• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

manas
ମାନସ ମଙ୍ଗରାଜ ସରକାରଙ୍କ ମିଡିଆ ପରାମର୍ଶଦାତା

ଭୁବନେଶ୍ୱର  : କଂଗ୍ରେସ ଛାଡ଼ି ଗତବର୍ଷ ବିଜେଡିରେ ସାମିଲ ହୋଇଥିବା ଯୁବନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ମିଡିଆ ଓ ଲୋକସମ୍ପର୍କ ପରାମର୍ଶଦାତା ଭାବେ ଥଇଥାନ କରାଯାଇଛି। ଶ୍ରୀ ମଙ୍ଗରାଜ ଏବେ ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ କାର୍ଯ୍ୟ କରୁଛନ୍ତି। ସାଧାରଣ ନିର୍ବାଚନରେ ସେ ଚିଲିକା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ଶ୍ରୀ ମଙ୍ଗରାଜ ୨୦୧୪ରେ କଂଗ୍ରେସ ଟିକେଟ୍ରେ ଚିଲିକା ବିଧାନସଭା ଆସନରୁ ଲଢ଼ି ପରାଜିତ […]

  • Monday, 19 July 2021
rpf
ଲାଞ୍ଚ ନେଉଥିଲେ RPF ପୁଲିସ୍‌ ; ସିବିଆଇ ଧରିଲା

ବାରିପଦା(ମାଣିକ ଲାଲ୍‌ ପାଣି): ଲାଞ୍ଚୁଆ ରେଲୱେ ପ୍ରୋଟେକ୍‌ସନ୍‌ ଫୋର୍ସ(ଆର୍‌ପିଏଫ୍‌)ର ଦୁଇ ଜଣଙ୍କୁ ଆଜି ସିବିଆଇ ଗିରଫ କରିଛି। ସେମାନଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ସିବିଆଇ। ତେବେ ଅନ୍ୟ ଜଣେ ଫେରାର ହୋଇଯାଇଛି। ସିବିଆଇର ୨୦ ଜଣିଆ ଦଳ ଏହି ଚଢ଼ଉ କରିଥିଲେ। ପୂରା ଘଟଣା ଏମିତି। ବାରିପଦା ରେଳ ଷ୍ଟେସନ୍‌ ସମ୍ମୁଖରେ ଥିବା ରେଳ ବିଭାଗର ଜମିରେ ବହୁ ଦୋକାନ ଗଢ଼ି ଉଠିଛି। କିଛି ଦିନ ତଳେ ଏହି ଦୋକାନ ଗୁଡ଼ିକୁ ରେଳ ବିଭାଗ […]

  • Monday, 19 July 2021
rice-2
ଟୁଇଟର ଦେଲା ଚାଉଳ !

ଭଦ୍ରକ(ପାର୍ଥ ସାରଥୀ): ସୋଶାଲ୍ ମିଡିଆ ଯେ, କେବଳ ରାନୁ ମଣ୍ଡଳଙ୍କ ଭଳି କାହାରିକୁ ଷ୍ଟେସନ୍‌ରୁ ରାତାରାତି ମ୍ୟୁଜିକ୍ ଷ୍ଟୁଡିଓରେ ପହଞ୍ଚାଇପାରେ ତା ନୁହେଁ,  ଏହା ଗରିବଙ୍କ ଡାକକୁ ବି ସିଧାସଳଖ ପକାଇପାରେ ସରକାରଙ୍କ କାନରେ।  ଏହାର ପ୍ରତ୍ୟକ୍ଷ ପ୍ରମାଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା  ଧାମନଗର ବ୍ଲକରେ। ଜଣେ ଗରିବ ହିତାଧିକାରୀ ବର୍ଷେ କାଳ ଅଫିସ୍‌ରୁ ଅଫିସ୍‌କୁ ଦୌଡ଼ି ରାସନ୍ କାର୍ଡ ପାଉନଥିବା ବେଳେ, ସ୍ଥାନୀୟ  ଯୁବକଙ୍କ କେବଳ ଗୋଟିଏ ଟ୍ୱିଟ୍‌ ପରେ ତାଙ୍କୁ ଏକାଥରକେ ୯ […]

