ନୂଆଦିଲ୍ଲୀ: ପୁଣି କମିଲା ଡିଜେଲ୍ ଓ ପେଟ୍ରୋଲ୍ ଦର। ଦେଶର ସବୁ ବଡ଼ ବଡ଼ ସହରରେ ଆଜିକୁ ଲଗାତାର ପଞ୍ଚମଥର ପାଇଁ ତେଲ ଦର କମିଛି। ପେଟ୍ରୋଲ୍ ଲିଟର ପିଛା୧୦ରୁ ୧୨ ପଇସା କମିଥିବା ବେଳେ ଜିଡେଲ୍୧୯-୨୦ ପଇସା କମିଛି। ବଡ଼ ସହରରେ ପେଟ୍ରୋଲ୍ ଦର: ତେଲ ଦର କମିବା ପରେ ଇଣ୍ଡିଆନ ଅଏଲ୍ କୋର୍ପୋରେସନ୍ର ୱେବ୍ସାଇଟ୍ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପ୍ରତି ୭୪.୯୮ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୦. ୫୮, […]
ନୂଆଦିଲ୍ଲୀ: ୨୦୧୮ରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଆଲ୍ଲାହବାଦର ନାଁ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଏବେ ଏହାକୁ ନେଇ ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ନୋଟିସ୍ କରିଛନ୍ତି। ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ୟୁପି ସରକାରଙ୍କୁ ନୋଟିସ୍ କରିଛନ୍ତି। ଆବେଦନକାରୀ କୋର୍ଟରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର କେନ୍ଦ୍ର ଅଧୀନରେ ଥିବା ରେଳ ଷ୍ଟେସନ. ବିଶ୍ୱବିଦ୍ୟାଳୟ ତଥା କୌଣସି ସଂସ୍ଥାନର ନାମ ପରିବର୍ତ୍ତନ କରିପାରିବେ […]
ନୂଆଦିଲ୍ଲୀ: ସିଏଏକୁ ନେଇ ଦୁଇ ଭାଗରେ ବିଭକ୍ତ ହେଲା କି କଂଗ୍ରେସ ? ପ୍ରଥମେ କପିଲ ଶିବଲ ଆଉ ଏବେ କଂଗ୍ରସର ଆଉ ଜଣେ ବରିଷ୍ଠ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ସିଏଏକୁ ନେଇ ବିରୋଧୀ ରାଜ୍ୟମାନଙ୍କୁ ପାଠ ପଢ଼ାଇଛନ୍ତି। କୌଣସି ରାଜ୍ୟ ପାର୍ଲିଆମେଣ୍ଟଦ୍ୱାରା ପାସ୍ ହୋଇଥିବା ଆଇନ୍କୁ ରୋକ୍ ଲଗାଇ ପାରିବେ ନାହିଁ, ଏବଂ ଲଗାଇବା କଥା ମଧ୍ୟ ନୁହଁ ବୋଲ ହୁଡା କହିଛନ୍ତି। ସେ କହିଛନ୍ତି “ ଥରେ […]
ସୁରତ: ଯେଉଁମାନେ ବନ୍ଦେ ମାତରମ୍ ନାରାକୁ ଗ୍ରହଣ କରିବେ ନାହିଁ ସେମାନଙ୍କର ଭାରତରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତାପ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସିଏଏକୁ ନେଇ ପ୍ରତାପ କହିଛନ୍ତି, “ ସିଏଏ ୭୦ ବର୍ଷ ପୂର୍ବରୁ ଆସିବାର ଥିଲା। ଏହା ଆମ ପୂର୍ବଜମାନେ କରିଥିବା ପାପର ଏକ ପ୍ରାୟଶ୍ଚିତ। ସିଏଏ ହେଉଛି ଦେଶ ବିଭାଜନ ଭଳି […]
ମୁରାଦାବାଦ: ଆର୍ଏସ୍ଏସ୍(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଏହା କେବଳ ଦେଶର ସଂସ୍କୃତି, ନୈତିକତା ଓ ମାନବୀୟ ମୂଲ୍ୟବୋଧ ପାଇଁ କାର୍ଯ୍ୟ କରିଥାଏ। ଶନିବାର ଉତ୍ତର ପ୍ରଦେଶର ମୁରାଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବର୍ତ୍ତମାନ ମୋହନ ଭାଗବତ ୪ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ମୁରାଦାବଦର ଏକ ପଡ଼ିଆରେ ଆୟୋଜିତ ଏକ ବିଶାଳ […]
