• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vaccine
ରାଜଧାନୀରେ ଘର ଘର ବୁଲି ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର: ରାଜଧାନୀରେ କମୁନି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ତାଲିକାର ସବୁଠାରୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲା ଭିତରେ ସବୁଠାରୁ ଅଧିକ ରୋଗୀ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ। ଏ ନେଇ ରାଜାଧାନୀରେ ଟିକାକରଣକୁ ଜୋରଦାର କରାଯାଇଛି। ଆଜିଠୁ ରାଜଧାନୀରେ…

Untitled-1
ଘୁଞ୍ଚିଲା ସିବିଏସ୍ଇ-ସିଆଇଏସ୍ଇ‌ର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ ଆବେଦନ ଶୁଣାଣି

ନୂଆଦିଲ୍ଲୀ : ସିବିଏସ୍ଇ ଏବଂ ସିଆଇଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ ଆବେଦନ ଉପରେ ଆସନ୍ତା ୩ ତାରିଖକୁ ଘୁଞ୍ଚିଲା ସୁପ୍ରିମକୋର୍ଟରେ ଶୁଣାଣି। ୨୦୨୧ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ ନା ନାହିଁ ଏହି ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି…

man died
ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଜଣେ ଶ୍ରମିକ ଅଛନ୍ତି ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ସେନା କର୍ମଚାରୀଙ୍କ ମୃତ୍ୟୁ ଘର ପାଇଁ ଏକ ପାଇଖାନା ଟାଙ୍କି ଖୋଳା…

bihar
ବିହାରରେ ୮ ଜୁନ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

ପାଟନା : ସଂକ୍ରମକୁ ଦୃଷ୍ଟିରେ ରଖି ବିହାରରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ସଂକ୍ରମଣ ସମର୍କିତ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଠ ଜୁନ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି…

stray dog
୫ ବର୍ଷ ଶିଶୁକୁ ଝୁଣି ଖାଇଲେ କୁକୁର ପଲ

୫ ବର୍ଷ ଶିଶୁକୁ ଝୁଣି ଖାଇଲେ କୁକୁର ପଲ ପାଖରେ ଥିଲେ ବଡ଼ ଭାଇ, ହେଲେ ଶୁଣିପାରିଲେନି ଭାଇର ଚିତ୍କାର କୁର ପଲ ଶିଶୁଟିର ଶରୀର କ୍ଷତବିକ୍ଷତ କରିବା ସହ ତଣ୍ଟି କଣା କରି ଦେଇଛନ୍ତି ଜୟପୁର: ରକ୍ତମୁଖା ବୁଲା କୁକୁରଙ୍କ…

corona-death
ଦେଶରେ କରୋନାରୁ ମିଳୁଛି ମୁକ୍ତି : ଦିନକରେ ୧.୫୨ ସଂକ୍ରମିତ, ୩,୧୨୮ ମୃତ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ନୟାନ୍ତ କଲା ପରେ ଏବେ ଏଥିରେ କିଛିମାତ୍ରାରେ ଶିଥିଳତା ପଡିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ କରୋନା ସଂକ୍ରମଣରେ ହ୍ରାସ କାରଣରୁ ଲୋକଙ୍କ ମନରେ ଆଶ୍ୱସନା ସୃଷ୍ଟି କରୁଛି। ତେବେ କରୋନା ସଂକ୍ରମଣଜନିତ ମୃତ୍ୟୁ…

hospital
କୋଭିଡ ହସ୍ପିଟାଲରେ ତଳେ ଶୋଇଛନ୍ତି ରୋଗୀ; ଭାଇରାଲ ହେଲା ଭିଡିଓ

ବାରିପଦା: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେଉଁଠି ବେଡ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ। କୋଭିଡ ୱାର୍ଡରେ ଥରେ ପରଜନଙ୍କୁ ଥରେ ଭର୍ତ୍ତି କରିଦେଲେ ଆଉ ଦେଖିବା ସମ୍ଭବ ହୋଇ ନ…

petrol price hiked
ପେଟ୍ରୋଲ ଓ ଡିଜେଲ ଦର: ୫ ମାସରେ ୧୦ରୁ ଅଧିକ ଟଙ୍କା ବୃଦ୍ଧି, ଓଡ଼ିଶାରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁଆରୀ ୧ରୁ ମେ’ ୩୦ ପର୍ଯ୍ୟନ୍ତ ୫ ମାସ ଭିତରେ ୧୦ରୁ ୧୧ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି।  ଯଦି…

elephant
ମଣିଷକୁ ଜଙ୍ଗଲରେ ଦେଖି ରକ୍ତମୁଖା ହେଲା ଗଜରାଜ

ସମ୍ବଲପୁର: ହାତୀର ଖାଦ୍ୟ, ବାସ ସବୁ ଛଡେଇ ନେଉଛି ମଣିଷ। ସେଥିପାଇଁ ଜଙ୍ଗଲ ଛାଡି ହାତୀ କେତେବେଳେ ଗାଁ ଭିତରେ ତ କେତେବେଳେ ସହର ଭିତରେ ପଶୁଛି। ମୁହାଁମୁହିଁ ହେଉଛନ୍ତି  ହାତୀ଼-ମଣିଷ। କେତେବେଳ ହାତୀ ମଣିଷର ବାସ ଉଜାଡି ଦେଉଛି ତ…

