• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pic
କୋଭିଡ୍‌ ମୃତକଙ୍କ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ

କନ୍ଧମାଳ: ଜଙ୍ଗଲରେ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଝୀପଡାରେ ମୃତକଙ୍କ ଶବ ସତ୍କାରକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଠାକାର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଗ୍ରାମବାସୀ ତାଙ୍କର ଦେହାନ୍ତ କରୋନାରେ ହୋଇଛି ସନ୍ଦେହ କରି ଶବ ସତ୍କାରକୁ ବିରୋଧ କରିଛନ୍ତି। ତାଙ୍କ ଶବ ସତ୍କାର ପାଇଁ ପରିବାରଲୋକ ଓ ପ୍ରଶାସନ ମିଶି ମାଝୀପଡ଼ା ଜଙ୍ଗଲର ଘାଟି ଜାଗାକୁ ଆଣିଥିଲେ। ଖବର ପାଇ ଗ୍ରାମବାସୀ ସେଠାରେ […]

  • Friday, 02 July 2021
GUN-POINT
ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ସୁଧୀର କରୁଥିଲା ବେପାର !

କଟକ: କଟକରେ ଚାଲିଥିବା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ୍। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଚ ପୋଲିସ୍‌। ମୁଖ୍ୟ ଅଭିଯୁକ୍ତ ସୁଧୀର ସ୍ୱାଇଁକୁ ଗିରଫ କରିବା ସହ ତାର ୩ ଜଣ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଛି। ଏହାସହ ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଗୁଳି ସମେତ ଅନେକ ମୋବାଇଲ ଜବତ ହୋଇଛି। ସୂଚନା ନେବାରୁ ଜଣାପଡ଼ିଛି, ଆଖପାଖ ଅଞ୍ଚଳର ଅପରାଧୀ ୭୦ ହଜାର ଟଙ୍କାରେ […]

  • Friday, 02 July 2021
forest dept
ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗ, ରେଞ୍ଜର ନିଲମ୍ବିତ

ସମ୍ବଲପୁର: ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗରେ ରେଞ୍ଜର ନିଲମ୍ବିତ। ସମ୍ବଲପୁର ସଦର ବନାଞ୍ଚଳର ରେଞ୍ଜର ଗୌରୀଶଙ୍କର ଦାସଙ୍କୁ ନିଲମ୍ବନ କରାଯାଇଛି। ଗତ ୨୦୧୯ରୁ ୨୦ ୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା।  କେତେବେଳେ…

  • Friday, 02 July 2021
police-public
ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ

ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି।  ଲକ୍ଷ୍ମୀ ଟକିଜ ଛକ ନିକଟରେ ଗାଡ଼ି ଚେକିଂ ବେଳେ ଏଭଳି ସ୍ଥିତି ଉପୁଜିଛି। ବାଇକରେ ୩ ଜଣ ଯାଉଥିବାବେଳେ ଏମାନଙ୍କୁ ପୋଲିସ ଅଟକାଇଥିଲା।  ତେବେ ପୋଲିସ ଗାଡ଼ି ରୋକିବାରୁ ସ୍ଥାନୀୟ…

  • Friday, 02 July 2021
rairakhol
କୋଇଲା ଚୋରା ଚାଲାଣ ବେଳେ ୫ ଟ୍ରେଲର ଜବତ : ଚଢ଼ାଉ ବେଳେ ଦୌଡ଼ି ପଳାଇଲେ ଡ୍ରାଇଭର

ରେଢ଼ାଖୋଲରେ କୋଇଲା ଚୋରି ରାକେଟ ଠାବ ୫ ଟ୍ରେଲର ଜବତ, ଜଣେ ଅଟକ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ଚଢ଼ାଉ କରିଥିଲା ପୋଲିସ ରେଢ଼ାଖୋଲ: ଧରାପଡିଲା କୋଇଲା ଚୋରି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବଡ଼ ଧରଣର କୋଇଲା ଚୋରି…

  • Friday, 02 July 2021
sambalpur
ବନ୍ଦ ହୋଇଯିବ ସମ୍ବଲପୁର ରୋଡ ରେଳ ଷ୍ଟେସନ : ରେଳବାଇର ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ ଧମକ