ମୁମ୍ବାଇ: ନିଜ ବିସ୍ଫୋରକ ମନ୍ତବ୍ୟ ପାଇଁ ପରିଚିତ ଶିବସେନା ନେତା ସଞ୍ଜୟ ରାଉତ୍ ଆଜି ପୁଣି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ବୀର ସବରକରଙ୍କୁ ଭାରତ ରତ୍ନ ଦେବାରେ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନର ସେହି ସେଲୁଲାର ଜେଲ୍ର କାଳ କୋଠରୀକୁ ଦୁଇ ଦିନ ପାଇଁ ପଠାଇ ଦେବା ଦରକାର। ତେବେ ଯାଇ ସେମାନେ ବୁଝିବେ ଯେ ସବରକର ଦେଶ ପାଇଁ କେତେ ବଡ଼ ତ୍ୟାଗ ଓ ବଳିଦାନ ଦେଇଥିଲେ। ସଞ୍ଜୟ ରାଉତଙ୍କ […]
ଶ୍ରୀନଗର: ଇଣ୍ଟର୍ନେଟ୍ ପରେ ଏବେ ଜାମ୍ମୁ-କାଶ୍ମୀର ମେସେଜ୍ ଓ ଭଏସ୍ କଲ୍ ସେବାକୁ ଚାଲୁ ହୋଇଛି। ଭଲଭାବେ ନିରିକ୍ଷଣ ପରେ ଏହି ସେବା ଚାଲୁ କରାଯାଇଛି। ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଜାମ୍ମୁ ଓ କାଶ୍ମୀରର ସରକାରୀ ପ୍ରବକ୍ତା ଓ ପ୍ରମୁଖ ସଚିବ ରାହୁଲ୍ କନସଲ କହିଛନ୍ତି “ ଭଲଭାବରେ ନିରିକ୍ଷଣ ପରେ ଜାମ୍ମୁ-କାଶ୍ମୀରରେ ଲୋକାଲ୍ ସିମ୍ ୟୁଜରଙ୍କୁ ଏସ୍ଏମ୍ଏସ୍ ସର୍ଭିସ୍ ଓ ଭଏସ୍ କଲ୍ ସୁବିଧା ଯୋଗାଇ ଦିଆଯାଇଛି। ” ସେ […]
ଭୁବନେଶ୍ୱର: ଯେତେ ପ୍ୟାଚ୍ ପକାଇଲେ ବି ରାଜ୍ୟ କଂଗ୍ରେସର କଳି ପଦାକୁ ଆସୁଛି। ଦଳରେ ଯେମିତି ସବୁକିଛି ଠିକ୍ ନାହିଁ ଥାହା ସ୍ପଷ୍ଟ ଜଣାପଡ଼ୁଛି। କଂଗ୍ରେସ ଭବନ ଭିତରେ ନେତାଙ୍କ ମଧ୍ୟରେ କଥା କଟାକଟି, ବାହାରେ ବିକ୍ଷୋଭ ପିସିସି ସଭାପତି ପରିବର୍ତ୍ତନ ଦାବିରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର। ତେବେ ସବୁଠୁ ରୋଚକ ଦୃଶ୍ୟ ଥିଲା ଦଳୀୟ ଅଫିସରେ ବାଉନସର ମୃତୟନ ହେବା। କେଉଁ ନେତାଙ୍କୁ କାହାଠାରୁ ବିପଦ ଥିଲା, କାହାକୁ ସୁରକ୍ଷା […]
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଲାଗି ହୋଇଥିବା ଆବେଦନକୁ ଗ୍ରହଣ କରି ଏହା ଉପରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଗାନ୍ଧିଜୀ ଭାରତ ରତ୍ନ ସମ୍ମାନଠାରୁ ବହୁ ଉର୍ଦ୍ଧ୍ୱରେ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ଦେଶର କୌଣସି ଔପଚାରିକ ସମ୍ମାନ ଦେବା ଆବଶ୍ୟକ ନାହିଁ। ଏଣୁ ଅଦାଲତ ଏନେଇ କୌଣସି ନିର୍ଦ୍ଦେଶ ଦେଇପାରିବେନି […]
