• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rajysahba
ତିନ ତଲାକ୍ ବିଲ୍‌ର ଆସନ୍ତାକାଲି ରାଜ୍ୟସଭା ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ ତିନି ତଲାକ୍ ବିଲ୍। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାସ୍ ହୋଇସାରିଛି। ତେବେ କେନ୍ଦ୍ର ସରକାରଙ୍କ ପାଇଁ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ଚ୍ୟାଲେଞ୍ଜ ହେବ। କଂଗ୍ରେସ ରାଜ୍ୟସଭାରେ ଅନ୍ୟ ବିରୋଧୀ ଦଳର ସମର୍ଥରେ ବିଲ୍‌ର ବର୍ତ୍ତମାନର ରୂପରେଖକୁ ନେଇ ବିରୋଧ କରିବାରୁ ପ୍ରସ୍ତୁତ ହେଉଛି। ଲୋକସଭାରେ ବିଲ୍ ପାସ୍ ହୋଇଥିଲେ ବି ୧୦ଟି ପ୍ରମୁଖ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ। ଏହି ଦୃଷ୍ଟିକୋଣରୁ ରାଜ୍ୟସଭାରେ ବି ବିରୋଧୀ […]

  • Tuesday, 20 July 2021
accident
ଏକାସାଙ୍ଗେ ଚାଲିଗଲା ଗୋଟିଏ ପରିବାରର ୯ଜଣଙ୍କ ଜୀବନ

ରାୟପୁର: ଛତିଶଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ ଘଟିଛି। ରାୟପୁର ଠାରୁ ୭୦ କି.ମି. ଦୂରରେ ରାଜ୍‌ନାନ୍ଦଗାଓଁ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଏକ ବୋଲେରୋରେ ଡଙ୍ଗରଗଡ଼ ସ୍ଥିତ ଏକ ମନ୍ଦିରରେ ଭଗବାନଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଟ୍ରକ୍‌କୁ ଧକ୍କା ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ରାଜ୍‌ନାନ୍ଦଗାଓଁ-ଡର୍‌ଗ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବୋଲେରୋ […]

  • Tuesday, 20 July 2021
bus accident
ଘାଟି ତଳକୁ ଖସି ପଡିଲା ଯାତ୍ରୀବାହୀ ବସ୍ : ୨୦ଜଣ ଯାତ୍ରୀ ମୃତ, ୧୬ ଅାହତ

ଜମ୍ମୁ-କାଶ୍ମୀର  : ଜାମ୍ମୁ ଓ କାଶ୍ମୀରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା। ବନିହାଲରୁ ରାମବାନ୍ ଯାଉଥିବା ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି। ଏଥିରେ ୨୦ଜଣ  ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଜଣ ଅାହତ ହୋଇଛନ୍ତି। ଅାହତ ମାନଙ୍କୁ ହେଲିକପ୍ଟରରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥର କେଲା  ନିକଟରେ ବସ୍‌ଟି ଖାଇ ତଳକୁ ଖସିଯାଇଥିଲା। ସ୍ଥାନୀୟ ଲୋକ ଓ ପ୍ରଶାସନ ପକ୍ଷରୁ […]

  • Tuesday, 20 July 2021
lalu-up 2
IRCTC ଦୁର୍ନୀତି ମାମଲା : ଲାଲୁ ଯାଦବଙ୍କ ପରିବାରକୁ ମିଳିଲା ଜାମିନ୍

ନୂଆଦିଲ୍ଲୀ : IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପରିବାର ଅାଶ୍ୱସ୍ତ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ୀ ଦେବୀ ଏବଂ ତେଜସ୍ୱୀଙ୍କୁ ମିଳିଛି ଜାମିନ୍ । ସିବିଅାଇ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ ଦିଲ୍ଲୀ ପତିଅାଲା ହାଉସ୍ କୋର୍ଟ ଜାମିନ୍ ମଞ୍ଜୁର କରିଛନ୍ତି । ତେବେ ଲାଲୁଙ୍କୁ ଏହି ମାମଲାରେ ଜାମିନ୍ ମିଳିନି । ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ସେ କୋର୍ଟରେ ହାଜର ହୋଇପାରିନାହାନ୍ତି । ଅନ୍ୟପଟେ ଇଡି ପକ୍ଷରୁ […]

  • Tuesday, 20 July 2021
rawat-up
୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍ । ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେଲା କାର୍ଯ୍ୟସୂଚୀ । ୯୦ ଅାସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟ ନଭେମ୍ବର ୧୨ ଓ ୨୦ରେ ହେବ ଭୋଟ୍ । ୨୩୦ ଅାସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ଓ ୪୦ ଅାସନ ବିଶିଷ୍ଟ ମିଜୋରାମ୍ ବିଧାନସଭା ପାଇଁ ନଭେମ୍ବର ୨୮ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। […]

