• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

internet-facility-11
ଓଡ଼ିଶାର ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା

ଭୁବନେଶ୍ୱର: ଏଣିକି ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା। ସମସ୍ତ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକରେ ଏହା ସ୍ଥିର ହୋଇଛି। ଏଥିସହ ପ୍ରତି […]

  • Saturday, 03 July 2021
anubhav
ହାଜର ପାଇଁ ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ଛାଡ଼ପତ୍ର ମାମଲା କୁ ନେଇ  କୋର୍ଟ ବର୍ଷାଙ୍କୁ ନୋଟିସ୍ ଜାରି କରିଛନ୍ତି। ଡିସେମ୍ବର ୧୦ରେ ହାଜର ହେବାକୁ ଏହି ନୋଟିସ୍‌ ଜାରି ହୋଇଛି। ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଦାୟର କରିଥିବା ମାମଲାକୁ ଗ୍ରହଣ କରି କୋର୍ଟ ଏହି ନୋଟିସ୍‌ ଜାରି କରିଛନ୍ତି। ଡିସେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ଦିଲ୍ଲୀ […]

  • Saturday, 03 July 2021
grocery
ଶସ୍ତାରେ ଗ୍ରୋସରି ସାମଗ୍ରୀ ପହଞ୍ଚାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଶସ୍ତାରେ ଘରେ ଗ୍ରୋସରି ସାମଗ୍ରୀ ପହଞ୍ଚାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ। କରୋନା ମହାମାରୀ ସମୟରେ ଏଭଳି ମହା ଠକେଇର ଅଭିଯୋଗ ହୋଇଛି କୋରାପୁଟ ଜୟପୁରରେ।  ଜଣେ କି ଦୁଇ ଜଣ ନୁହେଁ ଏକା ଥରେ ଶହ ଶହ ଲୋକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି କମ୍ପାନୀ। ଜୟପୁରର ଅନ୍ନପୂର୍ଣ୍ଣା ଏଣ୍ଟରପ୍ରାଇଜେସ ବିରୋଧରେ ଆସିଛି ଏପରି ଅଭିଯୋଗ। କରୋନା କଟକଣା ସମୟରେ ଲୋକଙ୍କୁ ଶସ୍ତା ଦରରେ ଗ୍ରୋସେରି ସାମଗ୍ରୀ ଘରେ […]

  • Saturday, 03 July 2021
fire
ବ୍ଲାଷ୍ଟ୍‌ ପରେ ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ‌ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଆଜି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବ୍ଲାଷ୍ଟ୍‌ ପରେ ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିବା ସୂଚନା ମିଳିଛି। ଖବରପାଇ ନିଆଁ ଲିଭାଇବା ପାଇଁ ପେଟ୍ରୋଲ ପମ୍ପରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚିଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନ୍‌ଛତ୍ର ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରାଜ ଭବନ ଛକରୁ କ୍ୟାପିଟାଲ୍‌ ହସ୍ପିଟାଲ ଯାଏ ରାସ୍ତାକୁ ପୋଲିସ୍‌ ସିଲ କରିଦେଇଛି‌। ଅଗ୍ନିକାଣ୍ଡ ନେଇ […]

  • Saturday, 03 July 2021
hati
ଆରମ୍ଭ ହେଲା 'ଐରାବତ ବସ୍ ଯୋଜନା', ହାତୀ ଉପଦ୍ରବରୁ ମିଳିବ ରକ୍ଷା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଏଣିକି ହାତୀ ଉପଦ୍ରବରୁ ରକ୍ଷା ମିଳିବ। ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ପରଜଙ୍ଗ ବ୍ଲକ୍‌ରେ ବନ ବିଭାଗ ପକ୍ଷରୁ ଐରାବତ ବସ୍ ଯୋଜନା ଆରମ୍ଭ ହୋଇଛି। ଏହି ବସ୍ ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀ ଉପଦ୍ରବ ଉପରେ କଡ଼ା ନଜର ରଖିବେ। ଏଥିସହ ହାତୀଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରିବେ। ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‌ରେ ଅନେକ ସୁବିଧା କରାଯାଇଛି। […]