ନୂଆଦିଲ୍ଲୀ: କେରଳ ପରେ ପଞ୍ଜାବ ସରକାର ଏବେ ନାଗରିକତା ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ଆଜି ସିଏଏ ବିରୋଧରେ ପ୍ରସ୍ତାବ ପାରିତ। ନାଗରିକତା ଆଇନ ପ୍ରତ୍ୟାହାର ଦାବି କରି ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା ପ୍ରସ୍ତାବ ଆଗତ କରିଥିଲେ। କାଲିଠାରୁ ଆଲୋଚନା ପରେ ଆଜି ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏହି ଆଇନ ରାଜ୍ୟରେ ଧାର୍ମିକ ବିଦ୍ୱେଷ ସହ ଅଶାନ୍ତି ସୃଷ୍ଟି କରିବା […]
ନୂଆଦିଲ୍ଲୀ: ଜେଏନ୍ୟୁ(ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ)ର ୬୫% ଛାତ୍ରଛାତ୍ରୀ ନିଜ ହଷ୍ଟେଲ ଫି’ ଦେଇସାରିଛନ୍ତି। ଏଥିସହିତ ଡେ’ସ୍କଲାରମାନଙ୍କ ମଧ୍ୟରୁ ୯୫% ଛାତ୍ରଛାତ୍ରୀ ମଧ୍ୟ ନିଜର ସେମିଷ୍ଟର ଫି’ ଦେଇସାରିଛନ୍ତି। ଗୁରୁବାର ଏହି ସୂଚନା ଦେଇଛି ଜଏନ୍ୟୁ ପ୍ରଶାସନ। ବର୍ତ୍ତମାନ ବିଭିନ୍ନ ହଷ୍ଟେଲରେ ୬,୪୫୦ ଛାତ୍ରଛାତ୍ରୀ ରହୁଛନ୍ତି। ଫି ଭରିବା ପାଇଁ ଜାନୁଆରୀ ୧୭ ତାରିଖକୁ ଶେଷ ତାରିଖ ରଖାଯାଇଛି। ବାକି ଛାତ୍ରଛାତ୍ରୀ ଘରୁ ଫେରିବା ପରେ ଫି ଭରିବା ଆରମ୍ଭ କରିଥିବାରୁ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ […]
ଥ୍ରୀସୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦୀ ଭାରତୀୟ ତ ? ଏ ପ୍ରଶ୍ନ ଆମର ନୁହଁ। ଏହାର ଉତ୍ତର ଜାଣିବାକୁ ଚାହିଁଛନ୍ତି କେରଳର ଜୋଶ କାଲ୍ଲୁଭେଟ୍ଟିଲ। ପ୍ରଧାନମନ୍ତ୍ରୀ ଭାରତୀୟ କି ନା ସେ ନେଇ ତାଙ୍କ ମନରେ ପ୍ରଶ୍ନ ଉଠିଛି। ତେଣୁ ସତ୍ୟତା ଜାଣିବା ପାଇଁ ସେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଛନ୍ତି। ସେ ନିଜର ଆବେଦନକୁ କେରଳ ସୂଚନା ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି। ଛାଲାକୁଡିରେ ରହୁଥିବା ଜୋଶ କାଲ୍ଲୁଭେଟ୍ଟିଲ ନାମକ ଜଣେ […]
କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବେ ମୁସଲିମ୍ ପକ୍ଷ। ଏନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହେଉଛି। କାରଣ କାଶୀ ବିଶ୍ୱନାଥ ପାଇଁ ଜାଗା ଦେବାକୁ ରାଜି ହୋଇଛନ୍ତି ମୁସଲିମ୍ ପକ୍ଷ। ଦୀର୍ଘଦିନ ହେବ କାଶୀ ବିଶ୍ୱନାଥ ମନ୍ଦିର-ଗ୍ୟାନଭାପି ମସଜିଦ୍ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ପ୍ରଶାସନ ଓ ସରକାରଙ୍କ ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା କିନ୍ତୁ ଏବେ ମନ୍ଦିର ନିର୍ମାଣ ହେବା ପାଇଁ ମୁସଲିମ୍ ପକ୍ଷ ଜାଗା ଦେବା ପାଇଁ ରାଜି ହୋଇଯାଇଛନ୍ତି।
