• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dhana
ବର୍ଷା ନେଇଗଲା ବର୍ଷକର ଆହାର

ବର୍ଷା ଛାଡ଼ିଯିବା ପରେ ଚାଷ ଓ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିଲେ ଆପଣଙ୍କ ହୃଦୟ ବି ଦୋହଲି ଉଠିବ। କେଉଁଠି ଅମଳ ଅପେକ୍ଷାରେ ଥିବା ଧାନ ବିଲରେ ଗଜା ହୋଇ ଭାସୁଛି, ତ କେଉଁଠି ଉଜୁଡ଼ି ଯାଇଛି ପରିବା ଫସଲ। ଅମଳ ବେଳକୁ ଧାନଜମିର ଏ ଅବସ୍ଥା ଦେଖି କେଉଁ ଚାଷୀ ବା ଦେହ ଧରି ରହିପାରିବ। ୧୦ ଏକର ଜମିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନା ଫଳାଇଥିଲେ ଚାଷୀ ବାବୁଲା ଜେନା। ହେଲେ ବର୍ଷା […]

  • Friday, 23 July 2021
rita
ବିଜେପୁର ସୁପର୍‌ ଶୋ' ପାଇଁ ପୁରସ୍କାର ! ମନ୍ତ୍ରୀ ହୋଇପାରନ୍ତି ରୀତା ସାହୁ

ଭୁବନେଶ୍ୱର: ବିଜେପୁରରେ ରେକର୍ଡ ବିଜୟ ପରେ ରୀତା ସାହୁଙ୍କୁ ମିଳିପାରେ ପୁରସ୍କାର। ରୀତା ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉପନିର୍ବାଚନରେ ବିପୁଳ ବିଜୟ ପରେ  ବିଜେଡି ସପକ୍ଷରେ ସୃଷ୍ଟି ହୋଇଥିବା ସମର୍ଥନକୁ ପଶ୍ଚିମ ଓଡ଼ିଶାରେ ଏଇ ମଉକାରେ ଦୃଢ଼ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ରୀତା ନୁହଁନ୍ତି ବିଜେଡି ପାଇଁ ବିପୁଳ ବିଜୟ ଆଣିବାରେ ପ୍ରମୁଖ ଭୂମିକା ନେଇଥିବା ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ। […]

  • Friday, 23 July 2021
ff
ଝଡ଼ଗ୍ରସ୍ତ ନାବିକଙ୍କ ଲୋମଟାଙ୍କୁରା କାହାଣୀ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଆଣ୍ଡାମାନରୁ ଓଡ଼ିଶା ଉପକୂଳ। ୧୩ ଶହ କିଲୋମିଟରର ଯାତ୍ରା ଭିତରେ ଲୋମଟାଙ୍କୁରା ସଂଘର୍ଷ। ଦୁଇ ଦୁଇଟି ଭୟଙ୍କର ଘୂର୍ଣ୍ଣଝଡ଼ର ସାମ୍ନାସାମ୍ନି ସାଙ୍ଗରେ ପୂରା ପ୍ରତିକୂଳ ପରିବେଶ ସହ ଅହରହ ସଂଘର୍ଷ। ଘଟଣାକ୍ରମରେ ଆଖିବୁଜିଲେ ସାଥି ନାବିକ। ହେଲେ ବର୍ତ୍ତିଗଲେ ଆଉ ଜଣେ। ମରଣମୁହଁରୁ ଫେରି ପୁରୀ କୃଷ୍ଣପ୍ରସାଦ କୂଳରେ ଲାଗିଥିବା ସେହି ନାବିକ ଏବେ ବଖାଣିଛନ୍ତି ବଙ୍ଗୋପସାଗର ଭିତରେ ସଂଘର୍ଷର  ଛାତିଥରା କାହାଣୀ। ଅକାତ କାତ ପାଣି ଭିତରେ ସଂଘର୍ଷ। ଗଭୀର ସମୁଦ୍ର ଭିତରେ […]

  • Friday, 23 July 2021
gita
ଶାରଳା ସମ୍ମାନ ପାଇଲେ ପ୍ରଦୀପ ଦାଶ

ଭୁବନେଶ୍ୱର: ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶଙ୍କୁ ପ୍ରଦାନ କରାଯାଇଛି ସମ୍ମାନଜନକ ‘ଶାରଳା ସମ୍ମାନ’। ତାଙ୍କ ରଚିତ ପୁସ୍ତକ ‘ଚରୁ ଚୀବର ଓ ଚର୍ଯ୍ୟା’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି। ଏହି ସମ୍ମାନ ଉତ୍ସବରେ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା […]

