• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Untitled-1 copy
ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆଦିଲ୍ଲୀ: ଓସାମା ବିନ୍ ଲାଡେନ ପୁଅ ହମଜା ବିନ୍ ଲାଡେନ ନିହତ। ହମଜାର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଫଗାନିସ୍ତାନ-ପାକିସ୍ତାନ ଅଞ୍ଚଳରେ ହୋଇଥିବା ଆମେରିକାର ଆତଙ୍କୀ ନିରୋଧୀ ଅପରେସନ୍‌ରେ ହମ୍‌ଜାର ମୃତ୍ୟୁ ଘଟିଥିବା ସେ କହିଛନ୍ତି। କିନ୍ତୁ କେବେ ଏହି ଅପରେସନ୍ ହୋଇଥିଲା, ସେନେଇ ଟ୍ରମ୍ପ କିଛି ସ୍ପଷ୍ଟ କରିନାହାନ୍ତି। ହମ୍‌ଜା କେବଳ ଅଲ୍ କାଏଦା ନେତା ଓସମା ବିନ୍ ଲାଡେନ୍‌ର ଉତ୍ତରାଧିକାରୀ ନୁହେଁ, ସେ ବହୁ ଆତଙ୍କବାଦୀ ସଂଗଠନ ସହ […]

  • Thursday, 22 July 2021
bayyu
ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ନୂଆଦିଲ୍ଲୀ: ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ଭାରତୀୟ ବାୟୁସେନା ୪୦ ହଜାର କୋଟି ଟଙ୍କା ଦାବି କରିଛି।  ଚୁକ୍ତି ହୋଇଥିବା ଯୁଦ୍ଧାସ୍ତ୍ର ନୂଆ ଉପକରଣ କିଣିବା ଲାଗି ୪୦ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ବାୟୁସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜଣାଯାଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବାୟୁସେନା ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ସରକାରଙ୍କ ପକ୍ଷରୁ ୩୯ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ, ଆଉ ଅଧିକ ୪୦ […]

  • Thursday, 22 July 2021
manmohan
ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ: ମନମୋହନ ସିଂହ

ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ କମିଶନ୍‌ର ଟର୍ମ ଅଫ୍ ରେଫରେନ୍ସ ବା ଅନୁଦାନ ନୀତିରେ ପରିବର୍ତ୍ତନ ଆଣିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିବା ଆବଶ୍ୟକ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଛନ୍ତି। ପଞ୍ଚଦଶ ଅର୍ଥ କମିଶନ୍‌ର ଏକ କର୍ମଶାଳାରେ ଯୋଗଦେଇ ମନମୋହନ କହିଛନ୍ତି ଯେ, ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ କି ଏହା ସମବାୟ ଭିତ୍ତିକ ସଂଘ ପ୍ରତି ଅନୁକୂଳ ନୁହେଁ। ଯଦି ଅର୍ଥ କମିଶନ୍‌ର ଟର୍ମ ଅଫ୍ […]

  • Thursday, 22 July 2021
lion
ସାବଧାନ ! ସହରରେ ବୁଲୁଛନ୍ତି ୭ ସିଂହ

ଜୁନାଗଡ଼:ସହର ଭିତରେ ବୁଲୁଛନ୍ତି ସିଂହ। ଗୋଟି କି ଦୁଇଟି ନୁହେଁ ୭ଟି ସିଂହ ସହର ଭିତରେ ବୁଲୁଥିବା ଦେଖିବାକୁ ମିଳିଛି ଗୁଜରାଟ ଜୁନାଗଡ଼ ଠାରେ। ଏହି ସିଂହମାନେ ଜନବସତିର ଅତି ନିକଟତର ହୋଇଛନ୍ତି। ଏହି ଭିଡିଓ ଏବେ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ଘଟଣା ପରେ ବନ ବିଭାଗ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି। ଦେଶର ସବୁଠୁ ଅଧିକ ସିଂହ ଥିବା ଗୀର ଅଭୟାରଣ୍ୟର ଅତି ନିକଟରେ ରହିଛି ଜୁନାଗଡ଼ ସହର। ପୂର୍ବରୁ […]

  • Thursday, 22 July 2021
idli
ଇଡ୍‌ଲୀ ଦାଦୀଙ୍କ ଦୁଃଖ ସହି ପାରିଲେନି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

