• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ରାଜସ୍ଥାନ ଯାଏ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍‌ର ଚେର

ବାଲୁଗାଁ(ଶକ୍ତି ମହାପାତ୍ର): ଖୋର୍ଦ୍ଧା ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ୨୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌। ଏହି ମୂର୍ତ୍ତି ଚୋରି ରାକେଟ୍‌ର ଚେର ରାଜସ୍ଥାନକୁ ଲମ୍ବିଥିବା ଜଣାପଡ଼ିଛି। ମାମଲାରେ ବାଣପୁର ପୋଲିସ୍‌ ୪ ଆନ୍ତଃରାଜ୍ୟ ପେସାଦାର ମୂର୍ତ୍ତି ଚୋରଙ୍କୁ ଗିରଫ କରିବା ସହ ୯ଟି ମୂର୍ତ୍ତି ଉଦ୍ଧାର କରିଛି। ଏଥିସହ ୪ଟି ଧାତବ ଅବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତମାନେ ରାଜସ୍ଥାନର ବୋଲି ପୋଲିସ ସୂଚନା ଦେଇଛି। ମାମଲାରେ ଅନ୍ୟ ୨ ଜଣଙ୍କର […]

  • Tuesday, 13 July 2021
mines
ସାରଦା ମାଇନ୍ସକୁ ୨ ହଜାର ୫୬ କୋଟିରୁ ଅଧିକ ଟଙ୍କାର ଜରିମାନା

କେନ୍ଦୁଝର(ପ୍ରଣୟ କୁମାର ପାଣି ): ପରିବେଶ ଅନୁମୋଦନଠାରୁ ଅଧିକ ଖଣି ଖନନ କରିବା ଅଭିଯୋଗରେ ସାରଦା ମାଇନ୍ସକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କାର ଜରିମାନା କରଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ସାରଦା ମାଇନ୍ସକୁ ଯୋଡ଼ା ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି। ଯୋଡ଼ା ଯୁଗ୍ମ ଖଣି ନିର୍ଦ୍ଦେଶାଳୟର ଚିଠି ଅନୁସାରେ ସାରଦା ଖଣି କର୍ତ୍ତୃପକ୍ଷ ପରିବେଶ ମଞ୍ଜୁରୀ ନିୟମର ଉଲ୍ଲଂଘନ କରି […]

  • Tuesday, 13 July 2021
collage (17)
ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ, ଡାକ୍ତରଖାନା ପହଞ୍ଚୁ ପହଞ୍ଚୁ ଚାଲିଗଲା ଜୀବନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା। ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବାରୁ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋଷଲାଙ୍ଗ ଗାଁରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କୋଷଲାଙ୍ଗ ଗାଁର ୬୫ ବର୍ଷୀୟ ବୃଦ୍ଧ କଣ୍ଠ କହଁର ନାମକ ବ୍ୟକ୍ତି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ତେବେ ଗାଁକୁ ରାସ୍ତା ନଥିବାରୁ ପାଖାପାଖି ୨କିଲୋମିଟର ପୂର୍ବରୁ […]

  • Tuesday, 13 July 2021
odisha
ଚାକିରିରୁ ବିଦା ହେଲେ ବରିଷ୍ଠ କିରାଣୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜାଲ୍ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରି କରିବା ଏବଂ ପଦୋନ୍ନତି ପାଇଥିବା ଜଣେ ବରିଷ୍ଠ କିରାଣୀଙ୍କୁ ମାଲକାନଗିରି ଜିଲ୍ଲାପାଳ ଓ୍ୱାଇ ବିଜୟ ଚାକିରିରୁ ବହିଷ୍କୃତ କରିଛନ୍ତି। ବହିଷ୍କୃତ ହୋଇଥିବା କର୍ମଚାରୀ ହେଉଛନ୍ତି ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା। ଖୋଳତାଡ଼ ପରେ ୨୪ବର୍ଷ ତଳେ ହୋଇଥିବା ଏହି ଜାଲିଆତି ସାମ୍ନାକୁ ଆସିଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଲକ୍ଷ୍ମୀପ୍ରିୟାଙ୍କୁ ଚାକିରିରୁ ବିଦା କରାଯାଇଛି। ପ୍ରାୟ ୨୪ ବର୍ଷ ଧରି ସେ […]

