• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vlcsnap-error867
ଲାଲ୍‌ ବାହିନୀ ରଚିଲେ ଲଙ୍କାକାଣ୍ଡ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ସୀମାରେ ରଚିଲେ ମାଓ ତାଣ୍ଡବ। ଦାନ୍ତେଓ୍ୱାଡା ଜିଲ୍ଲା ବାଚେଲିରେ ଗତକାଲି ରାତିରେ ୫ଟି ଟ୍ରକକୁ ମାଓବାଦୀମାନେ ପୋଡି ଦେଇଛନ୍ତି। ଟ୍ରକ ଗୁଡ଼ିକ ବଚେଲି ସହର ବୈଲାଢିଲା ଟ୍ରକ ଓନର୍ସ ଆସୋସିଏସନ୍ କାର୍ଯ୍ୟାଳୟ ନିକଟରେ ରହିଥିବାବେଳେ ମାଓବାଦୀମାନେ ସେଥିରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଏନ୍‌କାଉଣ୍ଟରରେ ୧୫ମାଓବାଦୀ ନିହତ ହେବା ପରେ ମାଓବାଦୀଙ୍କ ଏହି ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ମଧ୍ୟରେ ମାଓବାଦୀଙ୍କ ଏହା ଚତୁର୍ଥ  ହିଂସାକାଣ୍ଡ। ସୀମାନ୍ତରେ […]

  • Monday, 19 July 2021
mou
ରାଜ୍ୟରେ ଭୂତଳ ଜଳ ସଂରକ୍ଷଣ ପାଇଁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଭୂତଳ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସରକାର କରିଥିବା ଯୋଜନାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ-GCF ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୦ ହଜାର ପୋଖରୀର ପୁନରୁଦ୍ଧାର କରାଯାଇ ଭୂତଳ ଜଳ ସଂରକ୍ଷଣ କରାଯିବ। ଗଚ୍ଛିତ ଜଳକୁ ପରବର୍ତ୍ତୀ ସମୟରେ ଜଳସେଚନ ପାଇଁ ବ୍ୟବହାର କରାଯିବ। ଏହା ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୫ ବର୍ଷ ମଧ୍ୟରେ ଯୋଜନାକୁ […]

  • Monday, 19 July 2021
vlcsnap-error848
ବିଦ୍ୟୁତ ସଂସ୍ପର୍ଶରେ ମହିଳା ଅାହତକୁ ନେଇ ଲଙ୍କାକାଣ୍ଡ

ବାରିପଦା: ବିଦ୍ୟୁତ ସଂସ୍ପର୍ଶରେ ମହିଳା ଆହତକୁ ନେଇ ବାରିପଦା କୋଚିଳାଖୁଣ୍ଟାରେ ଘଟିଛି ଲଙ୍କାକାଣ୍ଡ। ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ ସହ ବିଦ୍ୟୁତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ଅନୁସାରେ ବାରିପଦା ବଡ଼ସାହି ବ୍ଳକ କୋଚିଳାଖୁଣ୍ଟାର ଜଣେ ମହିଳା ସକାଳେ ଜମିକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଜମି ଉପରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲେ। ଏଥିରେ ମହିଳାଙ୍କ ଗୋଟିଏ ହାତ ସଂପୂର୍ଣ୍ଣ ପୋଡିଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡସାହି ଓ ପରେ […]

  • Monday, 19 July 2021
dengue2
କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ

କଳାହାଣ୍ଡି :କଳାହାଣ୍ଡି କୋକସରା ବ୍ଲକ୍‌ରେ ଡେଙ୍ଗୁ ଅାତଙ୍କ। କୋକସରା ବ୍ଲକ୍‌ର ଲଡୁଗାଁ ଅଞ୍ଚଳରେ ୬ ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ଭୁତାଣୁ ଚିହ୍ନଟ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପଜିଟିଭ୍ ଚିହ୍ନଟ ଲୋକଙ୍କ ମଧ୍ୟରୁ ୫ ଜଣ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଭବାନୀପାଟଣା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗାଁରେ ଡେଙ୍ଗୁ ବ୍ୟାପୁଥିବା ଖବର ପରେ ଏକ ମେଡିକାଲ ଟିମ୍ ଲଡୁଗାଁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲକ୍ଷଣ […]

