• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ka
ଭିଡିଓ: ହାତରେ ଖଣ୍ଡା ଧରି ନାଚିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଗୁଜରାଟ: ଦି ହାତରେ ଖଣ୍ଡା ଧରି ବୁଲାଉଛନ୍ତି କେନ୍ଦ୍ର ମହିଳା ଓ ଶିଶୁବିକାଶ ଓ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। କେନ୍ଦ୍ରମନ୍ତ୍ରୀଙ୍କର ଏହି ନୂଆ ରୂପକୁ ଦେଖି ସେଠାରେ ଉପସ୍ଥିତି ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଇ ହାତରେ ଖଣ୍ଡା ଧରି କିଛି ସମୟ ବୁଲାଇବା ପରେ ଖଣ୍ଡା ଧରି ପାଦରେ ପାଦ ମିଶାଇ ନାଚିଥଲେ ସ୍ମୃତି ଇରାନୀ। ପ୍ରାୟ ଅନେକ ସମୟ ଏମିତି ଖଣ୍ଡା ଧାରି ନାଚିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ତେବେ କେନ୍ଦ୍ରମନ୍ତ୍ରୀଙ୍କର ହଠାତ୍‌ […]

  • Friday, 23 July 2021
nftv
ଜମ୍ମୁକାଶ୍ମୀର ହେବ ବିଧାନସଭା ନିର୍ବାଚନ

ଶ୍ରୀନଗର: ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଖୁବ୍‌ଶୀଘ୍ର  ବିଧାନସଭା ନିର୍ବାଚନ ହୋଇପାରେ। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ, ଯେଉଁଠି ବିଧାନସଭା ଆସନ ରହିଛି। ତେଣୁ ଉପରାଜ୍ୟପାଳ ଏଠାରେ ଶାସନ କରିବେ ନାହିଁ। ଗୁରୁବାର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଏହା କହିଛନ୍ତି। ଜମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାରେ ଥିବା ତଲଓ୍ୱାର ଅଞ୍ଚଳରେ ଗତକାଲି ୧୪ଶ ପୁଲିସ କନେଷ୍ଚବଳ ପାସିଂ ଆଉଟ ପରେଡରେ ଯୋଗ […]

  • Friday, 23 July 2021
H
ରାଜ୍ୟପାଳଙ୍କୁ ହେଲିକପ୍ଟର ଦେଲେନି ମମତା; ୬୦୦ କିମି ସଡ଼କପଥରେ ଯିବେ

କୋଲକାତା: ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନଖର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତିକ୍ତତା ଏବେ ଉଗ୍ର ରୂପ ଧାରଣ କରିଛି। ରାଜ୍ୟପାଳ ଜଗଦୀପ କୋଲକାତାରୁ ସୀମାନ୍ତ ମୁର୍ଶିଦାବାଦ ଯିବାକୁ ଚାହୁଁଥିଲେ ହେଁ ମମତା ସରକାର ତାଙ୍କୁ ହେଲିକପ୍ଟର ବ୍ୟବହାର କରିବାକୁ ଅନୁମତି ଦେଇ ନାହାନ୍ତି। ମମତା ସରକାର ହେଲିକପ୍ଟର ବ୍ୟବହାର କରିବାକୁ ଅନୁମତି ନ ଦେବାରୁ ରାଜ୍ୟପାଳ ଦୀର୍ଘ ୬୦୦ କିମି ସଡ଼କ ପଥରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଫେସର ସୟଦ ନୁରୁଲ ହାସନ […]

  • Friday, 23 July 2021
rahul
ରାଫେଲ୍ ଡିଲ୍‌ରେ ଜେପିସି ତଦନ୍ତ ଦାବି କଲେ ରାହୁଲ୍, ଶାହ କହିଲେ

ନୂଆଦିଲ୍ଲୀ: ରାଫେଲ ଡିଲ୍‌ର ତଦନ୍ତ ପାଇଁ ଆଗତ ରିଭ୍ୟୁ ପିଟସନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ ହେଁ ତଦନ୍ତକାରୀ ସଂସ୍ଥା ନିଜ ଇଚ୍ଛାରେ ଏହାର ଛାନଭିନ କରିପାରିବ ବୋଲି କହିଛନ୍ତି। ଏହାକୁ ଆଧାର କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ରାଫେଲ ଡିଲର ତଦନ୍ତ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ୱାରା କରିବାକୁ ଦାବି କରିଛନ୍ତି। ଆଜି ରାଫେଲ ଶୁଣାଣି ବେଳେ ଜଷ୍ଟିସ୍ କେଏମ ଯୋଜେଫ କହିଥିଲେ “ଆମେ […]