  • Tuesday, 13 July 2021
139531945_799991090876146_8195716436512410822_n
କଳିକାଳର କୁଲାଙ୍ଗାର ପୁଅ! ଗାଁ ବୁଲାଇନେବା ବାହାନାରେ ହାଡ଼ଭଙ୍ଗା ଜାଡ଼ରେ ମା’କୁ ରାସ୍ତାକଡ଼ରେ ଛାଡ଼ିଦେଲା

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମା’ ଚାଲ କୁଣିଆ ଯିବା। ଘରେ ବସି ବସି ବିରକ୍ତ ଲାଗିବଣି। ଗାଁ ବୁଲି ଆସିଲେ ଆସିଲେ ତତେ ବି ଭଲ ଲାଗିବ। ମାଡ଼ପିଟ୍ କରୁଥିବା ପୁଅ ମୁହଁରୁ ସରାଗଭରା କଥା ଶୁଣି ଖୁସି ଖୁସି ବାହାରି ପଡ଼ିଲା ମା’। ବୟସର ଅପରାହ୍ନରେ ପୁଅ ମନରେ ଥିବା ଛନ୍ଦକପଟକୁ ବା କିପରି ବୁଝି ପାରିଥାଆନ୍ତା। ହେଲେ ବୁଢ଼ୀ ମା’ର ବିଶ୍ୱାସରେ ବିଷ ଦେଲା ପୁଅ। ବୁଲାଇନେବା ବାହାନାରେ ଶୀତୁଆ ସଞ୍ଜରେ ମାମୁ ଘର ଗାଁ […]

  • Tuesday, 13 July 2021
suicide
’ବକେୟା ଦରମା ନଦେଲେ ଏଇଠି ମରିବି, ମୋ ଶବ ପଡ଼ିଥିବ ଆଉ ମୋ ସ୍ତ୍ରୀ କାନ୍ଦୁଥିବ’

’ଦରମା ନଦେଲେ ଏଇଠି ମରିବି’! ୩ କିମ୍ବା ୪ ଦିନ ଭିତରେ ମୋତେ ଦରମା ନମିଳିଲେ, ବିଡ଼ିଓ ସାର୍ ନିଜେ ଦେଖିବେ ମୋ ଶବ ଏଇଠି ପଡ଼ିଥିବ। ପାଖରେ ମୋର ସ୍ତ୍ରୀ କାନ୍ଦୁଥିବ। ବକେୟା ଦରମା ନପାଇ ଅଭିମାନ ଭରା କଣ୍ଠରେ ଏମିତି କହି କ୍ଷୋଭ ପ୍ରକାଶ କରିଛନ୍ତି ଜଣେ ଜିଆରଏସ୍‌। ଦୀର୍ଘ ୧୦ ମାସ ହେଲା ହେଲା ତାଙ୍କ ଦରମା ବନ୍ଦ କରାଯାଇଛି। ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଦରମା ମିଳୁନି। ବିଡିଓ ବ୍ୟକ୍ତିଗତ ରାଗ […]

  • Tuesday, 13 July 2021
schl
ଅନ୍ଧାରରେ ପିଲାଙ୍କ ଭବିଷ୍ୟତ: ଜଣେ ମାତ୍ର ଖେଳ ଶିକ୍ଷକରେ ଚାଲୁଛି ହାଇସ୍କୁଲ

ଆସିକା (ମନୋଜ ମୁନୀ): କେମିତି ଚାଲିଛି ପାଠପଢା? ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା। ୪୯ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ପଢ଼ାଉଛନ୍ତି। ତେଣୁ ଚିନ୍ତାରେ ଅଭିଭାବକ। ଏପରି ପରିସ୍ଥିତି ଉପୁଜିଛି ଆସିକା ଏନ ଏ ସି ହାଇସ୍କୁଲରେ।  ଏଠି କ୍ରୀଡା ଶିକ୍ଷକ ହିଁ ସ୍କୁଲ ଚଳାଉଛନ୍ତି। ସଭିଏ ପଢିବେ, ସଭିଏଁ ବଢିବେ ନାରା ଯେମିତି ଏଠାରେ ହାସ୍ୟାସ୍ପଦ ମନେହେଉଛି । ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି […]

