କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ସ୍ଥିତ ବେଲୁର ମଠ ପରିଦର୍ଶନ କରିଛନ୍ତି। ମଠ ପରିଦର୍ଶନ ଅବସରରେ ସେ ପୁଣିଥରେ ସିଏଏ (ସିଟିଜେନ୍ସିପ ଆମେଣ୍ଡମେଣ୍ଟ ଆକ୍ଟ)କୁ ନେଇ ଲୋକଙ୍କୁ ଅଯଥା ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଗତକାଲି ମୋଦୀଙ୍କୁ କୋଲକାତାରେ ଜନ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଥିଲା। କୋଲକାତା ସହର ବାହାରେ ବେଲୁର ମଠର ଏକ ରାଲିରେ ଯୋଗ ଦେଇ ମୋଦୀ କହିଛନ୍ତି, “ ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ସିଟିଜେନ୍ସିପ୍ […]
ମୁମ୍ବାଇ: ମହାରାଷ୍ଟ୍ରର ବୋଇସାର୍ଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ କାରଣରୁ ୮ ଜଣଙ୍କର ମୃତ ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲା ବୋଇସାରଠାରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ବୋଇସାର ମୁମ୍ବାଇଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି। ବିସ୍ଫୋରଣ ହୋଇଥିବା ଆଙ୍କ ଫାର୍ମା କମ୍ପାନୀର ଏହି ନିର୍ମାଣାଧୀନ ପ୍ଲାଣ୍ଟଟି ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍ ଅଞ୍ଚଳର କୋଲୱାଡେ ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ଏଇଠି ଆଜି ସନ୍ଧ୍ୟା ପ୍ରାୟ ୭.୨୦ […]
ନୂଆଦିଲ୍ଲୀ: ପୁଣି ବିବାଦରେ ବୁକର ପ୍ରାଇଜ ପାଇଥିବା ଲେଖିକା ଅରୁନ୍ଧତୀ ରାୟ। ସିଏଏ ଓ ଏନ୍ଆରସି ପ୍ରସଙ୍ଗରେ ମତ ଦେଉ ଅରୁନ୍ଧତୀ କହିଛନ୍ତି ଯେ, ଆମେ ନୁହେଁ, ଦିନେ ଏ ସରକାର ଡିଟେନସନ ସେଣ୍ଟରରେ ଥିବ। ସେତେବେଳେ ଲୋକେ ଆଜାଦ ଥିବେ ବୋଲି କହିଛନ୍ତି ଅରୁନ୍ଧତୀ। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଉପରେ ହୋଇଥିବା ବର୍ବରତାର ପ୍ରତିବାଦରେ ସାମିଲ ହୋଇ ସେ ଏପରି କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ଲାଗି ଅରୁନ୍ଧତୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ […]
କୋଲକାତା: ପଶ୍ଚିମବଙ୍ଗରେ ସିଏଏକୁ କଡ଼ା ବିରୋଧ ଭିତରେ ଆଜି ରାଜଧାନୀ କୋଲକତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବୈଠକ ହୋଇଛି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଆଜି ରାଜଭବନଠାରେ ମମତାଙ୍କ ସହ ମୋଦୀଙ୍କର ବୈଠକ ହୋଇଥିଲା। ତେବେ ବୈଠକ ପରେ ଦଳ ପକ୍ଷରୁ ଆୟୋଜିତ ଧାରଣାରେ ବସିଥିଲେ ମମତା। ଏହି ଧାରଣରେ ମମତାଙ୍କ ସହ ବହୁ ଟିଏମ୍ସି ନେତା […]