  • Friday, 23 July 2021
nva
ରାଜଧାନୀ ଉପକଣ୍ଠରେ ନଗଡ଼ାର ଚିତ୍ର; ଖବର ପ୍ରସାରଣ ପରେ ପ୍ରଶାସନର ଚେତା ଫେରିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହିଛି ଆଉ ଏକ ‘ନଗଡ଼ା’। ଯାଜପୁର ଜିଲ୍ଲାର ନଗଡ଼ା ପରି ଏଠାରେ ମଧ୍ୟ ଶହଶହ ପିଲା ଅପପୁଷ୍ଟିରେ ଶଢ଼ୁଛନ୍ତି। ଏନେଇ ଗତକାଲି ଓଟିଭି ଖବର ପ୍ରସାରଣ ପରେ ପ୍ରଶାସନର ଚେତା ଫେରିଛି। ଅପପୁଷ୍ଟିରେ ଶିକାର ହୋଇଥିବା ମୁନ୍ନି ହେମ୍ବ୍ରମର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆଜି ଗୋଡ଼ିବାରୀସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ମୁନ୍ନିର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ମୁନ୍ନିର ଓଜନ କମ୍ ରହିଛି। ତା’ର ଦେଖାଶୁଣା ଓ […]

  • Friday, 23 July 2021
bjdd
ବିଜେଡି ଆଡ଼କୁ ଢଳୁଛନ୍ତି କି ଦାମ?

ଭୁବନେଶ୍ୱର: ବିଜେଡି ପ୍ରତି ନରମୁଛି ଦାମଙ୍କ ସ୍ୱର ? ସବୁବେଳେ ଶାଣିତ ସ୍ୱରରେ କହୁଥିବା ଦାମଙ୍କର ଆଜିର ମନ୍ତବ୍ୟ ଶୁଣିଲେ ଆପଣ ହୁଏତ ଏହା ଭାବି ପାରନ୍ତି। ବିଜେପୁର ନିର୍ବାଚନ ପରେ ଦାମ କହିଛନ୍ତି, ଓଡ଼ିଶାରେ ଜାତୀୟ ଅପେକ୍ଷା ଆଞ୍ଚଳିକ ଦଳଙ୍କୁ ପସନ୍ଦ କରୁଛନ୍ତି ଲୋକେ। ନିର୍ବାଚନ ଫଳାଫଳରୁ ଜଣାପଡୁଛି ନବୀନ ଅପରାଜେୟ ଲୋକେ। ନବୀନଙ୍କୁ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ ହୋଇଛି। କେବଳ ଏଇତିକି ନୁହେଁ। ଆପଣ ବିଜେଡି ଆଡ଼କୁ ଢଳୁଛନ୍ତି କି ବୋଲି ପ୍ରଶ୍ନ […]

  • Friday, 23 July 2021
vvf
୩ ମାସରେ ୧୧ ବରିଷ୍ଠ ଓଏଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ। ରାଜସ୍ୱ ବିଭାଗରେ ଗତ ୩ ମାସ ମଧ୍ୟରେ ୧୧ ଜଣ ବରିଷ୍ଠ ଓଏଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ୯ ଜଣଙ୍କ ପେନସନ ଓ ଗ୍ରାଚ୍ୟୁଇଟି ବନ୍ଦ କରାଯାଇଛି। ବହିଷ୍କାର ହୋଇଥିବା ଅଧିକାରୀ ହେଲେ ବଲାଙ୍ଗିର ଲୋଇସିଂହାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳ ଓ କୋମନା ବ୍ଲକର ପୂର୍ବତନ ବିଡିଓ ପ୍ରଦୀପ କୁମାର ବେହେରା। ସେହିପରି ମୟୂରଭଞ୍ଜ ପୂର୍ବତନ ଡିପିସି […]

  • Friday, 23 July 2021
bb
ଉଡ଼ାଜାହାଜରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ !

ମାଲକାନଗିରି: ଉଡ଼ାଜାହାଜରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଏହି ଉଡାଜାଜାରରେ ବସି ପାଠ ପଢୁଛନ୍ତି। ତେବେ ଏହି ଏରୋପ୍ଲେନ୍ ସତସତିକା ଏରୋପ୍ଲେନ ନୁହେଁ। ବିଦ୍ୟାଳୟର ଶ୍ରେଣୀଗୃହକୁ ଏରୋପ୍ଲେନ ସଦୃଶ ପ୍ରସ୍ତୁତ କରାଯାଇଛି। ଶ୍ରେଣୀଗୃହ ହେଉଛି ଚାଲାଣଗୁଡ଼ା କସ୍ତୁରବାଗାନ୍ଧି ବିଦ୍ୟାଳୟ। ଛାତ୍ରଛାତ୍ରୀ ଏରୋପ୍ଲେନ ଦେଖିନଥିବାରୁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏଭଳି କ୍ଲାସରୁମ ତିଆରି କରିଛନ୍ତି। ପିଲାଙ୍କ ମଧ୍ୟରେ ପାଠ ପଢିବାକୁ ଆଗ୍ରହ ସୃଷ୍ଟି କରିବାକୁ ସ୍କୁଲ ତରଫରୁ ଏଭଳି ଶ୍ରେଣୀଗୃହ ପ୍ରସ୍ତୁତ କରାଯାଇଛି।  […]

  • Friday, 23 July 2021
thelidele
ପୁଲିସ୍‌ କମିଶନରଙ୍କ ନାଁରେ ଏତଲା

ଭୁବନେଶ୍ୱର: ଟ୍ୱିନ୍ ସିଟି କମିଶନରଙ୍କ ନାଁରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ ହୋଇଛି। ଦୁର୍ବବ୍ୟବହାର ଅଭିଯୋଗ ଆଣି ଥାନାର ଦ୍ୱାରସ୍ତ ହେଲେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ ଆସୋସିଏଏସଏନ୍ ସଭାପତି ଶଶାଙ୍କ ଶେଖର ସାହୁ। ଗତ ୨୧ ତାରିଖ ଦିନ ଶଶାଙ୍କ ସିପିଙ୍କୁ ଦେଖା କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକପତ୍ରର ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଥିଲେ। ତେବେ ସିପି ତାଙ୍କ ସହ ଆଲୋଚନା ନକରି ଦୁର୍ବବ୍ୟହାର କରିବା ସହ ତାଙ୍କୁ ଠେଲିଦେଇଥିବା […]

  • Friday, 23 July 2021
f
ଖୁବ୍‌ଶୀଘ୍ର ଆପଣଙ୍କ ସମସ୍ୟା ପଚାରି ବୁଝିବ କଲ୍‌ ସେଣ୍ଟର୍‌

ଭୁବନେଶ୍ୱର: ଆବାସ ଯୋଜନା ଲାଗି କଲ୍ ସେଣ୍ଟର ରହିବ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ଏହି କଲ୍ ସେଣ୍ଟର ହେବ। ପ୍ରତି ଜିଲ୍ଲାରେ କଲ୍ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ନିର୍ଦ୍ଦେଶକ। ଏନେଇ ସବୁ ଜିଲ୍ଲାର ପିଡି ଡିଆର୍‌ଡିଏମାନଙ୍କୁ ଚିଠି ଲେଖିଛନ୍ତି। ହିତାଧିକାରୀଙ୍କୁ ଯାବତୀୟ ସୁବିଧା ଦେବା ଲାଗି ଏହି କଲ୍ ସେଣ୍ଟର ରହିବ। ଦୈନିକ କଲ୍ ସେଣ୍ଟରରୁ ହିତାଧିକାରୀଙ୍କ ନିକଟକୁ ଟେଲିଫୋନ୍ ଯିବ। ହିତାଧିକାରୀଙ୍କୁ କେହି ହଇରାଣ କରୁଛି […]

  • Friday, 23 July 2021
rita
ନିର୍ବାଚନ ଜିତିବା ପରେ ନବୀନ ନିବାସରେ ରୀତା

ବରଗଡ଼: ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଆସିଛନ୍ତି ନବନିର୍ବାଚିତ ବିଜେଡି ବିଧାୟିକା ରୀତା ସାହୁ। ଦଳୀୟ ସମର୍ଥକଙ୍କ ଗହଣରେ ରୀତା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ରୀତ ତାଙ୍କ ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପୁରବାସୀଙ୍କୁ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ବିଶ୍ୱାସ ହିଁ ତାଙ୍କୁ ନିର୍ବାଚନରେ ଜିତାଇଛି ବୋଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ରୀତ। ବିରୋଧୀଙ୍କ ପ୍ରସଙ୍ଗରେ ପଚାରିବାରୁ କିଛି କହିବାକୁ ଚାହାନ୍ତି ନାହିଁ […]