PRadeep-panigrahi
ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ : ଅଦାଲତରେ ରଦ୍ଦ ହେଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

କଟକ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଯାଇଛି। ଦୀର୍ଘ ସମୟ ଶୁଣାଣି କରି ଏକଥା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ। ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଖାରଜ କରିଛନ୍ତି ଅଦାଲତ। କୋର୍ଟଙ୍କ ଏହି ରାୟରେ ସାମାନ୍ୟ  ଆଶ୍ୱସ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ […]

duplicate_drinks
ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିର ମାଲିକ, କୋଲ୍ଡ ଡ୍ରିକ୍ସ ନାଁରେ ଭେଜାଲ ସାମଗ୍ରୀ ବିକୁଥିଲେ

ଭୁବନେଶ୍ୱର: ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ। ଭୁବନେଶ୍ୱର ମଞ୍ଚେଶ୍ୱରରୁ ନକଲି ମୃଦୁ ପାନୀୟ ଜବତ ଘଟଣାରେ ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ଆଜି ପୋଲିସ ଗିରଫ କରିଛି। କାରଖାନାରେ ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡର ଭେଜାଲ ମୃଦୁ ପାନୀୟ ତିଆରି ହେଉଥିଲା। ଗତକାଲି ଅତର୍କିତ ଚଢ଼ାଉ କରି ଫ୍ୟା୍କ୍ଟ୍ରି ସିଲ୍ କରିଥିଲା ପୁଲିସ୍‌। ବିଭିନ୍ନ ବ୍ରାଣ୍ଡର କୋଲ ଡ୍ରିଙ୍କସ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ […]

  • Tuesday, 13 July 2021
collage (15)
ଆଳିରେ ମାତିଛନ୍ତି ଏଟିଏମ୍ ଲୁଟେରା. . ସଂକ୍ଷେପରେ ରାଜ୍ୟର ମୁଖ୍ୟ ଖବର ଉପରେ ନଜର ପକାନ୍ତୁ

ଆଳିରେ ମାତିଛନ୍ତି ଏଟିଏମ୍ ଲୁଟେରା ଆଳି: କେନ୍ଦ୍ରାପଡ଼ା ଆଳିରେ ମାତିଛନ୍ତି ଲୁଟେରା। ଦୁଇ ଦୁଇଟି ଏଟିଏମକୁ ତାଡ଼ି ନେଇଛନ୍ତି ଦୁର୍ବୃତ୍ତ। ସ୍ଥାନୀୟ ପତ୍ରପୁର ଓ ନିଆଳହାଟରେ ଥିବା ଦୁଇଟି ଏସବିଆଇ ଏଟିଏମକୁ ତାଡ଼ି ନେଇଛନ୍ତି। ଗ୍ୟାସ୍ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟ୍ ନେଇଥିବା ସନ୍ଦେହ କରାଯାଉଛି। ଏପରିକି ଏଟିଏମ୍ ମେସିନକୁ କାଟିବା ପରେ ଲାଗିଥିବା ସିସିଟିଭିକୁ ନଷ୍ଟ କରି ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ଗତକାଲି ହିଁ ଉଭୟ ଏଟିଏମରେ […]

  • Tuesday, 13 July 2021
madi-asuchi
୧୬ ଜିଲ୍ଲାକୁ ଶୀତ ସତର୍କତା : ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ

ରାଜ୍ୟର ୧୬ଟି ଜିଲ୍ଲାକୁ ଶୀତଲହରୀ ନେଇ ସତର୍କ ସୂଚନା ଜାରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିର ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତଅରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଭୁବନେଶ୍ୱର : ଶୀତରେ ଥରହର ହେଉଛନ୍ତି ରାଜ୍ୟବାସୀ। କିଛି […]