  • Monday, 19 July 2021
image
ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ନାବଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରୁ ନିଜ ଘରକୁ ଫେରୁଥିଲେ। ହେଲେ ସେହି ସମୟରେ ତାଙ୍କୁ ଟେକି ନେଇ ପାଖ ଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୪ ଜଣକୁ ଗିରଫ […]

  • Monday, 19 July 2021
durniti
ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି

ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ। ଶିକ୍ଷାଦାନରୁ ନିଯୁକ୍ତି, ମୂଲ୍ୟାୟନରୁ ଭିତ୍ତିଭୂମି ରକ୍ଷଣାବେକ୍ଷଣ, ସବୁ କ୍ଷେତ୍ରରୁ ଅାସିଛି ବ୍ୟାପକ ଅନିୟମିତତାର ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ରାଜ୍ୟର ଏ ଦୁଇ ପ୍ରମୁଖ ଶିକ୍ଷା ମନ୍ଦିର ବିରୋଧରେ ଦୁର୍ନୀତି ନେଇ ପୂର୍ବରୁ ବହୁବାର ଅଭିଯୋଗ ଉଠିଥିଲା। ଏବେ ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୁଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଅାଯାଇଛି ନିର୍ଦ୍ଦେଶ। ରେଭେନ୍ସା କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଲେଖିଥିବା […]

  • Monday, 19 July 2021
plastic
ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟାନ୍ ନେଇ ସେପ୍ଟେମ୍ବର ୧୫ ସୁଦ୍ଧା ନିୟମ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବାକୁ ଥିବା ପ୍ଲାଷ୍ଟିକ୍‌ ଏବଂ ପଲିଥିନ୍ କଟକଣା ପୂର୍ବରୁ ଅାସିବ ନିୟମ। ସେପ୍ଟେମ୍ବର ୧୫ ସୁଦ୍ଧା ଏହି ନୂଅା ନିୟମ ଲାଗୁ ହେବ। ଏ ନେଇ ଲୋକଙ୍କୁ ସଚେତନ କରାଯିବ ଏବଂ ଅାପତ୍ତି, ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଖାଲି ସେତିକି ନୁହେଁ, ଟଙ୍କା ଦେଇ ଲୋକଙ୍କ ଠାରୁ ବ୍ୟବହୃତ କ୍ଷୀର ଜରି ଏବଂ ପ୍ଲାଷ୍ଟିକ୍ ବୋତଲ୍ ସଂଗ୍ରହ କରାଯିବ। କ୍ଷୀର ଅାସୁଥିବା ପଲିଥିନ୍ ପ୍ୟାକେଟ୍ ହେଉ […]

  • Monday, 19 July 2021
naveen
ମୋଦି ନବୀନ ସାଥ୍ ସାଥ୍

ଭୁବନେଶ୍ୱର : ସାଥି ହେଲେ ମୋଦି ନବୀନ। ଭୋଟ୍ ଦେଇ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଦେଲେ ରାଜ୍ୟସଭା ଉପାଧ୍ୟକ୍ଷ ସିଂହାସନ। ଦାଣ୍ଡରେ ପଡ଼ିଲା ବିଜେଡିର ସମଦୂରତା ଷ୍ଟାଣ୍ଡ। ହେଲେ କାହିଁକି ଏନ୍‌ଡିଏ ଅାଡ଼କୁ ଢଳିଲା ବିଜେଡି। ଏହା ପଛର ରହସ୍ୟ କଣ? ବିଜେଡି-ବିଜେପି ଭିତରେ ରହିଛି କି ଭିତିରିଅା ମଧୁଚନ୍ଦ୍ରିକା ? ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ବିଜେଡିର ବାଧ୍ୟବାଧକତା ନା କାମ କଲା କେନ୍ଦ୍ରର ଚାପ କୌଶଳ? ସବୁଠାରୁ ବଡ଼ କଥା ହେଉଛି ସମର୍ଥନ ପଛରେ ବିଜେଡି ଯେଉଁ […]