  • Monday, 19 July 2021
agri
ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ୱର : ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାରଙ୍କ ନୂଆ ଯୋଜନା। ଉନ୍ନତ ଜ୍ଞାନକୌଶଳରେ ଚାଷ କରିବାକୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ନବରଙ୍ଗପୁରର ଆରମ୍ଭ ହୋଇଛି ପାଇଲଟ୍‌ ପ୍ରୋଜେକ୍ଟ। ସେପଟେ କିନ୍ତୁ ଧାନ ଉପରେ ନିର୍ଭର କରୁଥିବା ଚାଷୀ ସରକାରଙ୍କ ଧାନକିଣା ନୀତି ଓ ବ୍ୟବସ୍ଥାକୁ ନେଇ ମୁଁହଫେରାଇ ନେଉଛନ୍ତି। SHG ଧାନକିଣାରେ ସାମିଲ କରିବା ପ୍ରତିବାଦରେ ଜୟପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଜି ଲୋକସେବା ସଦନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ […]

  • Monday, 19 July 2021
health
ସାମ୍‌ନାକୁ ଆସିଲା ରାଜ୍ୟ ସ୍ୱାସ୍ଥ୍ୟସେବାର ବିକଟ ଚିତ୍ର

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ନୂଆ ସ୍ୱାସ୍ଥ୍ୟନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରାଥମିକ ସ୍ୱାସ୍ଥ୍ୟ ଚିଠା ନୀତି ଉପରେ ବିଚାରବିମର୍ଶ ଚାଲିଥିବା ବେଳେ ,ବିଶେଷଜ୍ଞଙ୍କ ପରାମର୍ଶ ମାଗିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି। ଏହା ପରେ ଡ୍ରାଫଟ୍ ପଲିସି ଚୂଡାନ୍ତ ହେବ। ତେବେ ପ୍ରାଥମିକ ସ୍ୱାସ୍ଥ୍ୟ ଚିଠା ନୀତିରେ ରାଜ୍ୟ ସ୍ୱାସ୍ଥ୍ୟସେବାର ଯେଉଁ ବିକଟ ଚିତ୍ର ସାମ୍‌ନାକୁ ଆସିଛି ତାକୁ […]

  • Monday, 19 July 2021
result
ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ

ଭୁବନେଶ୍ୱର : ପରୀକ୍ଷା ସଂସ୍କାର ନେଇ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା। ପରୀକ୍ଷା ସରିବାର ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ। ବଢାଯିବ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା। ବିଶେଷ କରି ଯୁକ୍ତ ୩ ପାଇଁ ଗୁରୁତ୍ୱ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ  ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଠିକ୍ ସମୟରେ ପରୀକ୍ଷା ପରିଚାଳନା ସହ ଆଗୁଆ କୋର୍ସ ସାରିବା ନେଇ ଗୁରୁତ୍ୱ ଦିଆଯାଇଛି। ତାସହ […]

  • Monday, 19 July 2021
house broken
ଜୁଆର ମାଡ଼ରେ ଭାଙ୍ଗିଗଲା ବାସଗୃହ ; ଗାଁରେ ଭୟର ବାତାବରଣ

