• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bbsr-parade
ରାଜଧାନୀରେ ଫୁଲଡ୍ରେସ୍ ରିହର୍ସଲ, ଏଥର ସାଧାରଣତନ୍ତ୍ର ଦିବସ କଣ୍ଟିଜେଣ୍ଟର ନେତୃତ୍ୱ ନେବେ ଯୁବ ଆଇପିଏସ୍ ଏସ୍ ସୁଶ୍ରୀ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଫୁଲଡ୍ରେସ୍ ରିହର୍ସଲ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ରିହର୍ସଲ କରାଯାଉଛି। ଏଥିରେ ଭାଗ ନେଇଛନ୍ତି ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଭଳି କଣ୍ଟିଜେଣ୍ଟ୍ । ୪ଟି ଗ୍ରୁପ ବ୍ୟାଣ୍ଡ ସହ ଅଗ୍ନିଶମ, ଓଡିଆରଏଫ୍, ଓଆଇଏସ୍, ଏସଏସବି, ଏସଓଜି, ଆରପିଏଫ୍, ସିଆରପିଏଫ୍, ଓଏସଏଫ୍, ଆଇଆରବି ଓ ଓଏସଏପି ଆଦି ୧୦ଟି କଣ୍ଟିଜେଣ୍ଟ ଭାଗ ନେବେ।  ତେବେ ଏଥର ଗଣତନ୍ତ୍ର ଦିବସ ପରେଡରେ ସ୍କୁଲ ଓ କଲେଜ […]

  • Tuesday, 13 July 2021
Rudra
ଟିକେଟ୍‌ ନେଇ ମୁହଁ ଖୋଲିଲେ ମହାରଥୀଙ୍କ ପୁଅ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ସିଧାସଳଖ ନକହିଲେ ବି ପରୋକ୍ଷରେ ଟିକେଟ୍‌ ପାଇଁ ଆଶାୟୀ ଥିବା ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଜଣାଇଛନ୍ତି। ସେ କହିଛନ୍ତି, ଦଳ ଯାହାକୁ ନିଷ୍ପତ୍ତି ନେବ, ଆମେ ପୂରା ପରିବାର ତାଙ୍କୁ ସମର୍ଥନ ଜଣାଇବୁ। ଦଳ ଯାହାବି ନିଷ୍ପତ୍ତି ନେବ ମୁଁ ଓ ମା’ ଆମେ ତାଙ୍କୁ ସମର୍ଥନ ଜଣାଇବୁ। ପିପିଲି ମାଟିର ବିକାଶ ପାଇଁ ଦୁହେଁ ମିଶିକି କାମ କରିବୁ। ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି, […]

  • Tuesday, 13 July 2021
odisha
କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର: କଥାକାର ରାମଚନ୍ଦ୍ର ବେହେରା ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ୨୦୨୦ ମସିହା ପାଇଁ ସେ ଅତିବଡ଼ୀ ପୁରସ୍କାର ପାଇବେ ବୋଲି ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ ହେବାକୁ ଥିବା ୧୫ ବରିଷ୍ଠ ସାହିତ୍ୟିକ ହେଲେ ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ […]

  • Tuesday, 13 July 2021
vaccination
ରାଜ୍ୟରେ ଟିକାକରଣ ଅଭିଯାନ ସଫଳ, ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନ ସଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ କରୋନା ଟିକା ଦିଆଗଲାଣି । ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି । ରାଜ୍ୟରେ ଟିକାକରଣ ସଫଳ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ  । ସେ କହିଛନ୍ତି, ସମସ୍ତଙ୍କର ଟିକାକରଣ କରିବାକୁ ଚେଷ୍ଟା  କରାଯି ।  ଗତକାଲି ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ […]

  • Tuesday, 13 July 2021
bridge-collapsed
ପୁଣି ବିଜୁ ସେତୁ ଅଘଟଣ, ଶ୍ରମିକ ମୃତ

ବାରିପଦା(ମାଣିକ ଲାଲ୍‌ ପାଣି): ପୁଣି ବିଜୁ ସେତୁ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବାରିପଦା-ବଡ଼ସାହି ରାସ୍ତାର ଉରା ସେତୁର କାମ ଚରଲିଥିବା ବେଳେ ଆଜି ଅପରାହ୍ଣରେ ଏହି ଅଘଟଣ ଘଟିଛି। ମୃତ ଶ୍ରମିକ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ଦୀପକ ସିଂ। ସୂଚନା ଅନୁସାରେ, ସେତୁ ପିଲର୍‌ ପାଇଁ ଖୋଳା ଯାଉଥିବା ଖାତରେ ଖସି ପଡ଼ିଥିଲେ ଦୀପକ। ଗଭୀର ପାଣି ଖାତରେ ଖସି ପଡ଼ିବା ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଘଟଣ ପରେ […]