  • Saturday, 03 July 2021
jwellary
ସୁନା ଦୋକାନୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍‌

ଯାଜପୁର: ସୁନା ଦୋକାନିଙ୍କୁ ଆକ୍ରମଣ କରି ଲୁଟ୍। ଯାଜପୁର ଧର୍ମଶାଳା ବ୍ରହ୍ମବରଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ବ୍ୟବସାୟୀ ମହେଶ୍ୱର ସାହୁ ଲୁଟ୍‌ର ଶିକାର ହୋଇଛନ୍ତି। ମହେଶ୍ୱର ଦୋକାନ ବନ୍ଦ କରି ସୁନା ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ପଲ୍‌ସରରେ ୩ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବା ସହ ସୁନା ଗହଣା ଓ ସ୍କୁଟି ନେଇ ଫେରାର ହୋଇଯାଇଥିବା ମହେଶ୍ୱର କହିଛନ୍ତି। […]

  • Saturday, 03 July 2021
ରାତିରେ ଅପହରଣ କଲେ, ସକାଳେ ଛାଡ଼ିଦେଲେ

ଝାରସୁଗୁଡା: ରାତିରେ ଅପହରଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ସକାଳେ ଉଦ୍ଧାର ହେଲେ। ଗତକାଲି ରାତିରେ ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଜନର ର୍ନିବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଦୁର୍ବୃତ୍ତମାନେ ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲେ। ତେବେ ଆଜି ସକାଳୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ର୍ନିବାହୀ ଯନ୍ତ୍ରୀ ମନୋରଞ୍ଜନଙ୍କୁ ଉଦ୍ଧାର କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ,  ଗତକାଲି ରାତିରେ ଏକ ଧଳା ରଙ୍ଗର ବୋଲେରୋରେ ୭ରୁ ୮ଜଣ ଯୁବକ ମନୋରଞ୍ଜନଙ୍କ […]

  • Saturday, 03 July 2021
election
ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ଉପ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା। ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରଣନୀତି । ତିର୍ତ୍ତୋଲ ସିଟ୍ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ଦାୟିିତ୍ୱରେ ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳର ବିଜୟ ନେଇ ଦୃଢୋକ୍ତି ବାଢ଼ିଛନ୍ତି । ଦିଲ୍ଲୀରେ ରହି ସେ ତିର୍ତ୍ତୋଲ ନିର୍ବାଚନ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ […]

  • Saturday, 03 July 2021
fire
ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ: ଗାଡ଼ି, ଘର ଛିନଛତ୍ର, ୮ ଗୁରୁତର   

ଭୁବନେଶ୍ୱର: ଅପରାହ୍ନରେ ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ସିଏନ୍‌ଜି ଷ୍ଟେସନରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ପେଟ୍ରୋଲ ପମ୍ପ। ପେଟ୍ରୋଲ ପମ୍ପରୁ ନିଆଁ ଆକାଶ ଉଚ୍ଚା ଜଳିଥିବା ଦେଖାଯାଇଥିଲା। ୫ରୁ ଅଧିକ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ବିସ୍ଫୋରଣ ଅନେକ କିଛି କ୍ଷତି ହୋଇଯାଇଥିଲା। ଏହି ଭୟଙ୍କର ବିସ୍ଫୋରଣ ପରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି […]

  • Saturday, 03 July 2021
footbll
କରୋନା କଟକଣା ଭୁଲି ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଜମିଲା ଭିଡ଼