ନୂଆଦିଲ୍ଲୀ: ନିର୍ଭୟା ଦୋଷୀମାନଙ୍କୁ ଫାଶୀ ନେଇ ଥମୁନି ତାରିଖ ସସ୍ପେନ୍ସ। ଫାଶୀ ତାରିଖର ୫ଦିନ ପୂର୍ବରୁ ଦିଲ୍ଲୀର ତିହାର ଜେଲ କର୍ତ୍ତୃପକ୍ଷ ଆଉ ଏକ ତାରିଖ ପାଇଁ ଆବେଦନ କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ସିଂ ଓ ପବନ ଗୁପ୍ତାଙ୍କୁ ଫାଶୀ ଦେବା ପାଇଁ ଜାନୁଆରୀ ୨୨ ତାରିଖ ସକାଳ ୭ରେ ସମୟ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂ ରାଜକ୍ଷମା […]
ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) କେନ୍ଦ୍ରରେ କ୍ଷମତା ଦଖଲ କରିଛି। ୨୦୧୪ ତୁଳନାରେ ଦଳ ଅଧିକ ଆସନ ମଧ୍ୟ ଜିତିଛି। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥିଲା ଜାଣିଛନ୍ତି କି? ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦଳ ଲୋକସଭା ନିର୍ବାଚନରେ ନିଜର ପ୍ରଚାର ପାଇଁ ୧୨୬୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୪ ତୁଳନାରେ ୨୦୧୯ରେ ଦଳ ୭୭% […]
ଚଣ୍ଡୀଗଡ଼: ଗତ ୧୦ ବର୍ଷରେ ୨ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତି ନ୍ୟୁଜ୍ ଚ୍ୟାନେଲରେ ସିଧାପ୍ରସାରଣ ସମୟରେ ସ୍ୱୀକାର କରି ଗିରଫ ହୋଇଛନ୍ତି। ଚଣ୍ଡୀଗଡ଼ରେ ଏଭଳି ଘଟଣା ଘଟିଛି। ଏକ ଲାଇଭ୍ ଟିଭି କାର୍ଯ୍ୟକ୍ରମରେ ଚଣ୍ଡୀଗଡ଼ର ଜଣେ କ୍ୟାବ୍ ଡ୍ରାଇଭର ମନିନ୍ଦର ସିଂହ ଏଭଳି ନିଜ ଭୁଲ୍ ପାଇଁ ନିଜେ ହିଁ ନିଜକୁ ଧରା ପକାଇଛି। ତେବେ ସେ ଟିଭିରେ ହତ୍ୟା କରିବା ନେଇ ସ୍ୱୀକାର କରିବା ପରେ ତୁରନ୍ତ ପଞ୍ଜାବ ପୁଲିସ୍ ଉକ୍ତ […]
କନ୍ନୌଜ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଜଣେ ଡାକ୍ତରଙ୍କ ପ୍ରତି ବିରକ୍ତ ହେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଏକ ସରକାରୀ ହସ୍ପିଟାଲରେ ସେ ଏହି ଡାକ୍ତର ଜଣଙ୍କୁ କହୁଛନ୍ତି, “ତୁମେ ଆରଏସ୍ଏସ୍ର ହେଇଥିବ, ବିଜେପିର ହେଇଥିବ… ତୁମେ କ’ଣ କହୁଛ ମୋତେ ବୁଝାଇବା ଦରକାର ନାହିଁ।” ଗତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହେବାପରେ ଆହତମାନଙ୍କୁ ଭେଟିବାକୁ ଯାଇଥିବାବେଳେ ଅଖିଲେଶ ଏଭଳି କହିଛନ୍ତି। ଅଖିଲେଶ ଯାଦବ […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍ ଖାରଜ୍ କଲେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ। ଫଳରେ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ସୁନିଶ୍ଚିତ ହୋଇଛି। ଦୋଷୀ ବିନୟ ଓ ମୁକେଶଙ୍କ ପକ୍ଷରୁ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥିଲା। ଯାହାକୁ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ- ଜଷ୍ଟିସ୍ ଏନ୍. ଭି. ରମନା, ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ଆର. ଏଫ୍. ନରିମାନ୍, ଜଷ୍ଟିସ୍ ଆର. ବାନୁମଥି ଏବଂ ଜଷ୍ଟିସ୍ ଅଶୋକ ଭୂଷଣ ଶୁଣାଣି […]