  • Tuesday, 13 July 2021
OTV-KHABAR-aniki-sahajare-
ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର: ଯେକୌଣସି RTOରେ ହୋଇପାରିବ ରେନୱାଲ, ରେଜିଷ୍ଟ୍ରେସନ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି।ଗାଡ଼ିର କାଗଜପତ୍ର ପ୍ରସ୍ତୁତି ଏବେ ଆହୁରି ସହଜ ହେବ। ରେନୱାଲ, ରେଜିଷ୍ଟ୍ରେସନ ଏବେ ରାଜ୍ୟର ଯେକୌଣସି RTOରେ ହୋଇପାରିବ। ଏହାସହ ମାଲିକାନା ଓ ଠିକଣା ପରିବର୍ତ୍ତନ ବି ଆପଣ ନିକଟସ୍ଥ ଯେକୌଣସି RTOରେ କରାଇପାରିବେ। ଏଥଇପାଇଁ ଆଉ ବାରମ୍ବାର ଆରଟିଓ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ପୂର୍ବରୁ ଅନ୍ୟ ଅଞ୍ଚଳରୁ ଆସିଥିବା ଲୋକେ ଗାଡ଼ି କାଗଜପତ୍ର ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ  ପାଖ RTOରେ କାମ କରାଇପାରିବେ। ଡ୍ରାଇଭିଂ […]

  • Tuesday, 13 July 2021
coldrinks
ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ : ବିଭିନ୍ନ ନାମୀ କମ୍ପାନୀର ନାଁ ବଦଳାଇ ବିକ୍ରି କରୁଥିବା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟସାରା ନକଲି କାରବାରର ଚେର। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଯୁଆଡ଼େ ଦେଖିବ, ସିଆଡ଼େ ନକଲି ସାମଗ୍ରୀ। ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍‌ସନ୍‌ରେ ପଡ଼ିଯାଇଛନ୍ତି ଖାଉଟି।  ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। କେଇଟା ଟଙ୍କା ଲୋଭରେ ଲକ୍ଷ ଲକ୍ଷ ଲୋକଙ୍କୁ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି ମରଣ ମୁହଁକୁ ଠେଲି […]

  • Tuesday, 13 July 2021
RTO-OFFICE
ଆରଟିଓ ଅଫିସ୍‌ରେ ଆଉ ଲାଗିବନି ଲମ୍ବା ଧାଡ଼ି: ସ୍ମାର୍ଟ ଧାଡିରେ ଛିଡ଼ା ହେବେ ଲୋକ

ଭୁବନେଶ୍ୱର: ଆରଟିଓରେ ଆଉ ଲାଗିବନି ଲମ୍ବା ଧାଡ଼ି। ଆଗାମୀ ସମୟେର ଡ୍ରାଇଭିଂ ଲାଇସନ୍ସ କିମ୍ବା ଅନ୍ୟ କାମ ପାଇଁ ଲୋକଙ୍କୁ ଅଧିକ ସମୟ ଛିଡ଼ା ହେବାକୁ ପଡ଼ିବନି। ଏଥିପାଇଁ ଲୋକଙ୍କୁ ସ୍ମାର୍ଟ ଧାଡ଼ିରେ ଛିଡ଼ା କରାଇବାକୁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଖୁବ ଶୀଘ୍ର ଓ ସହଜ କାମ ଲାଗି ଲୋକଙ୍କୁ ସ୍ମାର୍ଟ ଧାଡିରେ ଛିଡ଼ା କରାଇବାର ନୂଆ ଯୋଜନା କରିଛି। ରାଜ୍ୟ ପରିବହନ ବିଭାଗ ଏନେଇ ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ସହ […]

  • Tuesday, 13 July 2021
accident
ବାଇକକୁ ଧକ୍କା ଦେଲା କାର : ଜଣେ ମୃତ,କାର ଡ୍ରାଇଭର ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବାଇକକୁ ଧକ୍କା ଦେଲା କାର। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ରୁଗୁଡିପାଲି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆ ଜଣେ ଗୁରୁତର ହୋଇଛନ୍ତି। ଜଣେ  ଫ୍ଲିପକାର୍ଟର ଡେଲିଭରୀ ବଏ ବାଇକରେ ଆସୁଥିବା ବେଳେ, କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ କାର ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବଏ ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଗୁରୁତର […]

