• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Jagannath-Temple
ରଥଯାତ୍ରାର ଅନ୍ତିମ ସମନ୍ୱୟ କମିଟି ବୈଠକ ଘୁଞ୍ଚିଲା

ପୁରୀ: ପୁରୀ ରଥଯାତ୍ରାର ଅନ୍ତିମ ସମନ୍ୱୟ କମିଟି ବୈଠକ ଘୁଞ୍ଚିଲା। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ବୈଠକକୁ ବର୍ଜନ ଲାଗି ସେବାୟତ ସମ୍ମିଳନୀ ପୂର୍ବରୁ ଆହ୍ୱାନ ଦେଇଥିଲେ।  ପୋଷ୍ଟର ଜରିଆରେ ଏଭଳି ଆହ୍ୱାନ ଦେଇଥିଲା ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ। ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ କଥା ପୋଷ୍ଟରରେ ଉଲ୍ଲେଖ ରହିଥିଲା। ପୋଷ୍ଟରରେ ଜିଲ୍ଲାପାଳଙ୍କ ଦ୍ୱାରା ଦମନମୂଳକ କାର୍ଯ୍ୟ […]

  • Monday, 19 July 2021
delhi
୧୧ ମୃତଦେହ ଉଦ୍ଧାର ଘଟଣା: କ’ଣ ମୃତ୍ୟୁ ପଛରେ ରହିଛି ଏହି ଆଶ୍ଚର୍ଯ୍ୟଜନକ କାରଣ?

ନୂଆଦିଲ୍ଲୀ:  ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ଘରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର ଘଟଣାର ଗୁମର ଫିଟୁଛି। ମୃତଦେହ ଜବତ ହୋଇଥିବା ଘରୁ ବହୁ ପରିମାଣର ହାତଲେଖା ନୋଟ୍‌ ମିଳିଛି। ନୋଟ୍‌ରେ ଲେଖାଯାଇଥିବା କିଛି ତଥ୍ୟକୁ ଆଧାର କରି ବିଚିତ୍ର ଧର୍ମ ବିଶ୍ୱାସ ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଗୋଟିଏ ଘର ଭିତରୁ ଏକାସଙ୍ଗେ ୧୧ଜଣଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପ୍ରଥମେ ଏହା ଗଣ ଆତ୍ମହତ୍ୟା ପରେ କେହି ଗଣ ହତ୍ୟା […]

  • Monday, 19 July 2021
accident
ଅଟୋକୁ ପଛପଟୁ ପିଟିଲା ଟ୍ରକ୍‌; ଜଣେ ମୃତ, ୬ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ହରିଡ଼ାମୂଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ପଛପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି। ତେବେ ଦୁର୍ଘଟଣାରେ ମୃତକ ଜଣକ ଭଞ୍ଜନଗର ଅଞ୍ଚଳର ମୀନାକ୍ଷୀ ଚୌଧୁରୀ ବୋଲି ଜଣାପଡ଼ିଛି। ସୂଚନା […]

  • Monday, 19 July 2021
saha
ଭୁବନେଶ୍ୱରରେ ନେତା ଓ କର୍ମୀଙ୍କୁ ଶକ୍ତି ଦେଲେ ଶାହା

ଭୁବନେଶ୍ୱର : ଅମିତଙ୍କୁ ନେଇ ବିଜେପି ଶିବିରରେ ଜବରଦସ୍ତ ଉତ୍ସାହ। ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ ଲାଗି ବିମାନବନ୍ଦରରେ ଭବ୍ୟ ଆୟୋଜନ। ପାରମ୍ପରିକ ବାଦ୍ୟରେ କମ୍ପୁଛି ବିଜୁପଟ୍ଟନାୟକ ବିମାନବନ୍ଦର। ଆଉ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି ଦଳର ତୁଙ୍ଗ ନେତା । ଅମିତ୍ ପହଞ୍ଚିବା ପରେ ତାଙ୍କୁ ଦିଆଯାଇଥିଲା ଉତ୍ସସିତ ସମ୍ବର୍ଦ୍ଧନା ।ଆଉ ତାପରେ ବିଶାଳ ମୋଟର ସାଇକେଲ୍ ରାଲିରେ ଅମିତ୍‌ଙ୍କୁ ଦଳୀୟ କାର୍ଯ୍ୟାଳୟ ଯାଏଁ ପାଛୋଟି ଆଣିଥିଲେ ନେତା ଓ କର୍ମୀ। ପ୍ରଷ୍ଫୁଟିତ ପଦ୍ମ ଫୁଲରେ […]