ସମ୍ବଲପୁର : ବନ୍ଦ ହୋଇଯିବ ସମ୍ବଲପୁରର ଲାଇଫ ଲାଇନ୍ । ସମ୍ବଲପୁର ରୋଡ ରେଳ ଷ୍ଟେସନ ରେଳ ଲାଇନ ଦୋହରୀକରଣ ପାଇଁ ଫାଟକ ଷ୍ଟେସନ ଭାବେ ଜଣାଶୁଣା ଷ୍ଟେସନକୁ ସ୍ଥାୟୀ ଭାବେ ଉଚ୍ଛେଦ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ…

  • Friday, 02 July 2021
Electrocuted
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ କୁମୁଡ଼ାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ  ନନ୍ଦିନୀ କାଡ୍ରାକା। ସେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ।…

  • Friday, 02 July 2021
padmalochan
ପରଲୋକରେ ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିର ଡାମେଜ୍ ସେଫେଟି ବିଶେଷଜ୍ଞ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ଦେହାନ୍ତ। ଶ୍ରୀଜଗନ୍ନାଥ ମନ୍ଦିର ବିଶେଷଜ୍ଞ କୋର କମିଟିର ବରିଷ୍ଠ ଇଞ୍ଜିନିୟର ପଦ୍ମଲୋଚନ ମହାପାତ୍ରଙ୍କ ୮୦ବର୍ଷ ବୟସରେ ଗତକାଲି(ମଙ୍ଗଳବାର) ଦେହାନ୍ତ ଘଟିଛି। ହୃଦଘାତରେ ସେ ମୃତ୍ୟୁବରଣ କରିଛନ୍ତି। ସେ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ଣ୍ଣାଙ୍ଗ ମରାମତି କାର୍ଯର ପ୍ରତ୍ୟକ୍ଷ ତଦାରଖ ବିଗତ ୨୭ବର୍ଷ ଧରି କରିଆସୁଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପ୍ରତିଷ୍ଠିତ ବୈଷୟିକ କୋର କମିଟିର ମୁଖ୍ୟ ସଦସ୍ୟ ଭାବରେ ୧୯୯୩ ମସିହାରୁ କାର୍ଯ୍ୟ କରିଆସୁଥିଲେ। ମେକାନିକାଲ ଇଞ୍ଜିନିୟର […]

  • Friday, 02 July 2021
pihu
ନିଖୋଜ ଶିଶୁକନ୍ୟା ପିହୁର ମା’ଙ୍କୁ ଉଠାଇନେଲା ପୋଲିସ୍

ଯାଜପୁର: ଭୁବନେଶ୍ୱର ଆସୁଥିବା ସମୟରେ ପିହୁ ମା’କୁ ଉଠାଇ ନେଲା ପୋଲିସ୍। କଟକ ଓଏମ୍‌ପି ଛକରେ ବସ୍ ଅଟକାଇ ପିହୁର ମା’ଙ୍କୁ ଉଠାଇ ନେଇଯାଇଛି ପୋଲିସ। ଯାଜପୁରରୁ  ଭୁବନେଶ୍ୱର ବିଧାନସଭା ଅଭିମୁଖେ ପିହୁ ମା’ ମୋନାଲିସା ନାୟକ ବାହାରିଥିଲେ ବୋଲି ଜଣାପଡ଼ିଛି।…

  • Friday, 02 July 2021
shashank
’ଭାଇ ନୁହେଁ, ଆଜି ମୋ ପୁଅ ଚାଲିଗଲା’- ସହିଦ ଶଶାଙ୍କଙ୍କୁ ଝୁରି କାନ୍ଦୁଛନ୍ତି ବଡ଼ ଭାଇ

ଯାଜପୁର(ଗୁଲାମ ଗସ୍) : ’ଭାଇ ନୁହେଁ ପୁଅ ଥିଲା ମୋର। ଆଜି ମୋ ପୁଅ ଚାଲିଗଲା। ମୋ ଭାଇଟା, ମୋ ଛୁଆ ଭାଇଟା। ସାନ ଭାଇଟାକୁ କୋଳେଇ କାଖେଇ ମଣିଷ କରିଥିଲି, ଆଜି ଦେଶ ପାଇଁ ସହିଦ ହୋଇଗଲା।” ଦେଶମାତୃକା ପାଇଁ…

