ନୀଳଗିରି: ରାତି ଅଧରେ ବସ୍କୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ ନିକଟରେ ଏହି ଘଟଣା ଘଟିଛି। ଗତ ରାତିରେ ଦୁର୍ବୃତ୍ତମାନେ ମୟୂରଭଞ୍ଜ ଜିଲ୍ଲା ଶରତରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ‘ବିଜୟା’ ନାମକ ଯାତ୍ରୀବାହୀ ବସ୍କୁ ଜଙ୍ଗଲିଆ ରାସ୍ତା ଜାମୁଡ଼ିହିସାହି ଛକ ନିକଟରେ ଅଟକାଇ ଥିଲେ। ବସ୍ ରହିବା ମାତ୍ରେ କୌଣସି କାରଣକୁ ନେଇ କାର୍ ଡ୍ରାଇଭର ଓ ବସ୍ ଡ୍ରାଇଭରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାରି ଭିତରେ ଗାଡ଼ି […]
ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଏବେ ସବୁ ଗାଡ଼ି ଗୁଡ଼ିକୁ ଚେକିଂ କରାଯାଉଛି। ତେବେ ଚେକିଂ ବେଳେ ଏକ ବୋଲେରୋରୁ ୩ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ବୌଦ୍ଧ ଜିଲ୍ଲା ସିନ୍ଦୁରପୁରର ସଞ୍ଜୀବ ଦାସ ନାମକ ଯୁବକଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି। ଗତକାଲି ସଞ୍ଜୀବ ଛତିଶଡ଼ର ସରାଇପାଲିକୁ ଟେଣ୍ଟ ସାମଗ୍ରୀ କିଣିବାକୁ ଯାଉଥିଲେ। ଏହି ସମୟରେ ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲି ଛକରେ ପୁଲିସ୍ ପକ୍ଷରୁ ଗାଡ଼ି ଚେକିଂ ସମୟରେ ସଞ୍ଜୀବଙ୍କ ଗାଡ଼ିରୁ […]
କରଞ୍ଜିଆ: ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏକ୍ସପାଏରୀ ଡେଟ୍ ସରିବା ପୂର୍ବରୁ ମେଡିସିନ୍ ରୋଗୀଙ୍କୁ ଦିଆ ନ ଯାଇ ଅଳିଆ ଗଦାକୁ ଫିଙ୍ଗି ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗଦା ଗଦା ମେଡିସିନ୍ ପୋତା ଯାଇଥିବା ଦେଖିବାକୁ ମିଳିଛି। ତେବେ ସେଥିମଧ୍ୟରୁ କିଛି ଔଷଧର ଏକ୍ସପାଏରୀ ଡେଟ୍ ଚାଲିଯାଇଥିବା ବେଳେ ଆଉ […]
ନବରଙ୍ଗପୁର: ରାତି ଅଧରେ ହସ୍ପିଟାଲ୍ ପରିଦର୍ଶନ କଲେ ନବରଙ୍ଗପୁର ଏସ୍ପି ନୀତିନ କୁସଲକର। ଗତକାଲି ବିଳମ୍ବିତ ରାତିରେ ଏସ୍ପି ପୁଲିସ ଟିମ୍ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ରୋଗୀମାନେ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ପାଉଛନ୍ତି କି ନାହିଁ, ଦଲାଲମାନେ ହଇରାଣ କରୁଛନ୍ତି କି? ମାଗଣାରେ ଔଷଧ ମିଳୁଛି କି ନାହିଁ ଏସବୁ ବାବଦରେ ଏସ୍ପି ପଚାରି ବୁଝିଥିଲେ। ରାତିରେ ଡାକ୍ତର ଓ ନର୍ସଙ୍କ ସହ କର୍ମଚାରୀମାନେ ସଜାଗ ରହି ରୋଗୀ ସେବା କରୁଥିବା ଦେଖି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଜଟଣୀ ବିଧାୟକ ସୁର ରାଉତରାୟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନବୀନ ଏବଂ ଧର୍ମେନ୍ଦ୍ର ଅଧା ରାବଣ ବୋଲି ସୁର କହିଛନ୍ତି। ଦଶହରାରେ ରାବଣ ପୋଡ଼ି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାବଣ ସହ ତୁଳନା କରି କହିଛନ୍ତି, ‘ଓଡ଼ିଶା ରାଜନୀତିରେ ରାବଣ ୨-୩ଜଣ ଅଛନ୍ତି। ବିଜେଡିରେ ଗୋଟିଏ ରାବଣ ଅଛନ୍ତି। ସେ […]
