• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

justice
ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଏ. ମୋହାତାଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଏ. ମୋହାତାଙ୍କ ପରଲୋକ ହୋଇଯାଇଛି।  ମହାରାଷ୍ଟ୍ର ନାଗପୁର ଅକୋଲାରେ ଗତକାଲି ସେ ଶେଷ ନିଃଶ୍ୱାସ ତ୍ୟାଗ  କରିଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।  ସେ ୨୮-୯-୧୯୯୪ରୁ ୨୫-୪-୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର  ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।  ଏହାପରେ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିଥିଲେ।  ଅବସର ପରେ ସେ ସରାକରଙ୍କ କୌଣସି ନିଯୁକ୍ତିକୁ ଗ୍ରହଣ କରିନଥିଲେ। ସେ […]

  • Monday, 19 July 2021
bbsr new
ଉଦ୍‌ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ

ଭୁବନେଶ୍ୱର : ଆସନ୍ତା ୭ ତାରିଖରେ ଉଦ୍‌ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ। ଏଥିପାଇଁ ଜୋରସୋରରେ କାମ ଚାଲିଛି। ଆସନ୍ତା ୭ ତାରିଖରୁ ନ୍ୟୁ ଷ୍ଟେସନରୁ ଗଡ଼ିବ ଟ୍ରେନ୍। ଏଥିପାଇଁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍ ଭଳି ସମସ୍ତ ସୁବିଧା ଉପଲବ୍ଧ ରହିଛି। ବାରଙ୍ଗ-ମଞ୍ଚେଶ୍ୱର ମଧ୍ୟରେ ଥିବା ଏହି ନ୍ୟୁ ଷ୍ଟେସନରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଲିବ ତିନୋଟି ପାସେଞ୍ଜର ଟ୍ରେନ୍। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍‌ରୁ ଯାତ୍ରୀଙ୍କ ସଂଖ୍ୟା କମାଇବା ଏବଂ ଏକ ଅର୍ନ୍ତଜାତୀୟ ସ୍ତରର ଷ୍ଟେସନ୍ ଲକ୍ଷ୍ୟରେ ନିର୍ମାଣ […]

  • Monday, 19 July 2021
sidhu
ସିଦ୍ଧୁଙ୍କୁ ପାକିସ୍ତାନରୁ ଆସିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସମର୍ଥନରେ ବାହାରିଛି ଆତଙ୍କୀସ୍ତାନ ପାକିସ୍ତାନ। କର୍ତ୍ତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ତାଲିକାରୁ ଭାରତ ସରକାର ସିଦ୍ଧୁଙ୍କ ନାଁ ବାଦ୍‌ ଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ପାକିସ୍ତାନ ସରକାର ଇସ୍‌ଲାମାବାଦ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଭାରତ ଭଳି ପାକିସ୍ତାନ ମଧ୍ୟ ତା’ ସୀମାରେ ନଭେମ୍ବର ୯ରେ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପାକିସ୍ତାନ ସରକାର ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। […]

  • Monday, 19 July 2021
debendra
ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ !

ମୁମ୍ବାଇ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ଯୁଦ୍ଧରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍‌ ଧରି ବସିଥିବା ବିଜେପିର ସହଯୋଗୀ ଦଳ ଶିବସେନା ଏଥିରୁ ଓହରି ଯିବାକୁ ସଙ୍କେତ ଦେଇଛି। ବିଧିବଦ୍ଧ ଭାବେ ଏ ସମ୍ପର୍କରେ ଶିବସେନା ଘୋଷଣା କରି ନଥିଲେ ହେଁ ଆସନ୍ତାକାଲି କିମ୍ବା ଶୁକ୍ରବାର ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଏଥିପାଇଁ […]

  • Monday, 19 July 2021
anandapur
ମେଡିକାଲ୍ ବାରଣ୍ଡାରେ ମୃତଦେହ ; ପୋଷ୍ଟମର୍ଟମରେ ଅହେତୁକ ବିଳମ୍ବ

