• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

joe biden
ଜୋ ବାଇଡେନ୍ କିଏ ? ୭୭ବର୍ଷର ଜୀବନ କାହାଣୀରେ ଲୁଚି ରହିଛି ଅଦୃଶ୍ୟ ରହସ୍ୟ

ଭୁବନେଶ୍ୱର: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ବସ୍ ବନିବାକୁ ଯାଉଥିବା ଜୋ ବାଇଡେନ୍ କିଏ ? ମାର୍କିନ୍ ରାଷ୍ଟ୍ରପତି ଚୌକି ଦଖଲର ବିରାଟ ସଫଳତାର ପହଞ୍ଚିଥିିବା ବାଇ଼ଡେନ୍‌ଙ୍କ ୭୭ବର୍ଷର ଜୀବନ କାହାଣୀ ଭିତରେ ଲୁଚି ରହିଛି କି କି ଅଦୃଶ୍ୟ ରହସ୍ୟ। କଣ ତାଙ୍କ ଜୀବନର ଅଜଣା ଘଟଣାବଳୀ ଜାଣିବାକୁ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଇଏ ସେହି ବାଇଡେନ୍-ଯିଏ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଏକଦା ଥିଲେ ରାଇଟ୍ ହ୍ୟାଣ୍ଡ। ତେବେ ୧୯୭୨ […]

  • Thursday, 01 July 2021
putin
ରାଷ୍ଟ୍ରପତି ପୁଟିନଙ୍କର କ’ଣ ହୋଇଛି ? କାହିଁକି ତାଙ୍କର ଗୋଡ ଥରୁଛି ?

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ ଖବର ଶୁଣିବାକୁ ମିଳିଛି । ଖବର ମୁତାବକ ପୁଟିନ ପାର୍କିନସନ୍ସ ରୋଗ (Parkinsons disease)ରେ ପୀଡ଼ିତ ହୋଇଛନ୍ତି। ପରିସ୍ଥିତି ଏପରି ହେଉଛି ଯେ, ସେ ଜାନୁଆରୀରେ ରାଷ୍ଟ୍ରପତି ପଦ ଛାଡି ପାରନ୍ତି । ଏହି ରିପୋର୍ଟ ଅନୁଯାୟୀ, ୬୮ ବର୍ଷିୟ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା  ଦେଖି ତାଙ୍କର ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଆଲିନା କାବାଭା ତାଙ୍କୁ ଅବସର ନେବା ପାଇଁ ଅନୁରୋଧ କରିଛନ୍ତି। ନିକଟରେ […]

  • Thursday, 01 July 2021
arnaba
ଜେଲ୍ ହାଜତକୁ ଗଲେ ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ୍ ହାଜତକୁ ନିଆଯାଇଛି । ଆଜି ସକାଳୁ ତାଙ୍କୁ ଆଲିବଗ୍ ଜିଲ୍ଲା ପରିଷଦ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ ସେଣ୍ଟରରୁ ନଭି ମୁମ୍ବାଇର ତାଲୋଜା ସେଣ୍ଟ୍ରାଲ୍ ଜେଲକୁ ନିଆଯାଇଛି । ଗତ ୪ ତାରିଖରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କୁ ୧୪ ଦିନିଆ ହେପାଜତକୁ ପଠାଯାଇଥିଲା। ତେବେ ଗିରଫ ପରେ କରୋନା ଦୃଷ୍ଟିରୁ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ […]

  • Thursday, 01 July 2021
movie
ଆଜି ରିଲିଜ୍‌ ହେବ ବଲିଉଡ୍‌ ଫିଲ୍ମ ‘ଲକ୍ଷ୍ମୀ’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ଆଜି ରିଲିଜ୍‌ ହେବ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ‘ଲକ୍ଷ୍ମୀ’। ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଏଥର ଏକ ଭିନ୍ନ ଚରିତ୍ର ଓ ଲୁକ୍‌ରେ ଦେଖିବାକୁ ମିଳିବ। ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ। ଫିଲ୍ମରେ ରହିଛି କମେଡି, ଆକ୍ସନ୍, ଥିଲର୍ ଏବଂ ସସ୍‌ପେନ୍ସ। ଏବେ ବି ଅନେକ ରାଜ୍ୟରେ ସିନେମା ହଲ୍ ଖୋଲି […]

  • Thursday, 01 July 2021