• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

testing
ରାଜ୍ୟରେ ୧୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ପୁଣି ୯୬ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୮ ଜିଲ୍ଲାରେ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବାବେଳେ ୮୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଓ ଗଜପତିରେ ସର୍ବାଧିକ ୧୦ ଜଣ […]

  • Tuesday, 13 July 2021
laxmi-bazar
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ: ଲକ୍ଷ୍ମୀବଜାରରୁ ଆରମ୍ଭ ହେଲା ଉଚ୍ଛେଦ କାମ

ପୁରୀ: ଲକଡାଉନ୍ ପାଇଁ ଦୀର୍ଘ ଅଢ଼େଇ ମାସ ବନ୍ଦ ରହିବା ପରେ ଆଜିଠୁ ପୁଣି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟକ୍ରମ।  ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ କାମ ଚାଲିଛି। ପ୍ରଥମେ ଉତ୍ତରପାର୍ଶ୍ୱ ପାଖରୁ ଉଚ୍ଛେଦ କାମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ।  ଏହି ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନ ଗୁଡିକର ଉଚ୍ଛେଦ କରାଯିବ। ପୂର୍ବରୁ ଉତ୍ତରପାର୍ଶ୍ୱ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା। ତେବେ […]

  • Tuesday, 13 July 2021
01-sital
ସରିଲା ଦେବ ବିବାହ, ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ଦେବ ଦମ୍ପତି

ସମ୍ବଲପୁର: ସମ୍ବଲପୁର ସହରରେ ରୀତିନୀତି ଅନୁଯାୟୀ  ସଂପନ୍ନ ହୋଇଛି ଦେବ ବିବାହ । ମାଆ ପାର୍ବତୀଙ୍କ ପାଣି ଗ୍ରହଣ କରିଛନ୍ତି ଦେବ ଦେବ ମହାଦେବ। ଆସନ୍ତାକାଲି ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ। ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହର ଉତ୍ସବମଖର ହୋଇଥିଲେ ହେଁ ଯାତ୍ରା ଆଡମ୍ବର ନାହିଁ। ସାଦାସିଧା ତଥା  ନିରାଡମ୍ବର ଭାବେ ବାହାଘର ସରିଛି ଦେବ ବିବାହ।  ଏଥର କନ୍ୟା ଘରେ ବାହାଘର ହୋଇନି । ବରଂ ମନ୍ଦିର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଥିଲା। ଆସନ୍ତାକାଲି […]

  • Tuesday, 13 July 2021
coronavirus
ପୁଣି ୬୭ କରୋନା ରୋଗୀ ଚିହ୍ନଟ, ୧୬୬୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:ରାଜ୍ୟରେ ପୁଣି ୬୭ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ  କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ଲୋକାଲ କେସ୍। ଏଥସହିତ ମୋଟ ଆକ୍ଟିଭ କେସ ୮୪୧ ହୋଇଥିବାବେଳେ ୮୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୭ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ […]

  • Tuesday, 13 July 2021
bus
କାଲିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍

ଭୁବନେଶ୍ୱର:ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍। ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା  ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି।  ପ୍ରଥମ ଦଫାରେ ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ୍ ଚଳାଚଳ କରିବ। ପୂରା ମାତ୍ରାରେ ବସ୍ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି। ସୂଚନାଥାଉ କି, ୨୫ ତାରିଖରୁ ରାଜ୍ୟ ଭିତରେ ଘରୋଇ ବସ୍ ଓ ଟ୍ୟାକ୍ସି ଚଳାଚଳ […]

prasaba-jantrana
ବଫର୍‌ ଜୋନ୍‌ରୁ ଆସିଥିଲେ ବୋଲି ଗର୍ଭବତୀଙ୍କୁ ଡାକ୍ତରଖାନାରୁ ବାହାର କରିଦେଲେ

ପାରଳାଖେମୁଣ୍ଡି: ଜନନୀ ଯନ୍ତ୍ରଣାର ଆଉ ଏକ ଦୃଶ୍ୟ। କେତେବେଳେ ଦୁର୍ଗମ ରାସ୍ତା ତ କେତେବେଳେ ଆମ୍ବୁଲାନ୍ସ ସମସ୍ୟା ଗର୍ଭବତୀଙ୍କ ପାଇଁ ଥିଲା ବାଧକ । ହେଲେ ଏବେ ବାଧକ ସାଜି ଠିଆ ହୋଇଛି କରୋନା । ବଫର ଜୋନରୁ ଆସିଥିବାରୁ  ଜଣେ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରୁ ବହାର କରିଦେଲେ ହସ୍ପିଟାଲ କତ୍ତୃପକ୍ଷ ।  ମହିଳାଜଣକ ଡାକ୍ତରଖାନା ବାରଣ୍ଡାରେ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ନା ଡାକ୍ତର, ନା ନର୍ସ ନା ମେଡିକାଲ କର୍ତ୍ତୃପକ୍ଷ କାହାରି ଦୃଦୟ ତରଳିଲା […]

