• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cyril
ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେବାକୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା। ନେଲ୍‌ସନ୍‌ ମାଣ୍ଡେଲାଙ୍କ ପରେ ରାମଫୋସା ଦ୍ୱିତୀୟ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଭାବେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି। ରାମଫୋସାଙ୍କ ସହ ପତ୍ନୀ ସେପୋ ମୋସେପେ ମଧ୍ୟ ଭାରତ ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାମଫୋସାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ରାମଫୋସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ […]

  • Tuesday, 20 July 2021
videocon-icici-bank
ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ: ଋଣ ଠକେଇ ଅଭିଯୋଗରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚର, ସ୍ୱାମୀ ଦୀପକ କୋଚର, ଭିଡିଓକନ ଗ୍ରୁପର ଏମ୍‌ଡି ଭେନୁଗୋପାଲ ଧୂତ୍‌ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଏହି ମାମଲାକୁ ନେଇ ମୁମ୍ବାଇର ୪ଟି ଭିନ୍ନ ଭିନ୍ନ ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ମୁମ୍ବାଇରେ ଭିଡିଓକନର ମୁଖ୍ୟାଳୟରେ ରେଡ୍ ହୋଇଛି। ଭିଡିଓକନ କର୍ତ୍ତୃପକ୍ଷଙ୍କ ସହ ସାମିଲ ହୋଇ ଏହି ଋଣ ଠକେଇ ହୋଇଥିବା ସିବିଆଇ […]

  • Tuesday, 20 July 2021
pic
ରାସ୍ତା ନା ମରଣଯନ୍ତା !

ଗଜପତି: ସଡ଼କ ସୁରକ୍ଷା ସମ୍ବନ୍ଧରେ ସରକାର ଅନେକ ସଚେତନାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ଲୋକେ କେମିତି ଦୁର୍ଘଟଣାରୁ ବର୍ତ୍ତିପାରିବେ ସେଇ ଲକ୍ଷ୍ୟ ନେଇ ସରକାରଙ୍କର ଏତେସବୁ କାର୍ଯ୍ୟକ୍ରମ ହେଉଛି। ହେଲେ ସରକାରଙ୍କ ସତ ଚେଷ୍ଟା ଫେଲ୍‌ ମାରୁଛି। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ସତର୍କତା ବୋର୍ଡ ସହ ପାଚେରୀ ନିର୍ମାଣ ନ କରିବାରୁ ଅନେକ ଲୋକଙ୍କ ପ୍ରାଣହାନୀ ହେଉଥିବାର ଗଜପତି ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ଦିନରେ ଏନେଇ ସରକାର କିଛି ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ […]

  • Tuesday, 20 July 2021
ak-sikri
ଏମ୍‌. ନାଗେଶ୍ୱର ରାଓଙ୍କ ନିଯୁକ୍ତି ପ୍ରସଙ୍ଗ: ଶୁଣାଣିରୁ ଓହରିଲେ ଜଷ୍ଟିସ୍ ଏ. କେ. ସିକ୍ରି

ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ. କେ. ସିକ୍ରି। ସେ ନିଜ ଆଡୁ ଏହି ମାମଲାରୁ ଓହରି ଯାଇଛନ୍ତି। ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କମନ କଜ୍ ଏନ୍‌ଜିଓ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏଥିରେ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଛି। ଏହା ପୂର୍ବରୁ ହୋଇଥିବା ଶୁଣାଣିରେ ପ୍ରଧାନ […]

