ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି। ଏନେଇ ଶିକ୍ଷକମାନେ ଡିଜିଟାଲ ଲର୍ନିଂକୁ ବ୍ୟବହାର କରି ଅନଲାଇନ୍ କ୍ଲାସ୍ କରି ପିଲାମାନଙ୍କୁ ପାଠପଢ଼ାଉଛନ୍ତି। କେତେକ ସ୍ଥାନରେ ଶିକ୍ଷକମାନେ ଭିଡିଓ କଲିଂକରି ପାଠପଢ଼ାଉଥିବାବେଳେ, ଅନ୍ୟକେତେକ ସ୍ଥାନରେ ରେକର୍ଡିଂ ମାଧ୍ୟମରେ ପାଠପଢ଼ାଯାଉଛି। ଅନ୍ଲାଇନ୍ରେ ପଢ଼ାଇବା ଦ୍ୱାରା ଶିକ୍ଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ଶିକ୍ଷୟିତ୍ରୀ ଏକ ଅଭିନବ ଉପାୟ ଆପଣେଇଛନ୍ତି, ଯାହାକି କୌଣସ ସମସ୍ୟା ସୃଷ୍ଟି କରୁନାହିଁ। ତାଙ୍କର ଏଭଳି […]
ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ ହେବା ପରେ BMC ହେଲ୍ପ ଲାଇନ୍ ନମ୍ବର ଜାରି କରିଛି I BMCର ଟୋଲ ଫ୍ରି ନମ୍ବର- 18003450061 ଜରୁରୀ କଣ୍ଟ୍ରୋଲ ରୁମ୍ ନମ୍ବର-: 0674-2432281 ଜଳପ୍ଲାଵିତ ଅଂଚଳର ଲୋକେ ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି I
ରାଞ୍ଚି / ଜଳେଶ୍ୱର : ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ମଥାନିରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫ ଥିବାବେଳେ ଜଳସ୍ତର ୬.୦୧ ମିଟର ରହିଛି। ଝାଡ଼ଖଣ୍ଡର ଗାଲୁଢି ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସନ ହୋଇଛି। ୫ଟି ଗେଟ୍ ଦେଇ ୧ ଲକ୍ଷ ୨୮ ହଜାର କ୍ୟୁସେକ୍ ଘନଫୁଟ ପାଣି ନିଷ୍କାସନ ହୋଇଛି। ଏହି ପାଣି ଆଜି ଅପରାହ୍ନ ୨ଟାରୁ ୩ଟା ଭିତରେ ଜଳେଶ୍ୱର ବ୍ଲକ ରାଜଘାଟରେ ପହଞ୍ଚିବ। ରାଜଘାଟରେ ସତର୍କ […]
ନୂଆଦିଲ୍ଲୀ: ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଅକାଳ ବିୟୋଗ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ସୋମଶଣ ଦିଶା ତାଙ୍କର ମୁମ୍ବାଇସ୍ଥିତ କୋଠାରୁ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଶା କାହିଁକି ଏପରି ଚରମ ପଦକ୍ଷେପ ନେଲେ ଜଣାପଡ଼ି ନାହିଁ। ତାଙ୍କର ମୃତ୍ୟୁ ଖବର ବଲିଉଡ ଅଭିନେତା ବରୁଣ ଶର୍ମା ତାଙ୍କ ଟ୍ୱିଟ୍ର […]
ମୁମ୍ୱାଇ:ଛୁଇଁଦେଲେ ରହିଛି କରୋନା ଭାଇରସର ଭୟ। ଏପରି ପରିସ୍ଥିତିରେ ଏଟିଏମ୍ରୁ ଟଙ୍କା ଉଠାଇବାବେଳେ ହାତ ଯାଉନି। ହେଲେ ଟଙ୍କା ପାଇଁ ଛୁଇଁବାକୁ ତ ପଡ଼ିବ ! ହେଲେ ଏ ସଙ୍କଟର ସମୟ ଶେଷ ହେବାକୁ ଯାଉଛି। ଆସୁଛି ଟଚ୍ ଫ୍ରି ଏଟିଏମ୍। ଆଗାମୀ ଦିନରେ ଯଦି ଆପଣ ଏଟିଏମ୍ରୁ ଟଙ୍କା ଉଠାଇବାକୁ ଚାହିଁବେ, ତେବେ ଏଟିଏମ୍ ମେସିନ୍କୁ ଛୁଇଁବାର ଆବଶ୍ୟକତା ନାହିଁ। କ୍ୟାସ ଓ ଡିଜିଟାଲ ପେମେଣ୍ଟ କରୁଥିବା କମ୍ପାନୀ ଏଜିଏସ୍ ଟ୍ରାନଜାକ୍ଟ ଟେକ୍ନୋଲୋଜି ପକ୍ଷରୁ ଗତକାଲି […]
ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର ମୋଦିନଗରରେ ରହୁଥିବା ସୌରଭ ଖାନ୍ନାଙ୍କର ପତ୍ନୀ ୯ମାସର ଗର୍ଭବତୀ ଅଛନ୍ତି। ତାଙ୍କୁ ଯେ କୌଣସି ସମୟରେ ବି ମେଡିକାଲରେ ଭର୍ତ୍ତି କରିବାକୁ ପଡିବ। ଡାକ୍ତର କହିଛନ୍ତି ଯେ, ମେଡକାଲରେ ଭର୍ତ୍ତି କରିବା ପୂର୍ବରୁ କରୋନା ପରୀକ୍ଷା କରିବା ଆବଶ୍ୟକ। ଏନେଇ ସୌରଭ ଖାନ୍ନା ବିଭିନ୍ନ ମେଡିକାଲ ବୁଲୁଥିବାବେଳେ କରୋନା ପରୀକ୍ଷା ପାଇଁ କୌଣସି ସୁବିଧା ହୋଇପାରୁ ନାହିଁ। ଖବର ଅନୁଯାୟୀ, ମୋଦିନଗରରେ ପରୀକ୍ଷା କରିବା ପାଇଁ କୌଣସି ସୁବିଧା ନାହଁ। ସେଠାରୁ ୩୦ […]
ଶାଜାପୁର: ବିଲ୍ ଦେଇନପାରି ବେଡ୍ରେ ବନ୍ଧା ହେଲେ ବୃଦ୍ଧ। ବୃଦ୍ଧଙ୍କୁ ବେଡ୍ରେ ବାନ୍ଧି ବନ୍ଧକ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ କୋଭିଡ୍ ଯୋଦ୍ଧା କୁହାଯାଉଥିବା ବେଳେ, ହସ୍ପିଟାଲର ଏଭଳି ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ଶାଜାପୁରରୁ ହସ୍ପିଟାଲ କର୍ମଚାରୀମାନେ ବୃଦ୍ଧଙ୍କ ହାତ ଗୋଡ଼ ଦଉଡ଼ିରେ ବାନ୍ଧିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। शाजापुर में एक अस्पताल में बुजुर्ग मरीज को बिल जमा नहीं करने पर कथित […]
ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ ସାହାଯ୍ୟ କରି ସମସ୍ତଙ୍କ ନିକଟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତେ ସୋନୁଙ୍କୁ ପ୍ରଂଶସା କରୁଛନ୍ତି। ଏବେ ଏକ ଛୋଟ ଝିଅର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କୁନି ଝିଅଟି ତା’ର ଥଙ୍ଗେଇ ଥଙ୍ଗେଇ ପାଟିରେ ସୋନୁ ସୁଦଙ୍କୁ ପ୍ରଶଂସା କରୁଛି। ସୋନୁ ମଧ୍ୟ କୁନି ଝିଅକୁ ଖୁବ୍ ଭଲପାଇବା […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଚିତାବାଘଟି ମାଙ୍କଡଙ୍କୁ ଶିକାର କରିବା ପାଇଁ ଏକ ଗଛ ଉପରେ ଚଢ଼ିଯାଇ, ମାଙ୍କଡକୁ ତଳକୁ ଖସେଇବାକୁ ଚେଷ୍ଟା କରୁଛି। ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରି କହିଛନ୍ତି ଯେ ‘ଆଗରୁ ଏହି ଭିଡିଓକୁ ଦେଖିଥିବେ’। Size, strength & reputations takes a back seat many times in Nature.. Rarely seen, leopard […]
ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ଯୁବକ, ୩ଜଣ ମହିଳା ଓ ଦୁଇଜଣ ଶିଶୁ ଥିବା ଜଣାପଡିଛି। ଆଜି ସକାଳ ସାଢେ ୫ଟାରେ ଏକ ଟ୍ରକ୍ ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ , ଗ୍ୟାସ କଟର ସାହାଯ୍ୟରେ ସ୍କର୍ପିଓକୁ କଟା ହୋଇ ମୃତକମାନଙ୍କୁ ବାହାର କରାଯାଇଥିଲା। ଏଥିରେ ସ୍କର୍ପିଓ ଡ୍ରାଇଭର ଗୁରୁତର […]