ଭୁବନେଶ୍ୱର: ଭୁଲି ଗଲେ ସବୁ କଟକଣା। ମାନିଲେନି କୌଣସି ନିୟମ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଲୋକ ଏକଜୁଟ୍ ହୋଇ ଦେଖିଲେ ଫୁଟବଲ ମ୍ୟାଚ୍। ଏଭଳି ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଓ ଢେଙ୍କାନାଳ କଙ୍କଡ଼ାହାଡ଼ର। ଏଠାରେ ବିନା ମାସ୍କ ବିନା ସଚେତନତାରେ ଚାଲିଥିବା ଫୁଟବଲ ମ୍ୟାଚ୍। ଯେମିତି ଏଠି କରୋନାକୁ କାହାର ଖାତିର ନାହିଁ। କରୋନା ମହାମାରୀକୁ ଏଠି ତିଳେ ହେଲେ ଲୋକେ ଭୟ କରି ନାହାନ୍ତି। ଫୁଟବଲ୍ ମ୍ୟାଚ୍‌ରେ ମତୁଆଲା […]

  • Saturday, 03 July 2021
cm-naveen
ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଆହତଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ  ମଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ଆହତ ସମସ୍ଥଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବ। ବର୍ତ୍ତମାନ ସ୍ଥିତି ଆୟତଧୀନ ରହିଥିବା ସୂଚନା ଦେବା ସହିତ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେମିତ ଏଭଳି ଘଟଣା ଘଟିଲା ସନେଇ […]

  • Saturday, 03 July 2021
vicytim
ନାବାଳିକାଙ୍କୁ ମାଡ଼ ମାରି ଭିଡିଓ ଭାଇରାଲ୍ କରିବା ଘଟଣାରେ ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଉମରକୋଟରେ ଜଣେ ନାବାଳିକାଙ୍କୁ ଅମାନବୀୟ ଭାବେ ମାଡ଼ ମାରି ଭିଡିଓ ଭାଇରାଲ କରିବା ଘଟଣାରେ ତିନି ଯୁବକ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା। ଏହି ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଥିବା ବେଳେ ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ଅଙ୍ଗୁଳି ଉଠାଇଥିଲେ।  ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଦାବି […]

  • Saturday, 03 July 2021
Untitled-1
ହିନ୍ଦୀ ଅଧ୍ୟାପକ ଶେଖ ସଈଦଙ୍କ ଦେହାନ୍ତ

ଆସ୍କା: ଜଣାଶୁଣା ହିନ୍ଦୀ ଓ ଓଡ଼ିଆ ଲେଖକ ଏସ୍.କେ ସଈଦଙ୍କ କରୋନାରେ ମୃତ୍ୟୁ ଘଟିଛି। ସାହିତ୍ୟ ପ୍ରତି ସଈଦଙ୍କ ଅନେକ ଅବଦାନ ରହିଛି। ତାଙ୍କ ସମ୍ପାଦନାରେ ହିନ୍ଦୀ ପତ୍ରିକା ‘ଆପ୍‌ନା ପାଇଗମ’ ପ୍ରକାଶିତ ହୋଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏସ୍.କେ ସଈଦ ଅନେକ ଓଡ଼ିଆ ଲେଖାକୁ ହିନ୍ଦୀରେ ଅନୁବାଦ କରି ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶିତ କରିଛନ୍ତି। ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ଲେଖା ପ୍ରକାଶିତ ହୋଇଛି। ସେ ଆସ୍କା ବିଦ୍ୟାଳୟରେ ହିନ୍ଦୀ ପ୍ରଧ୍ୟାପକ […]

  • Saturday, 03 July 2021
sudhnshu sarangi
ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା; ଅପରାଧିକ ମାମଲା ରୁଜୁ କରି ତଦନ୍ତ କରିବ ପୋଲିସ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ସିପି କହିଛନ୍ତି, ଏହି ଘଟଣାରେ ପୋଲିସ ନିଜ ଆଡୁ ଏତଲା କରୁଛି। ଏହାର ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହେଲା ତାର ତଦନ୍ତ ହେବ ବୋଲି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।  ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ତା ସହିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍ ଟେକ୍ନିସିଆନ ତଦନ୍ତ ଆରମ୍ଭ […]

