• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

gandhi
ଦେଶର ଦୁଇ ଜନନାୟକ-‘ଗାନ୍ଧୀ-ଶାସ୍ତ୍ରୀ’ଙ୍କୁ କାହିଁକି ଝୁରୁଛି ଦେଶ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍‌। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍‌ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି।  ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ  ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ। ଆଜିର ଦିନରେ […]

Capture
VVIPଙ୍କ ପାଇଁ ଆସିଲା ବୋଇଙ୍ଗ-୭୭୭ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଏଣିକି ସ୍ୱତନ୍ତ୍ର ବିମାନରେ ଉଡିବେ ଭାରତର ଭିଭିଆଇପି । ଏଥିପାଇଁ ଭାରତରେ ପହଞ୍ଚଛି VVIP ବିମାନ ଏୟାର ଇଣ୍ଡିଆ ୱାନ୍ । ଆମେରିକାରୁ ଆସିଥିବା ଏହି ବିମାନଟି କେବଳ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ।  ଆସନ୍ତୁ ଦେଖିବା ଆସନ୍ତୁ ଜାଣିବା, କଣ ରହିଛି ଏହି ବିମାନର ବୈଶିଷ୍ଟ୍ୟ… ଦିଲ୍ଲୀ ବିମାନ ବନ୍ଦରରେ ବୋଇଙ୍ଗ 777-300ER । ଆମେରିକାରୁ ଆସିଥିବା ଏହ ଅତ୍ୟାଧୁନିକ ବିମାନର ନାମ ରଖାଯାଇଛି ଏୟାର ଇଣ୍ଡିଆ ୱାନ୍ । […]

trump
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ

ୱାଶିଂଟନ: ନିର୍ବାଚନ ପୂର୍ବରୁ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଟ୍ରମ୍ପଙ୍କର ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସଙ୍କ  କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଉଭୟେ କରୋନା ଟେଷ୍ଟ କରାଇଥିଲେ। ଉଭୟଙ୍କର ପଜିଟିଭ ଆସିଛି। ଟ୍ରମ୍ପ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ସୂଚନାଥାଉ କି, ହୋପ ଟ୍ରମ୍ପଙ୍କ ପ୍ରେସିଡେନ୍ସିଆଲ କ୍ୟାମ୍ପେନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ଗତ କିଛି ଦିନ ଧରି ସେ ଟ୍ରମ୍ପଙ୍କ ସହ […]

amitabh
୨ଟଙ୍କା ପାଇଁ କ୍ରିକେଟ୍‌ ଟିମ୍‌ରେ ସାମିଲ୍‌ ହୋଇପାରିନଥିଲେ ବିଗ୍‌ ବି, ବାଣ୍ଟିଲେ ଏହି ନିଆରା ଅନୁଭୁତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ର ୧୨ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ମହାନାୟକ ଅମିତାଭ ବଚ୍ଚନଙ୍କ ହୋଷ୍ଟିଂରେ ହେଉଥିବା ଏହି ଶୋ’ର କିଛି ଏପିସୋଡ୍‌ ପ୍ରସାରିତ ହୋଇସାରିଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ ମାଧ୍ୟମରେ ଅମିତାଭ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥା ଶେଆର କରିଛନ୍ତି। ନିକଟରେ ବିଗ୍‌ ବି ୨ଟଙ୍କାର ଅଭାବ ପାଇଁ କେମିତି ତାଙ୍କ ସ୍କୁଲ୍‌ କ୍ରିକେଟ୍‌ ଟିମ୍‌ରେ ସାମିଲ୍‌ ହୋଇପାରିନଥିଲେ ତାର […]

rekha
ଛୋଟ ପରଦାକୁ ଫେରିଲେ ରେଖା! ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରେଖା ଦେଖିବାକୁ ଯେତେ ସୁନ୍ଦର, ତାଠୁ ଅଧିକ ଚମତ୍କାର ତାଙ୍କର ଅଭିନୟ। ରେଖାଙ୍କ ଗ୍ଲାମରସ୍‌ ଆନ୍ଦାଜ୍‌ ଦେଖିଲେ ଲାଗେ ଯେମିତି ବୟସ ତାଙ୍କ ପାଖେ ହାର୍‌ ମାନିଯାଇଛି। ବଡ ପରଦାରେ ଅନେକ ହିଟ୍‌ ଫିଲ୍ମ ଦେଇ ଲୋକଙ୍କୁ ମନୋରଞ୍ଜନ କରିଥିବା ରେଖାଙ୍କ ଝଲକ୍‌ ଏବେ ଛୋଟ ପରଦାରେ ଦେଖିବାକୁ ମିଳିଛି। ଷ୍ଟାର୍‌ ପ୍ଲସ୍‌ରେ ତାଙ୍କର ଏକ ପ୍ରମୋ ରିଲିଜ୍‌ ହୋଇଛି। ଯେଉଁଥିରେ ରେଖା ସୁନେଲି ରଙ୍ଗର ଶାଢୀ, କାନରେ ବଡ ଝୁମ୍‌କା ଲଗାଇ […]

china-1
ଜୈବିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ଚୀନ ନିର୍ମାଣ କରୁଛି ଗୁପ୍ତ ସହର !