  • Tuesday, 13 July 2021
sitalsasthi
ଆଜି ଶିବ ବିବାହ, ସମ୍ବଲପୁରରେ ନିରାଡ଼ମ୍ବରରେ ପାଳନ ହେଉଛି ଶୀତଳଷଷ୍ଠୀ

ସମ୍ବଲପୁର:ଆଜି ଦେବ ଦେବ ମହାଦେବଙ୍କ ବିବାହ। ମା’ ପାର୍ବତୀଙ୍କ ହାତ ଧରିବେ ପ୍ରଭୁ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ସମ୍ବଲପୁର ସହରରେ ପ୍ରତିବର୍ଷ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ବେଶ ଆଡମ୍ବର ସହ ପାଳନ ହୋଇଥାଏ।  ଏଥର ମଧ୍ୟ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ସହର ଚଳଚଞ୍ଚଳ […]

otv
ରାଜ୍ୟରେ ଆଉ ୭୬ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର:ଆଜି ରାଜ୍ୟରେ ଆଉ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଛି। ଏ ନେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ନୂଆ ଚିହ୍ନଟ ୭୬ଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି। ଆଜି ଚିହ୍ନଟ ହୋଇଥିବା ୭୬ ଜଣ ୧୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରୁ ୧୬, ଖୋର୍ଦ୍ଧା ଓ […]

  • Tuesday, 13 July 2021
transgormer-1
୩୦ ଫୁଟ୍‌ ଟ୍ରାନ୍ସଫର୍ମର ଉପରକୁ କାହିଁକି ଚଢ଼ିଥିଲା ୮ ବର୍ଷର ଶିଶୁ

ଯାଜପୁରରୋଡ: ୮ ବର୍ଷର ପିଲାଟିଏ। ଜାଣେନି କ’ଣ ଭୁଲ..କ’ଣ ଠିକ। ୩୦ ଫୁଟ ଉଚ୍ଚରେ ବସି ରାଜରାସ୍ତାରେ ଧାଉଁଧିବା ଗାଡ଼ିକୁ ଦେଖିବା, ସହରର ଦୃଶ୍ୟ ଉପଭୋଗ କରିବା ଖୁବ୍‌ ମଜା ଲାଗୁଥିଲା। ତାର କୌତୁହଳୀ ମନ ତାକୁ ଟାଣି ନେଉଥିଲା ୩୦ ଫୁଟ ଉଚ୍ଚ ଟ୍ରାନ୍ସଫର୍ମର ଉପରକୁ। ହେଲେ  ଦେଖିବା ଲୋକର ଛାତି ଥରି ଯାଉଥିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡିରେ। ରଗଡି ସ୍ଥିତ ଯାଜପୁରରୋଡ […]

attack
ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ, ପିଟିଲେ ସୁରକ୍ଷାକର୍ମୀ

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ଯୁବକଙ୍କୁ ମାଡ଼ ଅଭିଯୋଗ। ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରୁ। ଅଭିଯୋଗରୁ ଜଣାଯାଇଛି, ଉଭୟେ ସ୍ୱାମୀ-ସ୍ତ୍ରୀ କିଛି ଦିନ ତଳେ ଦିଲ୍ଲୀରୁ ଗାଁକୁ ଫେରିଥିଲେ।  ତେଣୁ ଘରକୁ ନ ଯାଇ ଉଭୟ  କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗତ ରାତିରେ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ସ୍ୱାମୀଙ୍କୁ ଫୋନ୍ କରିଥିଲେ […]