  • Tuesday, 13 July 2021
mla
ବିଧାୟକଙ୍କ ଘରେ ପଶି ବିବାହ ପାଇଁ ଜିଦ୍‌ ଧରିଲେ ଯୁବତୀ

ଅନୁଗୁଳ(ବିରଜା ଦାସ): ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ଘରେ ପଶି ଜଣେ ଯୁବତୀ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ବିଧାୟକଙ୍କ ପାଲଲହଡ଼ା ବାଲିପଶି ସ୍ଥିତ ଘରେ ପଶି ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ। ଏନେଇ ନିଜେ ବିଧାୟକ ପାଲଲହଡା ଥାନାରେ ଏତଲା ଦେଇଛନ୍ତି। ପୋଲିସ୍‌ ବିଧାୟକଙ୍କ ବାସଭବନରେ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ୨୫ ତାରିଖ ବିଳମ୍ବିତ ରାତିରେ ଥାନାକୁ ଆଣି କେନ୍ଦୁଝରରେ ଛାଡ଼ିଥିବା ସୂଚନା ମିଳିଛି। ଯୁବତୀ ଜଣକ ମୟୁରଭଞ୍ଜ […]

  • Tuesday, 13 July 2021
999
୧୪ କିଲୋଗ୍ରାମର ଗଞ୍ଜେଇ ଜବତ,୨ ଗିରଫ . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

୧୪ କିଲୋଗ୍ରାମର ଗଞ୍ଜେଇ ଜବତ,୨ ଗିରଫ ନୂଆପଡା : ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଗିରଫ । ନୂଆପଡା ଅବକାରୀ ବିଭାଗ ଦ୍ୱାରା ଆଜି ୧୪ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇ ଥିବାବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ ଆଜି ଅବକାରୀ ବିଭାଗ ଖରିଆରରୋଡ ସହରରେ ପାଟ୍ରୋଲିଂ କରୁ ଥିବାବେଳେ ୨ ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲା । ତାଙ୍କ ପାଖରେ ଥିବା ବସ୍ତାକୁ ତନଖି କରିବାରୁ ସେଥିରେ ୧୪ […]

  • Tuesday, 13 July 2021
rd student death
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ; ଶେଷ ଚାଟିଂରେ ଭାଇଙ୍କୁ କ’ଣ କହିଥିଲେ ?

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ଖୁଲାସା କରିପାରିନି ପୋଲିସ୍। ଗତକାଲି କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରୁ ରହସ୍ୟଜନକ ଭାବେ ଝରାଫୁଲଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରି କେହି ଫିଙ୍ଗିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଝରାଫୁଲଙ୍କ ମୋବାଇଲ କଲ୍‌ ରେକର୍ଡକୁ ନେଇ ଯାଜପୁର କୁଆଖିଆ ପୋଲିସ୍ ଏବେ‌ ଖୋଳତାଡ଼ ଆରମ୍ଭ କରିଛି। ଏହାସହ ତାଙ୍କର […]

Aditya-KO
ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି । ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଅଦାଲତ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ରିପୋର୍ଟ ଦେଇନପାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ ରିପୋର୍ଟର ଅବିକଳ ନକଲ ଅଦାଲତ ମାଗିଥିଲେ । ମାମଲାରେ ନିଆଯାଇଥିବା ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡର କପି ମଗାଯାଇଥିଲା । ତେବେ ଆଜି କୋର୍ଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇନପାରିବାରୁ […]

Dog
ଅଜବ ପରମ୍ପରା ! ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ବାହାଘର

କରଞ୍ଜିଆ(ଦୀପକ ମହାନ୍ତ): ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ବାହାଘର। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି କିଛି ନିଆରା ପରମ୍ପରା ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି। ମକର ପର୍ବ ଠାରୁ ଶିବରାତ୍ରୀ ପର୍ଯ୍ୟନ୍ତ ନିଜ ନିଜ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ଲାଗି ଏଠାକାର ହୋ ସଂପ୍ରଦାୟର ଲୋକେ କୁକୁର ସହ ନିଜ ସନ୍ତାନଙ୍କ ବିବାହ କରାଇଥାନ୍ତି। ଏହି ପରମ୍ପରା ହେଉଛି ୧୦୦ ବର୍ଷ ପୁରୁଣା। ହୋ ସଂପ୍ରଦାୟରେ ଶିଶୁ ଜନ୍ମ ହେବା […]