  • Monday, 19 July 2021
high court
କିସ୍‌କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : କିସ୍‌କୁ ହାଇକୋର୍ଟଙ୍କ ନୋଟିସ୍। ବଣ୍ଡା ଛାତ୍ର ନିଖୋଜ ଘଟଣାରେ କିସ୍ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ଘଟଣା ସମ୍ପର୍କରେ ନିଜ ନିଜ ପକ୍ଷ ରଖିବାକୁ କିସ୍ ସମେତ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ମାଲକାନଗିରି ଏସ୍‌ପି ଓ ମୁଦୁଲିପଡ଼ା ଥାନା IICଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି ବଣ୍ଡା ଛାତ୍ର ରାମଚନ୍ଦ୍ରଙ୍କ ନିଖୋଜ ନେଇ ତାଙ୍କ ପରିବାର ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ୩ ବର୍ଷ ହେଲା ରାମଚନ୍ଦ୍ରଙ୍କ ପତ୍ତା ମିଳୁନାହିଁ […]

  • Monday, 19 July 2021
naveen---
ମିଳିଲେ ନବୀନ ନନ୍ଦ

ଭୁବନେଶ୍ୱର : ମିଳିଲା ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପତ୍ତା । ନବୀନ ନନ୍ଦ କୋଲକାତାରେ ଥିବା ସେ ନିଜେ ଫୋନ୍ ଯୋଗେ ଓଟିଭିକୁ ସୂଚନା ଦେଇଛନ୍ତି । ନବୀନ କହିଛନ୍ତି କୋଲକାତାରେ ସେ ପକେଟ୍‌ମାର୍‌ର ଶିକାର ହୋଇଥିଲେ। ତେବେ ଚୋରକୁ ଧରିବାକୁ କିଛି ବାଟ ଗୋଡ଼ାଇଥିବା ବେଳେ ଚୋରଟି ଏକ ହୋଟେଲରେ ପଶିଯାଇଥିଲା। ସେହି ସମୟରେ ହୋଟେଲରେ ରେଡ୍ ଚାଲିଥିବାରୁ ପୋଲିସ୍ ଉଭୟଙ୍କୁ ପଚରାଉଚରା କରିଥିଲା। ପାଖରେ ଫୋନ ନଥିବାରୁ ଘର ସହ ଯୋଗାଯୋଗ […]

  • Monday, 19 July 2021
ticket accused
ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ ଯୁବକ

ବାଲେଶ୍ୱର  : ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ ଯୁବକ। ବାଲେଶ୍ୱର ରେଲୱେ ଷ୍ଟେସନ୍ ମାଲଗୋଦାମ ନିକଟରେ ଥିବା ଟିକେଟ୍ ବୁକିଙ୍ଗ କାଉଣ୍ଟରରେ ଆଜି ଜଣେ ଯୁବକଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ତା ପାଖରୁ ବିପୁଳ ପରିମାଣର ଟିକେଟ୍, କିଛି ନଗଦ ଟଙ୍କା ଜବତ ହୋଇଛି । ଯୁବକ ଜଣଙ୍କ ହେଉଛି କୋଲକତାର କ୍ରିଷ୍ଣାକାନ୍ତ ଦାସ। ସେ ପ୍ରତିଦିନ ବାଲେଶ୍ୱର ରେଳ ଷ୍ଟେସନ୍‌ରେ ଥିବା ଟିକେଟ୍ କାଉଣ୍ଟରକୁ ଆସି ରିଜର୍ଭେସନ୍ ଟିକେଟ୍ କାଟି ନିଜ ଅଞ୍ଚଳରେ […]