  • Tuesday, 13 July 2021
1
କରୋନା ପାଇଁ....ସ୍ୱାମୀ-ସ୍ତ୍ରୀର ପରିଚୟ ପାଇଲେ ପ୍ରେମୀଯୁଗଳ

ପୁରୀ: କରୋନା ଯେତେ ଦୁଃଖଦ ଅନୁଭୂତି ଆଣୁନା କାହିଁକି, ସୌରଭ-ପିଙ୍କିଙ୍କ ପାଇଁ କିନ୍ତୁ ସ୍ମରଣୀୟ ହୋଇ ରହିବ। ତାଙ୍କ ପ୍ରେମକୁ ଦିନେ ପରିବାର ଲୋକେ ଏଡାଇ ଦେଲେ। ପ୍ରେମକୁ ସଫଳ କରିବା ପାଇଁ ଉପାୟ ନ ପାଇ ଉଭୟେ ସମାଜ ଆଖିରୁ ଲୁଚି ଲୁଚି ପଳାଇଥିଲେ। ହେଲେ ଆଜି କରୋନା ପାଇଁ ସେଇ ସମାଜ ତାଙ୍କୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇଛି। ପୁରୀ ଜିଲ୍ଲା ନିମାପଡା ଶଗଡା ଅଞ୍ଚଳର ସୌରଭ ଓ ପିଙ୍କିରାଣୀ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ […]

  • Tuesday, 13 July 2021
rkl
କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର ଦାବିରେ ପୋଲିସ ଉପରକୁ ଟେକାପଥର ମାଡ଼

ରାଉରକେଲା: କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାରକୁ ନେଇ ରାଉରକେଲାରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି। ରାସ୍ତା ଉପରେ ଉଭୟ ପୋଲିସ-ଜନତା ଧସ୍ତାଧସ୍ତି ହୋଇଛନ୍ତି।  ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଥିବା ବେଳେ ପୁଲିସ୍‌ ଉପରକୁ ଟେକା, ପଥର ମାଡ଼ କରିବାକୁ ପଛାଇ ନାହାନ୍ତି।  ଏହି ଘଟଣାରେ ୧୫ରୁ ଅଧିକ ପୁଲିସ୍‌ କର୍ମୀ ଆହତ ହୋଇଥିବା ଜଣାଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା […]

  • Tuesday, 13 July 2021
corona
୨୯ ଜିଲ୍ଲାକୁ ବ୍ୟାପିଲା କରୋନା, ଆଜି ପୁଣି ୭୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ସୋନପୁରକୁ ପଶିଛି କରୋନା। ରାୟଗଡ଼ାକୁ ଛାଡ଼ି ଆଜି ସମସ୍ତ ୨୯ ଜିଲ୍ଲାକୁ ବ୍ୟାପିଲା କରୋନା। ସୋନପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। କଟକର ସର୍ବାଧିକ ୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ବଲାଙ୍ଗୀରରୁ ୧୪, କେନ୍ଦୁଝରରେ ୮, […]

  • Tuesday, 13 July 2021
Untitled-4
ପୁଣି ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର

ଭବାନୀପାଟଣା: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି ଦୁର୍ଘଟଣା । ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କ ସହ ଜଣେ ପ୍ରବାସୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର […]

  • Tuesday, 13 July 2021
bhadrakh-1
ମାସ୍କ ପିନ୍ଧି ନ ଥିଲେ ବୋଲି ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ

ଭଦ୍ରକ: ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା । ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ପୋଲିସ କର୍ମୀ । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଚାରି ପାଞ୍ଚ ଜଣ ପୋଲିସ କର୍ମୀ ମିଶି ଜଣେ ବ୍ୟକ୍ତିଙ୍କୁ ପିଟି ଚାଲିଛନ୍ତି । ବନ୍ତ ଥାନା ନିକଟରେ ଜଣେ ବ୍ୟକ୍ତି ଜଣକ ମାସ୍କ ନ ପିିନ୍ଧି ରାସ୍ତାରେ ବୁଲୁଥିଲେ। ଏହି ସାମାନ୍ୟ ଅପରାଧ ପାଇଁ ତାଙ୍କୁ ଧରି  ପୋଲିସ ଏଭଳି ଅମାନୁଷିକ ଭାବେ ତାଙ୍କୁ ପିଟି ଚାଲିଛି।  […]

  • Tuesday, 13 July 2021
police
ବର୍ଷେ ତଳେ ନକ୍ସଲ ସଂଗଠନ ଛାଡ଼ିଥିଲେ, ହେଲେ ଆତ୍ମହତ୍ୟା କଲେ

ଫୁଲବାଣୀ: ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ। ଅନ୍ୟମାନଙ୍କ ପରି ସେ ବି ଘର ସଂସାର କରିବେ। ପରିବାରର ହସଖୁସି ଭିତରେ ନିଜକୁ ସାମିଲ କରି ଶାନ୍ତିରେ  ବଞ୍ଚିବେ। ସେଥିପାଇଁ ନକ୍ସଲଙ୍କ ହାତ ଛାଡ଼ି ଦେଇଥିଲେ। ଗତବର୍ଷ ମାର୍ଚ୍ଚ ୨୯ ତାରିଖରେ ନକ୍ସଲ ସଂଗଠନ ଛାଡ଼ି ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ହେଲେ ଫୁଲବାଣୀ ପୋଲିସ ବାରକ୍‌ ପରିସରରୁ ଗତକାଲି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏମିତି ଦୁଃଖଦ କାହାଣୀ ହଉଛି ମାଓବାଦୀରୁ ସାଧାରଣ ମଣିଷ ପାଲଟିଥିବା ସୁଜା […]