ଗଂଜାମ  : କାନ୍ଥ ଛୁଇଁଲା ସମୁଦ୍ର। ଜୁଆର ମାଡ଼ରେ ଲୀନ ହେବାରେ ଲାଗିଛି ଏକାଧିକ ଘର। ଏଭଳି ଘଟଣା ସାମନାକୁ ଆସିଛି ଗଂଜାମ ଜିଲ୍ଲା ଚିକିଟି ବ୍ଳକ୍‌ କୁତୁରୁ ପଂଚାୟତର ରାମୟାପାଟଣା ଗାଁରୁ। ଜୁଆର ମାଡ଼ରେ ଘର ଭାଙ୍ଗି ଯାଉଥିବାବେଳେ ଏକାଧିକ ଘର ବିପଦ ସଂକୁଳ ଅବସ୍ଥାରେ ରହିଛି। ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି। ପୂର୍ବରୁ ମଧ୍ୟ ରାମୟାପାଟଣା ସହ ଏହି ଅଂଚଳର ଏକାଧିକ ଗାଁରେ ସମୁଦ୍ର କୂଳ ଲଂଘୁଥିବା ଅଭିଯୋଗ ହୋଇଥିଲା। ଏନେଇ […]

  • Monday, 19 July 2021
highcourt
ଜନ୍ମ ତାରିଖକୁ ନେଇ ବିଧାୟକଙ୍କ ବିରୋଧରେ ମାମଲା

କୋରାପୁଟ ( ସୂର୍ଯ୍ୟ ପଣ୍ଡା) : କୋରାପୁଟ ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ମାମଲା। ବିଧାୟକ ରଘୁରାମ ପୋଡାଲଙ୍କ ଜନ୍ମ ତାରିଖକୁ ନେଇ ମାମଲା ଦାୟର କରିଛନ୍ତି ଆଇନଜୀବୀ କୃଷ୍ଣଚନ୍ଦ୍ର ସଁ। ବିଧାନସଭା ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଥିବା ଜନ୍ମଦିନ ତାରିଖକୁ ନେଇ ଦାଏର ହୋଇଛି ଏହି ମାମଲା।  ୨୦୦୯ ଓ ୨୦୧୯ ବିଧାନସଭା ନିର୍ବାଚନରେ ଦେଇଥିବା ସତ୍ୟପାଠରେ ଜନ୍ମତାରିଖ ଅଲଗା ଅଲଗା ରହିବାକୁ ନେଇ ଏହି ମାମଲା ରୁଜୁ ହୋଇଛି। ୨୦୦୯ ନିର୍ବାଚନରେ […]

  • Monday, 19 July 2021
r
ସରକାରୀ ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନ

ଜଳେଶ୍ୱର( ଅଜିତ୍‌ ଦାସ) : ସରକାରୀ ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନ। ତାହା ପୁଣି ସ୍କୁଲ ଚାଲିଥିବା ସମୟରେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦାରୁ। ସୂଚନା ମୁତାବକ, ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଆଜି ୭୯ତମ ଜନ୍ମ ଜୟନ୍ତୀ। ଏଥିପାଇଁ ବିଧାୟକଙ୍କ ଜନ୍ମ ଦିନ ପାଳନ ପାଇଁ ଜୟନ୍ତୀ କମିଟି ଓ ସଚେତନ ନାଗରିକ ମଂଚପକ୍ଷରୁ କମର୍ଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ବିଧାୟକ ଅନନ୍ତ ଦାସ ଯୋଗ […]

  • Monday, 19 July 2021
elephant
ବୃଦ୍ଧାଙ୍କୁ ଦଳିଦେଲା ହାତୀ

ଅନୁଗୁଳ  : ବୃଦ୍ଧାଙ୍କୁ ଦଳିଦେଲା ହାତୀ। ଅନୁଗୁଳ ଆଠମଲ୍ଲିକ ଥାନା ଅନ୍ତର୍ଗତ ନଅଗାଁ ପଞ୍ଚାୟତ ନୂଆଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ସୁବାସିନୀ ନାୟକ। ସକାଳ ସମୟରେ ଶୌଚ ହେବାପାଇଁ ପୋଖରୀକୁ ଯାଉଥିବାବେଳେ ହାତୀ ପଛରୁ ଆସି ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ସୁବାସିନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ […]

  • Monday, 19 July 2021
hanging
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ

ବାରିପଦା(ମାଣିକଲାଲ୍‌ ପାଣି): ବର୍ଷେ ପରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ୨୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ବିଚାର କରି ବାରିପଦା ଏଡିଜେ କୋର୍ଟ ଅଭିଯୁକ୍ତ ଜାମିନୀକାନ୍ତ ମହାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମସିହାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଘଟିଥିଲା ଏପରି ହୃଦୟ ବିଦାରକ ଘଟଣା।  ରଜ ପାଇଁ ପୂରା ଗାଁ ଉତ୍ସବ ମୁଖର ହୋଇଥିଲା। ସେଦିନ ଅଭିଯୁକ୍ତ ଜାମିନୀକାନ୍ତ ସାଇକେଲ୍‌ ଚଳାଇବା ଶିଖାଇବା ପାଇଁ […]

  • Monday, 19 July 2021
mla
ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ବିଧାୟକ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଏସ୍‌ଓଜି ଯବାନଙ୍କ ମୃତଦେହକୁ କାନ୍ଧ ଦେଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛେଳିଡ଼ଙ୍ଗରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଖନା ଗ୍ରାମରେ ଜଣେ ଯବାନଙ୍କ କୋକେଇ ବୋହି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ। ଉକ୍ତ ଗ୍ରାମର ଏସଓଜି ଯବାନ ଶତୃଘ୍ନ ଗଣ୍ଡଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଅବସରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପହଞ୍ଚି ମୃତ ଶତୃଘ୍ନଙ୍କ ମରଶରୀରକୁ […]

  • Monday, 19 July 2021
eviction
ଆଜି ବହୁ ପୁରାତନ ଏମ୍ଆର ମଠ ଭଙ୍ଗା ପ୍ରକ୍ରିୟା ଆରମ୍ଭ

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଲଙ୍ଗୁଳି ମଠ ଧରାଶାୟୀ କରାଯିବା ପରେ ଆଜି ବହୁ ପୁରାତନ ଏମ୍ଆର ମଠ ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ମଠ ଭିତରେ ରହିଥିବା ଆସବାବପତ୍ର ସମେତ ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ସାମଗ୍ରୀକୁ କଢ଼ା ଯାଇ ସ୍ଥାନାନ୍ତର କରାଯାଉଛି। ଏହାପରେ ମଠକୁ ଭଙ୍ଗାଯିବ।  ଏମଆର ମଠ ସହ ଆହୁରି ୭ଟି ପୁରୁଣା ମଠ ଭଙ୍ଗାଯିବାକୁ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ତା […]

  • Monday, 19 July 2021
hsc
ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ : ଶିକ୍ଷକଙ୍କ ବିରୁଦ୍ଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର : ଚଳିତବର୍ଷ ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଯେଉଁ ୮୨ଟି ହାଇସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଥିଲା ଓ ଯେଉଁ ସ୍କୁଲର ପରୀକ୍ଷା ଫଳ ୫୦%ରୁ କମ୍ ଥିଲା ସେସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ଇନକ୍ରିମେଣ୍ଟ ଓ ସେଠାରେ ଦଶମ ଶ୍ରେଣୀ ପଢ଼ାଉଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ […]

  • Monday, 19 July 2021
girl pregnant
ନବମ ଶ୍ରେଣୀର ଛାତ୍ରୀ ୫ ମାସର ଗର୍ଭବତୀ

କୋରାପୁଟ(ସୂର୍ଯ୍ୟକାନ୍ତ ପଣ୍ଡା): ପୁଣି ଆବାସିକ ବିଦ୍ୟାଳୟରେ ଲଜ୍ଜା। ରୋଷେୟା ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ୫ ମାସର ଗର୍ଭବତୀ ହେଲେ ଜଣେ ନବମ ଶ୍ରେଣୀ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଏକ ଆବାସିକ ସ୍କୁଲ ହଷ୍ଟେଲରୁ। ପୂରା ଘଟଣା ଏମିତି। ଦଶମନ୍ତପୁର ବ୍ଲକ ଅଞ୍ଚଳରେ ନାବାଳିକା ମାଣ୍ଡୁ(ଛଦ୍ମନାମ) ଏକ ଆବାଶିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଘରଠାରୁ ସ୍କୁଲ ଦୂର ହୋଇଥିବାରୁ ହଷ୍ଟେଲ୍‌ରେ ରହୁଥିଲେ। ସେଠାରେ ରହଣୀ ସମୟରେ […]