ନୂଆଦିଲ୍ଲୀ: ଜାନୁଆରୀ ୧୪ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫାଶି ପାଇବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ୨ ଜଣଙ୍କ କ୍ୟୁରେଟିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏନ୍. ଭି. ରମନ୍ନା, ଅରୁଣ ମିଶ୍ର, ଆର. ଏଫ୍. ନରିମାନ, ଆର. ବାନୁମତି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମା ଏବଂ ମୁକେଶଙ୍କ ଆବେଦନକୁ ଗ୍ରହଣ କରି ୧୪ ତାରିଖରେ ଶୁଣାଣି […]
ନୂଆଦିଲ୍ଲୀ: ରବିବାର ଜେଏନ୍ୟୁ ଜେଏନ୍ୟୁରେ ହୋଇଥିବା ହିଂସାକୁ ଘଟଣାରେ ୯ଜଣଙ୍କ ନା ସହିତ ଫଟୋ ପ୍ରକାଶ କରିଛି ଦିଲ୍ଲୀ ପୁଲିସ। ଏହି ୯ ଜଣଙ୍କ ମଧ୍ୟରେ ଜେଏନ୍ୟୁଏସ୍ୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିବା ପୁଲିସ୍ ଅଭିଯୋଗ କହିଛି। ଦିଲ୍ଲୀ ପୁଲିସ୍ର ଡିସିପି (କ୍ରାଇମ୍) ଜୟ ତିର୍କୀ କହିଛନ୍ତି, ପୁଲିସ୍ ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି। ପୁଲିସ୍ ୯ ଜଣଙ୍କ ନାମ ଘୋଷଣା କରିବା […]
ନୂଆଦିଲ୍ଲୀ: ଜେଏନ୍ୟୁ ଛାତ୍ର ବିକ୍ଷୋଭକୁ ସମର୍ଥନ ନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, “ଦୀପିକା ଜାଣିବା ଦରକାର ଥିଲା ଯେ, ସେ ଯେଉଁମାନଙ୍କ ସମର୍ଥନରେ ବାହାରୁଛନ୍ତି ସେମାନେ ଭାରତକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି।” ଏଥିସହିତ ଦୀପିକାଙ୍କୁ ତେର୍ଛା ଟାର୍ଗେଟ କରି କହିଥିଲେ, “ ମୁଁ ଭାବୁଛି ଯେଉଁମାନେ ଖବର ପଢ଼ୁଛନ୍ତି, ସେମାନେ ଜାଣିଛନ୍ତି ଯେ ତାଙ୍କର(ଜେନଏନ୍ୟୁର ବିକ୍ଷୋଭକାରୀ ଛାତ୍ର) ପକ୍ଷ କେଉଁଠି। ସେମାନେ ଜାଣନ୍ତି ଯେ, ସେମାନେ […]
କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ରଦ୍ଦ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଯୋଜନା କରିଥିଲେ। ଏଥିପାଇଁ ଅଣ ବିଜେଜପି ଦଳଗୁଡ଼ିକୁ ଏକାଠି କରିବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବୈଠକ ମଧ୍ୟ ଡାକିଥିଲେ। ହେଲେ ବିରୋଧୀଙ୍କ ଏହି ମହାମେଳିରେ ଯୋଗ ଦେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ସେ ଏହି ମେଳିରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ବାମପନ୍ଥୀ ଓ କଂଗ୍ରେସ […]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ସରକାର ତଥା ବିଜେପି ଦଳ ଦୀପିକା ପାଦୁକୋନ୍ ପିଲ୍ମ ଛପାକର ବୟକଟ୍ ନାରାକୁ ସପୋର୍ଟ କରୁନାହିଁ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଏପରି ମନ୍ତବ୍ୟ ରଖିଛନ୍ତି। ‘ଛପାକ’ ମୁକ୍ତିଲାଭ କରିବା ପୂର୍ବରୁ ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ଓ କେତେକ ବିଜେପି ନେତା ଫିଲ୍ମକୁ ବୟକଟ୍ କରିବାକୁ ନାରା ଦେଇଥିଲେ। ତେଣୁ ଏନେଇ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ଜାଭଡେକର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜାଭଡେକର କହିଛନ୍ତି, ବିଜେପି ଏବଂ […]