  • Tuesday, 13 July 2021
siba-bibaha
ସମ୍ବଲପୁରରେ ଶୀତଳଷଷ୍ଠୀ, ଆଜି ଦେବ ନିମନ୍ତ୍ରଣ

ସମ୍ବଲପୁର; ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଉପଲକ୍ଷେ ବିଧି ମୁତାବକ ସଂପନ୍ନ ହୋଇଛି ପତର ପେଣ୍ଡି କାର୍ଯ୍ୟକ୍ରମ । ପୂର୍ବରୁ ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱରଙ୍କର ପତରପେଣ୍ଡି ସରିଥିବା ବେଳେ ଗତକାଲି ଅନ୍ୟ ସବୁ ସ୍ଥାନରେ ଏହି ପରଂପରା ଶେଷ ହୋଇଛି। ଆଜି ଏସବୁ ସ୍ଥାନରେ ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ହନୁମାନ ନିୟୁତା । ପ୍ରଭୁ ହନୁମାନ ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ଗୁଆଗୁଣ୍ଡା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ କରିବେ। ଏହି […]

  • Tuesday, 13 July 2021
mo bus
ଆଜିଠାରୁ ଗଡ଼ିବ ‘ମୋ ବସ୍’

ଭୁବନେଶ୍ୱର: କରୋନା ଲକ୍‌ଡାଉନ ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ‘ମୋ ବସ୍‌’ ଆଜିଠାରୁ ରାଜ୍ୟରେ ପୁଣି ଚାଲିବ ।  ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ଟି ରୁଟରେ ମୋ ବସ୍ ଗଡ଼ିବ । ରୁଟ୍‌ ଗୁଡ଼ିକ ହେଲା ଏୟାରପୋର୍ଟରୁ କଟକ,  ସିଡିଏ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନରୁ ସିଡିଏ ଭାୟା ରସୁଲଗଡ଼, ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ୍, ଡୁମୁଡୁମାରୁ ମଞ୍ଚେଶ୍ୱର ଓ ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ । ତେବେ ଏସବୁ ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ହିଁ […]

  • Tuesday, 13 July 2021
loot
ଗାଁ ଭିତରେ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଗାଁର ଜଣଙ୍କ ଘରକୁ ଲକ୍ଷ୍ୟ କରି ଏହି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ଫଳରେ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ୩ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।  ଗାଁର ଅନ୍ୟ ୨ ଜଣ ମଧ୍ୟ ଆହତ […]

  • Tuesday, 13 July 2021
mada
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଲିକର୍‌ ପାର୍ଟି

କେନ୍ଦୁଝର: କ୍ୱାରେଣ୍ଟିନ୍ ସେଣ୍ଟରରେ ଚାଲିଛି ଖୁଲମ୍‌ଖୁଲମ୍‌ ମଦ୍ୟପାନ।  କେନ୍ଦୁଝର ରାମଚନ୍ଦ୍ରପୁର ଖଲଣା ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଏହି ସମୟର ଦୃଶ୍ୟ କେହି ରେକର୍ଡିଂ କରି ନେଇଛି ଯାହା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏହି ମାମଲାରେ ରାମଚନ୍ଦ୍ରପୁର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ଖଲଣା ଗାଁର ବିଷ୍ଣୁ ରାଉତ। ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି। ରାଜ୍ୟରେ ମଦ ଦୋକାନ ବନ୍ଦ […]

  • Tuesday, 13 July 2021
exam-1111
ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ sanitizer ବ୍ୟବହାର ଉପରେ ଜୋର ଦିଆଯାଇଛି । ଖାତା ଦେଖା ସକାଳ ୧୦ରୁ ଦିନ ୩ଟା ମଧ୍ୟରେ ହେବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍ ପରୀକ୍ଷକ ଖାତା ଦେଖିବେ। ଏହି  ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ […]

