• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

collage (6)
ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା, ଧାନ ମଣ୍ଡିରେ ଅବ୍ୟବସ୍ଥା . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ମୟୂରଭଞ୍ଜ : ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର କଳମଗାଡ଼ିଆ ପଞ୍ଚାୟତ ନାକଚିଡା ଗାଁରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ରାସ୍ତା ଭଲ ନଥିବାରୁ ଗାଁକୁ ୧୦୮ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ଅଣାଯାଇଥିଲା । ୧୦୮ ଆମ୍ବୁଲାନ୍ସରେ ଆଣି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି ।  ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା […]

  • Tuesday, 13 July 2021
1pm-usuna-cauala
ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର

ଭୁବନେଶ୍ୱର : ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡ଼ି । ପ୍ରେସମିଟ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ । ଓଡ଼ିଶାରୁ ଉତ୍ପାଦନ ଉଷୁନା ଚାଉଳର ମାତ୍ର ୫୦ ପ୍ରତିଶତ ନେବ କେନ୍ଦ୍ର । ୨୦୧୯-୨୦ରେ ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ  ରବିରେ ୭୦ […]

  • Tuesday, 13 July 2021
accident
ଟ୍ରାକ୍ଟରକୁ ପିଟିଲା ଟ୍ରଲର : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ପାଳଲହଡ଼ା : (ରବି ନାରାୟଣ ପ୍ରଧାନ) : ଟ୍ରାକ୍ଟରକୁ ପିଟିଲା ଟ୍ରଲର । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଝିମିରିପାଲି ନିକଟରେ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଦୃତ ଗତିରେ ଯାଉଥିବା ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି । ଫଳରେ  ଟ୍ରାକ୍ଟରରେ ବସି ଯାଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଗୋଡ଼ାପଦା ଗାଁର […]

  • Tuesday, 13 July 2021
coronavirus
କମୁଛି ସଂକ୍ରମଣ, ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଲଗାତାର ଚତୁର୍ଥ ଦିନ ପାଇଁ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହିଛି ।  ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୫ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  […]

  • Tuesday, 13 July 2021
amanianku-jagiba-cctv
ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା

ଭୁବନେଶ୍ୱର( ଅତୁଲ୍ୟ ବାଉତ) : ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା । ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ । ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଏହି କ୍ୟାମେରା ଲଗାଯିବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର । ପରିବହନ କମିଶନର ସଂଜୀବ ପଣ୍ଡା କହିଛନ୍ତି,  ଏଥିପାଇଁ ଟେଣ୍ଡର ଆବେଦନ ଶେଷ […]

winter
୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ନାହିଁ, କେଉଁ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ?

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ହେବନାହି ।  ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ରହିବ। ତେବେ ଏହାପରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୪ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୨ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ । ଝାରସୁଗୁଡ଼ା ଓ କନ୍ଧମାଳ […]

  • Tuesday, 13 July 2021
Live-loot
ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ, ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ଲୁଟେରା

କେନ୍ଦ୍ରାପଡା(ମନୋଜ କୁମାର ସ୍ୱାଇଁ)  : ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ । କେନ୍ଦ୍ରାପଡ଼ା ବଣିଆମାଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଗଲା ଲୁଟେରା ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଖୋଳତାଡ କରୁଛି । ଅଭିଯୋଗ ଅନୁସାରେ, ବଳଭଦ୍ର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ସମବାୟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ।  ରାସ୍ତାରେ ବାଇକ୍ ରଖି କଥା ହେଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ନେଇ ଫେରାର […]

  • Tuesday, 13 July 2021
134109353_3820168034670336_8861673869264240414_n
ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ, ଘରୁ ତଡ଼ିଦେଲେ ପୁଅବୋହୂ

ସୋର (ଶଶିକାନ୍ତ ବେହେରା) : ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ । ଜୀବନର ସଞ୍ଜ ନଇଁ ଆସିଛି ।  ବଳ ବୟସ ଚାଲିଗଲାଣି । ଅଣ୍ଟା ସଳଖି ଛିଡ଼ା ହେବା କଷ୍ଟକର । ଯେଉଁ ବୟସରେ ବୋହୂ ପରସା ଖାଇ ଘରେ ନାତିନାତୁଣୀଙ୍କ ସହ ଖେଳିବା କଥା, ସହି ସମୟରେ ବୁଢ଼ା ବରଗଛ ପାଲଟିଛି ସାହାଭରସା ।  ପରିଣତ ବୟସରେ ଅଲୋଡା ହୋଇପଡିଛନ୍ତି ବାପା ମାଆ । ରକ୍ତକୁ ପାଣି କରି ଗଢ଼ିଥିବା ସୁନାର ସଂସାର […]