  • Friday, 02 July 2021
siva-linga
ବୈତରଣୀ ଗର୍ଭରେ ଦୃଶ୍ୟମାନ ହେଲେ ବିରାଟ ଶିବ ଲିଙ୍ଗ

ବୈତରଣୀ ନଦୀ ଗର୍ଭରୁ ଠାବ ହେଲା ବିରାଟ ଶିବ ଲିଙ୍ଗ। ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତର ବୈତରଣୀ ନଦୀ ଭିତରେ ଶିବ ଲିଙ୍ଗ ସହ ଦୁଇଟି ପୁରାତନ ମନ୍ଦିରର ଚୂଡା ସାମ୍ନାକୁ ଆସିଛି। ଶିବ ଲିଙ୍ଗ ସ୍ପଷ୍ଟ ଭାବେ ଦେଖାଯିବା ପରେ ଆଜିଠୁ ଲୋକେ ପୂଜାର୍ଚ୍ଚନା ବି ଆରମ୍ଭ କରିଦେଇଛନ୍ତି।

  • Friday, 02 July 2021
excel
୧୯ ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଏରିୟଲ ସର୍ଭେ !

ଭୁବନେଶ୍ୱର: ୩୧ ଅଗଷ୍ଟ ୨୦୨୦। ସେହିଦିନ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ୍ ସର୍ଭେ ପରେ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବା ସହିତ ଘୋଷଣା କରିଥିଲେ ସହାୟତା ପ୍ୟାକେଜ୍। ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍ ସର୍ଭେ ଓ ପରବର୍ତ୍ତୀ ସମୀକ୍ଷା ବୈଠକର ଚିତ୍ର ଓ ଭିଡିଓ ପ୍ରଦାନ କରିଥିଲେ ରାଜ୍ୟ ସରକାର। ତେବେ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ କରିଥିବା ପରିଦର୍ଶନ ନେଇ ପ୍ରଶ୍ନ […]

  • Friday, 02 July 2021
135330975_245329763888740_3227344329145145828_n
ସର୍ବଜିତଙ୍କ ଡିଫେନ୍ସ ଏକାଡେମୀ: ବିନା ପ୍ରାପ୍ୟରେ ଦେଶ ପାଇଁ ଯବାନ ଗଢ଼ୁଛନ୍ତି ସିଆରପିଏଫ୍ ଯବାନ

ଯାଜପୁର( ଗୁଲାମ ଗସ୍)‌ : ଓଡ଼ିଆ ପୁଅଙ୍କ ହୁଙ୍କାର ବାଣୀରେ ଶତ୍ରୁପକ୍ଷ ଥରହର ହେବ। ମାତୃଭୂମିର ମାନ ପାଇଁ ଜନ୍ମ ନେଇଥିବା ବୀର ଦେଶ ଓ ଜାତି ପାଇଁ ଶେଷ ରକ୍ତବିନ୍ଦୁ ଥିବା ଯାଏଁ ଲଢ଼ିବେ। ବୀର ଆମର ରଚିବେ ଆଉ…

  • Friday, 02 July 2021
road
ସରିବ ତ ରାସ୍ତା କାମ ? ଅଧପନ୍ତରିଆ ଭାବେ ପଡିରହିଛି କଳିଙ୍ଗନଗରର ଲାଇଫଲାଇନ୍

ଯାଜପୁର(ଅଭୟ ପତି) : ଆଶା ଥିଲା ବାଇପାସ୍ ରାସ୍ତା ତିଆରି ହେଲେ, ସହର ଭିତରୁ ଟ୍ରାଫିକ ସମସ୍ୟା କମିବ । ଲୋକେ ଭିଡ଼ରୁ ମୁକ୍ତି ପାଇବେ, ଭାରିଯାନ ହଟିବ, ତାସହ ଦୁର୍ଘଟଣା ବି କମିବ । କିନ୍ତୁ ଦୀର୍ଘ ବର୍ଷ ହେଲା…