  • Tuesday, 13 July 2021
migrant
ପୁଣି ଚେନ୍‌ ପୁଲିଂ, ଅଧାବାଟରୁ ପଳାଇଲେ ୨୦୦ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଷ୍ଟେସନ ନିକଟରେ ପୁଣି ଚେନ୍ ପୁଲିଂ । ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ  ଚେନ୍ ଟାଣି ଓହ୍ଲାଇ ପଡ଼ିଲେ ୨୦୦ପ୍ରବାସ ଫେରନ୍ତା ଓଡ଼ିଆ।  ଏନେଇ ବନ୍ଧମୁଣ୍ଡା ARM ସୂଚନା ଦେଇଛନ୍ତି। ଟ୍ରେନଟି ମହାରାଷ୍ଟ୍ର କୋହ୍ଲାପୁରରୁ ଝାଡ଼ଖଣ୍ଡ ବୋକାରୋ ଯାଉଥିଲା । ସେଥିରେ ଥିଲେ ବୌଦ୍ଧଓ ସୋନପୁର ଜିଲ୍ଲାର ପ୍ରାୟ ୪୦୦ ଶ୍ରମିକ । ପ୍ରଥମେ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇବାକୁ ଚାହିଁଥିଲେ । ତେବେ ଆଗୁଆ ସୂଚନା ନ ଥିବାରୁ ସେମାନଙ୍କ […]

  • Tuesday, 13 July 2021
corona
ନୂଆପଡ଼ା ଛୁଇଁଲା କରୋନା; ରାଜ୍ୟରେ ପୁଣି ୬୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରୁ ପୁଣି ୬୭ କରୋନା ପଜଟିଭ ଆଜି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୬ ଜଣ ଅଛନ୍ତି। ଏଥିସହିତ ପ୍ରଥମ କରି ନୂଆପଡ଼ି ଜଲ୍ଲାରୁ ଚିହ୍ନଟ ହାଇଛନ୍ତି କରୋନା ରୋଗୀ। ନୂଆ ଚିହ୍ନଟ ୬୭ ଜଣଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର। ୪ ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ପୁରୀରୁ […]

  • Tuesday, 13 July 2021
school-1
ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିବାରୁ ପ୍ରଧାନଶିକ୍ଷକଙ୍କୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

ବ୍ରହ୍ମପୁର: କରୋନା ମୁକାବିଲା ସାଙ୍ଗକୁ କ୍ୱାରେଣ୍ଟିନ ସେଣ୍ଟର ଓ ପ୍ରବାସୀଙ୍କ ସମସ୍ୟା ଏବେ ମୁଖ୍ୟ ଚିନ୍ତାର କାରଣ ପାଲିଟିଛି।  କେଉଁଠି କ୍ୱାରେଣ୍ଟିନ ସେଣ୍ଟରରେ ଖାଇବା, ଶୋଇବାରେ ଅବ୍ୟବସ୍ଥା ତ କେଉଁଠି ପ୍ରବାସୀମାନେ ଏଠାରେ ରହିବାକୁ ଚାହୁଁ ନାହାନ୍ତି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରକୁ ଗ୍ରାମବାସୀ ବିରୋଧ କରୁଛନ୍ତି। । ତେବେ ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିବାରୁ ଜଣେ ପ୍ରଧାନଶିକ୍ଷକ ଆକ୍ରମଣର ଶିକାର ହୋଇଛନ୍ତି। ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡାଳୀ ବିଦ୍ୟାଳୟର ପ୍ରଧାନଶିକ୍ଷକ । […]

  • Tuesday, 13 July 2021
quarentine
କ୍ୱାରେଣ୍ଟିନ ସେଣ୍ଟରରେ ବିଛଣା‌ ନାହିଁ କି ବିଦ୍ୟୁତ୍‌ ନାହିଁ

ଭ୍ରଦକ:  ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲା ଆଉ ଏକ କ୍ୱାରେଣ୍ଟିନ୍ କେନ୍ଦ୍ରର ଭିଡିଓ। ଏଥର ଖାଇବା ନୁହେଁ ଅନ୍ତେବାସୀଙ୍କ ଶୋଇବା ଅବ୍ୟବସ୍ଥାକୁ ନେଇ ଭାଇରାଲ ହୋଇଛି ଭିଡ଼ିଓ। ଭିଡିଓଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର କ୍ୱାରେଣ୍ଟିନ୍ ସେଣ୍ଟରର। ଏହି ସେଣ୍ଟରରେ କୌଣସି ବେଡ ବ୍ୟବସ୍ଥା କରାଯାଇ ନାହିଁ। ସେହପରି ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ଠିକ୍ ନଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । କେନ୍ଦ୍ରରେ ୭ଜଣ ଅନ୍ତେବାସୀଙ୍କ ସହ ୨ଜଣ ଛୋଟ ପିଲା ରହୁଛନ୍ତି […]

  • Tuesday, 13 July 2021