ଭୁବନେଶ୍ୱର: ଭୋଟ ନାହିଁ ତ କାମ ନାହିଁ ! ଏଭଳି କିଛି କହି ଅଡୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ସାଲୁଗା ପ୍ରଧାନ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୌଣସି ଏକ କର୍ମୀ ସମ୍ମିଳନୀରେ ସାଲୁଗା ଭାଷଣ ଦେଇ କହିଛନ୍ତି, ଯେଉଁମାନେ ଭୋଟ୍ ଦେଇ ନାହାନ୍ତି, ତାଙ୍କୁ ମୁଁ କୌଣସି କାମ କରାଇ ଦେବି ନାହିଁ। ୨୦୨୨ ମସିହାରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଯଦି ଜିତାଇ କି […]
ଭୁବନେଶ୍ୱର: ଗତ କିଛିଦିନ ହେବ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଭୂତ ଭିଡିଓକୁ ନେଇ ଚର୍ଚ୍ଚା। ଓଡ଼ିଶାର ଜଙ୍ଗଲରେ ଏହି ଭୂତ ବୁଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଭିଡିଓର ସତ୍ୟତା କେତେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ଏକ ଫେକ୍ ଭିଡିଓ ଏବଂ ଏଥିରେ ଟେକ୍ନୋଲୋଜିର ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ସୋସିଆଲ ମିଡିଆ ଏକ୍ସପର୍ଟ କହିଛନ୍ତି। ସେହିପରି ଏହି ଭିଡିଓକୁ ବ୍ୟବହାର କରି ଲୋକଙ୍କୁ ଭୟଭୀତ କରିବାକୁ […]
ଭୁବନେଶ୍ୱର: ଖଣି ନିଲାମକୁ ନେଇ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ। ଭବିଷ୍ୟତରେ ପୁଣି ରାଜ୍ୟରେ ଇସ୍ପାତ କାରଖାନା ହେବାପାଇଁ ରାଜ୍ୟ ସରକାର ବଡ଼ ବଡ଼ ଖଣି ଏପରି କି ରାଜ୍ୟରେ ଥିବା ୭୦ ପ୍ରତିଶତ ଖଣି ନିଲାମ ନ କରି ନିଜ ପାଖରେ ରଖନ୍ତୁ ବୋଲି ନିରଞ୍ଜନ କହିଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟ ସବୁଠାରୁ ଅଧିକ ରାଜସ୍ୱ ଖଣିରୁ ପାଉଛି। ତେଣୁ ଏହାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକ ସ୍ଥଳେ […]
ଜଗତସିଂହପୁର: ‘ମଧୁ ଡକେଇ କି ମୋ ସ୍ୱାମୀକୁ ମର୍ଡର କରିଛି। ମୋ ସ୍ୱାମୀ ଯେମିତି ଛଟପଟ ହୋଇକି ମରିଛି ସେ ବି ସେମିତି ଛଟପଟ ହୋଇକି ମରିବ’। କୋହଭରା କଣ୍ଠରେ ଏପରି କହିଛନ୍ତି କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ନାମକ ଜଣେ ଯୁବକଙ୍କ ପତ୍ନୀ। କୃଷ୍ଣଚନ୍ଦ୍ରଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁରେ ଥିବା ଏକ ସ୍କୁଲ ଭିତରେ କୃଷ୍ଣଚନ୍ଦ୍ରଙ୍କୁ ଜୀଅନ୍ତା ପୋଡ଼ି ମାରିଦେବା ଘଟଣାରେ ପରକୀୟା ପ୍ରୀତି ଥିବା ସନ୍ଦେହ […]
ଭୁବନେଶ୍ୱର: ବେଙ୍ଗାଲୁରୁରେ ଓଡ଼ିଆ ସମାଜ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉତ୍ସବ ପାଳନ ହୋଇଛି। ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭରଥୁରଠାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ସମ୍ମାନୀୟ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗତକାଲି ଏହି ଉତ୍ସବରେ ଯୋଗ ଦେଇ ମା’ଙ୍କ ମହାଷ୍ଟମୀ ପୂଜାରେ ସାମିଲ ହୋଇଥିଲେ। ଏହି ଅବସରରେ ବୈଜୟନ୍ତ ପଣ୍ଡା ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ବିଷୟରେ କହିଥିଲେ। ସେହିପରି କର୍ଣ୍ଣାଟକ ବିକାଶରେ ବହୁ ସଂଖ୍ୟାରେ ଓଡ଼ିଆଙ୍କ ଅବଦାନ […]