  • Tuesday, 13 July 2021
pathara
ଅସହାୟଙ୍କୁ ଆହାର ଦେଉଛି ପଥର! କାମ ମିଳୁନି, ପଥର ଭାଙ୍ଗି ଗୁଜୁରାଣ ମେଣ୍ଟାଉଛନ୍ତି ଚାଳିଶରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ):ପଥର ଆମ ପାଇଁ ଭଗବାନ୍, ପଥର ଆମ ପାଇଁ ଦରଦୀ ବନ୍ଧୁ। ପାପୀ ପେଟକୁ ଦୁଇ ଓଳି ଦୁଇମୁଠା ଦାନା ଯୋଗାଏ। ଶିକ୍ଷା ଏମାନଙ୍କ ପାଇଁ ସାତ ସପନ।  ପଥର ଭାଙ୍ଗିଲେ ଘରେ ଚୂଲି ଜଳେ, ନହେଲେ ଖାଡ଼ା ଉପାସ। ଦିନ ଆରମ୍ଭ ହୁଏ ପଥରରୁ, ଆଉ ପଥରରେ ହିଁ ଦିନ ସରି ସଞ୍ଜ ନଇଁଯାଏ। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଂଚୟତର ମାଳିଗୁଡା ଓ ସ୍ପିଲ୍ଵବାଇ ଦୁଇ ଗ୍ରାମର ଚାଳିଶରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର […]

  • Tuesday, 13 July 2021
february-guidelines
ରାଜ୍ୟ ଜାରି କଲା ଫେବ୍ରୁଆରୀ ଗାଇଡଲାଇନ୍ : ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ଫେବ୍ରୁଆରୀ ମାସ ପାଇଁ କରୋନା ଗାଇଡଲାଇନ୍। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ସାମାନ୍ୟ କିଛି ପରିବର୍ତ୍ତନ ଆଣି ସରକାର ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଲାଗୁ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବ୍ରୁଆରୀ ଗାଇଡଲାଇନରେ ପ୍ରାଥମିକ ସ୍କୁଲ ଖୋଲିପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଏସଓପି ଜାରି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ […]

  • Tuesday, 13 July 2021
Maobadi
ବିଭତ୍ସ ହତ୍ୟାକାଣ୍ଡ ଘଟାଇଲେ ମାଓବାଦୀ : ୨ ଜଣଙ୍କୁ ଘରୁ ଡାକି ନେଇ ନିର୍ମମ ହତ୍ୟା

ବାଲିଗୁଡ଼ା(ଅଜିତ ଦାସ): କନ୍ଧମାଳରେ ବର୍ବରକାଣ୍ଡ ଘଟାଇଲେ ମାଓବାଦୀ। ବେଲଘର ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ଗାଁରେ ପଶି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ପାଖରେ ଗୋଟିଏ ମୃତଦେହ ପଡିଥିବା ବେଳେ ଆଉ ଗୋଟିଏ ମୃତଦେହ ଗୁଛାଗୁଡ଼ା ଗାଁ ପାଖରେ ପଡ଼ି ରହିଛି। ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିଯାଇଛନ୍ତି। ତେବେ ଘଂଚ ଜଙ୍ଗଲ ମଧ୍ୟରେ ମୃତଦେହ ପଡିଥିବାରୁ ପୋଲିସ ସେଠାରେ ପହଞ୍ଚି ପାରିନାହିଁ। ପୁଲିସ୍‌ର […]

  • Tuesday, 13 July 2021
nakali-ghee
କଟକରେ ନକଲି ଘିଅ କାରଖାନା ଠାବ! ମାଲିକକୁ ଅଟକ ରଖି ମର୍କତନଗର ପୋଲିସର ପଚରାଉଚରା