  • Friday, 23 July 2021
unitatde
ଭାଙ୍ଗିବ ରୂପେଶ ଭଦ୍ରଙ୍କ ରଙ୍ଗଶାଳା; ଲାଗିଲା ୧୪୪ ଧାରା

ଯାଜପୁର: ଧର୍ମଶାଳା ହରିଦାସପୁର ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସ୍ ରଙ୍ଗଶାଳା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଧର୍ମଶାଳା ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତିରେ ରଙ୍ଗଶାଳାରେ ନାଲି ପତାକା ଲଗାଯିବା ସହିତ ଚାରିପଟେ ୧୪୪ ଧରା ଜାରି କରାଯାଇଛି। ଗେଷ୍ଟ ହାଉସ୍ ଅନାବାଦି ଜମିରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ରଙ୍ଗଶାଳାରେ ହୋଇଥିଲା। ସେ ଏଠାକୁ କାହିଁକି ଆସିଲେ, କେଉଁ […]

  • Friday, 23 July 2021
nature
ଚଳୁ ହେବନି ସରକାରୀ ଧନ; ବଦଳିବ ଜଙ୍ଗଲ ବିଭାଗ ନିୟମ

ଭୁବନେଶ୍ୱର: ସଂଶୋଧିତ ହେବ ରାଜ୍ୟ ଜଙ୍ଗଲ ବିଭାଗ ନିୟମ। ଏବେ ଆଉ ବନ ବିଭାଗ କର୍ମଚାରୀମାନେ ପାଣ୍ଠି ବିନିଯୋଗ କରି କାମ କରିବେ ନାହିଁ। ବନ ବିଭାଗ ଅଧିନରେ ହେଉଥିବା ସମସ୍ତ କାମ ପାଇଁ ଟେଣ୍ଡର କରାଯିବ। ରାଜ୍ୟ ସରକାରଙ୍କ ‘ଫାଇଭ୍ ଟି’ ମନ୍ତ୍ରକୁ ସଫଳ କରିବା ପାଇଁ ଖୁବ୍ ଶୀଘ୍ର ଏହି ପରିବର୍ତ୍ତନ କରାଯିବ। ସରକାରଙ୍କ ତରଫରୁ ଆସୁଥିବା ଅନୁଦାନର ଖର୍ଚ୍ଚରେ ସ୍ୱଚ୍ଛତା ଆଣିବାକୁ ଏହି ନିୟମ ଆସିବ। ନୂଆ ନିୟମ ଅନୁଯାୟୀ ଟେଣ୍ଡର ମାଧ୍ୟମରେ […]

  • Friday, 23 July 2021
cd
ସ୍କୁଲ୍ ଯିବ ବୋଲି ଗାଧୋଇବାକୁ ଯାଇଥିଲା ପୁଅ; ଫେରିଲାନି

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସ୍କୁଲ୍‌ ଯିବା ପାଇଁ ଗାଧୋଇବାକୁ ଯାଇଥିଲେ ୧୨ ବର୍ଷର ବାଳକ ଯୋଗେନ୍ଦ୍ର ବାଗ। କେନାଲ୍‌ ଭିତରେ ପଶି ଗାଧଉଥିଲେ। ଏପଟେ ଘର କାନ୍ଥରେ ଲାଗିଥିବା ଘଣ୍ଟାରେ ସମୟ ଗଡ଼ି ଚାଲିଥିଲା। ଧୀରେ ଧୀରେ ସ୍କୁଲ୍‌ ସମୟ ପାର୍‌ ହେବାରେ ଚିନ୍ତାରେ ପଡ଼ିଯାଇଥିଲେ ବାପା ଅଙ୍ଗଦ୍ ବାଗ। ସ୍କୁଲ୍‌ ସମୟ ପାର୍ ହେଲାଣି ହେଲେ ପୁଅ ଏଯାଏ ଆସିନି। କାଳେ ସାହି ଆଡ଼େ ଚାଲିଯାଇଥିବ ଭାବି ପୁଅକୁ ଖୋଜିବାକୁ ବାହାରି ପଡ଼ିଲେ ଅଙ୍ଗଦ। ଗାଁ, ଗଣ୍ଡା […]