  • Friday, 02 July 2021
malik
୫ କୋଟି ଟଙ୍କା ସଂପତ୍ତିର ମାଲିକ ହିନ୍ଦୀ ଶିକ୍ଷକ

ଭୁବନେଶ୍ୱର: ହିନ୍ଦୀ ଶିକ୍ଷକ ୫ କୋଟି ଟଙ୍କା ସଂପତ୍ତିର ମାଲିକ। ଏହି ଶିକ୍ଷକ ଜଣକ ହେଉଛନ୍ତି ଗଂଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ କରି ହୋଇଛି। ବ୍ରହ୍ମପୁରରେ ୩ କୋଟି ଟଙ୍କାର ମୂଲ୍ୟର ୨ଟି ଘର ଥିବା ବେଳେ ଭୁବନେଶ୍ୱରରେ ଅଛି […]

  • Friday, 02 July 2021
tt
ହଷ୍ଟେଲ୍‌ରେ ନିମ୍ନମାନର ଖାଦ୍ୟ! ପ୍ରତିବାଦରେ ରାସ୍ତାରେ ବସିଲେ ଛାତ୍ରୀଛାତ୍ର

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାନର ଶିକ୍ଷା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ହଷ୍ଟେଲ୍‌ରେ ରହୁଥିବା ପିଲାମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ…

  • Friday, 02 July 2021
collage (5)
ଆରମ୍ଭ ହେଲା ସଡକ ସୁରକ୍ଷା ମାସ, ଗୁଣିଗାରେଡି ସନ୍ଦେହରେ ହତ୍ୟା . . . ସଂକ୍ଷେପରେ ରାଜ୍ୟର ମୁଖ୍ୟ ଖବର

ଆରମ୍ଭ ହେଲା ସଡକ ସୁରକ୍ଷା ମାସ  ଭୁବନେଶ୍ୱର : ଆଜିଠୁ ଜାତୀୟ ସଡକ ସୁରକ୍ଷା ମାସ । ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଡ଼କ ସୁରକ୍ଷା ମାସ  । ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ…

  • Friday, 02 July 2021
collage (16)
ଯିଏ ଯାହାକୁ ପାରିଲେ ପିଟିଲେ

ବଣ୍ଡା ଯୁବକଙ୍କ ନିଆରା ଝାଟି ପର୍ବ ପାଳିତ ପରସ୍ପରକୁ ଝାଟିରେ ପିଟି ପାଳିଲେ ପର୍ବ ଶତ୍ରୁତାକୁ ଭୁଲି ଭାଇଚାରା ଲାଗି କରନ୍ତି ଝାଟିରେ ପ୍ରହାର ବଣ୍ଡା ସଂପ୍ରଦାୟଙ୍କ ଦ୍ୱାରା ଆଦିମ କାଳରୁ ହେଉଛି ପାଳନ ଲମତାପୁଟ( ଜଗତ ଜୀବନ କାଚିମ): ଆଦିବାସୀଙ୍କ…

  • Friday, 02 July 2021
firming
ପରିବା ଚାଷ କରି ଆତ୍ମନିର୍ଭରଶୀଳ ଆଦିବାସୀ : ଜମିରେ ଫଳାଉଛନ୍ତି ଭଳି କି ଭଳି ପରିବା

ମାଲକାନଗିରି(ରତ୍ନାକର ପ୍ରଧାନ): ମହାମାରୀର ପ୍ରତିକୂଳ ପରିସ୍ଥିତି ଦେଖାଇଲା ରାହା। ନିଜ କ୍ଷେତରେ ସୁନାର ଫସଲ ଫଳାଉଛନ୍ତି ଆଦିବାସୀ। ଜୁଆଡ଼େ ଦେଖିବ ସବୁଜମୟ ଦିଶୁଛି ପରିବେଶ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ହେଉଛି ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ପରିଚିଚ। ଏଠାରେ…

  • Friday, 02 July 2021
cm-naveen
'ଆସୁଛି ପାର୍ବଣ ଓ ଶୀତଋତୁ, ଅଧିକ ସତର୍କ ରୁହ'