କୋଏମ୍ବାତୁର: ଏଥର ଆଉ କାଠ ଚୁଲାରେ ନୁହେଁ ଏଲ୍‌ପିଜି ସିଲିଣ୍ଡରରେ ଇଡିଲି ତିଆରି କଲେ କମଲା ତାଇ। କୋଏମ୍ବାଟୁର ଚର୍ଚ୍ଚିତ କମଲା ତାଇ ଓରଫ୍ ଇଡଲି ଦାଦୀଙ୍କୁ ଏଲ୍‌ପିଜି ସଂଯୋଗ ମିଳିବା ପରେ ଗ୍ରାହକଙ୍କୁ ଆଜିଠୁ ଗ୍ୟାସ୍ ଚୁଲାରେ ଇଡିଲି ପ୍ରସ୍ତୁତ କରି ଦେଇଛନ୍ତି। କିନ୍ତୁ ସେହି ପୁରୁଣା ଦାମରେ। ମାନେ, ଏକ ଟଙ୍କାରେ ଇଡିଲି ଦେଇଛନ୍ତି କମଲା ତାଇ। ଶୋସାଲ୍‌ ମିଡିଆରେ ଇଡ୍‌ଲି ଦାଦୀଙ୍କ ଖବର ପ୍ରଚାର ହୋଇଥିଲା। ଏହାପରେ ଟ୍ୱିଟ୍ କରି ନିଜ ମତ […]

  • Thursday, 22 July 2021
helmate
ନିଜ ଦେଶର ମୁଖା ଖୋଲିଲେ ପାକିସ୍ତାନୀ ନେତା; କହିଲେ କେହି ସୁରକ୍ଷିତ ନାହାନ୍ତି 

ନୂଆଦିଲ୍ଲୀ: ପାକିସ୍ତାନର ମୁଖା ଖୋଲିଲେ ପାକିସ୍ତାନୀ ନେତା। ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନର ଅସଲ ଚିତ୍ର ସମସ୍ତଙ୍କ ସାମ୍ନାରେ ରଖିଛନ୍ତି  ଖୋଦ୍‌ ନିଜ ଦଳର ନେତା ବଳଦେବ କୁମାର। ପାକିସ୍ତାନରେ କେହି ସୁରକ୍ଷିତ ନାହାନ୍ତି। ହିନ୍ଦୁ ଓ ଶିଖ୍‌ ଅବସ୍ଥା ସୋଚନୀୟ ହୋଇପଡ଼ିଛି। ସେଠାରେ ସେମାନେ ବହୁତ ନିର୍ଯାତିତ ହେଉଛନ୍ତି। ବହୁ କଷ୍ଟରେ ସେଠାରେ ସମସ୍ତେ ରହୁଛନ୍ତି। ଏମିତିକି ମୁସଲମାନମାନେ ମଧ୍ୟ ସେଠାରେ ସୁରକ୍ଷିତ ନାହାନ୍ତି ବୋଲି କହିଛନ୍ତି ପାକିସ୍ତାନ ନେତା ବଲଦେବ କୁମାର। ହିନ୍ଦୁ ଓ […]

  • Thursday, 22 July 2021
terror
୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ସୋପୋର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନାର ଏକ ସ୍ୱତନ୍ତ୍ର ଟିମ୍। ଏମାନେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦୋକାନ ନଖୋଲିବାକୁ ଧମକ ଦେବା ସହ ହିଂସା ସୃଷ୍ଟି ପାଇଁ ଉଦ୍ୟମ କରୁଥିଲେ। ଗିରଫ ଆତଙ୍କବାଦୀମାନେ ପାକିସ୍ତାନର ଲକ୍ସର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ଏମାନଙ୍କୁ ଅଜଣା ସ୍ଥାନରେ ରଖି ପଚରା ଉଚରା କରାଯାଉଛି। ଗିରଫଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଆତଙ୍କବାଦୀ ରହିଛି। ଏମାନଙ୍କ ନିକଟରୁ ଆତଙ୍କବାଦୀ ସଂଗଠନ […]

  • Thursday, 22 July 2021
boat
ମିଳିଲା ଆତଙ୍କବାଦୀଙ୍କ ଡଙ୍ଗା! ଆକ୍ରମଣ ନେଇ ଦକ୍ଷିଣ ଭାରତରେ ହାଇଆଲର୍ଟ

ପୁଣେ: ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ସେମାନେ ଭାରତ ମଧ୍ୟରେ ପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଦିଗ୍ଧ ଆତଙ୍କୀମାନେ ପାକିସ୍ତାନରୁ ବୋଟ୍ ଯୋଗେ ଭାରତକୁ ଆସିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଜରାଟର ସାର୍ କ୍ରିକରୁ ପରିତ୍ୟକ୍ତ ଡଙ୍ଗା ମିଳିବା ପରେ ଏହି ଆଶଙ୍କା ଦୃଢ଼ିଭୂତ ହୋଇଛି। ଗୁଇନ୍ଦା ବିଭାଗର ଏଭଳି ସୂଚନା ମିଳିବା ପରେ ସମଗ୍ର ଦକ୍ଷିଣ ଭାରତରେ […]