  • Saturday, 03 July 2021
cm-naveen
ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା କରିବା ପରେ ରାଜ୍ୟ ସରକାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ରାଶି ଦେବେ ବୋଲି ଘୋଷଣା ହୋଇଛି। ରାଜ୍ୟ ସରକାର ସହାୟତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ତଦନୁଯାୟୀ ରାଜ୍ୟ ସରକାର ୬୦ ଜଣ ସହିଦଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ତେବେ […]

  • Saturday, 03 July 2021
sarala-puraskar
୪୧ତମ ଶାରଳା ପୁରସ୍କାର ଘୋଷଣା

ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ଏଥରର ସାରଳା ପୁରସ୍କାର ପାଇବେ ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ। ତାଙ୍କ କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ସେ ପୁରସ୍କୃତ ହେବେ। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବା ସହିତ ମାନପତ୍ର ପ୍ରଦାନ କରାଯିବ। ଏଥିସହ ରାଜ୍ୟର ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ନିଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ […]

  • Saturday, 03 July 2021
PETROLL
ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯା'ଆସ ମନା

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିସ୍ଫୋରଣ ପରେ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯାଆସ ମନା ହୋଇଛି। ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ କଟକଣା ଜାରି କରିଛି କମିଶନରେଟ ପୋଲିସ। ଆଜି ଅପରାହ୍ନରେ ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ […]

  • Saturday, 03 July 2021
narayana
ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା ଲାଗିଛି। ଶଙ୍ଖ ଛାଡ଼ି ପଦ୍ନ ହାତ ଧରିଛନ୍ତି ବିଜେଡିର ପୂର୍ବତନ ନେତା। ବାଲେଶ୍ୱର ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ଚନ୍ଦ୍ର ପ୍ରଧାନ ବିଜେଡି ଛାଡ଼ିଛନ୍ତି।  ନାରାୟଣ ବିଜେଡିର ସଦର ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସହ ୧୮ଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଥିବା ସେ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା କହିଛନ୍ତି […]

  • Saturday, 03 July 2021
sarua
ଗୋଟିଏ ମିଛ ଧରାପଡ଼ିବା ପରେ ଓଟିଭି ନାଁରେ ଆଉ ଏକ ଅଭିଯୋଗ

ଖୋର୍ଦ୍ଧା: ଗୋଟିଏ ଅଭିଯୋଗରେ ମିଛ ଧରା ପଡ଼ୁ ପଡ଼ୁ, ପଛକୁ ପଛ ଖଞ୍ଜା ହେଉଛି ଆଉ ଗୋଟିଏ ଲେଖାଁ ଅଭିଯୋଗ। ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଜମି ଜବରଦଖଲ ଅଭିଯୋଗକୁ ନେଇ ଓଟିଭିକୁ କ୍ଲିନଚିଟ୍ ପରେ ବାଘମାରୀ ଥାନାରେ ଆଉ ଏକ ଅଭିଯୋଗକୁ ନେଇ ମାମଲା ହୋଇଛି। ତେବେ ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଓଟିଭି ବିରୋଧରେ ଗୋଟିଏ ବି ଅଭିଯୋଗ ନଥିଲା ବେଳେ ଏବେ ଘନ ଘନ ଅଭିଯୋଗ ପଛର କାରଣକୁ ନେଇ ଉଠିଛି ପ୍ରଶ୍ନ। ଖୋର୍ଦ୍ଧା ସାରୁଅ […]

  • Saturday, 03 July 2021
ଭୁବନେଶ୍ୱରରେ ଫୁଡ୍ ଡେଲିଭରି ବୟଙ୍କୁ ଚଳନ୍ତା ଗାଡ଼ିରୁ ଧକ୍କାଦେଲେ ଲୁଟେରା

ଭୁବନେଶ୍ୱର: କ୍ରାଇମ୍‌ ସିଟି ପାଲଟିଛି ରାଜଧାନୀ ଭୁବନେଶ୍ୱର। ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍‌ ବଢ଼ିବାରେ ଲାଗିଛି। ମୋବାଇଲ୍ ଫୋନ୍‌ ଲୁଟ୍‌ କରିବା ପରେ ଜଣେ ଫୁଡ୍ ଡେଲିଭରି ବୟଙ୍କୁ ଚଳନ୍ତା ଗାଡ଼ିରୁ ଧକ୍କା ଦେଇନ୍ତି ଲୁଟେରା। ବ୍ୟସ୍ତବହୁଳ ପଳାଶୁଣୀ ନିକଟରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଶୁଭକାନ୍ତ ନାଥ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର […]