  • Friday, 23 July 2021
Senior-IPS-officer-Dhirendra-Sambhaji-Kutey-posted-as-special-secretary-to-Chief-Minister-Naveen-Patnaik-750x430
ଡିଏସ୍ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ୧୯୯୭ ବ୍ୟାଚ୍ ଆଇପିଏସ୍ ତଥା ଆଇଜି ପାହ୍ୟାର ଅଫିସର ଡିଏସ୍ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ପଦୋନ୍ନତି ମିଳିଛି। ଶ୍ରୀ କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ କୁଟ୍ଟେଙ୍କ ପଦୋନ୍ନତି ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସରଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦିଲ୍ଲୀପ କୁମାର ମହାନ୍ତି(ଅବସରପ୍ରାପ୍ତ) ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାରେ କାର୍ଯ୍ୟରତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ […]

  • Friday, 23 July 2021
fffg
ବର୍ଷାରେ ଯାଉଥିଲେ; କାଳ ନେଇଗଲା ୩ ଜୀବନ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ରାସ୍ତାରେ ୩ ଜଣ ଯୁବକ ମୃତଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଲଘୁଚାପ ଯୋଗୁ ଆଜି ସମଗ୍ର ରାଜ୍ୟରେ ବର୍ଷା ହେଉଛି। ଦିନ ତମାମ ବର୍ଷା ଲାଗି ରହିଛି। ତେବେ ଏହି ବର୍ଷାରେ ଭିଜି ଭିଜି ସନ୍ଧ୍ୟା ବେଳେ ୩ ଜଣ ଯୁବକ ଏକ ବାଇକରେ କଟକରୁ ସାଲେପୁର […]

  • Friday, 23 July 2021
,mashy
କାହିଁକି ପିଲାଙ୍କୁ ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ ? ହିସାବ କିଛି ଏମିତି

ଭୁବନେଶ୍ୱର: ସ୍କୁଲ୍ ଓ ଆହାର କେନ୍ଦ୍ରକୁ ଯାଉଛନ୍ତି ମନ୍ତ୍ରୀ ଏବଂ ଅଫିସର୍। ମଧ୍ୟାହ୍ନ ଭୋଜନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଆକ୍ସନ। ତେବେ କାହିଁକି ମୁଖ୍ୟମନ୍ତ୍ରୀ ହଠାତ୍ ଏଭଳି ନିର୍ଦ୍ଦେଶ ଦେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ଲୋକଦେଖାଣିଆ କହି ସମାଲୋଚନା କରିଛନ୍ତି ବିରୋଧୀ। ଯାହାର ଜବାବ ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ।  ଯୋଜନାର ସୁଫଳ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏପଟେ କିନ୍ତୁ ପିଲାଙ୍କୁ […]

  • Friday, 23 July 2021
nnnn
ଶିଳ୍ପସଂସ୍ଥାରେ ସୃଷ୍ଟି ହେଉଥିବା ହିଂସାରେ ଓଡ଼ିଶା ନମ୍ବର୍‌ ୱାନ୍

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପସଂସ୍ଥାରେ ସୃଷ୍ଟି ହେଉଥିବା ହିଂସା ଦେଶରେ ଅନ୍ୟରାଜ୍ୟର ଶିଳ୍ପ ହିଂସାଠାରୁ ସର୍ବାଧିକ। ଅନ୍ୟ ରାଜ୍ୟରେ ଶିଳ୍ପ କାରଖାନାରେ ହିଂସା ସର୍ବାଧିକ ୨୦ରେ ସୀମିତ ଥିବା ବେଳେ ଓଡ଼ିଶାରେ ୮୧ଟି ଘଟଣା ଘଟିଛି। କ୍ରାଇମ୍‌ ଇନ୍‌ ଇଣ୍ଡିଆ ରିପୋର୍ଟ (NCRB)ରେ ଏପରି ତଥ୍ୟ ମିଳିଛି। ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‌ଇନ୍‌ ଓଡ଼ିଶାର ନାରା ଦେଇ ଶିଳ୍ପ ଉପଯୋଗୀ ବାତାବରଣର ଦ୍ୱାହି ଦେଉଥିବା ବେଳେ ଏ ତଥ୍ୟ ବାସ୍ତବ ସ୍ଥିତିକୁ ଦର୍ଶାଉଛି। ଏନ୍‌ସିଆର୍‌ବିର […]

