• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

tiger
ବନ୍ଧୁକ, ଫୋର୍ସ ସହ ବାଘ ଧରିବାକୁ ଆସିଲା ପୋଲିସ , ଦେଖିଲା ବେଳକୁ...

ନୂଆଦିଲ୍ଲୀ: ପିଲାବେଳେ ବାଘ ଓ ମିଛ କହୁଥିବା ପିଲଟିର କଥା ଶୁଣିଥିଲୁ।   ବାଘ ଆସିଲା, ବାଘ ଆସିଲା ବୋଲି ପିଲାଟି ମିଛରେ ଚିତ୍କାର କରିଥିଲା । କିନ୍ତୁ ସତରେ ଦିନେ ବାଘଟି ଆସିଥିଲା । ହେଲେ ପିଲାଟି ଯେତେ ଚିତ୍କାର କରି ଘର ଲୋକଙ୍କୁ ଡାକିଲେ ବି କେହି ତା କଥାକୁ ବିଶ୍ୱାସ କରିନଥିଲେ। ଶେଷରେ ପିଲାଟିକୁ ବାଘ ନେଇଯାଇଥିଲା। କିନ୍ତୁ ଆମେ ଯେଉଁ କାହାଣୀ ବିଷୟରେ ଏଠାରେ କହିବାକୁ ଯାଉଛୁ, ସେହିଭଳି ନ ହୋଇଥିଲେ ବି […]

  • Monday, 26 July 2021
pulitar
୩ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ମିଳିଲା ସମ୍ମାନଜନକ ପୁଲିତଜର ପୁରସ୍କାର

ନୂଆଦିଲ୍ଲୀ: ଏଥର ୩ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ମିଳିଛି ସମ୍ମାନୀୟ ପୁଲିତଜର ପୁରସ୍କାର। ଧାରା ୩୭୦ ହଟିବା ପରେ ଜାମ୍ମୁକାଶ୍ମୀର ଉପତ୍ୟାକା ଅଞ୍ଚଳର ଅସ୍ଥିର ଜୀବନର ଚିତ୍ର ତୋଳି ଏମାନେ ଜିତିଛନ୍ତି ଏହି ସମ୍ମାନଜନକ ପୁରସ୍କାର। ଏମାନେ ହେଲେ ଆସୋସିଏଟେଡ୍‌ ପ୍ରେସ୍‌ର ଫଠୋ ସାମ୍ବାଦିକ- ଚନ୍ନି ଆନନ୍ଦ, ମୁଖତାର ଖାନ ଏବଂ ଦର୍‌ ୟାସିନ। ଏମାନେ ସମସ୍ତେ ଜାମ୍ମୁ-କାଶ୍ମୀର ଅଞ୍ଚଳର।  ଫିଚର ଫଟୋଗ୍ରାଫି କ୍ୟାଟେଗୋରୀରେ ଏହି ତିନି ସାମ୍ବାଦିକଙ୍କୁ ପୁଲିତଜର ଆୱାର୍ଡ ମିଳିଛି। ଏହି ଆୱାର୍ଡ ପାଇଥିବା […]

  • Monday, 26 July 2021
exam444
ଜୁଲାଇ ୧୮ରେ ହେବ JEE ମେନ୍

ନୂଆଦିଲ୍ଲୀ: ଜୁଲାଇ ୧୮ରେ ହେବ JEE ମେନ୍ ଏଣ୍ଟ୍ରାନ୍ସ।  ଜୁଲାଇ ୧୮ରୁ ୨୩ ପର୍ଯ୍ୟନ୍ତ ଦେଶରେ ଚାଲିବ ଜେଇଇ ମେନ୍ ପରୀକ୍ଷା।  ଆଜି ଏନେଇ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆ। ସେହିପରି ଜୁଲାଇ ୨୬ରେ ନିଟ୍‌(NEET) ପରୀକ୍ଷା କରାଯିବ। ଜେଇ ଆଡଭାନ୍ସ ପରୀକ୍ଷା ଅଗଷ୍ଟ ମାସରେ କରାଯିବ ବୋଲି କହିଛନ୍ତି ମାନବ ସମ୍ୱଳ ବିକାଶ ମନ୍ତ୍ରୀ। ଦେଶରେ ଜୁଲାଇ ୧୮, ୨୦, ୨୧, ୨୨ ଏବଂ ୨୩ ତାରିଖରେ ପରୀକ୍ଷା କରାଯିବ। […]

  • Monday, 26 July 2021
monkey 222
ଖେଳଣା ବାଇକ୍‌ରେ ଆସିଲା ମାଙ୍କଡ଼, ସୁଯୋଗ ଦେଖି ଛୁଆକୁ ଟେକିନେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟେ  ମାଙ୍କଡ଼ ଛୋଟ ଛୁଆଙ୍କ ବାଇକ୍ ଚଲାଇ ଗଳିରେ ପଶି ଏକ ଶିଶୁକୁ ଟାଣିକି ନେବାକୁ ଚେଷ୍ଟା କରୁଥିଲା। କେହି କେହି ଏହାକୁ ଅପହରଣ ଉଦ୍ୟମ ବୋଲି କହୁଛନ୍ତି। କିନ୍ତୁ ଶିଶୁଟି ଘରର ବାହାରେ ବସିଥିଲା। ତା’ପରେ ମାଙ୍କଡଟି ଏକ ଖେଳଣା ବାଇକ୍‌ ଧରି ଆସି ଶିଶୁକୁ ଟାଣି ନେବାକୁ ଚେଷ୍ଟା କରୁଥିଲା। Can’t remember the last time I […]

  • Monday, 26 July 2021
police
ନବ ବିବାହିତଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କଲେ ପୋଲିସ

ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ୍‌ ଜାରି କରାଯାଇଛି। କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ କୌଣସି ଶୁଭ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି। ଏହି ସମୟରେ ଏକ ନବ ବିବାହିତ ଦମ୍ପତିଙ୍କୁ ପୋଲିସ କର୍ମୀମାନେ ନିଆରା ଢ଼ଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବାର ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନାସିକରେ ପୋଲିସ […]

  • Monday, 26 July 2021
risi kapoor
ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ ହେଲା ଋଷିଙ୍କ ଚିତାଭସ୍ମ

ମୁମ୍ୱାଇ: ବଲିଉଡ଼୍ ଅଭିନେତା ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମ ରବିବାର ମୁମ୍ବାଇର ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ବିସର୍ଜନ ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲକ୍‌ଡାଉନ୍  ଯୋଗୁଁ ହରିଦ୍ୱାର ଯିବା ପାଇଁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ କରାଯାଇଛି। ଏହି ସମୟରେ ରିଷି କପୁରଙ୍କ ପତ୍ନୀ ନୀତୁ କପୁର, ପୁଅ ରଣବୀର କପୁର, ଝିଅ ରିଦ୍ଧିମା, ଅଭିନେତ୍ରୀ ଆଲିୟା ଭଟ୍ଟ ଉପସ୍ଥିତ ଥିବା ଫଟୋରେ ଦେଖିବାକୁ […]

  • Monday, 26 July 2021