  • Tuesday, 13 July 2021
accident
ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ବସ୍‌କୁ ପଛପଟୁ ଧକ୍କା ଦେଲା ହାଇୱା

ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଚାରିଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟିକୁ ପଛପଟୁ ହାଇୱା ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ‘ସାଇରାମ’ ନାମକ ଏହି ଯାତ୍ରୀବାହୀ ବସ୍‌କୁ ପଛପଟୁ ହାଇୱା ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ପାଖାପାଖି […]

  • Tuesday, 13 July 2021
artists
ହିଂସାକାଣ୍ଡରେ ଫସି ଯାଇଥିଲେ ଓଡ଼ିଆ କଳାକାର, ୫ ଘଣ୍ଟା ପରେ ଉଦ୍ଧାର

ଭୁବନେଶ୍ୱର: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା ବଜାଶାଲ୍ କଳାକାରମାନେ ଏହି ହିଂସାକାଣ୍ଡରେ ଫସି ଯାଇଥିଲେ। ରାଜପଥରେ ସାଧାରଣତନ୍ତ୍ର ଦିବସ ଅବସରରେ ଭାଗନେଇ ଏହି ସାଂସ୍କୃତିକ ଦଳ ନିଜ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ସହ ଅନ୍ୟ ରାଜ୍ୟର କଳାକାର ମଧ୍ୟ ଥିଲେ। ଏହି ସମୟରେ  ଟ୍ରାକ୍ଟର ଚଳାଇ ଚାଷୀମାନେ ଦିଲ୍ଲୀ ଭିତରେ ପ୍ରବେଶ କରିଥିବାରୁ […]

small fishes
ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୂନା ମାଛ

ଭୁବନେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୂନା ମାଛ। ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏଣିକି ଚୂନା ମାଛ ମିଳିବ। ପାଇଲଟ୍ ପ୍ରକଳ୍ପରେ ମୟୂରଭଞ୍ଜ ଜିଲ୍ଲାରେ ଯୋଜନା ଆରମ୍ଭ କରାଯିବ। ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅନୁସାରେ ପିଲାଙ୍କୁ ଚୂନା ମାଛ ଦିଆଯିବ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏନେଇ ଏକ ଭର୍ଚୁଆଲ ବୈଠକ ବସିଥିଲା। ରାଜ୍ୟ ମହିଳା ଓ ଶିଶୁ […]

  • Tuesday, 13 July 2021
brmpr-nakli-msala
ଖାଦ୍ୟ ନାଁରେ ଅଖାଦ୍ୟ, ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର : କଟକ, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି କାରବାର ।  ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ କରାଯାଇଛି । ସହରର ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି । ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ ହୋଇଛି  । କାରଖାନାର ମାଲିକ ଜଣକ ରାୟପୁରରୁ ମରିଚ ଗୁଣ୍ଡ […]

  • Tuesday, 13 July 2021
collage (9)
ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ 'ଦାମୋଦର' ମେଳା ଆରମ୍ଭ

କରଞ୍ଜିଆ ( ଦୀପକ ମହାନ୍ତ) : କଟକଣା ଭିତରେ ଆରମ୍ଭ ହୋଇଛି ଆଦିବାସୀ ସମ୍ପ୍ରଦାୟର ନିଆରା ପରମ୍ପରା ‘ଦାମୋଦର’ ମେଳା । ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ନିକଟରେ ଏହି ମେଳା ଅନୁଷ୍ଠିତ ହୋଇଛି । ଏଥିପାଇଁ ଚଳଚଞ୍ଚଳ ଆଦିବାସୀ ସାନ୍ତାଳ ପରିବାର । ସାନ୍ତାଳୀ ଜାତିର ପରମ୍ପରା ଅନୁଯାୟୀ, ମକର ସଂକ୍ରାନ୍ତିର ପାଞ୍ଚ ଦିନ ପରେ ପୂର୍ବପୁରୁଷଙ୍କ ସମୂହ ଅସ୍ଥି ବିସର୍ଜନ କରାଯାଏ , ଯାହାକୁ ଏହି ସମ୍ପ୍ରଦାୟର ଲୋକେ ଦାମୋଦର ଯାତ୍ରା ବୋଲି କହନ୍ତି […]