ଜଗତସିଂହପୁର: ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ!ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ସେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିକୁଦା ଥାନା ଅନ୍ତର୍ଗତ ଦାଆ ଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା ବାତ୍ୟା ଆଶ୍ରୟସ୍ଥଳର ସିଡି ନିକଟରେ କିଛି ଜଳୁଥିବା ନେଇ ପୁଲିସ୍ ଖବର ପାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଦେଖିବାକୁ ପାଇଥିଲା ଯେ […]
ଭୁବନେଶ୍ୱର: ଏଣିକି ୧୦ଟା ନୁହେଁ ରାତି ୧୨ଟା ଯାଏ ଚାଲିବ ମେଲୋଡି। ଦଶହରାରେ ରାଜଧାନୀ ଭୁବନେଶ୍ୱର, କଟକରେ ରାତି ୧୨ଟା ଯାଏ ମେଲୋଡି ଚାଲିବ। ଏହାସହ ଲାଉଡ ସ୍ପିକର୍ ରାତି ୧୨ଟା ଯାଏ ବି ବାଜି ପାରିବ। ଏନେଇ ଆଜି ଟ୍ୱିନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୂର୍ବରୁ ରାତି ୧୦ଟା ଯାଏ ମେଲୋଡି ଓ ଲାଉଡ ସ୍ପିକର୍ ବଜାଇବା ନିୟମ ଥିଲା। ତେବେ ଶାରଦୀୟ ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଏହି […]
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି। ଆଜି ସକାଳ ସାଢ଼େ ୯ଟାରେ ତାକୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ସୂଚନା ଦେଇଛି। ସେକ୍ ଜାବିଦ ଟିଟୋର ଡାହାଣ ହାତ ବୋଲି ଜଣାପଡ଼ିଛି। ସେକ୍ ଜାବିଦର ଘର କେନ୍ଦ୍ରାପଡ଼ାରେ। ସେ ଠିକାଦାର ଶିବ ପ୍ରସାଦ ପରିଡ଼ା ଅପହରଣ ମାମଲାର ମୁଖ୍ୟ କାର୍ପଟଦାର ଥିଲା। ବଟି ନ ଦେବାରୁ ଶିବ ପ୍ରସାଦଙ୍କୁ ଉଠାଇ ନେଇ ଟିଟୋ ଖଟିରେ ପିଟିଥିଲା […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ମାଂସ ତରକାରୀ ନ ଦେବାରୁ ବାପାକୁ ପିଟି ପିଟି ମାରିଦେଲା ପୁଅ। କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଗୁଲନଗର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଘନଶ୍ୟାମ ସେଠୀ। ପୁଲିସ୍ ତାଙ୍କ ପୁଅ ତଥା ଅଭିଯୁକ୍ତ ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ଗତକାଲି ଦିନ ପ୍ରାୟ ସାଢେ ୧୨ଟାରେ ଜଗନ୍ନାଥ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ବୃଦ୍ଧ ବାପା ଘନଶ୍ୟାମଙ୍କୁ ଖାଇବାକୁ ମାଗିଥିଲେ। ସକାଳୁ ଜଗନ୍ନାଥ ଘରେ […]
ଭୁବନେଶ୍ୱର: ନିଲାମ ହେବ ରାଜ୍ୟର ୧୦ଟି ଖଣି। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣିର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍ ଅବଧି ସରୁଥିବା ଖଣି ଗୁଡ଼ିକର ନିଲାମ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନୂଆଗାଁ ଲୁହାପଥର ଖଣି, ଠାକୁରାଣୀ ଲୁହାପଥର ଖଣି, ସିଲଯୋଡ଼ା-କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି, ଜରିବାହାଲ, ରୋଇଡା, ଜୁରୁରୀ , […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ାରେ ପୁଲିସ୍ର ଏନ୍କାଉଣ୍ଟର। ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳାଇ ରାସ୍ତାର କଳାପୋଲ ନିକଟରେ ପୁଲିସ୍ ଏନକାଉଣ୍ଟର୍ରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ ଭେଲୁ ଏବଂ ପ୍ରଭାତ କୁମାର ନାୟକ ଓରଫ ମିତୁନା। ଭେଲୁର ୨ଟି ଯାକ ଗୋଡ଼ରେ ଗୁଳି ବାଜିଥିବାବେଳେ ମିତୁନାର ଗୋଟିଏ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା […]
ନୀଳଗିରି: ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଗତକାଲି ରାତି ୧୧ଟା ୩୦ରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତହସିଲ ଅଫିସର ପରିସରରେ ଅନଶନରେ ବସିଥିବା ବିଧାୟକଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ। ଏହାସହ ବିଧାୟକଙ୍କୁ ଜୁସ୍ ପିଆଇ ତାଙ୍କର ଅନଶନ ଭାଙ୍ଗିଥିଲେ ଜିଲ୍ଲାପାଳ। ସୂଚନାଥାଉ କି, ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ […]
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି କୋର୍ଟ ପରିସରରେ ଥିବା ମୋହରିରଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବା ବେଳେ ଅପରପକ୍ଷେ ଏହି ଘଟଣାକୁ ନେଇ ତାଙ୍କର ସମର୍ଥକ ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ତେବେ ନୀଳଗିରି […]
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର ହେଲେ ୩ ଟି ଗୋଡ଼ ଥିବା ବାଲେଶ୍ୱରର ବାଳକ ସୁଦାମ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ପ୍ରାୟ ମାସେ ଧରି ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ସୁଦାମକୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଔପଦା ବ୍ଲକ୍ ବଡ଼ପୋଖରୀ ଗାଁର ମଧୁସୁଦନ ବେହେରାଙ୍କ ୧୧ ବର୍ଷର ପୁଅ ସୁଦାମର ତିନିଟି ଗୋଡ଼ ରହିଛି। ଜନ୍ମରୁ ତାଙ୍କର ଏମିତି ଅବସ୍ଥା। ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ସୁଦାମ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଏମିତି ବି ଆସେ ମୃତ୍ୟୁ। ତ୍ରୁଟି ନ ଥାଇବି ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍କୁଟି ଚାଳକ। ରାଉରକେଲା କାଠିକଟା ବ୍ଲକ୍ ଅନ୍ତର୍ଗତ ଶିଉଡି ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଅନୁଗୁଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତି ଜଣକ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଆସିଥିଲେ। ଆଜି ସକାଳେ ସେ ସ୍କୁଟି ନେଇ ଅନୁଗୁଳକୁ […]
ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଡ୍ୟାନ୍ସକୁ ନେଇ ଚର୍ଚ୍ଚା। ମଞ୍ଚ ଉପରେ ରଙ୍ଗୀନ ମିଜାଜରେ ନାଚି ଦର୍ଶକଙ୍କ ମନ ମୋହିଲେ ବିଧାୟକ। ଶାରଦୀୟ ଦୁର୍ଗାପୂଜାକୁ ନେଇ ଜୟପୁର ସହରରେ ଗତକାଲି ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଲିଉଡ୍ କଣ୍ଠଶିଳ୍ପୀମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ଏହି ସମୟରେ ତାରା ବାହିନୀପତି ମଞ୍ଚ ଉପରକୁ ଯାଇ ଏକ ସମ୍ବଲପୁରୀ ଗୀତରେ ଗାୟିକା ପମିଙ୍କ ସହ ବିଟ୍ରେ ନାଚିଥିଲେ। ତାରାଙ୍କ ଏହି ନୃତ୍ୟ […]
ବ୍ରହ୍ମପୁର: ଆସନ୍ତା ବର୍ଷଠୁ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ରେଲି ପାଠ୍ୟପୁସ୍ତକ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ବ୍ରହ୍ମପୁରରେ ଏକ କମ୍ପ୍ୟୁଟରାଇଜଡ୍ ବ୍ରେଲି ପ୍ରେସ୍ ଉଦ୍ଘାଟନ କରିଛନ୍ତି। ୧ କୋଟି ୧୮ ଲକ୍ଷ ଟଙ୍କାରେ କିଣାଯାଇଥିବା ଏହି ମେସିନ୍ରେ ଗୋଟିଏ ସେକେଣ୍ଡରେ ୧୬ଟି ଅକ୍ଷର ଛପାଯାଇ ପାରିବ । ଆସନ୍ତାବର୍ଷ ଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏଭଳି ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ପ୍ରଥମଠାରୁ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଧାୟକ ଓ ତହସିଲଦାର ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ନୀଳଗିରି କୋର୍ଟ ପରିସରରେ ମୋହରିରଙ୍କ ଚାଳିଆ ଉଚ୍ଛେଦ ସମୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରିତା ଟୁଡୁ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆରଆଇଙ୍କ ଉପସ୍ଥିତିରେ କୋର୍ଟ ପରିସରରେ ଥିବା ଚାଳିଆକୁ ଉଚ୍ଛେଦ କରାଯାଉଥିଲା। ତେବେ ଏହାକୁ ବିଧାୟକ ସୁକାନ୍ତ ନାୟକ ବିରୋଧ କରିଥିଲେ। ଥଇଥାନ ନ କରି କାହିଁକି […]
ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଣଦେଖା ଓ ଅବହେଳା ଅଭିଯୋଗ ଆଣିଲେ ଓଡ଼ିଶା ହ୍ୱିଲ୍ ଚେୟାର କ୍ରିକେଟ୍ ଟିମ୍। ମଧ୍ୟପ୍ରଦେଶକୁ ହ୍ୱିଲ୍ ଚେୟାର କ୍ରିକେଟ୍ ଟିମ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି। ତେବେ ସାହାଯ୍ୟ ପାଇଁ ଅନେକ ଥର ମନ୍ତ୍ରୀଙ୍କ ପାଖକୁ ଧାଇଁଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳି ନ ଥିବା ଟିମ୍ ଅଭିଯୋଗ କରିଛି। ନିଜସ୍ୱ ଉଦ୍ୟମରେ ୧୫ ଜଣିଆ ଟିମ୍ ମଧ୍ୟପ୍ରଦେଶ ଯାଉଛନ୍ତି। ହେଲେ […]
ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ତେବେ ସେ ଲୋକଙ୍କ ପାଇଁ ରହିବେ ଓ ଲୋକଙ୍କ ସେବା କରିବେ ବୋଲି ଆଜି ସୂଚନା ଦେଇଛନ୍ତି। ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ହେଲେ ସେଥିରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ନାଁ ନାହିଁ। ତାଲିକାରେ ତାଙ୍କ ନାଁ ନଥିବା ପ୍ରସଙ୍ଗର ଉତ୍ତର ସେ ରଖିଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ପୂର୍ବ କଥା, ନିର୍ବାଚନ ପର […]