ନୂଆଦିଲ୍ଲୀ: କରୋନାକୁ ନେଇ ଚୀନ ପ୍ରତି ସମସ୍ତଙ୍କ କ୍ଷୋଭ ଓ ବିରୋଧାଭାସ ବଢି ଯାଇଛି। ଏପରି ପରିସ୍ଥିତିରେ ଚୀନ ଏକ ନୂଆ ପ୍ରକାର ସହର ବସାଇବାକୁ ଯାଉଛି। ଇଣ୍ଟରନାଶନାଲ ମିଡିଆ ସୂତ୍ରରୁ ଜଣାଯାଇଛି, ସହରର ଡିଜାଇନ ଏପରି ଭାବେ କରାଯାଉଛି, ଯେପରି ଯେ କୌଣସି ପ୍ରକାର ରୋଗରୁ ସୁରକ୍ଷିତ ରହି ପାରିବ। ଡେଲି ମେଲ ରିପୋର୍ଟ ଅନୁସାରେ ଏହି ସହର ବେଜିଂର ଜିଓଙ୍ଗ ନ୍ୟୁ ଏରିଆରେ ଅବସ୍ଥିତ। ଅବଶ୍ୟ ଏପରି ଗୁପ୍ତ ସହର ନିର୍ମାଣ କରିବାର ପ୍ରୟାସ […]

mobile 11
ମହଙ୍ଗା ହେବ ମୋବାଇଲ୍‌ ଫୋନ୍‌ !

ନୂଆଦିଲ୍ଲୀ: ମହଙ୍ଗା ହୋଇପାରେ ମୋବାଇଲ୍‌ ଫୋନ୍‌ ଦାମ୍‌। ଡିସ୍‌ପ୍ଲେ ଓ ଟଚ୍ ପ୍ୟାନେଲ୍ ଉପରେ ୧୦% ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି କେନ୍ଦ୍ର ସରକାର। India Cellular and Electronics Association (ICEA) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାବାଦ୍ ୧% ଅତିରିକ୍ତ ସେସ୍ ବି ଲାଗୁ ହୋଇଛି। ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେଣୁ ଫିଚର୍ ଫୋନ୍ ଓ ସ୍ମାର୍ଟଫୋନ୍‌ ଗୁଡ଼ିକର ଦାମ ୩% ଯାଏ ବଢ଼ିପାରେ […]

fish
ମାଛ ବଦଳାଇ ଦେଲା ଭାଗ୍ୟ, ରାତାରାତି ଲକ୍ଷପତି ହେଲେ ମହିଳା

କୋଲକାତା: କଥାରେ ଅଛି ଭଗବାନ ଯେତେବେଳେ ଦେଇଥାନ୍ତି ସେତେବେଳେ ଛପର ଫାଡ଼ି ଦେଇଥାନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଜଣେ ବୃଦ୍ଧାଙ୍କ ସହ। ଏକ ମାଛକୁ ବିକ୍ରି କରି ବୃଦ୍ଧା ଜଣକ ରାତାରାତି ଲକ୍ଷପତି ହୋଇଯାଇଛନ୍ତି। ଘଟଣାଟି ହେଲା, ପଶ୍ଚିମବଙ୍ଗ ସାଗର ଆଇଲ୍ୟାଣ୍ଡ୍‌ ଚକଫୁଲଦୁବି ଗାଁରେ ରହୁଥିବା ପୁଷ୍ପା କର ନାମକ ଏହି ବୃଦ୍ଧା ନଦୀରୁ ଏକ ମାଛ ଧରିଥିଲେ। ଯାହାର ଓଜନ ୫୨ କିଲୋ ଥିଲା। ଏହାକୁ ସେ ୩ ଲକ୍ଷରୁ ଅଧିକ ଟଙ୍କାରେ […]

strike
ସୁଶାନ୍ତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଅନଶନରେ ବସିଲେ ୨ ବନ୍ଧୁ

