ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗାଁ ନିକଟ ଡହ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁଦାମ ପୋଲାଇ। ସୁଦାମଙ୍କ ଘର ସାନକୋଦଣ୍ଡା ଗାଁରେ ବୋଲି ଜଣାପଡ଼ିଛି। କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଲୋକେ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ଲାଗି ପଠାଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ଅତ୍ୟଧିକ ମଦ୍ୟପାନ କରି କେନାଲରେ […]
ରାଉରକେଲା: ପରସ୍ପରକୁ ଭଲ ପାଉଥିଲେ, ହେଲେ ବାହାଘର କଥା ଉଠିବା ପରେ ସବୁ ଓଲଟପାଲଟ ହୋଇଗଲା। ଭୋରୁ ଭୋରୁ ପ୍ରେମିକର ଘର ସାମ୍ନାରେ ଜୀଅନ୍ତା ଜଳିଗଲେ ପ୍ରେମିକା। ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର B ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସେକ୍ଟର B ରେ ରହୁଥିବା ଅମିତ୍ ନାମକ ଯୁବକ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ତେବେ ବିବାହ ପାଇଁ ଯୁବକ ଜଣକ ମନା କରିଥିଲେ ବୋଲି […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ଅଟଳ ବିହାରୀ ବାଜପେୟୀ ମୋ ପାଇଁ ପିତୃତୁଲ୍ୟ ଥିଲେ ଓ ତାଙ୍କର ବିୟୋଗ ବ୍ୟକ୍ତିଗତ ଭାବେ ମୋତେ କ୍ଷତି ପହଞ୍ଚାଇଛି। ସେ ମୋତେ ସଂଗଠନ ଓ ଶାସନ ଭଭୟର ମହତ୍ୱ ସମ୍ପର୍କରେ ବୁଝାଇଥିଲେ। ଏହି ୨ଟିରେ କେମିତି ସଫଳତାର ସହ କାର୍ଯ୍ୟ କରାଯିବ ସେ ମୋତେ ଶକ୍ତି ଓ ସାହସ ଦେଇଥିଲେ । […]