  • Monday, 19 July 2021
medical
କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତେଜୁଛି ରାଜନୀତି

କୋରାପୁଟ  : କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତେଜୁଛି ରାଜନୀତି। ଅାସନ୍ତା ୧୫ ତାରିଖ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜୟପୁରକୁ ସଂପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ କରିବା ଦାବିରେ ବିଜେଡି ପକ୍ଷରୁ ଧାରଣା ଦିଅାଯାଇଥିଲା। ଜୟପୁର ମେଡ଼ିକାଲ ସମ୍ମୁଖରେ ବିଜେଡି ନେତା ରବି ନନ୍ଦଙ୍କ ନେତୃତ୍ୱରେ ଏହି ଧାରଣା ଦିଅାଯାଇଥିଲା।  ମେଡ଼ିକାଲ ସ୍ଥାନାନ୍ତର ନେଇ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଅାରମ୍ଭ କରିଥିବା ବେଳେ କଂଗ୍ରେସ ଦଳର ଅାଭ୍ୟନ୍ତରୀଣ ଗଣ୍ଡଗୋଳ ଯୋଗୁଁ ଏଥିରେ ବାଧାପ୍ରାପ୍ତ […]

  • Monday, 19 July 2021
sp
ଏସ୍‌ପିଙ୍କ ନାଁରେ ଫେସବୁକ୍‌ରେ ଫେକ୍‌ ଆଇଡି, ବନ୍ଧାହେଲେ ନାବାଳକ

ରାଉଲକେଲା: ରାଉରକେଲା ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସ୍‌ପି, ସମ୍ବଲପୁର କଲେକ୍ଟର, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଲୋକଙ୍କ ସାଙ୍ଗରେ ଚାଟିଂ କରିବା,  ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା। ଏହି ନାବାଳକ ୨୦୧୭ […]

  • Monday, 19 July 2021
aiims 1
କାଜୁଅାଲିଟି ଟ୍ରମା କେୟାର ୟୁନିଟ୍ କାନ୍ଥ ଦବିଲା

ଭୁବନେଶ୍ୱର  : ଭୁବନେଶ୍ୱର ଏମ୍ସରେ ଅଘଟଣ। ହସ୍ପିଟାଲର କାଜୁଅାଲିଟି ଟ୍ରମା କେୟାର ୟୁନିଟ୍ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଫଳରେ ୨୫ ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। କାନ୍ଥ ଦବିବା ନେଇ CPWDକୁ ରିପୋର୍ଟ ମାଗିଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳୀ।  ଭୁବନେଶ୍ୱର IIT ଶିକ୍ଷାନୁଷ୍ଠାନରୁ ବିଶେଷଜ୍ଞ ଡକାଇ ଅନୁଧ୍ୟାନ କରାଯିବ। ମାସେ ମଧ୍ୟରେ ରିପିୟାରିଂ କାମ ସରିବା ପରେ ପୁଣି ରୋଗୀଙ୍କୁ […]

  • Monday, 19 July 2021
WhatsApp Image 2018-08-08 at 17.05.37
ଲଗାଣ ବର୍ଷା ଯୋଗୁ ଧସିଥିଲା ମାଟି: ପାଣି କମିବା ପରେ ଦେଖାଗଲା ଦୁଇଟି ସୁଡ଼ଙ୍ଗ

ରାଉରକେଲା: ଲଗାଣ ବର୍ଷା ଯୋଗୁ ଧସିଥିଲା ମାଟି। ପାଣି କମିବା ପରେ ଆବିଷ୍କାର ହେଲା ଗୋଟିଏ ନୁହେଁ, ଦୁଇଟି ସୁଡ଼ଙ୍ଗ। ମାତ୍ର ସୁଡ଼ଙ୍ଗ ସମ୍ପର୍କରେ କୌଣସି ଆଦି ଅନ୍ତ ମିଳୁନଥିବାରୁ ଭୁବନେଶ୍ୱରରୁ ଜିଓଲୋଜିକାଲ୍‌ ସର୍ଭେ ଅଫ୍ ଇଣ୍ଡିଆର କର୍ମଚାରୀ ଆଜି ରାଉରକେଲା ଅଭିମୁଖେ ଗସ୍ତ କରିଛନ୍ତି। ସେମାନେ ଆସନ୍ତାକାଲି ସୁଡ଼ଙ୍ଗ ସମ୍ପର୍କରେ ଅନୁଧ୍ୟାନ କରିବେ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିଲା। ଏହାର ପ୍ରଭାବରେ ରବିବାର ରାତିରେ ବିଶ୍ରା ବ୍ଲକ୍‌ ଜବାଘାଟ ନିକଟରେ ୩୦ […]

  • Monday, 19 July 2021
vlcsnap-error819
ସେପ୍ଟେମ୍ବର ୪ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବସୁଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ। ୧୧ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ୮, ୯, ୧୩, ୧୪, ୧୫ ଏବଂ ୧୬ ତାରିଖରେ କୌଣସି କାର୍ଯ୍ୟଦିବସ ନାହିଁ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍। ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ୨୦୧୮-୧୯ ପାଇଁ ଏହି ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ସେହିପରି ସେପ୍ଟେମ୍ବର ୧୭ରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍। ପଞ୍ଚଦଶ […]

  • Monday, 19 July 2021
vlcsnap-error942
ଡାକ୍ତର ବଦଳି ପ୍ରସଙ୍ଗ: କୋରାପୁଟ ଜିଲ୍ଲା ରାଜନୀତି ସରଗରମ

କୋରାପୁଟ: ଡାକ୍ତର ବଦଳି ପ୍ରସଙ୍ଗକୁ ନେଇ ଜୋରଧରିଛି କୋରାପୁଟ ଜିଲ୍ଲା ରାଜନୀତି। କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆରମ୍ଭ ହେବା ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ମିଳିଥିଲା। କୋରାପୁଟରୁ ୧୪ ଜଣ ବିଶେଷଜ୍ଞଙ୍କ ସହ କିଛି ପାରାମେଡିକାଲ ଷ୍ଟାଫଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିଲା। ଆଉ ଏହି ଘଟଣାକୁ କେନ୍ଦ୍ରକରି ଲାଗିରହିଛି ବିବାଦ। ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି କରାଯାଉ, ନହେଲେ ଜୟପୁର ମେଡିକାଲକୁ ପଠାଯାଇଥିବା ଡାକ୍ତରଙ୍କ […]

  • Monday, 19 July 2021
vlcsnap-error172
ସୁନା ଚେନ୍ ପାଇଁ ନବବଧୂକୁ ଜାଳି ଦେବା ଘଟଣା: ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ନବବଧୂଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛି। ଗିରଫ ବାପ ପୁଅ ହେଲେ ହେଲେ ମୁକ୍ତିକାନ୍ତ ଦାସ ଓ ବାଞ୍ଛାନିଧି ଦାସ। ଘଟଣା ନେଇ ପୀଡ଼ିତାଙ୍କ ପରିବାର ତରଫରୁ ମାମଲା ରୁଜୁ ପରେ ଉଭୟେ ସ୍ଥଳପଥ ଦେଇ ବାଂଲାଦେଶ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଶେରଗଡ଼ ଛକରୁ ପୋଲିସ ଉଭୟଙ୍କୁ ଗିରଫ କରିଥିଲା। ଅଭିଯୋଗ ଅନୁସାରେ, […]

  • Monday, 19 July 2021
vlcsnap-error957
ବର୍ଷା କମିଥିବା ସତ୍ତ୍ୱେ ଅନେକ ଅଞ୍ଚଳ ରହିଛି ଜଳମଗ୍ନ

କଳାହାଣ୍ଡି: ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ, ଗୋଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଧର୍ମଗଡ-ସିନାପାଲି ରାସ୍ତାର ଘୋଟିଆ ନିକଟରେ ୨ଟି ସ୍ଥାନରେ ପ୍ରାୟ ୨ଫୁଟର ପାଣି ଚାଲିଛି। ସେହିପରି ଧର୍ମଗଡ-ଜୁନାଗଡ ରାସ୍ତାର ହାଲୁର ଯୋର ଉପରେ ମଧ୍ୟ ୨ ଫୁଟ ଉଚ୍ଚର ପାଣି ଚାଲିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଧର୍ମଗଡ଼ ଓ ଜୁନାଗଡ଼ ସହରର କିଛି ଅଞ୍ଚଳରେ ପାଣି ଜମି […]

  • Monday, 19 July 2021
vlcsnap-error991
ହବିବୁର୍‌ ରେହମାନ୍‌ର ଓଡ଼ିଶା ଲିଙ୍କ୍: ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ STF

ଭୁବନେଶ୍ୱର: ଆତଙ୍କୀ ଲିଙ୍କରେ ଗିରଫ କେନ୍ଦ୍ରାପଡ଼ାର ହବିବୁର ରେହମାନ୍‌ର ଓଡ଼ିଶା ଲିଙ୍କ୍ ନେଇ ତନାଘନା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଲାଗି ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ STF। କ୍ରାଇମବ୍ରାଞ୍ଚ DIG ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀ ଯିବ। NIA ଅନୁମତି ନେଇ ହବିବୁରକୁ ଜେରା କରିବ STF।  ଆତଙ୍କବାଦୀ ସଂଗଠନ ଲସ୍କର ଇ ତାଇବାର ହ୍ୟାଣ୍ଡଲର ଭାବେ କାମ କରୁଥିବା ହବିବୁର ଓଡ଼ିଶା ସହ କିଭଳି ଲିଙ୍କ୍ ରଖିଥିଲା କ୍ରାଇମବ୍ରାଞ୍ଚ ସେ […]

  • Monday, 19 July 2021
dkl (
କାନ୍ଥ ପଡ଼ି ୫ ବର୍ଷର ଶିଶୁ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗୁଣ୍ଡୁରାପଶି ଗାଁରେ କାନ୍ଥ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତା’ ନାଁ ଇତିଶ୍ରୀ ଭୋଇ। ବୟସ ତିନି ବର୍ଷ। ଗତକାଲି ରାତିରେ ଇତିଶ୍ରୀ ମା’ ପାଖରେ ଶୋଇଥିବା ବେଳେ କାନ୍ଥ ପଡ଼ି ଯାଇଥିଲା। ମା’ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା।

  • Monday, 19 July 2021
bbsr-1
ଭୁବନେଶ୍ୱରରେ ଚାକିରି କରାଇ ଦେବା ନାଁରେ ଠକୁଥିଲେ ଦିବ୍ୟା...

ଭୁବନେଶ୍ୱର: ରାଜଧାନୀରେ ଚାକିରି କରାଇ ଦେବାକୁ କହି ଠକୁଥିଲେ ଦିବ୍ୟା । ଖାଲି ଠକୁନଥିଲେ ଟଙ୍କା,ସାର୍ଟିଫିକେଟ୍‌ ମଧ୍ୟ ନେଇ ଯାଉଥିଲେ। ଆଉ ଯଦି କେହି ଫୋନ୍‌ କରୁଥିଲେ ସେ ତାଙ୍କ ଫୋନ୍‌ ଉଠାଉନଥିଲେ। ତାଙ୍କ ବିରୋଧରେ ଏମିତି ଏକ ଅଭିଯୋଗ ଆଣିଛନ୍ତି ୨ଜଣ ଯୁବତୀ। ଭୁବନେଶ୍ୱରରେ ଚାକିରି କରାଇ ଦେବାକୁ କହି ଦିବ୍ୟା ଭାରତୀ ଜେନା ନାମକ ଜଣେ ମହିଳା ୨ଜଣ ଝିଅଙ୍କ ଠାରୁ ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ଉକ୍ତ ମହିଳାଙ୍କୁ ଗିରଫ କରିଛି। […]

  • Monday, 19 July 2021
khurda
ପୁଲିସ୍‌ ଚେକିଂ ଦେଖି ଡ୍ରାଇଭର ହଡବଡ: ହଠାତ୍‌ ବ୍ରେକ୍‌ ମାରିବାରୁ ଓଲଟି ପଡ଼ିଲା ଗାଡ଼ି

ଖୋର୍ଦ୍ଧା: ପୁଲିସ୍‌ ଚେକିଂ ଦେଖି ଖସି ଯିବାକୁ ଉଦ୍ୟମ ବେଳେ ହଠାତ୍‌ ଗାଡ଼ିର ବ୍ରେକ୍‌ ମାରିବାରୁ ଭାରସାମ୍ୟ ହରାଇ ଏକ ଗଞ୍ଜେଇ ବୋଝଇ କାର୍‌ ଓଲଟି ପଡ଼ିଛି। ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ବ୍ରହ୍ମପୁରରୁ ଭୁବନେଶ୍ୱର ଆଡ଼କୁ ଏକ କାର୍‌ ଯାଉଥିବା ସମୟରେ ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ୍‌ ଚେକିଂ ଦେଖି ଡ୍ରାଇଭର ହଠାତ୍‌ ବ୍ରେକ୍‌ ମାରିବାରୁ ଗାଡିଟି […]

  • Monday, 19 July 2021
vlcsnap-error316
ଆସନ୍ତା ୨୧ରେ ଉଦ୍‌ଘାଟନ ହୋଇପାରେ ଝାରସୁଗୁଡ଼ା ବିମାନବନ୍ଦର

ଝାରସୁଗୁଡ଼ା: ଆସନ୍ତା ୨୧ତାରିଖରେ ଉଦ୍‌ଘାଟନ ହୋଇପାରେ ବହୁପ୍ରତୀକ୍ଷିତ ଝାରସୁଗୁଡ଼ା ବିମାନବନ୍ଦର। ଅଗଷ୍ଟ ୨୧ରେ ଏହାର ଉଦ୍‌ଘାଟନ ହେବାର ସମ୍ଭାବନା ଥିବା ଏୟାରପୋର୍ଟ ନିର୍ଦ୍ଦେଶକ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି। ତେବେ ଏନେଇ ସେ କୌଣସି ବିଧିବଦ୍ଧ ଚିଠି ପାଇନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଥିସହ ୨୧ରେ ଉଦ୍‌ଘାଟନ ହେଲେ ମଧ୍ୟ କେବେ ଠାରୁ ସେଠାରୁ ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ ମଧ୍ୟ କୌଣସି ସ୍ପଷ୍ଟସୂଚନା ମିଳିନାହିଁ। ଝାରସୁଗୁଡା ବିମାନବନ୍ଦର 4-G କାଟାଗୋରୀ ଲାଇସେନ୍ସ ପାଇଥିବା ବେଳେ […]

  • Monday, 19 July 2021
vlcsnap-error783
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପଦଯାତ୍ରାରେ ବାହାରିଲେ ସମାଜସେବୀ ମୁକ୍ତିକାନ୍ତ

ରାଉରକେଲା: ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଝାରସୁଗୁଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ରାଉରକେଲାରୁ ଭୁବନେଶ୍ୱରକୁ ମୁକ୍ତିକାନ୍ତ ପାଦରେ ଚାଲିଚାଲି ଯାଉଛନ୍ତି।  ତାଙ୍କର ୨ଜଣ ସହଯୋଗୀ ମଧ୍ୟ ପଦଯାତ୍ରା କରୁଛନ୍ତି। ସେମାନେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେମାନଙ୍କୁ ବିଭିନ୍ନ ଛକ ଓ ସ୍ଥାନ ମାନଙ୍କରେ ବିଭିନ୍ନ ସଂଗଠନ […]

  • Monday, 19 July 2021
sarapamnch
ହାର ମାନିଲା ସମ୍ପର୍କ, ପୁଅକୁ କ୍ୱାରେଣ୍ଟିନ୍‌ରେ ରଖିଲେ ସରପଞ୍ଚ

କଳାହାଣ୍ଡି: ପୁଅକୁ ସରକାରୀ କ୍ୱାରେଣ୍ଟିନ ସେଣ୍ଟରେ ରଖିଲେ ମହିଳା ସରପଞ୍ଚ। କରୋନା ଯୁଦ୍ଧରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଆଗରେ ହାର ମାନିଲା ମାତୃତ୍ୱ । ଘଟଣାଟି କଳାହାଣ୍ଡି କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତରେ ଘଟିଛି। ମହିଳା ସରପଞ୍ଚଙ୍କ ନାଁ ନନ୍ଦିତା ସାହୁ। ନନ୍ଦିତାଙ୍କ ଇଂଜିନିୟର ପୁଅ ଲୋକେଶ ଦିଲ୍ଲୀରୁ ଫେରିଥଲେ। ପରେ ନିୟମ ଅନୁଯାୟୀ ଲୋକେଶ ଘରକୁ ନଯାଇ ଗାଁରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରକୁ ଯାଇଥିଲେ। ଲୋକେଶଙ୍କ ମା’ ହିଁ ତାଙ୍କୁ ନେଇ କ୍ୱାରେଣ୍ଟିନ୍‌ କେନ୍ଦ୍ରରେ […]

  • Monday, 19 July 2021
body
ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ଯୁବତୀଙ୍କ ଆତ୍ମହତ୍ୟା

ବଲାଙ୍ଗିର: ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣଙ୍କୁ ନିୟମିତ ଭାବେ ଯୁବକ ଜଣକ ହଇରାଣ କରୁଥିଲେ। ରାସ୍ତାଘାଟରେ କମେଣ୍ଟ ମାରିବା ସହ ପ୍ରେମ ନିବେଦନ କରୁଥିଲେ ଯୁବକ। ଫଳରେ ଅତିଷ୍ଠ ହୋଇ ଯୁବତୀ ଜଣକ ଗତକାଲି ବିଷ ପିଇ ଦେଇଥିଲେ। ତାଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ […]

  • Monday, 19 July 2021
chata
ମେଡିକାଲ ଛାତରୁ ସିମେଣ୍ଟ ପଡି ୨ ଆହତ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ  ଅଘଟଣ ଘଟିଯାଇଛି । ରୋଗୀ ୱାର୍ଡର ଛାତରୁ ସିମେଣ୍ଟ ଖଣ୍ଡ ଖସିପଡ଼ିଛି। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।  ଜଣେ ମହିଳାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ପଡ଼ିଥିବା ବେଳେ ଆଉ ଜଣେ ବୃଦ୍ଧଙ୍କ ଗୋଡ଼ରେ ତାହା ପଡ଼ିଛି । ମାନସିକ ରୋଗ ବିଭାଗର ଓପିଡି ନିକଟରେ ଛାତର ସିଲିଂ ଓ ସିମେଣ୍ଟ ଅତଡ଼ା ଖସି ପଡ଼ିଥିଲା । ଏହି ବିଲ୍ଡିଂଟି ପୁରୁଣା […]

  • Monday, 19 July 2021