  • Monday, 19 July 2021
ship contaner
ଚିଲିକା ନିକଟରେ ମାଲେସୀୟ ଜାହାଜର୍ କଣ୍ଟେନର ଓଲଟିଲା

ବାଲୁଗାଁ : ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାର୍ କଣ୍ଟେନର ଓଲଟିଲା।  ତେବେ ମ୍ୟାଲେସୀୟ ଜାହାଜ ଜିନ୍ ହ୍ୱାର୍ ଇଞ୍ଜିନ୍ ସୁରକ୍ଷିତ ଥିବା ସୂଚନା ମିଳିଛି ।ଏହାସହ ଜାହାଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡିଛି । ଗତକାଲି ମାଲେସୀୟ ଜାହାଜ ଜିନ୍ ହ୍ୱାର୍‌ରୁ ତେଲ କାଢ଼ିବା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସଂପୃକ୍ତ ଜାହାଜ ମାଲିକଙ୍କ ପତ୍ତା ମିଳିବା ପରେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ଆଲୋଚନା […]

  • Monday, 19 July 2021
otv
ଓଟିଭିକୁ ବଦ୍‌ନାମ୍ କରିବାକୁ ଷଡ଼ଯନ୍ତ୍ର ; ଧରାପଡ଼ିଲା ମିଛ ଖବରର ଅଭିଯୁକ୍ତ

ଭୁବନେଶ୍ୱର : ‘ଓଟିଭି’ ଲୋଗୋ ବ୍ୟବହାର କରି ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ମିଛ ଖବର ପ୍ରଚାର କରିବା ମାମଲାରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ୍ ପ୍ରତାପ ସାହୁ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଉଛି । ଘର ତାଙ୍କର ପାଟଣାଗଡ଼ରେ। ଅଟକ ଥିବା ବ୍ୟକ୍ତି ଜଣଙ୍କ ହିଁ ସୋଶାଲ୍ ମିଡିଆରେ ଏଭଳି ଫେକ୍ ନ୍ୟୁଜ୍‌ ସେୟାର କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି । […]

  • Monday, 19 July 2021
attendant
ଲାଞ୍ଚ ନେଉଥିଲେ ସରକାରୀ ହସ୍ପିଟାଲର ଆଟେଣ୍ଡାଣ୍ଟ ; ଭିଡ଼ିଓ ଭାଇରାଲ

ରାଉରକେଲା : ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲା଼ଞ୍ଚ ନେବା ବେଳେ କ୍ୟାମେରାରେ କଏଦ ହେଲେ ଆଟେଣ୍ଡାଣ୍ଟ୍। ରାଉରକେଲା ସରକାରୀ ହସ୍ପିଟାଲର ଏହି ଦୃଶ୍ୟ ଏବେ ଭାଇରାଲ ହୋଇଛି। ଜଣେ ପ୍ରସୂତି ମହିଳାଙ୍କ ସମ୍ପର୍କୀୟଙ୍କ ଠାରୁ ଜନ୍ମିତ ଛୁଆର ଯତ୍ନ ନେବା ଲାଗି ସେ ଏହି ଅର୍ଥ ନେଉଥିବା ଜଣାପଡ଼ିଛି। ଏ ନେଇ ଖବର ପ୍ରସାର ପରେ ଭିଡ଼ିଓ ଭାଇରାଲ ହୋଇଛି। ଘଟଣା ଉପରେ ନଜର ଅଛି ଏବଂ ଆଟେଣ୍ଡାଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ପଦକ୍ଷେପ ନିଆଯିବ ବୋଲି […]