ଆନନ୍ଦପୁର : ଆନନ୍ଦପୁର ମେଡିକାଲରେ ପଡି ରହିଛି ମୃତଦେହ। ପୋଷ୍ଟମର୍ଟମ ପାଇଁ ଗତକାଲିଠାରୁ ମୃତଦେହ ଆସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟମର୍ଟମ ହୋଇନଥିବା ଜଣାପଡିଛି। ମେଡିକାଲ ବାରଣ୍ଡାରେ ପଡି ରହିଛି ମୃତଦେହ। ପୋଷ୍ଟମର୍ଟମରେ ଅହେତୁକ ବିଳମ୍ବ ହେବାରୁ ପୁଅର ମୃତଦେହକୁ ବାରଣ୍ଡାରେ ଧରି କାନ୍ଦୁଛି ମାଅ। ଗତକାଲି ବିଦ୍ୟୁତ ଆଘାତରେ ମୃତ୍ୟୁ ପରେ ପୋଷ୍ଟମର୍ଟମ ପାଇଁ ଆସିଥିଲା ମୃତଦେହ।  

  • Monday, 19 July 2021
child
୨୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଭୁବନେଶ୍ୱର : ତାମିଲନାଡ଼ୁ ଓ ହାଇଦ୍ରାବାଦକୁ ଚାଲାଣ ହେଉଥିବା ବେଳେ ଭୁବନେଶ୍ୱରରରୁ ୧୯ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡଲାଇନ। ଏଥିସହ ବାଲିପାଟଣାରୁ ୨ ଓ ଚନ୍ଦ୍ରଶେଖରପୁରରୁ ୨ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ମୋଟ ୨୩ ଜଣ ଶିଶୁଙ୍କ ମଧ୍ୟରେ ୩ଜଣ ନାବାଳିକା ଅଛନ୍ତି । ଖୋର୍ଦ୍ଧା ଶିଶୁ ମଙ୍ଗଳ କମିଟିଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ବିଭିନ୍ନ ସ୍ୱଧାରଗୃହରେ ରଖାଯାଇଛି।

  • Monday, 19 July 2021
police traing
ପୋଲିସ ଟ୍ରେନିଂ ବେଳେ ଅଘଟଣ

ଅନୁଗୁଳ: ଅନୁଗୁଳରେ ପୋଲିସ ଟ୍ରେନିଂ ବେଳେ ଅଘଟଣ। ଶରଧାପୁରରେ ଥିବା ପ୍ରାକ୍ଟିସ୍ ଗ୍ରାଉଣ୍ଡରେ ଫାୟାରିଂ ପ୍ରାକ୍ଟିସ୍ ବେଳେ ଜଣେ ବୃଦ୍ଧାଙ୍କ ଛାତିରେ ଗୁଳି ବାଜିଛି। ଗୁଳିମାଡ଼ରେ ଗୁରୁତର ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ସେହି ଶରଧାପୁର ଗାଁର ବୋଲି ଜଣାପଡ଼ିଛି ।

  • Monday, 19 July 2021
Govt
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । କ୍ୱିଣ୍ଟାଲ ପିଛା ଏହା ୨ ଶହ ଟଙ୍କା ବୃଦ୍ଧି ହୋଇପାରେ  ଯଦି ଏହି ନିଷ୍ପତ୍ତି ନିଆଯାଏ, ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ହେବ। ଆଜି ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ହେବାର ସମ୍ଭାବନା ଅଛି।  ଚାଷୀମାନେ ଯେମିତି ଖର୍ଚ୍ଚର ଦ଼େଢ଼ଗୁଣା ଦାମ୍ ପାଇବେ, ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର […]

  • Monday, 19 July 2021
murder
ବନ୍ଧୁ ସାଜିଲା ବନ୍ଧୁର ବଇରୀ ; ସ୍ତ୍ରୀଙ୍କୁ ଦୁଷ୍କର୍ମ କରି ସ୍ୱାମୀଙ୍କୁ ହତ୍ୟା

ବିଦିଶା : ମଧ୍ୟପ୍ରଦେଶର ବିଦିଶାରେ ଭୟଙ୍କର ଘଟଣା ଘଟିଛି। ଦୁଇ ଜଣ ବ୍ୟକ୍ତି ପ୍ରଥମେ ନିଜ ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ସ୍ୱାମୀ ଅର୍ଥାତ ଦୁଇ ବ୍ୟକ୍ତି ନିଜ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସୋମବାର ଦିନ ତାଙ୍କ ସ୍ୱାମୀଙ୍କ ଦୁଇ ଜଣ ବନ୍ଧୁ ତାଙ୍କ ଘରକୁ ଆସିଥିଲେ। ଘର ମଧ୍ୟରେ ଜଣେ ବନ୍ଧୁ ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଆଉ ଜଣେ ବନ୍ଧୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା […]