  • Thursday, 22 July 2021
k-sivan
ଇସ୍ରୋ ମୁଖ୍ୟ ଶିବନଙ୍କର ନାହିଁ ସୋଶାଲ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ: ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ନାମରେ ସୋଶାଲ ମିଡିଆରେ ଯେଉଁ ଆକାଉଣ୍ଟ ଦେଖିବାକୁ ମିଳୁଛି ତାହା ଫେକ୍ । କେ. ଶିବନଙ୍କର କୌଣସି ସୋଶାଲ ମିଡିଆରେ ଆକାଉଣ୍ଟ ନାହିଁ ବୋଲି ଆଜି ଇସ୍ରୋ ପକ୍ଷରୁ କୁହାଯାଇଛି। ଯାହା ବି କିଛି ଚନ୍ଦ୍ରଯାନ ୨ ବାବଦରେ ସୂଚନା ମିଳିବ ତାହା ଅଫିସିଆଲ୍ ୱେବସାଇଟ୍ ନହେଲେ ଇସ୍ରୋ ଟୁଇଟର ପେଜରେ ଉପଲବ୍ଧ ହେବ ବୋଲି ଇସ୍ରୋ କହିଛି। ଇସ୍ରୋ ପକ୍ଷରୁ ମିଶନ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ […]

  • Thursday, 22 July 2021
p
ଦିନକ ପାଇଁ ପୁଲିସ୍ ଅଫିସର୍ ସାଜିଲେ ୫ କୁନିପିଲା; କାରଣ ଜାଣିଲେ ଆପଣ ବି ଅବାକ୍ ହୋଇଯିବେ

ବେଙ୍ଗାଲୁରୁ: ଦେହରେ ପୋଲିସ୍ ବର୍ଦ୍ଦି, ହାତରେ ହ୍ୟାଣ୍ଡକପ୍ ସାଙ୍ଗକୁ ପିସ୍ତଲ। ସତେ ଯେମିତି ଅପରାଧିଙ୍କୁ ସାବାଡ଼ କରିବାକୁ ବେଙ୍ଗାଳୁରୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପୂରା ପ୍ରସ୍ତୁତ ହୋଇଥିଲେ ୫ କୁନି କୁନି କଡ଼ା ଅଫିସର। ଆଜି ଏହି ୫ ଅଫିସରଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିଲା। ଏହି ୫ କୁନି ଅଫିସର ଅଫିସ୍‌ ଆସିବା ମାତ୍ରେ ସମସ୍ତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସାଲ୍ୟୁଟ୍ ମାରି ଅଭିଭାଦନ ଜଣାଇଥିଲେ ଖୋଦ୍ ସିପି ଭାସ୍କର ରାଓ। […]

  • Thursday, 22 July 2021
kamal
ଶିଖ୍‌ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ନେଇ ତଦନ୍ତ କରିବ ଏସ୍‌ଆଇଟି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଅଡ଼ୁଆ ବଢ଼ିଛି। ବହୁଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ରହିଥିବା ଅଭିଯୋଗର ପୁଣିଥରେ ତଦନ୍ତ କରିବାକୁ ଏସ୍‌ଆଇଟି ନିଷ୍ପତ୍ତି ନେଇଛି। ଅର୍ଥାତ ତଦନ୍ତ ବେଳେ ଏସ୍‌ଆଇଟି କମଲନାଥଙ୍କୁ ଜେରା ମଧ୍ୟ କରିପାରିବ। ୧୯୮୪ରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନୂଆଦିଲ୍ଲୀରେ ତାଙ୍କର ଦୁଇ ଜଣ ଶିଖ୍‌ ସଂପ୍ରଦାୟର ଅଙ୍ଗରକ୍ଷୀ ଗୁଳି କରିଥିଲେ। ଏହାପରେ ସମଗ୍ର ଦେଶରେ ଶିଖ୍‌ ବିରୋଧୀ ଦଙ୍ଗା ସୃଷ୍ଟି […]

  • Thursday, 22 July 2021
suicide
ଦୁର୍ବଳ ଅର୍ଥନୀତି ପାଇଁ ଚିଦାମ୍ବରମଙ୍କୁ ଦାୟୀ କରି ମୋଦିଙ୍କୁ ଚିଠି ଲେଖି ଆତ୍ମହତ୍ୟା କଲେ ପୂର୍ବତନ ବାୟୁସେନା ଅଧିକାରୀ

ଆହ୍ଲାବାଦ: ଆସାମର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଉତ୍ତର ପ୍ରଦେଶର ଆହ୍ଲାବାଦ ଠାରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜର ସୁଇସାଇଡ୍‌ ନୋଟ୍‌ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଆତ୍ମହତ୍ୟା କରିଥିବା ବିଜନ ଦାସ ନିଜର ୫ ପୃଷ୍ଠା ସମ୍ବଳିତ ସୁଇସାଇଡ୍‌ ନୋଟରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଭୁଲ ରଣନୀତି ଯୋଗୁ ଆଜି ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଛି। ଏବେକାର ଆର୍ଥିକ ମାନ୍ଦାବସ୍ଥା ପାଇଁ କେହି ବି ମୋଦି […]

  • Thursday, 22 July 2021