  • Tuesday, 20 July 2021
10 Quintals of Heroin
ସୀମା ନିକଟରେ ୧୦ କ୍ୱିଣ୍ଟାଲ ହେରୋଇନ ପୋଡ଼ିଲା ପାକିସ୍ତାନ : ଦୁର୍ଗନ୍ଧରେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଭାରତର ଗାଁ ଲୋକେ

ଅମୃତସର ସହ ସଂଲଗ୍ନ ଭାରତ-ପାକ୍ ସୀମା ନିକଟରେ ଥିବା ଖୋଲା ସ୍ଥାନରେ ପ୍ରାୟ ୧୦ କ୍ୱିଣ୍ଟାଲ ହିରୋଇନ୍ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ପୋଡିଲା ଶତ୍ରୁ ଦେଶ । ଏତେ ପରିମାଣର ନିଶାଦ୍ରବ୍ୟ ପୋଡ଼ିବା ଦ୍ୱାରା ଆକାଶକୁ ଆଚ୍ଛାଦନ କରି ପକାଇଥିଲା ବିଷାକ୍ତ କଳାଧୂଆଁ ।

modi-rahul
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମେଗା ରାଲି

ରାଜସ୍ଥାନ : ନିର୍ବାଚନୀ ବିଗୁଲ୍ ବାଜିବା ପୂର୍ବରୁ ଜୋରଦାର ପ୍ରଚାର । ଅାଜି ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛି ବିଜେପି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଗଡ଼ ଅଜମେର୍ ଯାଇ ସାଧାରଣ ରାଲିରେ ଯୋଗ ଦେଇଛନ୍ତି। ଅାଜି ଶେଷ ହେଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୌରବ ଯାତ୍ରା। ଏହି ଅବସରରେ ଅାୟୋଜିତ ସମାବେଶରେ ଖୋଦ୍ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି। କଂଗ୍ରେସର ଯୁବ ଚେହେରା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ୍ ପାଇଲଟଙ୍କ ନିଜ ନିର୍ବାଚନ […]

  • Tuesday, 20 July 2021
monkey
ମାଙ୍କଡ଼ କରୁଛି ଡ୍ରାଇଭିଂ; ଭିଡିଓ ହେଉଛି ଭାଇରାଲ୍‌

ବେଙ୍ଗାଲୁରୁ: ସମସ୍ତେ ଜାଣନ୍ତି କି ମାଙ୍କଡ଼ ହେଉଛି ଅନୁକରଣ ପ୍ରିୟ। କାହିଁକି ନା ମନୁଷ୍ୟ ଯାହା କରେ ମାଙ୍କଡ ତାହାକୁ ଅନୁକରଣ କରିଥାଏ। ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି। ହେଲେ ମାଙ୍କଡ଼ ବସ୍‌ ଚଳାଇବା ଭଳି ଏକ ଆଶ୍ଚର୍ଯ୍ୟକର ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଙ୍କଡ଼ଟି ବସ୍‌ର ଷ୍ଟିୟରିଂ ଉପରେ ବସିଛି ଓ ଡ୍ରାଇଭର ଜଣକ ଗାଡ଼ି ଚଳାଉଛନ୍ତି। ଏହି ଘଟଣାକୁ ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ […]

  • Tuesday, 20 July 2021
trippal
ତର୍କ ବିତର୍କ ପରେ ତିନ୍ ତଲାକ୍ ବିଲ୍ ଲୋକସଭାରେ ପାସ୍

ନୂଆଦିଲ୍ଲୀ: ସରଗରମ ଆଲୋଚନା ପରେ ସଂଶୋଧିତ ତିନ୍ ତଲାକ୍ ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ତେବେ ପାସ୍‌ ହେବା ପୂର୍ବରୁ କକ୍ଷ୍ୟତ୍ୟାଗ କରିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ। ତିନ୍ ତଲାକର ଅପରାଧୀକରଣ ଦିଗକୁ ବିରୋଧୀ ଜୋରଦାର ବିରୋଧ କରିଥିଲେ। ତିନି ଥର ତଲାକ୍ କହି ପତ୍ନୀଙ୍କ ଛାଡ଼ପତ୍ର ଦେଉଥିବା ବ୍ୟକ୍ତିଙ୍କ ଲାଗି ବିଲ୍‌ରେ ୩ ବର୍ଷ ଜେଲ୍ ଯିବାର ବ୍ୟବସ୍ଥା ରହିଛି। ତେବେ ଅଧିକାଂଶ ବିରୋଧୀ ଦଳ ଏହି ବ୍ୟବସ୍ଥାକୁ ଜୋରଦାର ଢଙ୍ଗରେ ବିରୋଧ […]

  • Tuesday, 20 July 2021
hoarding collapse
ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଛିଡ଼ା ହୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ହୋର୍ଡିଂ; ୪ମୃତ