cycle
ସାଇକେଲ ଶିଳ୍ପ ପାଇଁ ବରଦାନ ସ୍ୱରୂପ କରୋନା

ଚେନ୍ନାଇ : ସଂକ୍ରମଣ ପାଇଁ ସାଇକେଲର ଚାହିଦା ବଢିଛି । କରୋନା କାହା ପାଇଁ କାଳ ସାଜିଛି ତ ଆଉ କାହା ପାଇଁ ବରଦାନ । ସଂକ୍ରମଣରେ ଲୋକେ ତାଲାବନ୍ଦରେ ଥିବାବେଳେ ଦେଶରେ ସାଇକେଲ ବିକ୍ରି ବଢ଼ିଛି । ତୁଳନାତ୍ମକ ଭାବେ…

Untitled-1
ପିତାଙ୍କ ମୃତ୍ୟୁ ନେଇ ସମ୍ଭାବନାଙ୍କ ଆଇନଗତ ପଦକ୍ଷେପ, ପଠେଇଲେ ନୋଟିସ୍

ଟିଭି କଳାକାର ସମ୍ଭାବନା ସେଠ୍‌ଙ୍କ ପିତା ଏସ୍ କେ ସେଠ୍‌ଙ୍କ ମେ ୮ରେ କାର୍ଡିଆକ୍ ଆରେଷ୍ଟ୍ କାରଣରୁ ମୃତ୍ୟୁ ହୋଇଥିଲା। ସେ କରୋନା ପଜିଟିଭ୍ ଥିଲେ। ତାଙ୍କର ଚିକିତ୍ସା ଦିଲ୍ଲୀର ଜୟପୁର ଗୋଲ୍ଡେନ୍ ହପ୍ସିଟାଲରେ ଚାଲିଥିଲା। ପିତାଙ୍କର ମୃତ୍ୟୁ ପରେ ସମ୍ଭାବନା…

wine
ବିନା ଭ୍ୟାକ୍ସିନ ପ୍ରମାଣପତ୍ରରେ ମିଳିବନି ମଦ : ଦୋକାନୀଙ୍କୁ ଏସଡିଏମଙ୍କ କଡ଼ା ନର୍ଦ୍ଦେଶ

ଟିକାକରଣ ପାଇଁ ଲୋକଙ୍କୁ ସଚେତନ କରିବାକୁ ଏସଡିଏମଙ୍କ ନୂତନ ପଦକ୍ଷେପ ବିନା ଭ୍ୟାକ୍ସିନ ପ୍ରମାଣପତ୍ରରେ ମଦ ନେଇପାରିବେନି ଗ୍ରାହକ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଲେ ଏସଡିଏମ ଇଟାୱା : ଟିକାକରଣ ପ୍ରମାଣପତ୍ର ନଥିଲେ ମଦ ମିଳିବନି । ଗ୍ରାହକଙ୍କୁ ଦୋକାନ ଆଗରୁ ଫେରିବାକୁ…

niranjan mishra
ମେ’ ମାସ ଘାତକ ଥିଲା, ଜୁନରେ ସେପରି ହେବନି-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ମୃତ୍ୟୁର ତାଣ୍ଡବ ଖେଳାଇଥିବାବେଳେ ଏବେ ଏହାର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ମେ’ ମାସରେ କରୋନା ସଂକ୍ରମଣ ପିକ୍‌ରେ ଥିଲା। ଏଠାରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବାବେଳେ…

plane crash
ବିମାନ ଦୁର୍ଘଟଣାରେ ଅଭିନେତା ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ

ୱାଶିଂଟନ୍‌: ଟାର୍ଜନ ଟିଭି ସିରିଜ୍‌ରେ ‘ଟାର୍ଜନ’ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜୋଏ ଲାରାଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ୫୮ ବର୍ଷୀୟ ଜୋଏ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ୫ଜଣଙ୍କ…

black fungus
ଭୀମସାରରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ

ସମ୍ବଲପୁର: କରୋନା ପରେ ଏବେ ଆତଙ୍କିତ କରି ରଖିଛି ବ୍ଲାକ ଫଙ୍ଗସ୍‌ ଭୟ। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ…

rape
କରୋନାରୁ ଆରୋଗ୍ୟ ଲାଭ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ

ଦିସପୁର : କରୋନାକୁ ମାତ ଦେଲେ, ହେଲେ ନରପିଶାଚଙ୍କ ସାମ୍ନାରେ ହାରିଗଲେ । ଭାଇରସକୁ ହରାଇ ଘରକୁ ଫେରିଲା ବେଳେ ମହିଳାଙ୍କ ସହ ଗଣଦୁଷ୍କର୍ମ । ଆସାମର ଚରାଇଦେବ ଜିଲ୍ଲାରେ ଏପରି ଅମାନବୀୟ ଘଟଣା ଘଟିଛି । ସଂକ୍ରମଣ ଭୟ ଭିତରେ…