କଟକ (ଦେବାଶିଷ ମହାନ୍ତି) : ରାଜ୍ୟର ଚାରିଆଡ଼େ ଭେଜାଲ ସାମଗ୍ରୀ ହାଉଜାଉ। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଜିନିଷରେ ହାତ ମାରିବ ସବୁ ତ ନକଲି, ମଣିଷ ଖାଇବ କ’ଣ ? କେଇଟା ଟଙ୍କା ଲୋଭରେ ଲକ୍ଷ ଲକ୍ଷ ଲୋକଙ୍କୁ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି […]

  • Tuesday, 13 July 2021
child-eye
୧୧ ବର୍ଷ ହେଲାଣି ଆଖିପତା ପଡ଼ୁନି, ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଭୋଗୁଛି ସିଦ୍ଧାନ୍ତ

ବୟସ ବଢ଼ୁଛି, ଯନ୍ତ୍ରଣା ବଢ଼ୁଛି ଦଶ ବର୍ଷ ହେଲାଣି ପଡ଼ୁନି ଶିଶୁର ଆଖିପତା  ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ କୁନି କୁନି ପିଲାଙ୍କର ଆଖି ଖୁବ ସୁନ୍ଦର ହୋଇଥିଲେ ହେଁ, ଏହି କୁନି ନିଷ୍ପାପ ପିଲାଟିର ଫଟୋ ଦେଖିବାକୁ ଅସହଜ ମନେ ହେଉଥିବାରୁ ଆଖିରେ ପଟି ଦିଆଯାଇଛି। ପଢ଼ନ୍ତୁ ସିଦ୍ଧାନ୍ତର ଦୁଃଖଭରା କାହାଣୀ . . . . ଫୁଲବାଣୀ(ତ୍ରିନାଥ ସାହୁ): ଅଭାବୀ ପରିବାର ଉପରେ ଦାଉ ସାଧୁଛି ସାଂଘାତିକ ଆଖି ରୋଗ। ଅସହ୍ୟ ଯନ୍ତ୍ରଣାରେ […]

  • Tuesday, 13 July 2021
odisha
ପ୍ରେମିକା ପାଇଁ ସାଜିଥିଲେ ବାବା ବେଶ, କିନ୍ତୁ ଫସିଗଲେ

ଯାଜପୁର(ଅଭୟ ପତି): ପ୍ରେମିକାଙ୍କୁ ଦେଖା କରିବା ପାଇଁ ବାବା ବେଶ ହୋଇ ଯାଇଥିଲେ ପ୍ରେମିକ। ହେଲେ ଜାଣିନଥିଲେ ତାଙ୍କର ଏହି ପ୍ଲାନ୍‌ ଫସର ଫାଟିଯିବ ଓ ତାଙ୍କୁ ସିଧା ପୋଲିସ୍‌ ଷ୍ଟେସନ ଯିବାକୁ ପଡ଼ିବ। ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଏଭଳି କିଛି ଘଟଣା ଘଟିଛି। ପ୍ରେମିକାକୁ ଭେଟିବାକୁ ଆସି ହଟହଟା ହୋଇଛନ୍ତି ପ୍ରେମିକ। ସୂଚନା ଅନୁସାରେ, ପ୍ରେମିକାକୁ ଭେଟିବା ପାଇଁ ସମ୍ପୃକ୍ତ ଯୁବକ ବାବା ବେଶ ହୋଇ ଆସିଥିଲେ। ହେଲେ ପିଲା […]

  • Tuesday, 13 July 2021
Park
ଗାଁ ମଶାଣିରେ ପାର୍କର ମଜା, ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ତଟକା ପନିପରିବାର ସମ୍ଭାର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ଶ୍ମଶାନରେ ତଟକା ପନିପରିବାର ସମ୍ଭାର। ଔଷଧୀୟ ଗୁଳ୍ମରେ ଭରପୁର ଶ୍ମଶାନରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଛି। ସାଧାରଣତଃ ଶ୍ମଶାନ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ପ୍ରକାର ଶଙ୍କା ସୃଷ୍ଟି ହୁଏ । ନାନା ପ୍ରକାର ଚିନ୍ତା ମନକୁ ଆସେ,ଭୟରେ ହାତପାଦ ଥରିଯାଏ । ହେଲେ ଆଜି ଆମେ ଏମିତି ଏକ ଶ୍ମଶାନ ବିଷୟରେ ଆଲୋଚନା କରିବା ଯେଉଁଠି ଅନବରତ ଗହଳି ଲାଗିରହେ । ତେବେ ଏହି ଗହଳି […]