  • Tuesday, 13 July 2021
farmer
ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଅନ୍ନଦାତା ! ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଭାଙ୍ଗିଲାଣି ଚାଷୀର ଧୈର୍ଯ୍ୟର ବନ୍ଧ । ମାସ ମାସ ଧରି ସମସ୍ୟା ସମାଧାନ ହେଉନଥିବାରୁ କିଛି ସ୍ଥାନରେ ଚାଷୀ ଆଜି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଖରିଫ୍ ଧାନ କିଣାରେ ଅବ୍ୟବସ୍ଥା ନେଇ ପୁଳାପୁଳା ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ଓ କଂଗ୍ରେସ୍ । ପାଦେ ଆଗକୁ ଯାଇ ଆସନ୍ତାକାଲି ସମ୍ବଲପୁରେ ବିଶାଳ ଚାଷୀ ସାମବେଶ କରିବା ସହ ଆରଡ଼ିସିଙ୍କ ଅଫିସ୍ ବି […]

  • Tuesday, 13 July 2021
minister
ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା ? ଛୁଟିରେ ଥାଇ ବି ନେଇଛନ୍ତି ମାସ ମାସର ଦରମା

ଖଣିମନ୍ତ୍ରୀଙ୍କ କ୍ଷମତାର ଅପବ୍ୟବହାର! ଅଧ୍ୟାପିକା ବୋହୂଙ୍କୁ ଦେଖାଇଛନ୍ତି ଅହେତୁକ ଅନୁକମ୍ପା! କଲେଜ ନଯାଇ ବି ମାସ ମାସ ଧରି ମନ୍ତ୍ରୀଙ୍କ ବୋହୂ ଉଠାଇଛନ୍ତି ଦରମା ଆରଟିଆଇ ତଥ୍ୟରୁ ମିଳିଛି ସାଂଘାତିକ ପ୍ରମାଣ ଯାହାକୁ ନେଇ ଏବେ ବିବାଦରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ( ବିଦ୍ୟାଧର ବରାଳ) : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ଖୋଲିଛି କାମାକ୍ଷାନଗର କଲେଜରେ ଦୁର୍ନୀତିର ନୂଆ ଗୁମର । ଖୋଦ୍ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ […]

  • Tuesday, 13 July 2021
lekhashree
ଧାନ କିଣା ସମସ୍ୟାକୁ ନେଇ ଆନ୍ଦୋଳନ, କାଲି ପଶ୍ଚିମାଞ୍ଚଳ ଆରଡ଼ିସି ଅଫିସ୍ ଘେରାଉ କରିବ ବିଜେପି

ଭୁବନେଶ୍ୱର : ରାଜ୍ୟରେ ଧାନ କିଣାରେ ସମସ୍ୟାକୁ ନେଇ ବିଜେପି କରିବ ଆନ୍ଦୋଳନ । ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ରାସ୍ତା ଅବରୋଧ ଓ ଦାବି ସତ୍ତ୍ୱେ ମଣ୍ଡିଗୁଡ଼ିକରେ ଧାନ କିଣା ଯାଉନଥିବାରୁ ବିଜେପି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି  । ଆସନ୍ତାକାଲି ସମ୍ବଲପୁରରେ ପଶ୍ଚିମାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେବେ ବିଜେପି ନେତା ଓ କର୍ମୀ । ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ରର ସାଂସଦ, ୩୫ଟି ବିଧାନସଭା […]

  • Tuesday, 13 July 2021
business man
ରାସ୍ତା ମଝିରୁ ବ୍ୟବସାୟୀଙ୍କୁ କିଡ୍‌ନାପ୍‌

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡଙ୍କୁ ଶନିବାର ସନ୍ଧ୍ୟାରେ କେହି ଅପହରଣ କରି ନେଇଛନ୍ତି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ବୀରମିତ୍ରପୁର ଥାନାରେ ଏତଲା ଦିଆଯାଇଛି। ଗତ ସନ୍ଧ୍ୟାରେ ପ୍ରଦୀପ ବିଜାବାହାଲରେ ଥିବା କ୍ରସରରୁ ଘରକୁ ଫେରୁଥିଲେ। ଏହି ସମୟରେ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ରାଜପଥଠାରୁ ୨୦୦ ମିଟର ଦୂରରୁ ପ୍ରଦୀପଙ୍କ କାର୍‌ ମିଳିଛି। କାର୍‌ରୁ ତାଙ୍କ ମୋବାଇଲ୍ ଫୋନ୍ ଓ ଗୋଟିଏ […]

  • Tuesday, 13 July 2021
7am-puri
ହଟିବ କଟକଣା, କାଲି ଠାରୁ ବିନା କୋଭିଡ଼୍ ରିପୋର୍ଟରେ କାଳିଆ ଦର୍ଶନ

