• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

carsh
ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍ ୨୭ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଲଢୁଆ ବିମାନ ମିଗ୍ ୨୭ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ରାଜସ୍ଥାନର ଯୋଧପୁରରୁ ନିୟମିତ ଉଡ଼ାଣ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିରୋହି ଜିଲ୍ଲାରେ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ ।

  • Tuesday, 20 July 2021
eci-up
ସାଧାରଣ ନିର୍ବାଚନ ପ୍ରକ୍ରିୟାକୁ ନେଇ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ନିର୍ବାଚନ ପ୍ରକିୟାକୁ ନେଇ ଅାଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ। ଭାରତୀୟ ନିର୍ବାଚନ କମିଶନ ଡାକିଥିବା ଏହି ବୈଠକରେ ଜାତୀୟ ଓ ଅାଞ୍ଚଳିକ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ବୈଠକରେ ନିର୍ବାଚନ ପ୍ରକ୍ରିୟା ସହିତ ଅନ୍ୟ ସବୁ ପ୍ରସଙ୍ଗରେ ଅାଲୋଚନା ହେଉଛି। EVM ବିବାଦ, ପେଡ୍ ନ୍ୟୁଜ୍, ଖର୍ଚ୍ଚସୀମା ଉପରେ ଅାଲୋଚନା ଚାଲିଥିବା ସୂଚନା ମିଳିଛି। ଏହି ବୈଠକରେ କିଛି ବିରୋଧୀ ଦଳ ପୁଣି ଥରେ ବାଲଟ ପେପରରେ ନିର୍ବାଚନ କରାଇବାକୁ ଦାବି କରିପାରନ୍ତି […]

  • Tuesday, 20 July 2021
delhi
ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ରେକର୍ଡ ସୃଷ୍ଟି କଲା ସେୟାର ବଜାର

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସେୟାର ବଜାର ରେକର୍ଡ ସୃଷ୍ଟି କରିଛି। ଆଜି ସେନ୍‌ସେକ୍ସ ୩୯ ହଜାର ପଏଣ୍ଟରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି। କାରବାର ଆରମ୍ଭରୁ ସେନ୍‌ସେକ୍ସ ୩ ଶହରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏହା ସହିତ ୩୯ ହଜାର ପଏଣ୍ଟ ପାର୍ କରିଛି। ସେହିପରି ନିଫ୍‌ଟି ମଧ୍ୟ ବୃଦ୍ଧି ପାଇ ୧୧ ହଜାର ୭ ଶହ ପଏଣ୍ଟ ଛୁଇଁଛି। ଗତ ବର୍ଷ ସେପ୍ଟେମ୍ବର  ପରେ ପ୍ରଥମ ଥର ପାଇଁ ନିଫ୍‌ଟି ୧୧ […]

  • Tuesday, 20 July 2021
poco f1
ଆଜିଠାରୁ ଉପଲବ୍ଧ ହେଉଛି ଏହି ସବୁ ଷ୍ଟାଇଲିଶ୍ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ବିଭିନ୍ନ ଷ୍ଟାଇଲିଶ୍‌ ତଥା ଅପଗ୍ରେଡ୍‌ ଭର୍ସନର ମୋବାଇଲ ଫୋନ୍‌ ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଚଳିତ ସପ୍ତାହରେ ବିଭିନ୍ନ ବ୍ରାଣ୍ଡ୍‌ର ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବାକୁ ଯାଉଥିବା ବେଳେ ଆଜି କିଛି ଫୋନ୍‌ ଅନ୍‌ଲାଇନ୍‌ରେ ଉପଲ୍ଲବ୍ଧ ହୋଇଛି। ସେଥିମଧ୍ୟରେ ରହିଛି Samsung Galaxy A8 Star, Huawei Nova 3i, 10.or D2, Poco F1, Jio Phone 2 ଓ ଆହୁରି ଅନେକ। […]

  • Tuesday, 20 July 2021
body
ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

ଯାଜପୁର: ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ହୋଇଛି। ଯାଜପୁର କମାରସାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସୂଚନା ମୁତାବକ,ଆଜି ସକାଳେ ଝଗଡ଼ା ବଢ଼ିବାରୁ ରାଧେଶ୍ୟାମ ବେହେରା ଏବଂ ତାଙ୍କ ସାନ ପୁଅ ପ୍ରମୋଦ ବେହେରା ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ତେବେ ପ୍ରମୋଦର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ ହୋଇଥିବାବେଳେ ବାପର ଠେଙ୍ଗା ମାଡ଼ରେ ଆହତ ହୋଇଛି ପ୍ରମୋଦ। ଉଭୟଙ୍କୁ ମେଡିକାଲ ନିଆଯାଇଥିବାବେଳେ ବାପା […]

  • Tuesday, 20 July 2021
accident
ନାଳ ଭିତରକୁ ପଶିଗଲା ବାଇକ୍, ଶଳା ଭିଣୋଇ ମୃତ

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠରେ ଥିବା ପାଗନଈ ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶଳା,ଭିଣୋଇଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ଚିତରଞ୍ଜନ ବୋରା ଓ ତାଙ୍କ ଶଳା ସୁଦର୍ଶନ ହେମ୍ବ୍ରମ। ଗତକାଲି ବିଳମ୍ୱିତ ରାତିରେ ସୋନାପୁରରୁ ଏକ ବାଇକ୍‌ ଯୋଗେ ଉଭୟ ଶଳାଭିଣୋଇ ଘରକୁ ଫେରୁଥିଲେ। ପାଗନଈ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ନାଳ ଭିତରକୁ ପଶି ଯାଇଥିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଘଟଣା ସମ୍ପର୍କରେ […]

  • Tuesday, 20 July 2021
maoist killed
ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। କୋଲେପାଲ ଜଙ୍ଗଲରେ ପୁଲିସ୍‌ ଏନ୍‌କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ପୁଲିସ୍‌ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍‌ କରି ବଡ଼ଧରଣର ହିଂସାକାଣ୍ଡ ଘଟାଇବାକୁ ଷଡଯନ୍ତ୍ର କରୁଥିଲେ। ଏନେଇ ପୁଲିସ୍‌ ଖବର ପାଇ ଚଢ଼ଉ କରିଥିଲା। ପୁଲିସ୍‌ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍‌ […]

  • Tuesday, 20 July 2021