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ତାଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ଜନ୍ମ ହୋଇଥିବା ଏହି ଅଫିସର୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Congratulate #Odisha born Michael Debabrata Patra on being appointed as Deputy Governor of the Reserve Bank of India. Best wishes for the […]
ଶ୍ରୀନଗର: ପୁଲିସ୍ ଅଫିସର୍, ସିଆର୍ପିଏଫ୍ ଡାକ୍ତର ଓ ଜଣେ ଲେଖକଙ୍କ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା କୁଖ୍ୟାତ ଆତଙ୍କବାଦୀ। ଏବେ ଭାରତୀୟ ସେନା ତାର ଖେଳ ଖତମ କରିଛି। ଭୟଙ୍କର ଆତଙ୍କବାଦୀ ଆଦିଲ ଗୁଲଜାର ଶେଖକୁ ଏନ୍କାଉଣ୍ଟର କରିଛି ସେନା। ଜାମ୍ମୁ-କାଶ୍ମୀରର ବୁଡଗାମ ଅଞ୍ଚଳରେ ହୋଇଥିବ ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିବା ଆଜି ସେନା ପକ୍ଷରୁ କୁହାଯାଇଛି। ଆଦିଲ ହିଜବୁଲ ମୁଜାହିଦ୍ଦିନ ପାଇଁ କାମ କରୁଥିଲା। ସେ ଜଣେ ପୁଲିସ ଅଫିସର, ସିଆରପିଏଫ ଡାକ୍ତର, ଲେଖକ ଓ […]
କୋଲକାତା: ବଦଳିଲା କୋଲକାତା ପୋର୍ଟ ଟ୍ରଷ୍ଟର ନାମ। ବନ୍ଦରର ୧୫୦ ତମ ପ୍ରତିଷ୍ଠା ଦିବସରେ ଅବସରରେ ଏହାକୁ ଭାରତୀୟ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ କହିଛନ୍ତି, “ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ଭାରତର ଉଦ୍ୟେଗୀକରଣର ପ୍ରଣେତା ଓ ଗୋଟିଏ ଦେଶ ଗୋଟିଏ ବିଧାନ ପାଇଁ ବଳିଦାନ ଦେଇଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ […]
ଭୁବନେଶ୍ୱର: ଅନ୍ଲାଇନ୍ ବ୍ୟବସାୟିକ ୱେବ୍ସାଇଟ୍ ଆମାଜନ୍କୁ ନେଇ ଲୋକଙ୍କ ରାଗ ପଞ୍ଚମରେ ପହଞ୍ଚିଲାଣି। ଆମାଜନ୍ ସାଇଟ୍କୁ ବର୍ଜନ କରିବା ପାଇଁ ବର୍ତ୍ତମାନ ଇଣ୍ଟର୍ନେଟ୍ରେ ବୟକଟ୍ ଆମାଜନ (#BoycottAmazon)ର ହ୍ୟାସ୍ଟ୍ୟାଗ୍ ଟ୍ରେଣ୍ଡ କରୁଛି। ଆମାଜନ୍ ପ୍ରତି ଲୋକଙ୍କର ଏହି ଅସନ୍ତୋଷର କାରଣ ହେଲା, ଏଥିରେ ଭଗବାନ ଗଣେଶ, ଧର୍ମୀୟ ଚିହ୍ନ ଓଂ ସହିତ ତ୍ରିରଙ୍ଗା ପତାକା ଫଟୋ ଥିବା ଡୋର୍ମ୍ୟାଟ୍, ବାଥରୁମ୍ ରଗ୍ ବା ପା’ପୋଛ ଆଦି ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା। ଯାହା ଧର୍ମୀୟ ଭାବନାକୁ ଆଘାତ […]