ପୁଣେ: ଭୁଶୁଡ଼ି ପଡ଼ିଲା ଲୁହା ହୋର୍ଡିଂ। ପୁଣେର ସାହିର୍‌ ଅମର ଶେଖ୍‌ ଛକ ନିକଟ ଜୁନା ବଜାରରେ ଏହି ଅଘଟଣ ଘଟିଛି। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଲୋକମାନେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ଏକ ବିଶାଳକାୟ ହୋର୍ଡିଂ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ହୋର୍ଡିଂ ଲଗାଯିବା ପାଇଁ ତିଆରି ହୋଇଥିବା ଲୁହା ଫ୍ରେମ୍‌ର […]

  • Tuesday, 20 July 2021
ac
‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର୍‌ ରିଲିଜ୍

ମୁମ୍ବାଇ: ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଅଫିସିଆଲ୍ ଟ୍ରେଲର୍ ରିଲିଜ ହୋଇଛି। ଟ୍ରେଲରଟି ରିଲିଜ୍ ହେବା ପରେ ୩ଲକ୍ଷରୁ ଅଧିକ ଭିୟୁଜ୍‌ ହୋଇଥିବା ଜଣାପଡ଼ିଛି। ଫିଲ୍ମର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଂଜୟ ବାରୁଙ୍କ ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍‌ ମିନିଷ୍ଟର’ ଉପରେ ପର୍ଯ୍ୟବେସିତ। ଫିଲ୍ମରେ ମୁଖ୍ୟ ଚରିତ୍ର ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍‌ର ଭର୍ସାଟାଇଲ୍‌ ଆକ୍ଟର୍ […]

  • Tuesday, 20 July 2021
cong
କଂଗ୍ରେସ ଉପରେ ଅସନ୍ତୁଷ୍ଟ ସମାଜବାଦୀ ପାର୍ଟି ମୁଖ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ସମାଜବାଦୀ ପାର୍ଟି ବିଧାୟକଙ୍କୁ ମନ୍ତ୍ରୀ ନ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବ। ମଧ୍ୟପ୍ରଦେଶରେ କଂଗ୍ରେସ ତାଙ୍କ ବିଧାୟକଙ୍କୁ ମନ୍ତ୍ରୀ ନ କରି ୨୦୧୯ ନିର୍ବାଚନ ପାଇଁ ରାସ୍ତା ସଫା କରିଦେଲା ବୋଲି ଅଖିଳେଶ କହିଛନ୍ତି। ଏହାଦ୍ୱାରା ଉତ୍ତରପ୍ରଦେଶରେ ଏସ୍‌ପି ଏକାକୀ ଲଢ଼ିବା ସ୍ପଷ୍ଟ ହୋଇଗଲା ବୋଲି ଅଖିଳେସ କହିଛନ୍ତି। ଏହାପରେ ରାଜ୍ୟ କଂଗ୍ରେସ ନେତା ରାଜ ବବର ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶଙ୍କ […]

  • Tuesday, 20 July 2021
anu
ବିଜେପିକୁ ‘ଅପନା ଦଲ’ର ଚେତାବନୀ

ଲକ୍ଷ୍ନୌ: ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଗୋଟିଏ ପରେ ଗୋଟିଏ ଦଳ ବିଜେପିକୁ ଚେତାବନୀ ଦେବାରେ ଲାଗିଛନ୍ତି। ଆଜି ଉତ୍ତରପ୍ରଦେଶରୁ ଏନ୍‌ଡିଏର ଅଂଶୀଦାର ଥିବା ‘ଅପନା ଦଲ’ର ସାଂସଦ ତଥା ମନ୍ତ୍ରୀ ଅନୁପ୍ରିୟା ପଟେଲ ବିଜେପିକୁ ଚେତାଇ ଦେଇଛନ୍ତି। ବିଜେପି ଏହାର ଛୋଟ ଛୋଟ ଅଂଶୀଦାର ଦଳକୁ ଅଣଦେଖା କରୁଥିବା ଅନୁପ୍ରିୟା କହିଛନ୍ତି। ଗତକାଲି ‘ଅପନା ଦଲ’ର ସଭାପତି ଆଶିଷ ପଟେଲ ମଧ୍ୟ ଏନେଇ ସୂଚେଇ ଦେଇଥିଲେ। ଏନ୍‌ଡିଏର ବଡ଼ ଦଳ ଛୋଟ […]

  • Tuesday, 20 July 2021
petrol
କମିଲା ପେଟ୍ରୋଲ ଓ ଡିଜେଲ ଦର

ମୁମ୍ବାଇ: କମିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୪ଟଙ୍କା ୩୭ ପଇସା କମି ଥିବାବେଳେ ଡିଜେଲ ୨ଟଙ୍କା ୬୫ ପଇସା କମିଛି। ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପ୍ରତି ୮୬ଟଙ୍କା ୯୭ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ଲିଟର ପ୍ରତି ୭୭ଟଙ୍କା ୪୫ପଇସାରେ ପହଞ୍ଚିଛି। ସୂଚନାଥାଉ କି, ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ୨ଟଙ୍କା ୫୦ ପଇସା ହ୍ରାସ ନେଇ ଘୋଷଣା କରିଥିଲେ। କେନ୍ଦ୍ର […]

  • Tuesday, 20 July 2021