  • Friday, 23 July 2021
cracker
ହୁସିଆର ! ରାତି ୧୦ଟା ପରେ ବାଣ ଫୁଟାଇଲେ ବନ୍ଧା ହେବେ, ଚାଇନା ବାଣ ନିଷେଧ

ଭୁବନେଶ୍ୱର: ଆସନ୍ତା ରବିବାର ୨୭ ତାରିଖ ଦୀପାବଳି ପଡ଼ୁଛି। ଏଥିପାଇଁ ରାଜ୍ୟବାସୀଙ୍କୁ ଆଗୁଆ ଶୁଭକାମନା ଜଣାଇଛି ଓଡ଼ିଶା ପୁଲିସ।  ତା ସହିତ ଦ୍ୱୈତ୍ୟ ନଗରୀ ଭୁବନେଶ୍ୱର-କଟକ ପାଇଁ ବାଣଫୁଟା ସଂକ୍ରାନ୍ତୀୟ ସତର୍କ ପରାମର୍ଶ ମଧ୍ୟ ଜାରି କରିଛି। ଆସନ୍ତୁ ଏହି ନିୟମାବଳିଗୁଡ଼ିକୁ  ଜାଣିବା। ୧. ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସନ୍ଧ୍ୟା ୮ଟାରୁ ରାତି ୧୦ ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ। ୨.କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ପାଖରୁ ବାଣ କିଣନ୍ତୁ। ୩. ପିଲାମାନଙ୍କୁ ଏକୁଟିଆ ବାଣ […]

  • Friday, 23 July 2021
raod romio
ରୋଡ୍‌ ରୋମିଓଙ୍କ ଉତ୍‌ପାତ; ସୁଟିଂ ସାରି ଫେରୁଥିବା ହିରୋଇନ୍‌ଙ୍କୁ ହଇରାଣ କଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରୋଡ୍ ରୋମିଓଙ୍କ ରାଜ୍। ରାତି ଅଧରେ ସୁଟିଂ ସାରି ଫେରୁଥିବା ବେଳେ ଅଭିନେତା ଓ ଅଭିନେତ୍ରୀଙ୍କୁ ହଇରାଣ ହରକତ କରିଥିଲେ ରୋଡ ରୋମିଓ। ତେବେ ପୁଲିସର ପାଟ୍ରୋଲିଂ ଗାଡ଼ି ଆସିବାରୁ ଅଭିଯୁକ୍ତ ରୋଡ୍‌ ରୋମିଓମାନେ ପଳାଇ ଯାଇଥିଲେ। ଗତକାଲି ରାତିରେ ମେଲୋଡ଼ି କାର୍ଯ୍ୟକ୍ରମ ସାରି କେତେକ କଳାକାର ଗାଡ଼ିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଏନ୍‌ଏଚ୍‌ର ଖଣ୍ଡଗିରି ଛକ ପରେ କେତେକ ରୋଡ୍‌ ରୋମିଓ ବାଇକ୍‌ରେ ଆସି ଅଭିନେତା ଓ ଅଭିନେତ୍ରୀଙ୍କ ଗୁଡ଼ିକୁ […]

  • Friday, 23 July 2021
ff
ହାରାହାରି  4G ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଜିଓ ପ୍ରଥମ

ଭୁବନେଶ୍ୱର: ସେପ୍ଟେମ୍ବର ମାସର ହାରାହାରି  4G ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଶୀର୍ଷ ସ୍ଥାନରେ ରହିଛି ରିଲାଏନ୍‌ସ ଜିଓ। ଟ୍ରାଇ ପକ୍ଷରୁ ପ୍ରକାଶିତ 4G ସ୍ପିଡ୍‌ ଚାର୍ଟରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ସେପ୍ଟେମ୍ବର ମାସରେ ଜିଓ ୨୧.୦ ଏମ୍‌ବିପିଏସ୍‌ ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍ ହାସଲ କରିଛି। ଏହା ଏୟାର୍‌ଟେଲ୍‌ଠାରୁ ଦୁଇଗୁଣା ଅଧିକ। ସେହିଭଳି ଭୋଡ଼ାଫୋନ୍‌ ଓ ଆଇଡିଆଠାରୁ ଏହାର ସ୍ପିଡ୍‌ ୩ଗୁଣା ଅଧିକ। ୨୦୧୮ରେ ଜିଓ ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ରେ ଶୀର୍ଷ ସ୍ଥାନରେ ରହିଥିଲା। ଆଉ […]

