• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

1
ଜାତିବାଦ ଶବ୍ଦ ପାଇଁ ଅଡୁଆରେ ‘ବବିତା ଜୀ’

ମୁମ୍ବାଇ : ‘ତାରକ ମେହେଟ୍ଟା କା ଉଲଟା ଚସମା ଶୋ’ର ବବିତା ଜୀ ତଥା ଅଭିନେତ୍ରୀ ମୁନମୁନ ଦତ୍ତାଙ୍କ ସମସ୍ୟା କମିବାର ନାମ ଧରୁ ନାହିଁ। ଜାତିବାଦ ଶବ୍ଦ ବ୍ୟବହାର ମାମଲାରେ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି…

Untitled-1
ବୈତରଣୀ ଜଳସ୍ତର କମୁଛି : ଜ୍ୟୋତିର୍ମୟ ରଥ

ଭୁବନେଶ୍ୱର : ବାତ୍ୟା ୟାସ୍ ପରେ ହୋଇଥିବା ପ୍ରବଳ ବର୍ଷା ଫଳରେ ତଳ ଭାଗରେ ବନ୍ୟା ପରିସ୍ଥିତି ଉପୁଜିଛି । ହେଲେ ଏହାଦ୍ୱାରା ବିଶେଷ କ୍ଷୟକ୍ଷତି ହେବନି । କେନ୍ଦୁଝର, ଯାଜପୁର ଜିଲ୍ଲାରେ ନଦୀରେ ଜଳସ୍ତର କମିଛି। ବିଶେଷଭାବେ ବୈତରଣୀ ବିପଦ…

swab
ଏଣିକି ବିନା ସ୍ୱାବରେ ହୋଇପାରିବ କରୋନା ଟେଷ୍ଟ, ୩ ଘଣ୍ଟାରେ ମିଳିବ ରିପୋର୍ଟ  

ନୂଆଦିଲ୍ଲୀ: ଦେଶରେ କରୋନା ନମୂନା ପରୀକ୍ଷା ପାଇଁ ସ୍ୱାବ ନେବା ଆବଶ୍ୟକ ନାହିଁ ।  କେବଳ କୁଳି ପାଣିରେ ହିଁ ହୋଇପାରିବ କରୋନା ପରୀକ୍ଷା । ନାଗପୁରର ନାଶନାଲ ଇନଭେଷ୍ଟମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିମାନେ କାଉନସିଲ RT-PCR  ପରୀକ୍ଷାର ନୂଆ…

IPL
BCCIର ଘୋଷଣା-ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍‌

ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍‌ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ମ୍ୟାଚ୍‌ ସବୁ ଖେଳାଯିବ ଚଳିତ ସିଜନର ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା ଆଉ ୩୧ଟି…

Untitled-1
'ହୀରୋପନ୍ତୀ-୨'ରେ ଟାଇଗରଙ୍କୁ ଟକ୍କର ଦେବେ ନୱାଜୁଦ୍ଦିନ

ମୁମ୍ବାଇ : ୨୦୧୪ ରେ ଆସିଥିବା ଚଳଚ୍ଚିତ୍ର ‘ହୀରୋପନ୍ତୀ’ରେ ବଲିଉଡରେ ଡେବ୍ୟୁ କରିଥିବା ଟାଇଗର ଶ୍ରଫଙ୍କ ଫିଲ୍ମ ଦୁନିଆକୁ ନେ‍ଇ ଏବେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଡେବ୍ୟୁ କରିବା ପରେ ପ୍ରଥମ ଚଳଚ୍ଚିତ୍ରରେ ଫିଲ୍ମଫେୟାର ଜିତିଥିବା ଏହି ଚଳଚ୍ଚିତ୍ରର…