  • Tuesday, 20 July 2021
sunil
ଆସନ୍ତା ନିର୍ବାଚନରେ ଇଭିଏମ୍ ଓ ଭିଭିପ୍ୟାଟ୍‌ର ବ୍ୟବହାର ହେବ : ସିଇସି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍-ଇଭିଏମ୍ ଓ ଭିଭିପ୍ୟାଟ୍‌ର ହିଁ ବ୍ୟବହାର କରାଯିବ। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା। ସେ କହିଛନ୍ତି, ଭୋଟ୍ ଗ୍ରହଣ ପାଇଁ ପୁରୁଣା କାଳିଆ ଢାଞ୍ଚାରେ ବାଲାଟ ପେପର ଗ୍ରହଣ କରିହେବନି। ଇଭିଏମ୍‌କୁ ନେଇ ବିଭିନ୍ନ ହ୍ୟାକର୍ ଏବଂ ରାଜନୈତିକ ଦଳ ଉଠାଉଥିବା ସବୁ ପ୍ରକାର ଚାଲେଂଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ। କିନ୍ତୁ  ଇଭିଏମ୍ ଓ […]

  • Tuesday, 20 July 2021
guru
ଗୁରୁଗ୍ରାମ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମସ୍ଥିତ ଉଲାୱାସରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆହୁରି ୨ରୁ ୩ ଜଣ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଏନ୍‌ଡିଆର୍‌ଏଫ୍ ଟିମ୍, ଅଗ୍ନିଶମ ବିଭାଗ, ପୁଲିସ୍ ପ୍ରଶାସନ, ଏସଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ବଡି ଭୋର୍ ସମୟରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାର ଚତୁର୍ଥ ମହଲା ନିର୍ମାଣାଧୀନ ଥିବାବେଳେ ଏହା ଭୁଶୁଡ଼ି […]

  • Tuesday, 20 July 2021
coal
ଚୋରି ବେଳେ କୋଇଲା ଖଣ୍ଡ ଖସି ୨ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ରାଞ୍ଚି: କାଳ ହେଲା କୋଇଲା ଚୋରି। କୋଇଲା ଚୋରି କରିବା ପାଇଁ ଖଣିକୁ ଯାଇଥିବା ବେଳେ ହଠାତ୍ କୋଇଲା ଖଣ୍ଡ ଧସିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଝାଡ଼ଖଣ୍ଡର ଧାନବାଦ ନିକଟ ନିରସା ଥାନା କାପାସରାରେ ଥିବା ଇସିଏଲ୍ କୋଇଲା ଖଣିରେ ଘଟିଛି ଏହି ଅଘଟଣ ଘଟିଛି। ଏହି ଘଟଣାରେ ଅନେକ ବ୍ୟକ୍ତି ମଧ୍ୟ କୋଇଲା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆଜି ସକାଳେ ନିକଟବର୍ତ୍ତୀ […]

  • Tuesday, 20 July 2021
catch
ଦୁଇଟି ଜାହାଜରେ ଲାଗିଲା ନିଆଁ, ୧୧ ମୃତ

ମୋସ୍କୋ: ଋଷିଆ ଉପକୂଳରେ ଦୁଇଟି ଜାହାଜରେ ନିଆଁ ଲାଗି ୧୧ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ସୂଚନା ମିଳିଛି। ଗୋଟିଏ ଜାହାଜରେ ଏଲ୍‌ଏନ୍‌ଜି ଗ୍ୟାସ୍ ଥିବା ବେଳେ ଅନ୍ୟଟିରେ ଟ୍ୟାଙ୍କର ଥିଲା। ଜାହାଜ ଦୁଇଟି ମଧ୍ୟରେ ଇନ୍ଧନ ଅଦଳବଦଳ ବେଳେ ହଠାତ୍ କୌଣସି କାରଣରୁ ଜାହାଜରେ ନିଆଁ ଲାଗି ଯାଇଥିଲା। ଜାହାଜ ଦୁଇଟିରେ ତୁର୍କୀ, ଲିବିୟା ସହ ଭାରତୀୟ କର୍ମଚାରୀ ଥିଲେ। ନିଆଁ ଲାଗିବା ପରେ କିଛି କର୍ମଚାରୀ ସମୁଦ୍ରକୁ ଡେଇଁ ପଡ଼ିଥିଲେ। […]

  • Tuesday, 20 July 2021