  • Monday, 19 July 2021
rain1-750x430
ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପୁଣି ଲେଉଟିବ ବର୍ଷା। ୫ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ। ୬ ତାରିଖଠୁ ବର୍ଷା ପରିମାଣ ବଢିବ। ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା […]

  • Monday, 19 July 2021
air
ଏୟାରଷ୍ଟ୍ରାଇକ୍‌ରେ ୪୭ ଆତଙ୍କବାଦୀ ନିହତ

ଜବୁଲ୍‌: ଆଫଗାନିସ୍ତାନର ଜବୁଲ ପ୍ରଦେଶରେ ଆଫଗାନୀ ସେନା କରିଥିବା ଏୟାରଷ୍ଟ୍ରାଇକ୍‌ରେ ୪୭ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିରେ ୧୫ ଆତଙ୍କବାଦୀ ଆହତ ହୋଇଛନ୍ତି। ସେନାର ଜଣେ ମୁଖପାତ୍ର କହିଛନ୍ତି, ଏହି ତାଲିବାନ ଆତଙ୍କବାଦୀ ଶିଙ୍କି  ଏବଂ ନାଓବାହାର ଜିଲ୍ଲାରେ ଲୁଚିଥିଲେ। ଏହି ଆକ୍ରମଣ ବ୍ୟତୀତ ଅର୍ଘଣାବାଦ୍‌ ଏବଂ ଶାହ ୱରାଲି ଜିଲ୍ଲାରେ ମଧ୍ୟ ଆକ୍ରମଣ ଘଟଣା ଘଟିଛି। କାନ୍ଦାହାର ଜିଲ୍ଲାର ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଉରୁଜଗାନ୍‌ ପ୍ରଦେଶର ଗିଜାବ […]

  • Monday, 19 July 2021
Sushma-Swaraj-
ଟ୍ରୋଲିଂର କଡ଼ା ଜବାବ ଦେଲେ ସୁଷମା

ନୂଆଦିଲ୍ଲୀ: ଘୃଣା, ଗାଳିଗୁଲଜ, ଅସମ୍ମାନ ଓ ହିଂସାତ୍ମକ ଧମକ। ସୋସିଆଲ୍ ମିଡିଆରେ ଗୁଣ୍ଡାଗିରିର। ନୂଆ ଟ୍ରେଣ୍ଡ –ଟ୍ରୋଲ୍‌କୁ ନେଇ ଘମାସାନ। ଏକ ଭିନ୍ନଧର୍ମୀ ଦମ୍ପତିଙ୍କୁ ଦୂର୍ବ୍ୟବହାର ପ୍ରସଙ୍ଗରେ ଲକ୍ଷ୍ନୌରେ ଜଣେ ପାସପୋର୍ଟ ଅଧିକାରୀଙ୍କ ବଦଳିକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ରୋଲିଂ ଥମୁନଥିବା ବେଳେ ସୁଷମା ବି ଦେଉଛନ୍ତି ଏହାର କଡ଼ା ଜବାବ। ଆଜି ସୋନମ ମହାଜନ ନାମକ ଜଣେ ଟ୍ୱିଟର୍ ୟୁଜର୍ଙ୍କୁ ବ୍ଲକ୍ କରିଛନ୍ତି ସୁଷମା। ସୋନମ ସୁଷମାଙ୍କୁ କଟାକ୍ଷ କରିବା ସହ ତାଙ୍କୁ […]

  • Monday, 19 July 2021
vlcsnap-error398
ଏଣିକି ଡିଜିପି ବାଛିବ UPSC

ନୂଆଦିଲ୍ଲୀ: ଦେଶର ପୋଲିସ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ଡିଜିପି ବାଛିବ UPSC। ଡିଜିପି ନିଯୁକ୍ତି ନେଇ ରାଜ୍ୟ ସରକାର ବରିଷ୍ଠତା ଭିତ୍ତିରେ ଯୋଗ୍ୟ ଅଫିସରଙ୍କ ନାଁ UPSCକୁ ପଠାଇବେ। UPSC ଏହି ତାଲିକାରୁ ୩ ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ତେବେ ରାଜ୍ୟ ସରକାରଙ୍କ ପାଖରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ନିଯୁକ୍ତ କରିବାର କ୍ଷମତା ରହିବ। ତେବେ ଡିଜିପି […]