Chicken Biryani
ବିରିୟାନୀରେ ଲେଗ୍‌ ପିସ୍‌ ନ ମିଳିବାରୁ ମନ୍ତ୍ରୀଙ୍କୁ ଅଭିଯୋଗ

ହାଇଦ୍ରାବାଦ: ସୋସିଆଲ ମିଡିଆରେ ଏମିତି ଅନେକ ୟୁଜର ଅଛନ୍ତି, ଯେଉଁମାନେ ଅଜବ ପ୍ରକାରର ଦାବି ରଖିଥାନ୍ତି । ଯାହା ଜାଣିଲେ ଆପଣ ମଧ୍ୟ ହସିବା ଆରମ୍ଭ କରିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଚିକେନ୍‌ ବିରିୟାନୀ ଖାଇବା ବେଳେ ଲେଗ୍‌…

corona -123
ଦେଶରେ କରୋନା ସଂକ୍ରମଣ କମୁଛି; ମୃତ୍ୟୁ ହାର ଏବେ ବି ୩ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ଵିତୀୟ ଲହର ପ୍ରଭାବ ଆସ୍ତେ ଅସ୍ତେ କମୁ୍‌ଥିବା ଲକ୍ଷ୍ୟ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟ…

3
ସହିଦ୍ ସ୍ୱାମୀଙ୍କୁ ଦେଲେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି : ହେଲେ ଆର୍ମି ଅଫିସର

ନୂଆଦିଲ୍ଲୀ : ସ୍ୱାମୀଙ୍କ ପଥ ଅନୁସରଣ କରି ସେନାରେ ଯୋଗଦେଲେ ମେଜର ବିଭୂତି ଶଙ୍କର ଦୌଣ୍ଡିୟାଲଙ୍କ ପତ୍ନୀ ନିକିତା ଦୌଣ୍ଡିୟାଲ।  ଜଣେ ଲେଫ୍ଟନାଣ୍ଟ ଭାବେ ସେ ଆଜି ଆର୍ମି ଅଫିସର ହୋଇଛନ୍ତି । ଚେନ୍ନାଇରେ OTA ର ପାସିଂ ଆଉଟ୍ ପରେଡ୍…

chhatisgarh
ମଇଁଷି ଚୋରି ଅଭିଯୋଗରେ ୬ ଜଣଙ୍କୁ ନିର୍ଦ୍ଧୁମ ମାଡ଼, ଜଣେ ମୃତ

ମଇଁଷି ଚୋରି ଅଭିଯୋଗରେ ୬ ଜଣ ଲୋକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ମାଡ଼ ମାରିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଜୀବନ ଚାଲି ଯାଇଛି । ଛତିଶଗଡର ଗୋରେଲା-ପେଣ୍ଡ୍ରା-ମାରୱାହି ଜିଲ୍ଲାର ଏପରି ଭଆବନୀୟ ଘଟଣା ଘଟିଛି । ତେବେ…

sundergarh collector's wife
ହସ୍ପିଟାଲ୍‌ରେ VIP କଲ୍‌ଚର: ଗର୍ଭବତୀଙ୍କୁ ଅଣଦେଖା, ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ସ୍ପେଶାଲ୍‌ ଟ୍ରିଟ୍‌ମେଣ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମାତୃ ଓ ଶିଶୁ ହସ୍ପିଟାଲରେ ଭିଆଇପି କଲ୍‌ଚରକୁ ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଛି। ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଭାଇରାଲ୍‌ ଭିଡିଓରେ ସୁନ୍ଦରଗଡ଼ ଜିଲ୍ଲା ଖମାରୀପଡ଼ାର ଦୀପାଞ୍ଜଳି ପତି…

dengue
କରୋନା ଭୟ ଛାଡ଼ି଼ନି, ଜାତୀୟ ରାଜଧାନୀରେ ବଢିଲା ଡେଙ୍ଗୁ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ଏ ପର୍ଯନ୍ତ ଭୟ ଛାଡ଼ିନି, ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି  ଡେଙ୍ଗୁ, ମାଲେରିଆ, ଚିକୁନଗୁନିଆ ପରି ସଂକ୍ରାମକ ରୋଗ । ବତ୍ତମାନ ସୁଦ୍ଧା ଦିଲ୍ଲୀରେ ଡେଙ୍ଗୁରେ ୨୫ ମାମଲା ରେକର୍ଡ କରାଯାଇଛି । ସେହିପରି…