  • Monday, 19 July 2021
elephant
ନଦୀରେ ଫସିଛନ୍ତି ହାତୀ

କଟକ  : ମହାନଦୀ ମଝିରେ ଫସି ରହିଛନ୍ତି ହାତୀ। କଟକ ଆଠଗଡ଼ ପଟୁ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ଗୟଳବାଙ୍କ ମହାନଦୀରେ ଫସି ରହିଛନ୍ତି ୮ଟି ବଣୁଆ ହାତୀ । ଘଟଣାସ୍ଥଳରେ ଭଗିପୁର ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ସୁରକ୍ଷା ଯୋଗାଇବା ନେଇ ସଜାଗ ରହିଛି। ଫସି ରହିଥିବା ହାତୀ ମଧ୍ୟରେ ୫ଟି ମାଈ ହାତୀ ଓ ୩ଟି ଛୁଆ ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

  • Monday, 19 July 2021
terrorist
ପୁଲ୍‌ୱାମାରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଅଞ୍ଚଳର ତ୍ରାଲ୍‌ଠାରେ ସୁରକ୍ଷା କର୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଡିଜିପି ଦିଲ୍‌ବାଗ୍‌ ସିଂହ କହିବା ଅନୁଯାୟୀ, ମୃତ ୩ ଆତଙ୍କବାଦୀ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ସହ ଜଡ଼ିତ। ଅନ୍ୟପକ୍ଷରେ ରଜୌରୀ ଜିଲ୍ଲାର ନୌଶେରା ସହରରେ ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ୨.୪୦ ବେଳକୁ ଏଲ୍‌ଓସିଠାରୁ ୫୦୦ ମିଟର ଭିତରେ ଏଭଳି ଘଟଣା ଘଟିଛି। ଏହା ପୂର୍ବରୁ ଆଇଡି […]

  • Monday, 19 July 2021
banki
ସମସ୍ୟା ଘେରରେ କଟକ ଜିଲ୍ଲାର ବାଙ୍କୀ ବସଷ୍ଟାଣ୍ଡ

ବାଙ୍କୀ : ହେବ ହେବ ବୋଲି ବିତିଗଲା ସାଢେ ୪ ବର୍ଷ। ହେଲେ ଏଯାଏଁ  ନିର୍ମାଣ ହୋଇପାରିନି ବାଙ୍କୀ ଏନଏସିରେ ନୂତନ ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପରେ ଆଉ ଆଗେଇଲାନି କାମ। ଫଳରେ ମୁଖ୍ୟ ରାସ୍ତା ଏବେ ପାଲଟିଛି ବସଷ୍ଟାଣ୍ଡ। କାରଣ ଆଉ ବିକଳ୍ପ ନାହିଁ । ଭଗବାନ ଭରସାରେ ଏଠାରୁ ଯାଆ ଆସ କରୁଥିବା ଯାତ୍ରୀ ବିଶ୍ରାମ ପାଇଁ ସ୍ଥାନ ନାହିଁ । ଆ ତା ବାରଣ୍ଡା କିମ୍ବା ଦୋକାନରେ ବିଶ୍ରାମ ନେବା ଛଡା […]

  • Monday, 19 July 2021
naveen nanda
ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ

ଭୁବନେଶ୍ୱର : ନବୀନ ନନ୍ଦ ନିଖୋଜ । ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହୋଇଥିବା ସୂଚନା ମିଳିଛି। କୋଲକାତା ଯାଇଥିବା ନବୀନ ଆଜି ବିମାନରେ ଫେରିବାର ଥିଲା। ଆଜି ସକାଳ ୭ଟାରେ ବିମାନ କୋଲକାତା ଛାଡ଼ିବାର ଥିଲା। ଦୀର୍ଘ ସମୟ ଧରି ନଫେରିବାରୁ ନବୀନଙ୍କ ପୁଅ ଫୋନ୍ କରିଥିଲେ। ବାପାଙ୍କ ଫୋନ୍ ସୁଇଚ୍ ଅପ୍ ଥିବା ପୁଅ ସଂବିତ ନନ୍ଦ ସୂଚନା ଦେଇଛନ୍ତି । କୋଲକାତାରେ ରହୁଥିବା ହୋଟେଲ୍‌ରେ ନବୀନଙ୍କ ଜିନିଷ ଅଛି। ବାପାଙ୍କ […]

  • Monday, 19 July 2021