ପୁରୀ (ମଧୁସୁଦନ ମିଶ୍ର) : ଆଉ ମାତ୍ର ଦିନକର ବ୍ୟବଧାନ, ବିନା କୋଭିଡ଼୍ ରିପୋର୍ଟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ । ବଡଠାକୁରଙ୍କ ଦର୍ଶନ ନପାଇ ଆସନ୍ତାକାଲି ଠାରୁ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରି ଯିବନି ।  ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସଓପି ମାନି ଭଗବାନଙ୍କ ନିକଟକୁ ଯାଇପାରିବେ ଶ୍ରଦ୍ଧାଳୁ  । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବରୁ ଦର୍ଶନ ପାଇଁ କୋଭିଡ଼ […]

odia-puanku-guru-daitya
ଦେଶରେ ବଢ଼ୁଛି ଓଡ଼ିଆଙ୍କ ପତିଆରା, ଏଲଆଇସି MD ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର : ଦେଶରେ ବଢ଼ିବାରେ ଲାଗିଛି ଓଡ଼ିଆଙ୍କ ପତିଆରା । ବଡ଼ ବଡ଼ ପଦବୀରେ ଓଡ଼ିଆ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ରୂପରେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ଭାବେ ଚୟନ ହେବାର ଘୋଷଣାର ଦିନକ ପରେ ଆଉ ଏକ ଗୌରବାନ୍ୱିତ କଲାପରି ଖବର ମିଳିଛି । ଦେଶର ସର୍ବବୃହତ୍ତ ବୀମା କଂପାନି ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ […]

  • Tuesday, 13 July 2021
collage (7)
ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର ପାରାଦ୍ୱୀପ(ରମାକାନ୍ତ ନାୟକ) : ରାଗରେ ପୋଲିସ ଗାଡି ଉପରେ କୋଇଲା ବୋଝେଇ ଟ୍ରକ ଚଢାଇ ଦେଲା ଡ୍ରାଇଭର । ଫଳରେ ପିସିଆର ଗାଡ଼ି ଓ ଗୋଟିଏ ବାଇକ କ୍ଷତିଗ୍ରସ୍ତ ହୋଇଛି । ଟ୍ରକ ଡ୍ରାଇଭରକୁ ପାରାଦ୍ୱୀପ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଦୋଛକିରେ ଭିଡ ନିୟନ୍ତ୍ରଣ କରୁଥିବା ବେଳେ କଟକ-ପାରାଦୀପ ପଟୁ ଆସୁଥିବା କୋଇଲା ବୋଝେଇ ଟ୍ରକ […]

patato
ପ୍ରକୃତିର ଚମତ୍କାର ! ଗୋଟିଏ ଗଛରେ ଦୁଇ ପ୍ରକାର ଫଳ, ଆଳୁ ଗଛରେ ଫଳିଛି ଟମାଟୋ

ପାରାଦ୍ୱୀପ (ରମାକାନ୍ତ ନାୟକ) : ପ୍ରକୃତିର ଚମତ୍କାର । ଆଳୁ ଗଛରେ ଫଳିଛି ଟମାଟୋ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଲଗାଯାଇଥିବା ୩ଟି ଆଳୁ ଗଛ ମଧ୍ୟରୁ ଗୋଟିକରେ ଉଭୟ ଆଳୁ ଓ ଟମାଟୋ ଫଳିଛି ।  ଅର୍ଥାତ୍ ମାଟିତଳେ ଆଳୁ ଫଳିଥିବା ବେଳେ ଗଛର ଦୁଇଟି ଶାଖାରେ ଦୁଇ […]

  • Tuesday, 13 July 2021
corona-tika
ଏବେ ମନାକଲେ ପରେ ମାଗଣାରେ ମିଳିବନି କରୋନା ଟିକା

ଭୁବନେଶ୍ୱର : ପରେ ମାଗଣାରେ ମିଳିବନି କରୋନା ଟିକା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି । ହେଲେ ଏବେ କିଛି  ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଛନ୍ତି ।  ବର୍ତ୍ତମାନ  ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ […]

sulia-ptha
ଶୁଲିଆ ପୀଠରେ ପୁଣି ପଡ଼ିଲା ବଳି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । କରୋନା କଟକଣା ଭିତରେ ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ବଳି ପଡ଼ିଛି । ବଡ଼ଖଳା ଓ ସାନଖଳାରେ ମାନସିକଧାରୀ ବଳି ପକାଇଛନ୍ତି । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ପଡ଼ିଛି ବଳି । ପରମ୍ପରା ଅନୁସାରେ ପୂଜା ପାଠ ପରେ ପ୍ରଥମେ ପାଟ ବୋଦାକୁ ବଳି ଦିଆଯାଇଛି । ତା ପରେ ମାନସିକଧାରୀମାନେ ନିଜେ ଆଣିଥିବା ପଶୁ ପକ୍ଷୀ […]

  • Tuesday, 13 July 2021