twitter
ଗୁଗୁଲ ଓ ଫେସବୁକ୍ ମାନିଲେ ଗାଇଡଲାଇନ୍‌, ନୂଆ ନିୟମ ମାନିବାକୁ ଅମଙ୍ଗ ଟ୍ୱିଟର

ନୂଆଦିଲ୍ଲୀ : ନୂଆ ସୋସିଆଲ ମିଡିଆ ଗାଇଡଲାଇନକୁ ନେଇ ବିବାଦ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ…

Untitled-1
କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ।  କରୋନାରେ ତାଙ୍କର ବିୟୋଗ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।  ପୁଅ ଚନ୍ଦନ ଦାସ କହିଛନ୍ତି, ମେ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବସନ୍ତ ଦାସ ହୋମ…

supreme-court
ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଅକାରଣରେ ଫସାଇବା ନେଇ ସୁପ୍ରିମକୋର୍ଟ ଚିନ୍ତିତ

ନୂଆଦିଲ୍ଲୀ : ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ବିନା କାରଣରେ ଫସାଇବା ଉଚିତ ନୁହେଁ । ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରୁଥିବାବେଳେ ଅନେକ ସମୟରେ ଟ୍ରାଏଲ କୋର୍ଟ ଦ୍ୱାରା ଗମ୍ଭୀରତା ନଦେଖାଇବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ…

Untitled-1
ଆଜି ସଂଧ୍ୟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ପଞ୍ଚମ ଥର ପାଇଁ ଶପଥ ନେଇଥିଲେ। ଏହି ଅବସରରେ ଆଜି ସଂଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ…

woman died
ବାହାଘର ପରେ ସୁନା ନଆଣିବାରୁ ବୋହୂକୁ ମାରିଦେଲେ ! ଶ୍ୱଶୁର ଘର ଅଗଣାରେ ଝିଅର ଅନ୍ତିମ ସଂସ୍କାର କଲେ ବାପ ଘର ଲୋକେ

ମୁମ୍ବାଇ: ବାହାଘର ପରେ ଯୌତୁକ ନଆଣିବାରୁ ବୋହୂକୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି, ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଝିଅ ଉପରେ ଚାପ ପକାଉଥିଲେ। ତେବେ ଯେତେବେଳେ…

sputanic v
ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ

ନୂଆଦିଲ୍ଲୀ:  ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ ସ୍ପୁଟନିକ- ଭି  ।  ଆପୋଲୋ ଗ୍ରୁପ ଅଫ ହସ୍ପିଟାଲ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦେଶରେ ଥିବା ସମସ୍ତ ଆପୋଲୋ ହସ୍ପିଟାଲରେ ଏହି ଟିକା ଉପଲବଧ ହେବ…

lockdown
ଏହିସବୁ ରାଜ୍ୟରେ ଲକଡାଉନ୍ ବୃଦ୍ଧି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢ଼ିଲା ଲକଡାଉନ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଥିବା ମହାରାଷ୍ଟ୍ରର ଅବସ୍ଥା ବର୍ତ୍ତମାନ ସୁଧୁରିବାରେ ଲାଗିଛି।…

coronavirus
ଓଡ଼ିଶାରେ ଖସୁଛି କରୋନା ଗ୍ରାଫ, ହେଲେ ମୃତ୍ୟୁରେ ଲାଗିପାରୁନି ବ୍ରେକ୍‌

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଆଜିକୁ ମିଶାଇ ଗତ ୩ ଦିନ ହେବ ରାଜ୍ୟରେ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା…

india
ପାକିସ୍ତାନ,ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅଣ ମୁସଲମାନଙ୍କୁ ମିଳିବ ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ : ଅଣ ମୁସଲମାନ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ ମାଗିଛନ୍ତି । ଏଥିସହ ଗୁଜୁରାଟ,…