  • Monday, 19 July 2021
wifi
ସବୁ ଗାଁ ହେବ ଓ୍ୱାଇଫାଇ

ଭୁବନେଶ୍ୱର  : ଗାଁ ଗାଁରେ ପହଞ୍ଚିବ ଓ୍ୱାଇଫାଇ।  ଯେଉଁ ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାଓ୍ୱାର ଲଗାଯାଇପାରୁନି ସେସବୁ ଅଞ୍ଚଳରେ ଫୋନ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାର ସି-ଡଟ୍ ସାଟେଲାଇଟ୍ ଓ୍ୱାଇଫାଇ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି।  ଗ୍ରାମ୍ ନେଟ୍ ମାଧ୍ୟମରେ ୧୦ରୁ ୧୦୦ ଏମ୍ବିପିଏସ୍ ସ୍ପିଡ୍‌ ଓ୍ୱାଇଫାଇ ସେବା ଯୋଗାଇ ଦିଆଯିବା ନେଇ କେନ୍ଦ୍ର ମନ୍ତ୍ରୀ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଂଜୟ ରାମରାଓ ଧୋତ୍ରେ ସୂଚନା ଦେଇଛନ୍ତି । କେନ୍ଦ୍ରର ଏହି ପ୍ରସ୍ତାବକୁ  […]

  • Monday, 19 July 2021
papu-pom
ପୁଣି କ୍ଷମା ମାଗିଲେ ପପୁ

ଭୁବନେଶ୍ୱର : ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସମାଲୋଚିତ ହୋଇଥିବା ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ନାଁରେ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାନୁଙ୍କୁ ଅପମାନିତ କରିଥିବାରୁ ପପୁଙ୍କୁ ଗିରଫ କରାଯାଉ ବୋଲି ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚର ଏତଲାରେ ଦର୍ଶାଇଛି। ଅନ୍ୟପକ୍ଷରେ ପପୁ ପୁଣି ଥରେ କ୍ଷମା ମାଗିଛନ୍ତି। ସେ କହିଛନ୍ତି-“ସାଧାରଣ ସ୍ତରରୁ ଆସିଥିବା ଜଣେ ଅସାଧାରଣ ବ୍ୟକ୍ତିତ୍ୱ […]

  • Monday, 19 July 2021
girl4
ବଢ଼ିଲା ନାବାଳିକାଙ୍କ ସୁରକ୍ଷା ଚିନ୍ତା ; ବିଚ୍ ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ

ଭୁବନେଶ୍ୱର : ଅସୁରକ୍ଷିତ ରାଜଧାନୀ। ଖାସ୍ କରି ମହିଳା ଓ ନାବାଳିକାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜଧାନୀର ରାସ୍ତାଘାଟ। ଛୋଟ ଛୋଟ ଝିଅଙ୍କୁ ଏକୁଟିଆ ସ୍କୁଲ କିମ୍ବା ଟିଉସନ ଛାଡୁଥିଲେ ସାବଧାନ। କାରଣ ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ। ଗତ ୨୧ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା। ସାଇକେଲ୍‌ରେ ଟ୍ୟୁସନ ଯାଉଥିବା ଜଣେ ଛାତ୍ରୀକୁ ବିଚ୍ ରାସ୍ତାରେ ଅସଦାଚରଣ କରିଛି ଯୌନ ପିପାସୁ। ଦୁର୍ବୃତ୍ତର ଏହି କଳା କାରନାମା ସିସିଟିଭିରେ […]

  • Monday, 19 July 2021
patient
ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟରେ ଅନ୍ୟ ଜଣଙ୍କୁ ଚିକିତ୍ସା କଲେ ଡାକ୍ତର ; ରୋଗୀ ଗୁରୁତର