  • Monday, 19 July 2021
vinod kumar file image
ORHDC ଅନିୟମିତତା: ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ORHDC ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ । ୨୦୦୦ ମସିହାରେ  ଓଅାରଏଚଡିସି ରେ ୫୫ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିନୋଦ କୁମାରଙ୍କ ସହିତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନସ କୋର୍ଟ । ଅାଇଏଏସ ବିନୋଦ କୁମାର ସମେତ ୫ ଜଣ କୋର୍ଟରେ ହାଜର ନ ହେବାରୁ ସେମାନଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା […]

  • Monday, 19 July 2021
shelter
ଆମେରିକୀୟ ସାଂସଦ କହିଲେ ଖ୍ରୀଷ୍ଟିଆନ୍‌ ହୋଇଥିବାରୁ ଜେଲ୍‌ ଯାଇଛନ୍ତି ‘ଡ୍ୟାଡି’

ନୂଆଦିଲ୍ଲୀ : ଯୌନ ନିର୍ଯାତନା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଶେଲ୍‌ଟର ହୋମ୍‌ ମାଲିକ ଫୟାଜ୍‌ ରେହମାନ୍‌ ଓରଫ୍‌ ‘ଡ୍ୟାଡି’ ଜେଲ୍‌ ଯିବାର ବେଶ୍‌ କିଛି ଦିନ ପରେ ତାଙ୍କ ସମର୍ଥନରେ ବିବାଦୀୟ ମତ ଦେଇଛନ୍ତି ଜଣେ ଆମେରିକୀୟ ସାଂସଦ। ରିପବ୍ଲିକାନ୍‌ର ଏହି ସିନେଟର ଚାର୍ଲସ୍‌ ୟାର୍ଣ୍ଣେଷ୍ଟ ଗ୍ରାସଲି ଭାରତକୁ ଚିଠି ଲେଖି କହିଛନ୍ତି, ଫୟାଜ୍‌ ରେହମାନ୍‌ ନାମକ ଏହି ବ୍ୟକ୍ତିଙ୍କୁ ଜେଲ୍‌ ପଠାଯିବାର କାରଣ ସେ ଜଣେ ଖ୍ରୀଷ୍ଟିଆନ୍‌। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି […]

  • Monday, 19 July 2021
vlcsnap-error970
ପୁଣି MSP ବୃଦ୍ଧି ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପୁଣି ଚଳିତ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର। ସାଧାରଣ ଧାନର MSP କ୍ୱିଣ୍ଟାଲ ପ୍ରତି ୨୯୩୦ ଏବଂ ଏ’ ଗ୍ରେଡ ଧାନ ୨୯୭୦ ଟଙ୍କା ପାଇଁ ଦାବି କରି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ କୃଷି ସଚିବ। ସେପଟେ କେନ୍ଦ୍ରକୁ ଟାର୍ଗେଟ୍ କରି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଜୁନ୍ ଶେଷ ସୁଦ୍ଧା କେନ୍ଦ୍ର ଧାନର MSP ଧାର୍ଯ୍ୟ କରିବା କଥା। […]

  • Monday, 19 July 2021
black-rose.
ବ୍ଲାକ୍‌ରୋଜ ଜାହାଜର ଯାଜପୁର ଲିଙ୍କ୍

ଭୁବନେଶ୍ୱର: ବ୍ଲାକ୍‌ରୋଜ ବୁଡ଼ି ଘଟଣାରେ ଯାଜପୁରର ଜଣେ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି। ଦଳର ଉପସଭାପତି ସମୀର ମହାନ୍ତି ଏକ ପ୍ରେସ୍‌ମିଟ୍ କରି ବ୍ଲାକ୍‌ରୋଜ ସହ ବିଧାୟକଙ୍କ ଭାଇଙ୍କର ବ୍ୟାବସାୟିକ ସମ୍ପର୍କ ଥିବା କହିଛନ୍ତି। ଯାଜପୁର ପୌରପରିଷଦର ଶତବାର୍ଷିକୀ ଉତ୍ସବରେ ସେ ଗାଡ଼ି ଚଲାଉଥିଲେ ଗାଡ଼ିରେ ମୁଖ୍ୟମନ୍ତ୍ରୀ ମଧ୍ୟ ବସିଥିଲେ। ତେଣୁ ସେ ଏହାକୁ ଲୁଚାଇଥାଇ ପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସମୀର। ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣାର […]

  • Monday, 19 July 2021