ଭୁବନେଶ୍ୱର: ଲଗାଣ ବର୍ଷା ପାଇଁ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ସବୁ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ଆଜି ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ସହ ପରିବହନ ଧର୍ମଘଟ ପାଇଁ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏପଟେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଜି ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି। ବର୍ଷା ଓ ଧର୍ମଘଟ ଯୋଗୁ ଆଜି ହେବାକୁ ଥିବା ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ […]
ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଛି। କରୁଣାନିଧିଙ୍କ ଶରୀରର ପ୍ରମୁଖ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁନି। ଗତକାଲି ସନ୍ଧ୍ୟାରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ବୁଲେଟିନ୍ରେ ଏହି ସୂଚନା ଦିଆଯାଇଛି। ଶରୀରର ପ୍ରମୁଖ ଅଙ୍ଗ ଠିକ୍ ଭାବେ କାମ କରୁନଥିବା ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । କରୁଣାନିଧିଙ୍କ ଚିକିତ୍ସା ବର୍ତ୍ତମାନ ପାଇଁ ଡାକ୍ତରଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ବୋଲି ବୁଲେଟିନରେ […]
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସଂଧ୍ୟାରୁ ପ୍ରବଳ ବର୍ଷା ହୋଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଭୁବନେଶ୍ୱରରରେ ୧୦୨ ମିଲିମିଟର୍ ବର୍ଷା ରେକର୍ଡ ହୋଇଛି। ନୟାପଲ୍ଲୀ, ଜୟଦେବ ବିହାର, ସିଆଆରପି ଛକ, ପାଇକ ନଗରରେ ପାଣି ଜମା ହୋଇ ରହିଛି। ଏପରିକି କିଛି ଅଞ୍ଚଳର […]
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍ ଖାନ୍ ମାତ୍ର ୪୨ ବର୍ଷରେ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି। ୱାଜିଦ୍ଙ୍କ ପରଲୋକ ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ୱାଜିଦ୍ଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୱାଜିଦ୍ ମେଡିକାଲରେ ଥିବା ସମୟରେ ପିଆନୋ ବଜାଉଥିବାର ଦେଖିବାକୁ ମିଳିଛି। ୱାଜିଦ୍ ଖାନ୍ଙ୍କ ଏହି ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। View […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ନକଲି ନୋଟ୍ ରାକେଟ୍ ଠାବ। ହେମଗିରି ଥାନା କେନ୍ଦୁଡିହି ଗାଁରୁ ଏକ ନକଲି ନୋଟ୍ ରାକେଟ୍ ଧରିଛି ପୁଲିସ୍। ନକଲି ନୋଟ୍ ତିଅାରି କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିବା ସହ ୩ଟି ୫ଶହ ଟଙ୍କିଅା ନୋଟ୍, କମ୍ପୁଟର, ପ୍ରିଣ୍ଟର ଓ ସ୍କାନର ଜବତ ହୋଇଛି। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। କେନ୍ଦୁଡିହି ଗାଁର ସଦାନନ୍ଦ ଖମାରିଙ୍କ ଦୋକାନରେ ଚଢ଼ଉ ବେଳେ ପୁଲିସକୁ ଏହି ସଫଳତା ମିଳିଛି। ଘଟଣାର […]