କଟକ : ଅନ୍ୟ ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଆଧାରରେ ଚିକିତ୍ସା ପରେ ଆଉ ଜଣେ ରୋଗୀ ଗୁରୁତର ହୋଇ ପଡ଼ିଛନ୍ତି। ରୋଗୀ ଜଣକ କେନ୍ଦୁଝର ଅଞ୍ଚଳର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୦ ତାରିଖରେ କେନ୍ଦୁଝର ଜିଲ୍ଲାର ପ୍ରତାପ ଚନ୍ଦ୍ର ମହନ୍ତ ନାମକ ରୋଗୀ ଦୁର୍ଘଟଣାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ସିଟି ସ୍କାନ କରିବାକୁ କହିଥିଲେ। ଡାକ୍ତରଙ୍କ […]

  • Monday, 19 July 2021
ri-1
ଭିଜିଲାନ୍ସ ଜାଲରେ RI ; ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ

ଜୟପୁର : ଭିଜିଲାନ୍‌ସ ଜାଲରେ ଆର୍‌ଆଇ। ଜମି ମପାଚୁପା ପାଇଁ ୨ ହଜାର ୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୟପୁର ନନ୍ଦପୁର ତହସିଲ ବାଲଡା ରାଜସ୍ୱ ନିରିକ୍ଷକ କୈଳାଶଚନ୍ଦ୍ର ବିଶ୍ୱାଳ। ସେ ଦିବ୍ୟାଙ୍ଗ ଡମ୍ବରୁଧର ହନ୍ତାଳଙ୍କ ଜମି ମାପି ରିପୋର୍ଟ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଡମ୍ବରୁ ଲାଞ୍ଚ ଦେବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନସ ଟିମ୍ ଟ୍ରାପ୍‌ କରିଥିଲେ। ଏହାସହ ଭିଜିଲାନସ ଟିମ୍ ବାଲଡା ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ, […]

  • Monday, 19 July 2021
student death
ଡମ୍ଫର ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

ରାଇରଙ୍ଗପୁର (ରାଜେଶ ଶର୍ମା) : ସ୍କୁଲରୁ ଦୁଇ ସାଥୀଙ୍କ ସହ ପଡ଼ୋଶୀଙ୍କ ବାଇକ୍‌ରେ ଘରକୁ ଫେରୁଥିଲେ ଆରତୀ। ହେଲେ ରାସ୍ତାରେ ଧକ୍କା ଦେଲା ଏକ ଡମ୍ଫର। ଘରକୁ ଫେରିବା ପୂର୍ବରୁ ଚାଲିଗଲା ଆରତୀଙ୍କ ଜୀବନ। ତାଙ୍କ ସାଥୀ ଓ ପଡ଼ୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି। ଧାଙ୍ଗଡ଼ିମୋତା ଗାଁର ଛେଡ଼ଗା ଭଦ୍ରା ଆଜି ୩ ଜଣ ଛୋଟ ଝିଅଙ୍କୁ ବାଇକ୍‌ରେ ବସାଇ ସରସ୍ୱତୀ […]

  • Monday, 19 July 2021
puri eviction
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦକୁ ବିରୋଧ ମାମଲା ଖାରଜ

ପୁରୀ : ଶ୍ରୀମନ୍ଦିର ଚାରିପଟର ୭୫ ମିଟର୍ ଯାଏ ଉଚ୍ଛେଦକୁ ବିରୋଧ ହୋଇ ଦାଏର ହୋଇଥିବା ମାମଲା ସୁପ୍ରିମକୋର୍ଟରେ ଖାରଜ। ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ମାମଲାକୁ ଆଜି ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ। ବିପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ମନ୍ଦିର ଚାରିପଟରେ ଥିବା ଐତିହ୍ୟରାଜିକୁ ସୁରକ୍ଷିତ ରଖିବାକୁ ସୁପାରିଶ ହୋଇଥିଲା। ତେବେ ଏବେ କାହିଁକି ଏସବୁକୁ ଭଙ୍ଗା ଯାଉଛି ବୋଲି କୋର୍ଟଙ୍କ ସମ୍ମୁଖରେ ଦର୍ଶାଇଥିଲେ ଚେନ୍ନାଇର ଜଣେ ସାଧାରଣ ବ୍ୟକ୍ତି […]

  • Monday, 19 July 2021