ମୁମ୍ବାଇ: ମୁମ୍ବାଇର ସ୍ୱର ଏବେ ଶୁଣିବାକୁ ମିଳିଛି ଦିଲ୍ଲୀରେ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଜୋରଦାର କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ। ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ବନ୍ଧୁ ତଥା କୋରିଓଗ୍ରାଫର୍ ଗଣେଶ ଗାୟକ୍ୱାଡ୍ ଓ ପୂର୍ବତନ ସହଯୋଗୀ ଅଙ୍କିତ ଆଚାର୍ଯ୍ୟ। ଆଜିଠୁ ଅନଶନରେ ବସିଛନ୍ତି ଉଭୟ ବନ୍ଧୁ। ଏମାନଙ୍କୁ ସମର୍ଥନ ଜଣାଇ ବହୁ ସଂଖ୍ୟାରେ ସୁଶାନ୍ତଙ୍କ ପ୍ରଶଂସକ ଓ ସମର୍ଥକ ଆସି ଜନ୍ତରମନ୍ତରରେ ପହଞ୍ଚିଛନ୍ତି। ଲୋକମାନେ […]

gandhi
ଏହି ୧୦ଟି ବିଚାରଧାରା, ଯାହା ଗାନ୍ଧୀଙ୍କୁ କରିଥିଲା ସ୍ୱତନ୍ତ୍ର

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜୟନ୍ତି। ସତ୍ୟ, ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ବାପୁ, ଅକ୍ଟୋବର ୨ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ସ୍ୱାଧାନତୀ ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କୁ ଆଜି ସାରା ଦେଶ ମନେପକାଉଥିବା ବେଳେ ଆସନ୍ତୁ ଜାଣିବା ଗାନ୍ଧୀଙ୍କର ସେହି ୧୦ଟି ଆଦର୍ଶ। ଯାହା ସମ୍ପୂର୍ଣ୍ଣ ନିଆରା ଆଉ ଗୁରୁତ୍ୱପୂର୍ଣ୍ଣ। ୧) ସତ୍ୟ ହେଉଛି ଜୀବନ ଏବଂ ଇଶ୍ୱର। […]

coronavirus
କେବଳ ସେପ୍ଟେମ୍ବର ମାସରେ ୪୧.୫୩% କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୮୧ ହଜାର ୪୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେହିପରି  ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି। ଦେଶରେ ଏବେ ମୋଟ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୨ ହଜାର ୨୧୭ଙ୍କ ଚିକିତ୍ସା ଚାଲୁଥିବା ବେଳେ ସୁସ୍ଥ ହେଲେଣି ୫୩ ଲକ୍ଷ ୫୨ ହଜାର ୦୭୮ ଜଣ । ସୁସ୍ଥ ହୋଇଥିବା କେନ୍ଦ୍ର […]

khali-pili
ଇଶାନ୍-ଅନନ୍ୟାଙ୍କ ଫିଲ୍ମରେ ଚାଲିଲା ସେନ୍‌ସନ୍‌ ବୋର୍ଡର କଇଁଚି, କଟିଲା ଏହି ସବୁ ସିନ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଇଶାନ୍‌ ଖଟ୍ଟର ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତି ଫିଲ୍ମ ‘ଖାଲି ପିଲି’ ଆଜି ରିଲିଜ୍‌ ହୋଇଛି। ଗୁରୁଗ୍ରାମ ଓ ବାଙ୍ଗାଲୋରର କିଛି ସିନେମା ହଲ୍‌ ସମେତ ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମଟି ରିଲିଜ୍‌ ହୋଇଛି। ତେବେ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମର କିଛି ସିନ୍‌କୁ ସେନସର ବୋର୍ଡ ପକ୍ଷରୁ କଟାଯାଇଥିବା ସୂଚନା ମିଳିଛି। ଫିଲ୍ମରେ ଗାଳି ଓ ଭର୍ଜିନ୍‌ ଶବ୍ଦର ପ୍ରୟୋଗ ହୋଇଥିବାରୁ ସେନ୍‌ସର୍‌ ବୋର୍ଡ ପକ୍ଷରୁ କିଛି ସିନ୍‌ କାଟିଦିଆଯାଇଛି। […]

hathrus
ହାଥରସ୍ ଯାଉଥିଲେ ଟିଏମସି ବରିଷ୍ଠ ସାଂସଦ, ପୋଲିସ ଧକ୍କାରେ ତଳେ ପଡିଗଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପରେ ମୃତ ପୀଡ଼ିତାଙ୍କ ଘରକୁ ଯିବା ବେଳେ ପୋଲିସ ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଟିଏମ‌ସିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେରେକ ଓବ୍ରାଏନ୍ ତଳେ ପଡ଼ି ଯାଇଥିଲେ । ଯୁଗ୍ମ ମାଜିଷ୍ଟ୍ରେଟ୍ ପ୍ରେମ ପ୍ରକାଶ ମିନା ନିଜେ ଦେରେକଙ୍କୁ ଏପରି ଧକ୍କା ଦେଇଥିବା ଅଭିଯୋଗ କରିଛି ଟିଏମ୍‌ସି। ଟିଏମ୍‌ସିର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ […]