• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

chasi
ବାଟବଣା ଫସଲବୀମା ଯୋଜନା

ସମ୍ବଲପୁର: ବାଟବଣା ହେଲାଣି ଫସଲବୀମା ଯୋଜନା। ଚାଷୀଙ୍କ ସହ ଖେଳୁଛନ୍ତି ବୀମା କମ୍ପାନୀ ଓ ସରକାରୀ ଅଧିକାରୀ। ଦୁହିଁଙ୍କ କଳିରେ ପେଶି ହୋଇଗଲେଣି ସର୍ବସ୍ୱାନ୍ତ ହୋଇଥିବା ଚାଷୀ। ବୀମାଟଙ୍କା ନ ମିଳିବାରୁ ତାତିଛନ୍ତି ଚାଷୀ। ବାଧ୍ୟ ହୋଇ ସେମାନେ ଆଜି ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ରାସ୍ତାରେ ଚକାଜାମ୍ କରି ନିଜର ହକ୍ ମାଗିଛନ୍ତି। ଗତବର୍ଷ ମରୁଡ଼ିମାଡ଼ ପରେ ଚାଷ ଜମିରେ ଚକଡ଼ା ପୋକ ଚରି ଯାଇଥିଲେ। ଏଥିପାଇଁ ବରଗଡ଼, ସମ୍ବଲପୁର ସମେତ […]

  • Tuesday, 20 July 2021
dsfsdf
ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ମିଳିଛି।  ତାଙ୍କର କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ  ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ୨ କୃତୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା ସଂଗୀତ […]

  • Tuesday, 20 July 2021
court
୩୦ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବ ହାଇକୋର୍ଟ ବାର୍‌ ଆସୋସିଏସନ୍‌

କଟକ: ଆନ୍ଦୋଳନରେ ଅଟଳ ରହିଲା ଓକିଲ ସଂଘ। କଟକରେ ଆଇନଜୀବୀଙ୍କୁ ମାଡ଼ ଅଭିଯୋଗ ଘଟଣାରେ ସମସ୍ତ ପୁଲିସ୍‌ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଆସନ୍ତା ୩୦ ତାରିଖ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସୂଚନା ଦେଇଛି। ବିବାଦର ସମାଧାନ ଲାଗି ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କୁ ଆସନ୍ତା ୩୦ ତାରିଖ ଯାଏ ଅଲ୍‌ଟିମେଟମ୍ ଦେଇଛି ହାଇକୋର୍ଟ ବାର୍‌ ଆସୋସିଏସନ୍‌। ସଂଘ ସଂପାଦକ କହିଛନ୍ତି, ଏହି ସମୟ ମଧ୍ୟରେ ଯଦି […]

  • Tuesday, 20 July 2021
ଆକାଶ ଛୁଆଁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; କଟକରେ ପେଟ୍ରୋଲ ଦର ଛୁଇଁଲା ୮୧ ଟଙ୍କା

ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି କଟକରେ ପେଟ୍ରୋଲ ଦର ୮୧ ଟଙ୍କା ୨୧ ପଇସା ଥିବା ବେଳେ ଡିଜେଲ ଦର ୭୯ଟଙ୍କା ୪୮ ପଇସା ରହିଛି। ସେହିପରି କୋରାପୁଟରେ ପେଟ୍ରୋଲ ଦର ୮୪ଟଙ୍କା ୩୭ ପଇସା ଥିବା ବେଳେ ଡିଜେଲ ଦର ୮୨ଟଙ୍କା ୬୪ ପଇସା ରେ ପହଞ୍ଚିଛି। ନବରଙ୍ଗପୁରରେ ପେଟ୍ରୋଲ ୮୩ ଟଙ୍କା ୯୭ ପଇସା, ଡିଜେଲ ଦର ୮୨ଟଙ୍କା ୨୫ ପଇସାରେ ପହଞ୍ଚିଛି। ମାଲକାନଗିରିରେ ପେଟ୍ରୋଲ ୮୪ଟଙ୍କା […]

  • Tuesday, 20 July 2021
dfg
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। କ୍ୟାମେରା ଡ୍ରୋନ୍ ଉଡ଼ାଉଥିବା ୮ ଯୁବକଙ୍କୁ ପୁଲିସ୍ ଅଟକ ରଖିଛି। ଏମାର ମଠ ଛାତ ଉପରେ ୮ ଜଣ ଯୁବକ ଡ୍ରୋନ୍ ଉଡ଼ାଉଥିବା ଅଭିଯୋଗ ହୋଇଛି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ସର୍ଟ ଫିଲ୍ମ ପାଇଁ ସେମାନେ ଡ୍ରୋନ୍ ଉଡ଼ାଇଥିବା ସୂଚନା ମିଳିଛି।  ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ବ୍ୟାନ୍ ହୋଇଛି।

  • Tuesday, 20 July 2021
baijayant panda
ଚିଲିକାରେ ସି ପ୍ଲେନ୍‌ ଅବତରଣ ପ୍ରସଙ୍ଗ: FIR ଓ ଏୟାରପୋର୍ଟ ରେକର୍ଡ୍ସରେ ତାଳମେଳ ନାହିଁ

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବହୁ ସଂଖ୍ୟକ ଟ୍ୱିଟର ୟୁଜର୍‌ ସେମାନଙ୍କ ମତାମତ ରଖିଛନ୍ତି। ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଅବତରଣ ଘଟଣାକୁ ନେଇ FIR ଓ ଏୟାରପୋର୍ଟ ରେକର୍ଡସ୍‌ରେ ତାଳମେଳ ନାହିଁ ବୋଲି ଜଣେ ଟ୍ୱିଟର ୟୁଜର କହିଛନ୍ତି। ଏହି ଘଟଣାକୁ ନେଇ ଟ୍ୱିଟର ୟୁଜର ଜଣକ କହିଛନ୍ତି ‘FIRରେ ଉଲ୍ଲେଖ ଯେ, ସେପ୍ଟେମ୍ବର ୧୫ ତାରିଖରେ ଦିନ ୧ଟା ୩୦ରେ ଚିଲିକାରେ ହେଲିକପ୍ଟର ଅବତରଣ କରିଥିଲା। […]

  • Tuesday, 20 July 2021
imfa-hangar
ପଦାରେ ପଡ଼ିଲା ସରକାରଙ୍କ ଷଡ଼ଯନ୍ତ୍ର, ବୈଜୟନ୍ତଙ୍କୁ DGCAଙ୍କ କ୍ଲିନ୍‌ଚିଟ୍‌

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍‌ ଓ ୩ ହେଲିକପ୍ଟର୍‌ ସିଜ୍ ନେଇ ସରକାରଙ୍କ ଷଡ଼ଯନ୍ତ୍ର ପଦାରେ ପଡ଼ିଛି। ବୈଜୟନ୍ତଙ୍କ ହେଲିକପ୍ଟର୍‌ ଉଡ଼ାଣରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ଦେଇଛନ୍ତି ଡିଜିସିଏ। ଗତମାସ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା ଅଭିଯୋଗ ଆଣି ପୁରୀ ପୁଲିସ୍ ଭୁବନେଶ୍ୱର ଏୟାର୍‌ପୋର୍ଟରେ ଥିବା ତାଙ୍କ ହ୍ୟାଙ୍ଗର୍‌ ସମେତ ୩ଟି ଯାକ ହେଲିକପ୍ଟର୍‌କୁ ସିଲ୍ କରିଥିଲେ। ତେବେ ଡିଜିସିଏ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତପକ୍ଷଙ୍କୁ […]

  • Tuesday, 20 July 2021
Odisha CM
ବକୁଳ ବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ବକୁଳ ବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବକୁଳ ବନର ପରିବେଶ ଓ ଐତିହ୍ୟକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଓଡ଼ିଆ […]

  • Tuesday, 20 July 2021
iStock
ବନ୍ଧୁ ସାଜିଲା ବୈରୀ

ବ୍ରହ୍ମପୁର: ସାମାନ୍ୟ ବଚସାକୁ ନେଇ ସାଙ୍ଗର ତଣ୍ଟି ଚିପି ହତ୍ୟା କଲେ ୨ ସାଙ୍ଗ। ଏଭଳି ଅଭିଯୋଗ ଆସିଛି ଭଞ୍ଜନଗର ବଡ଼ଗଡ଼ ଥାନା ଏକଲପୁର ଗାଁରୁ। ମୃତକ ହେଲେ ସେହି ଗାଁର ସୀତାରାମ। ସୂଚନା ଅନୁସାରେ, ସାଙ୍ଗ ଜିତୁ ରାଉତ ଓ ଜିଲୁ ନାୟକଙ୍କ ସହିତ କୌଣସି ଏକ କାରଣକୁ ନେଇ ସୀତାରାମଙ୍କ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଜିତୁ ଓ ଜିଲୁ ଅତର୍କିତ ଭାବେ ସୀତାରାମଙ୍କ ତଣ୍ଟି ଚିପିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପରେ […]

  • Tuesday, 20 July 2021
car
ଦୀପାବଳି ବାଣଫୁଟା ପାଇଁ ସର୍କୁଲାର ଜାରି

ଭୁବନେଶ୍ୱର: ବାଣ ଫୁଟା କଟକଣା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ କଡ଼ାକଡ଼ି ପାଳନ କରାଯିବ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦୀପାବଳି ବାଣଫୁଟା ପାଇଁ ରାଜ୍ୟରେ ସର୍କୁଲାର ଜାରି କରାଯାଇଛି। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାତ୍ର ୨ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିବ ବୋଲି ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। କଟକ ପୁଲିସ୍‌ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସମ୍ବେଦନଶୀଳ ଜାଗାରେ ବାଣ ଫୁଟାଇବାକୁ କଡ଼ାକଡ଼ି ବାରଣ କରାଯାଇଛି। ଗୋଟିଏ […]

  • Tuesday, 20 July 2021
baijayant panda
ତୃତୀୟ ମହଲା ଇଙ୍ଗିତରେ ଏମିତି ଷଡଯନ୍ତ୍ର: ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି-“ପୁରୀ ପୁଲିସ ଭୁବନେଶ୍ୱର ବିମାନବନ୍ଦରରେ ହେଲିକପ୍ଟର ସହ ହ୍ୟାଙ୍ଗରକୁ ସିଜ୍ କରିଛି। ତେବେ ହେଲିକପ୍ଟର ଚିଲିକାରେ ଉଡ଼ିବା ନେଇ କୌଣସି ଆଧାର ନଥିବା ବେଳେ ତୃତୀୟ ମହଲା ଇଙ୍ଗିତରେ ଏଭଳି କରାଯାଇଥିବା ସଂପୃକ୍ତ ପୁଲିସ ଅଧିକାରୀ ସ୍ୱୀକାର କରିଛନ୍ତି।” Latest > A local cop from Puri has come to Bhubaneswar airport & […]

  • Tuesday, 20 July 2021
f
ଥମୁନି ଆଇନଜୀବୀଙ୍କୁ ପୁଲିସ୍‌ର ମାଡ଼ ଘଟଣା

କଟକ: କଟକରେ ଆଇନଜୀବୀଙ୍କୁ ପୁଲିସ୍‌ର ମାଡ଼ ପ୍ରସଙ୍ଗ ଥମିବାର ନାଁ ନେଉନି। ଆଜି ପୁଣିଥରେ ଏ ସମ୍ପର୍କରେ ହାଇକୋର୍ଟ ବାର ଆସୋସିଏସନ୍‌ର ଏକ ସାଧାରଣ ପରିଷଦ ବୈଠକ ବସିବ। ଏହି ବୈଠକରେ ଆଗକୁ ଆନ୍ଦୋଳନର ରୂପରେଖ କ’ଣ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅଡ଼ି ବସିଛି ହାଇକୋର୍ଟ ବାର ଆସୋସିଏସନ୍‌। ଏଥିସହ ଘଟଣାକୁ ପ୍ରାୟ ଦୁଇ ମାସ ହୋଇ […]

  • Tuesday, 20 July 2021
Royal_Bengal_Tiger_at_Kanha_National_Park
ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାହାରୁ ଆସିବ ୨ ଟିମ୍

ଅନୁଗୁଳ: ମଣିଷଖିଆ ବାଘୁଣୀ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ବାହାରୁ ଆସିବେ ୨ଟି ଟିମ୍। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା। ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ଟିମ୍ ଆସିବେ। ଆସନ୍ତା ୨/୩ ଦିନ ଭିତରେ ସେମାନେ ଆସି ପହଞ୍ଚିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ତେବେ ବାଘୁଣୀ ବର୍ତ୍ତମାନ ବାଘମୁଣ୍ଡାରେ ଅଞ୍ଚଳରେ ଲୁଚି ରହିଛି ବୋଲି ସେ କହିଛନ୍ତି। ଟ୍ରାଙ୍କୁଲାଇଜ୍ ପାଇଁ ତୃତୀୟ ଦିନରେ ୩ଟି ଟିମ୍‌ […]

  • Tuesday, 20 July 2021
ds
ବେଆଇନ ବାଲି ଚାଲାଣ ବେଳେ ୧୨ ଟ୍ରାକ୍ଟର୍‌କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର: ବେଆଇନ୍‌ ବାଲି ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ବାଲି ବୋଝେଇ ଟ୍ରାକ୍ଟର୍‌।୧୨ଟି ବାଲି ବୋଝେଇ ଟ୍ରାକ୍ଟର୍‌କୁ ଅଟକ ରଖିଛନ୍ତି ରାଜନଗର ଗାଁର ଗ୍ରାମବାସୀ। ଏହି ବାଲି ସବୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କୁଅଁରପୁର ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଅଟକ ଟ୍ରାକ୍ଟର୍‌ଗୁଡ଼ିକୁ ରାଇବଣିଆ ଥାନାରେ ଜିମା ଦେଇଛନ୍ତି। ତେବେ ଏ ବିଷୟରେ ଅଧିକ ଖବର ନେବାରୁ ଜଣାପଡ଼ିଛି ଯେ ୨ ମାସ ପୂର୍ବରୁ ଏହି ବାଲି ଉତ୍ତୋଳନକୁ […]

  • Tuesday, 20 July 2021
election-up
୧୯ ନିର୍ବାଚନ ପାଇଁ ଅାଗେଇ ଚାଲିଛି ପ୍ରସ୍ତୁତି ପର୍ବ

ଭୁବନେଶ୍ୱର : କେତେ ସୁରକ୍ଷିତ ଇଭିଏମ୍ ଓ ଭିଭିପାଟ୍ ? ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌କୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ଲାଗି ନିର୍ବାଚନ କମିଶନଙ୍କ ପ୍ରୟାସ। ତନ୍ନ ତନ୍ନ କରି ଯାଞ୍ଚ ହେଉଛି ଇଭିଏମ୍ ଓ ଭିଭିପ୍ୟାଟ୍ । ରାଜନୈତିକ ଦଳଙ୍କ ପ୍ରତିନିଧି, ବିଶେଷଜ୍ଞ ଓ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବାଲଟ୍ ଓ  କଣ୍ଟ୍ରୋଲ ୟୁନିଟ୍ ତଥା ଅନ୍ୟାନ୍ୟ ବ୍ୟବସ୍ଥାର ଚେକିଂ କରାଯାଇଛି। ଢେଙ୍କାନାଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅାଜି ଏହି ଯାଞ୍ଚ ହୋଇଥିବା ବେଳେ ପ୍ରଥମ […]

  • Tuesday, 20 July 2021
mh
ପୁଲିସ୍ ଇନ୍‌ଫର୍ମର୍ ସନ୍ଦେହରେ ପୁଣି ଜଣକୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ମାଥିଲିରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ବାରୁଗୁଡ଼ା ଗାଁର ଅନନ୍ତନାଥ ଭୂମିଆ। ପୁଲିସ୍ ଇନ୍‌ଫର୍ମର୍ ସନ୍ଦେହରେ ଅନନ୍ତନାଥଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗତ ରାତିରେ ଅନନ୍ତନାଥ ପାଖ ଗାଁକୁ ନାଟ ଦେଖିବାକୁ ଯାଉଥିଲେ। ହଠାତ୍‌ ସେଠାରେ ନକ୍ସଲମାନେ ପହଞ୍ଚି ତାଙ୍କୁ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ସେମାନେ ଅନନ୍ତନାଥଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଛୁରୀ ଭୁସିବା ସହିତ ଟାଙ୍ଗିଆରେ […]

  • Tuesday, 20 July 2021
fs
କୋର୍ଟ ଅଚଳାବସ୍ଥା ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୁଲିସ୍ ଓ ଆଇନଜୀବୀ ବିବାଦରୁ କୋର୍ଟ ଅଚଳାବସ୍ଥା ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫେସ୍‌ବୁକ୍‌ ଭିଡିଓ ମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କରିଛନ୍ତି। ଆଜି ଫେସ୍‌ବୁକ୍‌ରେ ଏକ ଭିଡିଓ ଜାରି କରି ଧର୍ମେନ୍ଦ୍ର କହିଛନ୍ତି, ପୁଲିସ୍‌ ଓ ଆଇନଜୀବୀଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ଦେଡ଼ମାସରୁ ଅଧିକ ସମୟ ହେଲା କୋର୍ଟରେ ଅଚଳାବସ୍ଥା ଜାରି ରହିଛି। ଏଥିଯୋଗୁ ରାଜ୍ୟରେ ଏକ ପ୍ରକାର ସ୍ଥିତାବସ୍ଥା ଦେଖାଦେଇଛି ବୋଲି […]

  • Tuesday, 20 July 2021
2
ବଢ଼ିଲା ଅଭିଜିତ ଆୟାରଙ୍କ ଅଡ଼ୁଆ, ଟ୍ୱିଟର୍‌କୁ ମଗାଗଲା ସବିଶେଷ ତଥ୍ୟ

ଭୁବନେଶ୍ୱର: ବଢ଼ିଲା ଅଭିଜିତ ଆୟାର ମିତ୍ରଙ୍କ ଅଡ଼ୁଆ। ସେ ଟ୍ୱିଟ୍‌ରରେ କ’ଣ କ’ଣ ଲେଖିଥିଲେ, ସେ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ସହିଦ ନଗର ଥାନା ପୁଲିସ୍‌ ଟ୍ୱିଟର୍‌କୁ ଚିଠି ଲେଖିଛି। ଅଭିଜିତ କେଉଁ ନମ୍ବର୍‌, କେଉଁ ମେଲ୍ IDରେ ଆକାଉଣ୍ଟ୍ ଖୋଲିଛନ୍ତି, କେଉଁ ସମୟରେ କ’ଣ ପୋଷ୍ଟ କରିଛନ୍ତି ତା’ର ସମସ୍ତ ତଥ୍ୟ ମଗାଯାଇଛି। ଗତକାଲି ଗିରଫ କରାଯିବା ପରେ ଅଭିଜତ୍ ଆୟାର ମିତ୍ରଙ୍କୁ କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ […]

  • Tuesday, 20 July 2021
gas-blast-up
ଭୟଙ୍କର ବିସ୍ଫୋରଣ

ରାଉରକେଲା  : ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ତାଣ୍ଡବରେ ଛିନ୍‌ଛତ୍ର ଛାତଘର। ବିସ୍ଫୋରଣର ପ୍ରଭାବରୁ ପାଖ ପଡୋଶୀଙ୍କ ଅାଜବେଷ୍ଟସ ଘର ବି ବାଦ୍ ପଡ଼ିନି। ରାଉରକେଲା ମଧୂସୂଦନପାଲି ନିକଟ ତେଲୁଗୁ ବସ୍ତିରେ ଘଟିଥିବା ବିସ୍ଫୋରଣ ପରର ଏହି ଦୃଶ୍ୟ ହିଁ ବୟାନ କରୁଛି ପୁରା ଧ୍ୱଂସ ବିଧ୍ୱସ୍ତର ଅବସ୍ଥା। କାହା ଘର ଛାତ ଉଡ଼ିଯାଇଛି ତ ଅାଉ କାହା ଘର କାନ୍ଥ ଭାଙ୍ଗିଯାଇଛି । ଅାଉ ସେହି ଭଙ୍ଗା ଘରର ଅବଶେଷ ଭିତରୁ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ […]

  • Tuesday, 20 July 2021
b
ଡ୍ରେନ୍‌ରୁ ମିଳିଲା ନାବାଳକର ମୃତଦେହ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ପୁରୀ: ଡ୍ରେନ୍‌ରୁ ମିଳିଲା ନାବାଳକର ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପାଳପୁର ଗାଁରେ। ଏଠାରେ ଜଣେ ୭ ବର୍ଷ ନାବାଳକର ଡ୍ରେନ୍‌ରେ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବାଳକ ଜଣକ ହେଲେ ଗଣେଶ ନାୟକ। ଗଣେଷ ଗତକାଲି ସନ୍ଧ୍ୟାରେ ଚା ପତି ଆଣିବା ପାଇଁ ଘରୁ ଆସିଥିଲେ। କିନ୍ତୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ  ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ଆଜି ସକାଳୁ […]

  • Tuesday, 20 July 2021
dama-surya-up
ଦାମଙ୍କୁ ଶିକାର ଲାଗି ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗରୁ ନଜର ହଟାଇ ଦାମଙ୍କୁ ଘେରିବାକୁ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଗୃହ ବାହାରେ ଦାମଙ୍କ ବିରୋଧରେ ବ୍ୟକ୍ତିଗତ ଅାକ୍ଷେପ କରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ବିଭିନ୍ନ ପ୍ରସଙ୍ଗରେ ଦାମଙ୍କୁ ଟାର୍ଗେଟ୍ କରିଥିବାବେଳେ ଦାମ ବି ଶୁଣାଇଛନ୍ତି ରୋକଠୋକ୍ ଜବାବ । ଅାଉ ଅବକାରୀ ମନ୍ତ୍ରୀ ଥିବାବେଳେ ମଦ ଦୋକାନ ଲାଇସେନ୍ସ ପ୍ରଦାନରେ ସଠିକ୍ ନିୟମ ପାଳନ ହୋଇନଥିବା ନେଇ ବିଜେଡି ମୁଖପାତ୍ର ସମୀର ଦାଶ ଅାଣିଥିବା ଅଭିଯୋଗର ବି କଡ଼ା ଜବାବ […]

  • Tuesday, 20 July 2021
vdfgf
ପାଉଣା ମାଗିବାରୁ ଯୁବକଙ୍କୁ ହତ୍ୟା !

ପୁରୀ: ଚନ୍ଦନପୁର ଥାନା ସିଡ଼ି ଛକରେ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ମୃତକ ଜଣକ ହେଲେ ଶରତ ସାହୁ। ସେ ଜଣେ ୱେଲଡିଂ ଦୋକାନୀ। ଶରତ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୀ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଶରୀରୁ ପ୍ରବଳ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୁରୀ ଡାକ୍ତରଖାନାରେ ଉତ୍ତେଜନା ଦେଖାଯାଇଥିଲା। ସୂଚନା […]

  • Tuesday, 20 July 2021
chara-up
ଚାରା ଘୋଟାଲା ତାତିରେ ନାକେଦମ୍ ସରକାର

ଭୁବନେଶ୍ୱର : ଚାରା ଘୋଟାଲାରେ ସରକାର ସ୍ୱୀକାର କରିଥିବା ଦୁର୍ନୀତିକୁ ଏବେ ଅସ୍ତ୍ର କରିଛନ୍ତି ବିରୋଧୀ। ୪ ଦିନର ବିରତି ପରେ ସୋମବାର ପ୍ରଶ୍ନ କାଳ ଅାରମ୍ଭରୁ ଏହି ଦୁର୍ନୀତିକୁ ପ୍ରସଙ୍ଗ କରି ଗର୍ଜିଥିଲେ ବିଜେପି ଓ କଂଗ୍ରେସ। ବାଚସ୍ପତିଙ୍କ ଟେବୁଲ ବାଡେଇ ଦାବି କରିଥିଲେ, ଚାରା ଘୋଟାଲାର ସିବିଅାଇ ତଦନ୍ତ ହେଉ। ତେବେ ହୋହ୍ଲାଲ୍ଲା ଯୋଗୁଁ ଚାଲିପାରି ନଥିଲା ପ୍ରଶ୍ନକାଳ। ଗୃହକୁ ଘଣ୍ଟାଏ ଯାଏ ମୁଲତବୀ କଲେ ବାଚସ୍ପତି। ଶୂନ୍ୟକାଳରେ ପୁଣି ଉଠିଲା ଚାରା ଘୋଟାଲା […]

  • Tuesday, 20 July 2021
farmer
ସ୍ୱଳ୍ପ ବୃଷ୍ଟି ସାଙ୍ଗକୁ ରୋଗ ପୋକ ଉଜାଡ଼ିଦେଲା ଫସଲ

ବରଗଡ଼: ଭଲ ବର୍ଷା ହେବ ଏବଂ ଜମିରେ ସୁନା ଫଳିବ ବୋଲି ଆଶା କରିଥିଲେ ବରଗଡ଼ ଜିଲ୍ଲାର ଚାଷୀ। ହେଲେ ସ୍ୱଳ୍ପ ବୃଷ୍ଟି ସବୁ ଆଶାକୁ ଧୂଳିସାତ କରିଦେଇଛି। ପାଣି ଅଭାବରୁ ଜମି ଫାଟି ଆଁ କରିଛି। ଫଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ସୋହେଲା, ତୁମ୍ବେରପାଲି, ରେଙ୍ଗାଲି,ତବଡ଼ା,ପଣକିପାଲି, ପେଟୁପାଲି ଏବଂ ବିଜେପୁର ବ୍ଲକ୍‌ର ଅନେକ ଗାଁରେ ଏକର ଏକର ଜମିରେ ଫସଲ ନଷ୍ଟ ହୋଇ ଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ସେହିଭଳି ଝାରସୁଗୁଡ଼ା […]

  • Tuesday, 20 July 2021