• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

covaxin
ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ। ଓଡ଼ିଶାର ସମ୍ ସମେତ ଦେଶରେ ୨୧ଟି ସଂସ୍ଥାରେ ଏହି ପରୀକ୍ଷଣ କରାଯିବ। ଦେଶର ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପରୀକ୍ଷଣରେ ସାମିଲ ହେବେ ବୋଲି ଓଡ଼ିଶା କ୍ଲିନିକାଲ ଟ୍ରାଏଲ ମୁଖ୍ୟ ଇ.ଭେଙ୍କଟରାଓ ସୂଚନା ଦେଇଛି। ଓଡ଼ିଶାର ୨ ହଜାର ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ। କୋଭାକ୍ସିନ୍ ଟିକା ରୋଗ ଏଡ଼ାଇ ପାରିଲା କି ନାହିଁ ୩ୟ ପର୍ଯ୍ୟାୟରେ ଜଣାପଡ଼ିବ। ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ […]

  • Friday, 02 July 2021
chingudi
କାସୁନ୍ଦି ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଲୁଣ, ହଳଦୀ, ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, କାସୁନ୍ଦି ସୋରିଷ ସସ୍ , ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼େଇ ତାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ଏବେ ଏକ କଡ଼େଇରେ  ତେଲ ଗରମ କରି ଚିଙ୍ଗୁଡ଼ିକୁ ହାଲ୍‌କା ଭାଜି ଦିଅନ୍ତୁ। ତା’ପରେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା […]

  • Friday, 02 July 2021
9pm
ରାତି ୯ଟା ବେଳର ମୁଖ୍ୟଖବର

https://youtu.be/da-IAr1kFww

  • Friday, 02 July 2021
ଲଭ୍‌-ଜିହାଦ୍‌ରୁ ହତ୍ୟା, ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଫରିଦାବାଦ: ଗତକାଲି ହରିୟାଣାର ଏକ କଲେଜ୍‌ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଭ୍‌-ଜିହାଦ୍‌ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି। ଘଟଣା ମୁତାବକ ଗତକାଲି ଫରିଦାବାଦ୍‌ର ବାଲାବଗଡ଼ଠାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଦୁଇଜଣ ଯୁବକ ତାଙ୍କ କଲେଜ୍‌ ସମ୍ମୁଖରେ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହେବାରୁ ଯୁବକ ଜଣକ ଉକ୍ତ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। […]

  • Friday, 02 July 2021