  • Friday, 23 July 2021
f
ବିବାଦୀୟ ରାଫେଲ୍‌ ଡିଲ୍‌ର ପୂରା ଘଟଣାକ୍ରମ ଜାଣନ୍ତୁ

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ ଡିଲ୍‌ ଘଟଣାରେ ଆଜି ସୁପ୍ରିମକୋର୍ଟ ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି। ତେବେ ଏହି ଡିଲ୍‌ରେ ଅନିୟମିତତା ହୋଇଥିବା ନେଇ ଯଦି ସିବିଆଇ ହୃଦବୋଧ କରିବ, ତା’ହେଲେ ସଂସ୍ଥା ନିଜ ଆଡ଼ୁ ତଦନ୍ତ କରିପାରିବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି। ତଥାପି ମୋଦି ସରକାରଙ୍କ ଏହି ବିରାଟ ବିଜୟ ବୋଲି କୁହାଯାଉଛି। ବିଜେପିର ନେତୃବୃନ୍ଦ ମଧ୍ୟ କଂଗ୍ରେସକୁ ସୁପ୍ରିମକୋର୍ଟ ରାୟ ପରେ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। […]

  • Friday, 23 July 2021
odisha high court
ରାଜ୍ୟରେ ଖୋଲିବ ୬ଟି କୋର୍ଟ

ଭୁବନେଶ୍ୱର: ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷ ଆଉ ୬ଟି ନୂଆ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖଡ଼ିଆଳଠାରେ ଗୋଟିଏ ଲେଖାଏ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଜିଲ୍ଲା ଓ ସେସନ୍ କୋର୍ଟ ଖୋଲିବା ଦ୍ୱାରା କଟକରେ ଏହି କୋର୍ଟ ସଂଖ୍ୟା ୪ […]

  • Friday, 23 July 2021
masha
ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ତ୍ରୀ

ଅହମ୍ମଦାବାଦ: ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ମହିଳା। ମଶା ସଂଖ୍ୟା ବଢ଼ିବା ପାଇଁ ତାଙ୍କ ସ୍ୱାମୀକୁ ଦାୟୀ କରି ଅହମ୍ମଦାବାଦରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ଏବେ ଚର୍ଚ୍ଚାରେ ରହିଛି। ସେ ତାଙ୍କ ସ୍ୱାମୀଙ୍କୁ ହେମଦସ୍ତାରେ ମାଡ଼ ମାରିଥିବା ସୂଚନା ମିଳିଛି। କେବଳ ମହିଳା ନୁହେଁ ଏଥିରେ ତାଙ୍କ ଝିଅବି ମାଆକୁ ସାହାଯ୍ୟ କରିଛନ୍ତି। ମଶା ନିବାରଣରେ ବିଫଳ ହୋଇଥିବା ଏହି ବ୍ୟକ୍ତିଙ୍କୁ ମାଆ ଝିଅ ଉଭୟ ମିଶି ନିସ୍ତୁକ ମାରିଛନ୍ତି। […]

  • Friday, 23 July 2021
ram
ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ଅଯୋଧ୍ୟା: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ୍‌ ବିବାଦରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳକୁ ସୁପ୍ରିମକୋର୍ଟ ରାମ ଲଲା ନ୍ୟାସକୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜାଗା ମସଜିଦ ନିର୍ମାଣ ପାଇଁ ଦେବାକୁ କହିଥିଲେ। ଏହି ୫ ଏକର ଜମି ଅଯୋଧ୍ୟା ମଧ୍ୟରେ ହିଁ ମୁସଲିମ ପକ୍ଷଙ୍କୁ ମିଳିବ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ଜମି ବିବାଦର ମୁଖ୍ୟ ଲିଟିଗାଣ୍ଟ ଇକବାଲ ଅନସାରୀ ନୂଆ ଦାବି ଜଣାଇଛନ୍ତି। […]

  • Friday, 23 July 2021
amit
ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେପିର ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମହାରାଷ୍ଟ୍ରରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧ ପାଇଁ ସେ ସିଧାସଳଖ ଶିବସେନାକୁ ହିଁ ଦାୟୀ କରିଛନ୍ତି। ସେହିପରି ମହାରାଷ୍ଟ୍ରରେ ତରବରିଆ ଭାବେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପଛରେ କେନ୍ଦ୍ରର ହାତ ଥିବା ନେଇ ବିରୋଧୀ କରୁଥିବା ଅଭିଯୋଗର ଜବାବ ମଧ୍ୟ ଶ୍ରୀ […]

  • Friday, 23 July 2021
dibyanga
ରିଲିଫ୍‌ ଫଣ୍ଡକୁ ଦାନ କଲେ, ଗୋଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ନେଲେ ଦିବ୍ୟାଙ୍ଗ ପ୍ରଣବ