ମୁମ୍ବାଇ: ଦୀର୍ଘ ୨୦ ବର୍ଷ ହେବ ଫେରାର୍ ଥିବା ଗ୍ୟାଙ୍ଗଷ୍ଟାର୍ ଶେଷରେ ଧରାପଡ଼ିଲା। ପଳାତକ ଘୋଷିତ ଗ୍ୟାଙ୍ଗଷ୍ଟାର ଏଜାଜ ଲକଡ଼ୱାଲାକୁ ମୁମ୍ବାଇ ପୁଲିସ୍ର ଲୁଟେରା ବିରୋଧୀ ଶାଖା(ଏଇସି) ଗିରଫ କରିଛି। ଏଜାଜ୍ ନାଁରେ ୨୭ଟି ମାମଲା ରହିଛି। ଗତକାଲି ରାତିରେ ଏଇସି ତାକୁ ବିହାର ରାଜଧାନୀ ପାଟଣାରୁ ଗିରଫ କରିଛି। ଗିରଫ ପରେ ଆଜି ତାକୁ କୋର୍ଟରେ ହାଜର କରାଯାଇଥିଲା। ଏଜାଜ୍ ନାଁରେ ଥିବା ମାମଲାଗୁଡ଼ିକର ଅଧିକ ଖୋଳତାଡ଼ କରିବା ପାଇଁ ଜାନୁଆରୀ ୨୧ ଯାଏ ତା’କୁ […]
ନୂଆଦିଲ୍ଲୀ: ଜେଲ୍ରେ ପ୍ରତି ରାତି ଭୟରେ କଟୁଛି। ଆସିଛି ମୃତ୍ୟୁ ପରୱାନା। ମୁଣ୍ଡ ଉପରେ ଝୁଲୁଛି ଫାଶୀର ଫନ୍ଦା। ଖାଇବା ପିଇବା ମଧ୍ୟ ଭୁଲିଗଲେଣି ଦୋଷୀ। ଏମିତିରେ ବଞ୍ଚିବାକୁ ଶେଷ ପ୍ରୟାସ କରିଛି ନିର୍ଭୟା ଦୋଷୀ ବିନୟ ଶର୍ମା। ଆଜି ବିନୟ ତା ଓକିଲଙ୍କ ଜରିଆରେ କୋର୍ଟରେ କ୍ୟୁରେଟିଭ୍ ବପିଟିସନ୍ (ଜଣେ ଦୋଷୀର ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ଆଇନଗତ ପଦକ୍ଷେପ) ଦାଖଲ କରିଛି। ଏଥିରେ କୋର୍ଟ ଦେଇଥିବା ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇବାକୁ ଆବେଦନ […]
ନୂଆଦିଲ୍ଲୀ: ଇରାନ– ଆମେରିକା ଯୁଦ୍ଧ ଭିତରେ ତେଲ, ସୁନା ଓ ରୂପା ଦର ହୁହୁ ହୋଇ ବଢ଼ି ଚାଲିଛି। ଦେଶର ରାଜଧାନୀରେ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୪୮୫ ଟଙ୍କା ବଢ଼ିଥିବା ବେଳେ ରୂପା କିଲୋପ୍ରତି ୮୫୫ ଟଙ୍କା ବୃଦ୍ଧି ହୋଇଛି। ବୁଧବାର ଦିଲ୍ଲୀରେ ସରଫା ବଜାରରେ ସୁନା ଦର ୧୦ ଗ୍ରାମକୁ ୪୧, ୮୧୦ ଟଙ୍କା ରହିଛି। ଯାହା ପୂର୍ବରୁ ୪୧,୩୨୫ ଥିଲା। ସେହିଭଳି ରୂପା ଦର କିଲୋପ୍ରତି ୪୯,୫୩୦ ଟଙ୍କା ରହିଛି। […]
ଜେରୁଜେଲମ: ଇରାନର ଆକ୍ରମଣତ୍ମାକ ରୂପ ଦେଖି ଏବେ ଇସ୍ରାଏଲରେ ମଧ୍ୟ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ଆମେରିକା ଭଳି ଇସ୍ରାଏଲ ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିପାରେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ ଇରାନକୁ ଧମକ ଦେଇଛନ୍ତି। ଜେରୁସେଲମ୍ରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନ୍ୟାହୁ କହିଛନ୍ତି, ଯଦି ଇରାନ କେବେ ବି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବ, […]