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାର୍ବଣ ଓ ଶୀତଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, କୋଭିଡ ପରିଚାଳନାରେ ଓଡ଼ିଶା କ୍ରମାଗତ ଭଲ ପ୍ରଦର୍ଶନ କରୁଛି। କରୋନା ସଂପର୍କିତ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ଅଧିକାଂଶ ଜିଲ୍ଲାରେ କମୁଛି। ନୂଆ ସଂକ୍ରମଣ ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାର ପରିସ୍ଥିତିରେ […]

  • Friday, 02 July 2021
sarat-kar
ବିୟୋଗ ପରେ ବି ରାଜନେତାଙ୍କୁ ମିଳିଲାନି ଉଚିତ୍ ସମ୍ମାନ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଗଲେ ସିନା, ବିଶିଷ୍ଟ ରାଜନେତା ଶରତ କରଙ୍କୁ ଦିଆଯାଇପାରିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା। ବିୟୋଗ ପରେ ବି ମିଳିଲାନି ଉଚିତ୍ ସମ୍ମାନ। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ନିନ୍ଦା କରିଛନ୍ତି କଟକ ଜିଳ୍ଲା ମାହାଙ୍ଗାବାସୀ ଏବଂ କଂଗ୍ରେସ ନେତା। ଏପରିକି ସ୍ୱର୍ଗତ ଶରତ କରଙ୍କ ପତ୍ନୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି। ଏତେବଡ଼ ରାଜନେତା ତଥା ବିଶିଷ୍ଟ ସାହିତ୍ୟିକଙ୍କ ପରଲୋକ ପରେ ବି ଏଭଳି ଅବହେଳା ଦୁଃଖଦାୟକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। […]

  • Friday, 02 July 2021
toilet-scam
ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଦୁର୍ନୀତି ଅଭିଯୋଗ : ଅନେକ ହିତାଧିକାରୀଙ୍କ ଅଗୋଚରରେ ଉଠାଯାଇଛି ଟଙ୍କା

ବେତନଟୀ(ରଶ୍ମି ରଞ୍ଜନ ଦାସ): ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଘରେ ଘରେ ପାଇଖାନା ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ଅନେକ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଯାଇଛି,…

  • Friday, 02 July 2021
collage (14)
ଦୀର୍ଘ ୧୦ ମାସ ପରେ ଖୋଲିଲା ଅଙ୍ଗନୱାଡ଼ି : କୁନି ପିଲାଙ୍କ ପାଟିତୁଣ୍ଡ ଶୁଣି ଭାବବିହ୍ୱଳ ହେଲେ ଦିଦି

ବାରିପଦା(ମାନିକ ଲାଲ୍ ପାଣି): ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର। ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା। ଅନେକ ଦିନର ବ୍ୟବଧାନ ପରେ ଶିଶୁଙ୍କୁ ପାଇ ଉଠୁଛି ପଡ଼ୁଛି ଅଙ୍ଗନୱାଡ଼ିର ଚାରି କାନ୍ଥ।…

  • Friday, 02 July 2021
similipal
ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ : ଦୁଇ ଦିନର ବର୍ଷା, ବନ ବିଭାଗର ଉଦ୍ୟମ ସତ୍ତ୍ୱେ ଲିଭୁନି ନିଆଁ

ଜଳୁଛି ଶିମିଳିପାଳ ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ ବିଶୋଇ ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ ବାଙ୍ଗିରିପୋଷି ଘାଟି ନିକଟ ପାହାଡରେ ମଧ୍ୟ ଜଙ୍ଗଲରେ ନିଆଁ ବାରିପଦା : ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ । ଦୁଇ ଦିନର ବର୍ଷା,…

  • Friday, 02 July 2021
sirka
ବଲିଉଡ଼ରେ ରାଜ କରୁଛନ୍ତି ବିଜାତଳାର ରାମ ସିର୍କା

ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟିର ଛୋଟ ଗାଁରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା । ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତ ସୁରତନଗରର ରାମ ସିର୍କା ଏବେ ବଲିଉଡରେ ରାଜ କରୁଛନ୍ତି । ମର୍ଦ କୋ ଦର୍ଦ ନେହିଁ ହୋତା,…

  • Friday, 02 July 2021