  • Tuesday, 13 July 2021
rd student death
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ; ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ୍

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ ?  ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ଏବେବି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଘେର ଭିତରେ। ଏସବୁ ଭିତରେ ଆଉ ଏକ CCTV ଫୁଟେଜ୍‌ ସାମ୍ନାକୁ ଆସିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ବିରିୟାନୀ ସେଣ୍ଟରକୁ ଗତ ୨୬ ତାରିଖ ଦିନ ଅପରାହ୍ଣ ୧୨ଟା ୨୦ ମିନିଟ୍‌ରେ ଝରାଫୁଲ […]

cold-drink
ବ୍ରହ୍ମପୁରରେ ନକଲି କୋଲଡ୍ ଡ୍ରିଙ୍କସ କାରବାର,ପାଣିରେ ଏସେନ୍ସ ଓ ରଙ୍ଗ ମିଶାଯାଇ କୋଲଡ୍ ଡ୍ରିଙ୍କସ୍ ପ୍ରସ୍ତୁତ ହେଉଥିବା ଅଭିଯୋଗ

ନକଲି କୋଲଡ୍ ଡ୍ରିଙ୍କସ କାରବାର ପାଣିରେ କିଛି ଏସେନ୍ସ ଓ ରଂଗ ମିଶାଯାଇ କୋଲଡ୍ ଡ୍ରିଙ୍କସ୍ ପ୍ରସ୍ତୁତ ହେଉଥିଲା ବିନା ଲାଇସେନ୍ସରେ କାରବାର ଚାଲିଥିବା ଅଭିଯୋଗ ଲକ୍ଷାଧିକ ଟଙ୍କାର ମେସିନ ଜବତ ବ୍ରହ୍ମପୁର : କଟକ ପରେ ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ କାୟା ମେଲାଇଛି  ନକଲି କାରବାର ।   ବ୍ରହ୍ମପୁର ସଦରଥାନା ପୋଲିସ ପକ୍ଷରୁ ସୁକୁଣ୍ଡା ଗାଁରୁ ନକଲି କୋଲଡ୍ ଡ୍ରିଙ୍କସ କାରଖାନା ଠାବ କରିଛି । ଏଠାରେ ପାଣିରେ କିଛି ଏସେନ୍ସ ଓ […]

  • Tuesday, 13 July 2021
collage (13)
ମୟୂରଭଞ୍ଜରେ ବଢୁଛି ରବର ଚାଷର ଚାହିଦା, ଲାଭ ଦେଖି ଧୀରେ ଧୀରେ ଲୋକଙ୍କ ଆଗ୍ରହ ବଢ଼ୁଛି

ବଢିବାରେ ଲାଗିଛି ରବର ଚାଷ ପ୍ରତି ଲୋକଙ୍କ ଆଗ୍ରହ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଛି ରବର ଚାଷ କେଶ୍ୱରୀ ଗାଁରେ ରବର ପ୍ରକଳ୍ପରେ ଲାଭ କରୁଛି OFDC ସଂସ୍ଥା କରଞ୍ଜିଆ (ଦୀପକ କୁମାର ମହାନ୍ତ) : ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ପରିବେଶ ରବର ଚାଷ ପାଇଁ ବେଶ ଉପଯୋଗୀ। ଜିଲ୍ଲାର ରରୁଆଁ ବ୍ଳକ କେଶ୍ୱରୀ ଗାଁରେ ଚଳିତ ବର୍ଷ ଭଲ ଚାଷ ହୋଇଥିବାରୁ ବେଶ ସଫଳତା ପାଇଛି OFDC ସଂସ୍ଥ। ଏହାର ଲାଭ ଦେଖି ଏବେ […]

  • Tuesday, 13 July 2021