  • Tuesday, 13 July 2021
news_210116_COLOUR_CAULI_FLOWER_PKG_SK
ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା, ଚାଷୀ ଉତ୍ତମ ସାହୁଙ୍କ ଭିନ୍ନ ପ୍ରୟାସ

ବଣାଇ (ରଞ୍ଜିତ ଚୌଧୁରୀ)  : ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା । ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କିନ୍ତୁ ଧଳା ସବୁଜ ସହ ହଳଦିଆ ଓ ବାଇଗଣୀ ରଙ୍ଗର କୋବି ଚାଷ କରି ଚର୍ଚ୍ଚାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ । ଭିନ୍ନ ରଙ୍ଗର କୋବି ଦେଖିବାକୁ ସବୁଦିନ ତାଙ୍କ ବାଡ଼ିରେ ଲୋକଙ୍କ ଗହଳି ଲାଗୁଛି । ଯିଏ ଦେଖୁଛି ଘଡ଼ିଏ ଚାହିଁ ରହୁଛି । ଏବେ […]

  • Tuesday, 13 July 2021
collage (3)
ରାସ୍ତା ନଥିବାରୁ ଅସୁସ୍ଥ ବୃଦ୍ଧାଙ୍କୁ ତିନି କିଲୋମିଟର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

ରେଳଧରଣାରେ କାମ କରୁଥିବା ବେଳେ ଛିଣ୍ଡିଲା ବିଦ୍ୟୁତ ତାର, ଶ୍ରମିକ ଗୁରୁତର ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ

  • Tuesday, 13 July 2021
bbsr-vaccine
କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ, ସଫେଇ କର୍ମଚାରୀ ବିରଞ୍ଚି ନାଏକଙ୍କୁ ଦିଆଗଲା ପ୍ରଥମ ଟିକା

ଭୁବନେଶ୍ୱର : ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ । କୋଭିଡ ଯୁଦ୍ଧର […]

hacked to death
ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ

ସୁନ୍ଦରଗଡ଼ : ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ। ଦୁଇଟି ମୃତଦେହକୁ ଅଟକ ରଖିଛନ୍ତି ଲୋକେ । ସୁନ୍ଦରଗଡ଼ ତଳସରାରେ ଏଭଳି କିଛି ଘଟଣା ଘଟିଛି । ଗତକାଲି ଦୁଇ ବାଇକ୍ ଆରୋହୀଙ୍କୁ ଏକ ବୁଲେରୋ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ  ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ […]

  • Tuesday, 13 July 2021
supreme court
ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା : ଘଟଣାର ସିବିଆଇ ତଦନ୍ତ ଦାବିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲେ ନାବାଳିକାଙ୍କ ମା’

ନୟାଗଡ଼ : ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା । ନ୍ୟାୟ ପାଇବା ଆଶାରେ ନାବାଳିକାଙ୍କ ମାଆ ସୁୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।  ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ SIT ତଦନ୍ତ କରୁଛି । ଏସଆଇଟି ତଦନ୍ତ ଉପରୁ ଆସ୍ଥା ଉଠିବା ପରେ ଘଟଣାର ସିବିଆଇ ତଦନ୍ତ ଦାବିରେ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମାଆ । ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଆଇଟି । ତେବେ ଏଥିରେ ପ୍ରଥମ […]

  • Tuesday, 13 July 2021
brain-maping
ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲା : ବ୍ରେନ୍ ମ୍ୟାପିଂ ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କଲା ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ନାବାଳକ ଅଭିଯୁକ୍ତ ଅମଙ୍ଗ ହେଉଛି । ଆଉ ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କରି ଦେଇଛି ଅଭିଯୁକ୍ତ । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ନାବାଳକ ଅଭିଯୁକ୍ତ । ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି […]

TALENTED-GIRL
କୁନି ଓଠରେ ଶିବ ତାଣ୍ଡବ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ପ୍ରତିଭା କେବେ ଲୁଚି ରହେନା । କଅଁଳ ବୟସରେ କମାଲ କରୁଛନ୍ତି ବାଲେଶ୍ୱର କୁନି ଝିଅ ଅୟାନା ରାଉତରାୟ । ବୟସ ତାଙ୍କର ମାତ୍ର ୮ ବର୍ଷ, କିନ୍ତୁ ମନେ ରଖିଛନ୍ତି ଏକାଧିକ ଶ୍ଲୋକ ଓ ମନ୍ତ୍ର ।  ଅନର୍ଗଳ ଭାବେ ଗାଇ ପାରୁଛନ୍ତି ଶିବ ତାଣ୍ଡବ, ବିନାୟକଙ୍କ ଶ୍ଲୋକ ସମେତ ଅନେକ କିଛି । ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଗାଇ ସମସ୍ତଙ୍କୁ ଚକିତ କରିଛନ୍ତି  । ଇଣ୍ଟରନେଟ୍ […]