  • Saturday, 03 July 2021
ପେଟ୍ରୋଲ୍‌ ପମ୍ପରେ ବ୍ଲାଷ୍ଟ୍‌ ଘଟଣା; ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଥିଲା। ତେବେ ୨ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ SCB ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ। ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ […]

  • Saturday, 03 July 2021
raj bhavan
ରାଜଭବନ ରାସ୍ତାରେ ଲାଗୁ ହେଲା ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଗତକାଲି ଅପରାହ୍ନରେ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ୍‌ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଏ ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି। ସ୍ଥାନ ସୁରକ୍ଷିତ ଘୋଷଣା ନ ହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ପୋଲିସ୍ କମିଶନର କହିଛନ୍ତି। […]

  • Saturday, 03 July 2021
puri
ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ମିଳିଲା ସଙ୍କେତ

ପୁରୀ: ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ମିଳିଲା ସଙ୍କେତ। କୋଭିଡ୍‌ କଟକଣା ଭିତରେ ମନ୍ଦିର ଖୋଲିବା ଲାଗି ଯୋଜନା ପ୍ରସ୍ତୁତ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ରିପୋର୍ଟ ଦେବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୱିଟ୍‌ କରି ମୁଖ୍ୟ ଶାସନ ସଚିବ ଆଜି ଏହି ନିର୍ଦ୍ଦେଶନାମା ଜାରି […]

  • Saturday, 03 July 2021
ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ବ୍ଲାଷ୍ଟ୍‌ ଘଟଣା: ଏହି କାରଣ ଯୋଗୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର: ଏଲ୍‌ପିଜି ଲିକେଜ୍‌ରୁ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ପରେ Petroleum and Explosives Safety Organisation(PESO)ର ଉପମୁଖ୍ୟ କଣ୍ଟ୍ରୋଲର ଏହି ସୂଚନା ଦେଇଛନ୍ତି। PESOର ଉପମୁଖ୍ୟ କଣ୍ଟ୍ରୋଲର କହିଛନ୍ତି, ‘ଟାଙ୍କିରେ ଏଲ୍‌ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଏହାପରେ ନିଆଁ ଲାଗି ଯାଇଥିଲା ଓ ବିସ୍ଫୋରଣ ହୋଇଥିଲା।  ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ୪ ଟନ୍ ଏଲ୍‌ପିଜି ରହିଥିଲା। ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତ ସରିଛି। […]

  • Saturday, 03 July 2021
cycle
ଆରମ୍ଭ ହେବ ‘ସାଇକେଲ୍ସ ଫର୍ ଚେଞ୍ଜ’ କ୍ୟାମ୍ପେନ୍

ଭୁବନେଶ୍ୱର: ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସାଇକେଲ୍‌ଗିରି ଅଭିଯାନ। ଆସନ୍ତାକାଲି ସକାଳ ସାଢ଼େ ୬ଟାରେ ଶିଶୁଭବନ ଛକ ନିକଟ ଏକାମ୍ର ପ୍ଲାଜା ଜନପଥରୁ ୧୨ କିଲୋମିଟର ଦୂର ଧଉଳି ଯାଏଁ, ଏକ ସାଇକେଲ ରାଲି ଆୟୋଜିତ ହେବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ‘ସାଇକେଲ୍ସ ଫର୍ ଚେଞ୍ଜ’ କ୍ୟାମ୍ପେନ୍ ଆୟୋଜିତ ହେବ।  ଭୁବନେଶ୍ୱର ସମେତ ଦେଶର ୯୫ଟି ସହର ଇଣ୍ଡିଆ ସାଇକେଲ୍ […]

  • Saturday, 03 July 2021