ଥିରୁଭନନ୍ତପୁରମ୍‌: ଈଶ୍ୱର ତାଙ୍କୁ ହୁଏତ ଅଧା ଗଢ଼ିଥାଇପାରନ୍ତି, କିନ୍ତୁ ସେ ଯେ ଈଶ୍ୱରଙ୍କ ଦିବ୍ୟ ସୃଷ୍ଟି ଏକଥାର ପ୍ରମାଣ ଦେଇପାରିଛନ୍ତି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରଣବ ବାଲାସୁବ୍ରମଣ୍ୟମ୍‌। କେରଳରେ ବାତ୍ୟା ପରେ ସ୍ଥିତି ସାଂଘାତିକ ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅର୍ଥ ଦାନ କରିବାକୁ ପହଞ୍ଚିଥିଲେ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ସହ ସେ ବିତାଇଥିବା କିଛି ମୁହୂର୍ତ୍ତ କ୍ୟାମେରାରେ କଏଦ୍‌ ହୋଇ ଗଣମାଧ୍ୟମକୁ ଆସିବା ପରେ ବେଶ୍‌ କିଛି ଲୋକଙ୍କ ହୃଦୟ ଜିତପାରିଛି। […]

  • Friday, 23 July 2021
Navjot Singh Sidhu
“ଦଳର ନିଷ୍ପତ୍ତିକୁ ସମସ୍ତେ ମାନିବାକୁ ବାଧ୍ୟ”

ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଘନିଷ୍ଠ ଭାବରେ ସେ କାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ, କଂଗ୍ରେସ ଏକଜୁଟ ହୋଇଛି । ଦଳରେ ସମସ୍ତେ ଶୃଙ୍ଖଳିକ ଭାବରେ କାର୍ଯ୍ୟ କରିବେ। ଦଳର ନିଷ୍ପତ୍ତି ସମସ୍ତେ ବାନିବାକୁ ବାଧ୍ୟ ବୋଲି ସିଦ୍ଧୁ କହିଛନ୍ତି।

hh
ମହାରାଷ୍ଟ୍ରରେ ଲାଗିଲା ରାଷ୍ଟ୍ରପତି ଶାସନ

ମୁମ୍ବାଇ: ମହାରାଷ୍ଟ୍ରରେ ୧୯ ଦିନର ସରକାର ଗଠନ କସରତ ପରେ ଶେଷରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଜ୍ୟପାଳଙ୍କ ସୁପାରିସ ଆଧାରରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କୌଣସି ଦଳ ସରକାର ଗଠନ କରି ନପାରିବାରୁ ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ସେହି ସୁପାରିସ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଥିଲା। ବୈଠକରେ ରାଜ୍ୟପାଳଙ୍କ ସୁପାରିସକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଥିଲା। ଏହି ପ୍ରସ୍ତାବକୁ […]

  • Friday, 23 July 2021
terror
ନର୍ସ ବେଶରେ ଥିଲେ ଖଲିସ୍ତାନୀ ଆତଙ୍କବାଦୀ

ଚଣ୍ଡିଗଡ଼: ନର୍ସ ବେଶରେ ଖଲିସ୍ତାନୀ ଆତଙ୍କବାଦୀ। ପଞ୍ଜାବ ପୁଲିସର ଷ୍ଟେଟ୍ ଅପରେସନ ସେଲ୍ ୨ ଜଣ ଖଲିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲଖବୀର ସିଂ ଓ ସୁରେନ୍ଦର କୌର। ମହିଳା ଅଭିଯୁକ୍ତ ସୁରେନ୍ଦର କୌରର ଘର ପଞ୍ଜାବର ଫରିଦକୋଟ୍ରେ। ସେ ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲା। ଅନ୍ୟ ଅଭିଯୁକ୍ତ ହେଉଛି ପଞ୍ଜାବ ହୋସିଆରପୁରର ଲଖବୀର ସିଂହ। ଏହି ଦୁଇ ଆତଙ୍କବାଦୀଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। […]

  • Friday, 23 July 2021
ljp
ଶିବସେନା ପରେ ବିଜେପିକୁ ଆଉ ଏକ ଝଟ୍‌କା: ଏକାକୀ ଲଢ଼ିବ ଏଲ୍‌ଜେପି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିଠାରୁ ଶିବସେନା ଅଲଗା ହେବା ପରେ ଝାରଖଣ୍ଡରେ ମଧ୍ୟ ଦଳକୁ ଧକ୍କା ଲାଗିଛି। ଆସନ୍ତା ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ବିଜେପି ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ନିଷ୍ପତ୍ତି ନେଇଛି। ଆସନ ବୁଝାମଣା ନେଇ ବିଜେପି ଓ ଏଲ୍‌ଜେପି ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲା।  କିନ୍ତୁ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ହେବାରୁ ଏଲ୍‌ଜେପି ଚଳିତ ନିର୍ବାଚନରେ ୫୦ଟି ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ପ୍ରକାଶ ଥାଉକି ଏଲ୍‌ଜେପି […]

  • Friday, 23 July 2021