  • Tuesday, 13 July 2021
arnapurna
’ମାଗଣାରେ ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ’

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣା‌ରେ ଖାଦ୍ୟ ମିଳିବ ନାହିଁ, ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ପଡ଼ିବ ।  ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ୧ ଟଙ୍କାରେ ଖାଦ୍ୟ ଦିଆଯିବାରେ କିଛି ନିୟମ ଉଲ୍ଲଂଘନ ହୋଇନାହିଁ । କାହାକୁ ମାଗଣାରେ ଖାଦ୍ୟ ଦିଆଯାଉନାହିଁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ତା ଛଡ଼ା ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ଦିଆଯିବା ଭୁବନେଶ୍ୱର ମହାନଗର ନିଗମର କଟକଣା ଭିତରେ ଆସୁନାହିଁ । ଗତକାଲି ବିନା ଅନୁମତିରେ ମାଗଣା […]

  • Tuesday, 13 July 2021
1
ସମାଜର ଟାହିଟାପରାକୁ ଖାତିର ନାହିଁ, ବାଇକରେ ଗାଁ ଗାଁ ବୁଲି ମାଛ ବିକ୍ରି କରି ପରିବାର ଚଳାଉଛନ୍ତି ମହିଳା

ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ଅବଳା ଦୁର୍ବଳା ନୁହେଁ ନାରୀର ଜୀବନ । ଯୁଦ୍ଧଭୂମିରେ ହେଉ ଅବା କର୍ମଭୂମିରେ ମହିଳା ସବୁବେଳେ ଆଗରେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି  ମଞ୍ଜୁ । ଅଭାବ ଅନଟନ ସତ୍ତ୍ୱେ ହାର୍ ମାନିନାହାନ୍ତି । ବୃତ୍ତି ଏ ମୋ ପୋଷେ କୁଟୁମ୍ବ ଭଳି ମୋଟର ସାଇକେଲରେ ମାଛ ବିକ୍ରି କରି ନିଜେ ସ୍ୱାବଲମ୍ବି ହୋଇ ପାରିଛନ୍ତି । ରୋଗିଣା ସ୍ୱାମୀର ଭରଣପୋଷଣ ଏବଂ ଦୁଇ ପୁଅଙ୍କୁ ଶିକ୍ଷିତ କରିବା […]

  • Tuesday, 13 July 2021
Sulia-Yatra
ପୁଣି ରକ୍ତରଞ୍ଜିତ ହେବ ସୁଲିଆ ପୀଠ, ଆସନ୍ତା ୧୯ରେ ବଲାଙ୍ଗିରରେ ପାଳନ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗୀରରେ  ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଗାଁରେ ଆସନ୍ତା ୧୯ରେ ପ୍ରସିଦ୍ଧ ସୁଲିଆ ଯାତ୍ରା ସମ୍ପନ୍ନ ହେବ । ଏ ନେଇ ଆଜି ଶୁଲିଆ ଯାତ୍ରା କମିଟୀ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କାହିଁ କେତେ କାଳରୁ ପ୍ରତି ବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରାଯାଇଥାଏ । ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ବେ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟ‌ାରେ ପଶୁପକ୍ଷୀଙ୍କୁ ବଳି ପଡ଼ିଥାଏ […]

  • Tuesday, 13 July 2021
vaccine
ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ଟିକା !

ଭୁବନେଶ୍ୱର :  ମହମାରୀରୁ ମିଳିବ ମୁକ୍ତି, ରାଜ୍ୟକୁ ଆଜି ଆସୁଛି କରୋନା ସଞ୍ଜିବନୀ। ଆଜ ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱରରେ  ପହଞ୍ଚିବ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ କରୋନା ଟିକା । ତେବେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଇ ପ୍ରଥମେ ଟିକା ଦିଆଯିବ। ଭୁବନେଶ୍ୱରରେ ଟିକା ପହଞ୍ଚିଲେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ଯିବ। ସେଠାରୁ ନିଜ ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସେମାନେ […]

  • Tuesday, 13 July 2021
high-crt
ପୁରୀ ହାଜତ ମୃତ୍ୟୁ ଘଟଣାକୁ ଅସ୍ୱୀକାର କଲେ ରାଜ୍ୟ ସରକାର

କଟକ(ଗୌତମ ପଣ୍ଡା) : ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ବାସେଳି ସାହି ଥାନା ମୃତ୍ୟୁ ଘଟଣା ହାଜତ ମୃତ୍ୟୁ ନୁହଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସରକାର କୋର୍ଟରେ ଦାଖଲ କରିଛନ୍ତି  । ତେବେ  ଏହି ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି […]

  • Tuesday, 13 July 2021
maa
“ମା’, ତୁ କୁଆଡ଼େ ଗଲୁ ? ଅଭାଗା ପୁଅ କଥା ତୋର ମନେ ପଡ଼ୁନି ?”

