରେ ନାମଲେଖା ହେବ। ଜୁଲାଇ ୧୬ରେ ବଳକା ସିଟ୍ ପାଇଁ ମେରିଟ୍ ଲିଷ୍ଟ ବାହାରିବ। ତାଲିକାରେ […]
ଭୁବନେଶ୍ୱର: ପୁଣି ବଢିବ ତାତି। ତା’ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। କାହିଁକି ନା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇପଡିଥିବାରୁ ବର୍ଷା ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଲଘୁଚାପ ସୃଷ୍ଟି ହୁଏ, ତେବେ ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, […]
ଭୁବନେଶ୍ୱର : ପୁଣି ବିଜେଡିର ଗୁମର ଖୋଲିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗନେଇ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ତାକୁ ନେଇ ସେ ଚିନ୍ତିତ। ପାଣ୍ଡିଆନ୍ଙ୍କ ଭୂମିକା ନେଇ ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ବୈଜୟନ୍ତ। ଏଥିସହିତ ବିଜେଡିରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ଏବଂ ଓଡ଼ିଶା […]
ଭୁବନେଶ୍ୱର : ରାଜଧାନୀରେ ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି। ପୁରୁଷ ବନ୍ଧୁଙ୍କ ସହ ମିଶି ପ୍ରେମିକଙ୍କୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକା । ମୃତକ ହେଲେ କଟକର ବୈଜୟନ୍ତ ମହାନ୍ତି। ଭୁବନେଶ୍ୱର ବୁଦ୍ଧନଗର ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ବର୍ଷେ ତଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କଟି ଯାଇଥିଲା। ଏହି ସମୟରେ ଅନ୍ୟ ଜଣେ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଗତକାଲି ବୈଜୟନ୍ତ, ବୁଦ୍ଧନଗର ଅଞ୍ଚଳରେ […]
ତାଳଚେର : ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶିକ୍ଷକ। ଅନୁଗୁଳ ଜିଲ୍ଲା ତାଳଚେର ITI କଲେଜରୁ ଆସିଛି ଏଭଳି ଅଭିଯୋଗ। ଆଜି ପୂର୍ବାହ୍ନରେ କିଛି ଛାତ୍ର ବସି କଥା ହେଉଥିବା ବେଳେ ଶିକ୍ଷକ ବାଡିରେ ପିଟିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ କଲେଜ ଗେଟ୍ରେ ତାଲା ପକାଇ ଧାରଣା ଦେଇଛି ତାଳଚେର ଯୁବ ଛାତ୍ର ସଂଗଠନ। ମାଡ଼ ମାରିଥିବା ଶିକ୍ଷକଙ୍କ ବିରୋକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅନଲାଇନ ପରୀକ୍ଷା ପରିବର୍ତ୍ତେ ପୂର୍ବପରି ପରୀକ୍ଷା କରିବାକୁ ସଂଗଠନ […]
ଭୁବନେଶ୍ୱର : ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଛି। ଘଣ୍ଟଘଣ୍ଟା ନାଦରେ ପ୍ରଥମେ ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ ବେଦିରେ ପହଣ୍ଡି ବିଜେ କରାଯାଇଥିଲା। ଏହାପରେ ଶ୍ରୀଜିଉଙ୍କର ସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ପ୍ରାୟ ୪ଟା ସମୟରେ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧା ମୂର୍ତ୍ତୀ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ୧ ପ୍ଲାଟୁନ୍ ପୋଲିସ ଫୋର୍ସ […]