ବାଗଦାଦ: ଇରାକ ଓ ଇରାନ ସହ ମିଶି ଆଇଏସ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରୁଥିବା ମିଲିଶିଆ ବି ଆମେରିକା ଡ୍ରୋନ ଷ୍ଟ୍ରାଇକର ବଦଲା ନେବାକୁ ଆହ୍ୱାନ ଦେଇଛି। ଇରାକର ସୈନ୍ୟମାନେ ଆମେରିକା ଉପରେ ପ୍ରତିଶୋଧ ନେବା ଦରକାର ବୋଲି ମିଲିଶିଆ କମାଣ୍ଡର କାସି ଅଲ ଖାଜାଲି କହିଛନ୍ତି। ସେ କହିଛନ୍ତି, “ ଇରାନ ତାଙ୍କ ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି। ଏବେ ଇରାକୀ କମାଣ୍ଡର ଅବୁ ମହିଦ ମୁହାଁନ୍ଦିସଙ୍କ ହତ୍ୟାର ବଦଲା ନେବାର […]
ତେହରାନ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଇରାନର ମିସାଇଲ ମାଡ଼ରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇରାନ ମିସାଇଲ ମାଡ଼ କରିବା ପରେ ଆମେରିକାକୁ ପରମ ଶତ୍ରୁ ବୋଲି ଘୋଷଣା କରିଛି। ଇରାନର ସୁପ୍ରିମ ଲିଡର ଅଯୋତୁଲ୍ଲା ଅଲୀ ଖମାନୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, “ଆଜିଠାରୁ ଆମେରିକା ହେଉଛି ଇରାନର ଶତ୍ରୁ। ଆମେ ମିସାଇଲ ମାଡ଼ କରି […]
ନୂଆଦିଲ୍ଲୀ: ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଆଜି ଇରାନ ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ଏକାଧିକ ମିସାଇଲ ମାଡ଼ କରିଛି। ଏଥିରେ ଆମେରିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏହି ଆକ୍ରମଣରେ ଆମେରିକାର ଫାଇଟର୍ ହେଲିକପ୍ଟର ସହିତ ବିଭିନ୍ନ ଯୁଦ୍ଧ ସରଞ୍ଜାମ୍ କ୍ଷତିଗ୍ରସ୍ତ ହୋଇଥିବା ସୁଚନା ମିଳୁଛି। କେବଳ ସେତିକି ନୁହେଁ ୮୦ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦାବି କରୁଛି ଇରାନୀ ମିଡିଆ। ତେବେ ଇରାନ୍ ମିସାଇଲ୍ […]
ନୂଆଦିଲ୍ଲୀ: ଇରାକ୍ର ମିସାଇଲ୍ ଆଟାକ୍ରେ ୮୦ ଆମେରିକୀୟ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଇରାନ୍ର ସରକାରୀ ଗଣମାମଧ୍ୟମ ଏଭଳି ଖବର ପ୍ରକାଶ କରିଥିବା ଆନ୍ତର୍ଜାତୀୟ ଗଣମଧ୍ୟମ ସଂସ୍ଥା ରୟଟର୍ସ କହିଛି। ଇରାକ ସ୍ଥିତ ଆମେରିକାର ଏୟାର୍ ବେସ୍ ଉପରେ ଇରାନ୍ର ମିଶାଇଲ୍ ଆକ୍ରମଣ କରିଥିଲା। ଏଥିରେ ୮୦ ଜଣ ଆମେରିକୀୟ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଇରାନ ଗଣାଧଧ୍ୟମ ଖବର ପ୍ରକାଶ କରିଛି। ସୂଚନା ଥାଉକି ଇରାନ୍ ଆମେରିକା ସେନାକୁ ଆତଙ୍କବାଦୀ ଘୋଷଣା କରିଛି। ଏହି ରିପୋର୍ଟରେ କୁହାଯାଇଛି […]
ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ। ମୁକେଶ, ପଓ୍ୱନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାରକୁ ତିହାର ଜେଲରେ ଫାଶୀ ଦେବା ଲାଗି ଆଜି ଦିନ ଓ ସମୟ ଧାର୍ଯ୍ୟ ସହ ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ। ତେବେ କ’ଣ ଏହି ଡେଥ୍ ୱାରେଣ୍ଟ ବା ମୃତ୍ୟୁର ପରୱାନା ଆସନ୍ତୁ ଜାଣିବା ଡେଥ୍ ୱାରେଣ୍ଟ ବା ମୃତ୍ୟୁର ପରୱାନା […]