ସମ୍ବଲପୁର : ମା’ ତୁ କୁଆଡ଼େ ଗଲୁ ? ଏ ଅଭାଗା ପୁଅ କଥା କ’ଣ ତୋର ମନେ ପଡ଼ୁନି । ନିଖୋଜ ମା’କୁ ଖୋଜି ଖୋଜି ପାଗଳପ୍ରାୟ ହୋଇଗଲାଣି ପୁଅ । ହାତ ଧରି ବାଟ ଚଲେଇ ଶିଖାଇଥିଲା, ହେଲେ ଏବ ବାଟ ଜାଣି ନପାରି ମୋତେ ବିକଳ ହୋଇ ଖୋଜୁଥିବ । ମୋ ଅବେହଳା ପାଇଁ କୁଆଡ଼େ ଚାଲିଯାଇଛି । ନିଜର ରକ୍ତକଣିକାରେ ଜୀବନ ଗଢ଼ିଥିବା ମା’ ଆଜି ଅସହାୟ ହୋଇ ବାରଦୁଆର ହେଉଥିବ।  […]

  • Tuesday, 13 July 2021
121919439_1298070253876686_4279124217071382735_n
ରାଜ୍ୟରେ ଘନ କୁହୁଡ଼ି, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସହ କିଛି ସ୍ଥାନରେ ସକାଳ ସମୟରେ ଘନ କୁହୁଡି ପଡିବ ।  ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କିଛି ମିଟର ଆଗକୁ ରାସ୍ତାଘାଟ ଦେଖାଯାଉ […]

  • Tuesday, 13 July 2021
youth suicide
ଋଣ ଭାର ସହି ନପାରି ବାପାର ଆତ୍ମହତ୍ୟା, ଝିଅ ବାହାଘର ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଋଣ ଆଣିଥିଲେ ରବୀନ୍ଦ୍ର

ସୋର(ଶଶିକାନ୍ତ ବେହେରା) : ଋଣ କରି ଅତି ଜାକଜମକରେ ଝିଅର ବିବାହ କରାଇଥିଲେ। ସୁରୁଖୁରୁରେ କନ୍ୟାଦାନ ସିନା କରିଦେଲେ, ହେଲେ ଠିକଣା ସମୟରେ କରଜ ଶୁଝିନପାରି ଶେଷରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ବାପା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ମାଣତ୍ରି ଅଞ୍ଚଳରେ। ମୃତକ ହେଲେ ମହନ୍ତ ସାହିର ରବୀନ୍ଦ୍ର ପରିଡା। ସୋର: ଝିଅ ବାହାଘର ପାଇଁ ଋଣ ଆଣି ସୁଝି ନ ପାରି ବାପାର ଆତ୍ମହତ୍ୟା, ମାଣେତ୍ରୀ ଥାନା ମହନ୍ତ […]

  • Tuesday, 13 July 2021
Puri-brking-Up
ଜାନୁଆରୀ ୨୧ ରୁ ହଟିବ ଜଗା ଦର୍ଶନ କଟକଣା, ଆଉ ବାଧ୍ୟତାମୂଳକ ନୁହେଁ କୋଭିଡ଼୍ ନେଗେଟିଭ୍ ରିପୋର୍ଟ

ପୁରୀ : ବଡଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରିବନି ।  ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ଼୍ ରିପୋର୍ଟ କଟକଣା ହଠାଇ ଦିଆଯାଇଛି । ସମୀକ୍ଷା ବୈଠକ ପରେ ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ଏବେ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ଦରକାର ପଡୁଛି । ଖୁବଶୀଘ୍ର ଏହି କଟକଣା ହଟିବା ସହ  ଆଗକୁ ଆଉ କୋଭିଡ଼୍ ନେଗେଟିଭ୍ […]

  • Tuesday, 13 July 2021
netaji
ନେତାଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଇଁ ପ୍ରସ୍ତୁତି ଆରମ୍ଭ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୩ ଜାନୁୟାରୀରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରୁ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବ ସମାରୋହର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । କରୋନା ମହାମାରୀ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ବଙ୍ଗଳା ଯାତ୍ରା ହେବ । ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Tuesday, 13 July 2021