  • Friday, 23 July 2021
taps
ରାଜ୍ୟରେ ଆହୁରି ୪ ଦିନ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ‘ୱେଲମାର୍କ ଲୋ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଗଞ୍ଜାମ, ପୁରୀ, ଗଜପତି ଜିଲ୍ଲାରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।  ବାଲେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ […]

  • Friday, 23 July 2021
JUDG
'ଭୁଲ୍ ତଥ୍ୟକୁ ଆଧାର କରି ଅବଜର୍ଭେସନ ଦେଇଛନ୍ତି ସୁପ୍ରିମକୋର୍ଟ'

ଭୁବନେଶ୍ୱର: ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଠୋର ହେବା ପ୍ରସଙ୍ଗରେ ହାଇକୋର୍ଟ ବାର୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ଆମେ କୋର୍ଟ କାର୍ଯ୍ୟ ଅଚଳ କରିନାହୁଁ। ଭୁଲ ତଥ୍ୟକୁ ଆଧାର କରି ସୁପ୍ରିମକୋର୍ଟ ତାଙ୍କ ଅବଜର୍ଭେସନ ଦେଇଛନ୍ତି। ତେବେ ଆମେ ଏଥିରେ ଭୟଭୀତ ନୁହେଁ। ହାଇକୋର୍ଟ ଭୁଲକୁ କେବେ ପ୍ରଶ୍ରୟ ଦେବେନି ବୋଲି ଆମେ ଆଶା ରଖିଛୁ।” ଆଜି ଆକ୍ସନ କମିଟି ବୈଠକରେ ଏହା ଉପରେ ଆଲୋଚନା କରାଯିବ। ହାଇକୋର୍ଟରେ ଦୀର୍ଘ ୧୫ […]

  • Friday, 23 July 2021
nn
ଏମିତି ଆମ ଶିକ୍ଷା ବ୍ୟବସ୍ଥା; କମ୍ପ୍ୟୁଟର୍‌ ଚିହ୍ନି ପାରୁନାହାନ୍ତି ସପ୍ତମ ଶ୍ରେଣୀ ପିଲା

ରାୟଗଡ଼ା: କମ୍ପ୍ୟୁଟର ଚିହ୍ନିପାରିଲେନି ସପ୍ତମ ଶ୍ରେଣୀ ପିଲା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କମ୍ପ୍ୟୁଟର ବାବଦରେ ମନ୍ତ୍ରୀ ପଚାରିବାରୁ ଏହାର ଉତ୍ତର ଦେଇପାରି ନଥିଲେ ପିଲା। ଏମିତି ଏକ ଚିତ୍ର ରାୟଗଡ଼ାରୁ ଆସିଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଦିନିକିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଆଜି ସକାଳେ ସେ ରାୟଗଡା ନିକଟସ୍ଥ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀ ମାନଙ୍କ […]

  • Friday, 23 July 2021
bjp
ଏବେବି ରହସ୍ୟଘେରରେ ସ୍ମିତାରାଣୀଙ୍କ ମୃତ୍ୟୁ: ବିଜେପି ଆଣିଲା ସାଂଘାତିକ ଅଭିଯୋଗ, କଂଗ୍ରେସ କହିଲା...

ଭୁବନେଶ୍ୱର: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ପୁଲିସ ଓ ସରକାରଙ୍କୁ ସିଧା ଟାର୍ଗେଟ କରିଛି ବିଜେପି। ମୃତ ସ୍ମିତାରାଣୀଙ୍କର କେବଳ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ହୋଇଛି, କିନ୍ତୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ପୁଲିସ କିଛି ତଦନ୍ତ କରିନି ବୋଲି ବିଜେପି ଅଭିଯୋଗ କରିଛି। ସ୍ମିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଉପରେ ବୃତ୍ତିଗତ ଚାପ ଥିଲା। PMAY, ଭତ୍ତା ଆଦିକୁ ନେଇ ସ୍ମିତାରାଣୀଙ୍କ ଉପରେ ଚାପ ରହିଥିଲା ବୋଲି ଗତକାଲି […]

  • Friday, 23 July 2021