• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ପୋଲିସର ମାନବିକତା : କୋଭିଡ୍‌ରେ ମୃତ ମାଓନେତାଙ୍କ କଲେ ଶବଦାହ

ନୂଆଦିଲ୍ଲୀ : ମାନବିକତା ଦେଖାଇଲା ଛତିଶଗଡ଼ ବିଜାପୁର ପୋଲିସ। କରୋନା ଯୋଗୁଁ ପରିବାର ଲୋକ ଶବ ଦାହ ନ କରିବାକୁ ହାତ ଟେକିଦେଲେ। ଏତିକିବେଳେ ଛତିଶଗଡ଼ ପୋଲିସ ତା’ର ମାନବିକତା ଦେଖାଇ କୋଭିଡ କଟକଣା ମାନି ମାଓ କମାଣ୍ଡର ମୃତ ଦେହକୁ…

sbi
ଖୁସିଖବର : ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଲା ଏସବିଆଇ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ଖୁସି ଖବର । ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ଅଣ ଘରୋଇ ଶାଖାଗୁଡ଼ିକରେ ନଗଦ ଟଙ୍କା…

Pranaya Moharathy
ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ

ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପ୍ରଣୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଚିକିତ୍ସା ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା ପିପିଲି: ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ…

mehul
ସାମ୍ନାକୁ ଆସିଲା ଡୋମିନିକାର ଜେଲରେ ବନ୍ଦଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ : ଡୋମିନିକା ଜେଲରେ ବନ୍ଦ ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମେହୁଲ ଚୋକିସି ଏବେ ଡୋମିନିକା ପୋଲିସ ହାଜତରେ ଅଛନ୍ତି । ଫଟୋରେ ସ୍ପଷ୍ଟ…

Modi didi
ସମାଲୋଚନା ସହି ପାରିଲେନି ମମତା, ଦିନକ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ମମତାଙ୍କ ପିଛା ଛାଡ଼ୁନି ବିବାଦ । ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ ବିଳମ୍ବରେ ଯୋଗଦେଇଥିଲେ । ଏହାସହ ବାତ୍ୟା ୟାସ୍ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରଦାନ କରି ତୁରନ୍ତ ସେଠାରୁ…

RISHABH PANT
IPL 2021: ଦିଲ୍ଲୀ କ୍ୟାପିଟାଲ୍ସରେ ହୋଇପାରେ ବଡ଼ ପରିବର୍ତ୍ତନ, ଯାଇପାରେ ଋଷଭଙ୍କ ପଦ..

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସିଜନର ଅବଶିଷ୍ଟ ୩୧ଟି ମ୍ୟାଚ୍ ୟୁଏଇରେ ଖେଳାଯିବା ନେଇ ସ୍ଥିର ହୋଇସାରିଛି। କରୋନା କାରଣରୁ ଭାରତରେ ଚାଲଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମାତ୍ର ୨୯ଟି ମ୍ୟାଚ ପରେ ସ୍ଥଗିତ ରଖାଯାଇଥିଲା । ଶନିବାର ଅନୁଷ୍ଠିତ ବିସିସିଆଇର ସ୍ପେସାଲ ଜେନେରାଲ…

cm naveen patnaik
ବିପର୍ଯ୍ୟୟ ମହାମାରୀ ମୁକାବିଲା ପାଠ ପଢ଼ିବେ ଛାତ୍ରଛାତ୍ରୀ

ସ୍କୁଲ କଲେଜ ପିଲା ପଢ଼ିବେ ବିପର୍ଯ୍ୟୟ ମହାମାରୀ ମୁକାବିଲା ପାଠ। ଏନେଇ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପାରିତ ହୋଇଛି ସଂକଳ୍ପ

Corona-Free-village
ରାଜ୍ୟର ଏହି ସବୁ ଗାଁକୁ ଏବେ ବି ପଶିନି କରୋନା ମହାମାରୀ.....

ଚାଇନାର ଉହାନରୁ ଉତ୍ପନ୍ନ ପରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଛି ଭୟଙ୍କର କରୋନା ଭୂତାଣୁ। ଆମ ଦେଶରେ ବି ଲହର ପରେ ଲହର ଆସି ନାକେଦମ୍ କଲାଣି ଏ ଭାଇରସ।

Ravindra jadeja
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚରେ, ଭାରତୀୟ ଦଳ ପିନ୍ଧିବ ୯୦ ଦଶକର ଜର୍ସି..!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପିନ୍ଧିବ ନୂଆ ଜର୍ସି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସେୟାର କରିଛନ୍ତି ।…

cyclone-dpr
ବାତ୍ୟା ସମୟରେ ଜୁଆର ରୋକିବାକୁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର

ରାଜ୍ୟର ଅନେକ ଅଞ୍ଚଳରେ ବନ୍ଧ ଡେଇଁ ମାଡିଯାଇଛି ଲୁଣାପାଣି। ଲଳିତାପାତିଆ ଓ ତାଳଚୁଆଁରେ ବି ସମାନ ସ୍ଥିତି। ହେଲେ ପେଣ୍ଠ ନିକଟରେ ସିନ୍ଥେଟିକ ବନ୍ଧକୁ ପାର କରି ପାରନି ଅଶାନ୍ତ ସମୁଦ୍ର।

Lockdown
କମିନି ସଂକ୍ରମଣ: ରାଜ୍ୟରେ ପୁଣି ଥରେ ଲକଡାଉନ୍‌ ବଢାଇବେ କି ସରକାର?

ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ୍‌ ଅବଧି ? ଆଗକୁ ରାଜ୍ୟର ଅନ୍ୟତମ ବଡ଼ପର୍ବ ରଜ ଓ ସାବିତ୍ରୀ ଆସୁଛି। ୟା ଭିତରେ କିନ୍ତୁ ସଂକ୍ରମଣ ଥମି ନଥିଲା ବେଳେ ମହାମାରୀ ମୃତ୍ୟୁସଂଖ୍ୟା ଉଦବେଗଜନକ ଭାବେ ବଢ଼ିଚାଲିଛି। ତେଣୁ ଏଭଳି ସ୍ଥଳେ ଆଗକୁ ଷ୍ଟ୍ରାଟେଜି ନେବେ ସରକାର?

yash
ୟାସ୍ ଯିବାର ୪ ଦିନ ପରେ ବି ଥମୁନି ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା : ଅଣ୍ଟା ସଳଖିବାକୁ ସଂଘର୍ଷ କରୁଛନ୍ତି ବିପନ୍ନ

ଚିନ୍ତା ବଢ଼ାଇଛି ସୁବର୍ଣ୍ଣରେଖା ଓ ବୈତରଣୀ ନଈକୂଳିଆ ବାସିନ୍ଦା ଜୀଉଁଛନ୍ତି ଜଳବନ୍ଦୀ ଜୀବନ ବାଲେଶ୍ୱର : ୟାସ୍ ଯିବାର ଇତିମଧ୍ୟରେ ୪ ଦିନ ହୋଇଯାଇଛି । କିନ୍ତୁ ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା, ପିଛା ଛାଡୁନି କ୍ଷତିଗ୍ରସ୍ତଙ୍କର । ଆଜି ବି କେଉଁଠି…

ipl2021
IPL 2021: ତୃତୀୟ ଥର ପାଇଁ ବିସିଆଇର ସଂକଟ ମୋଚକ ସାଜିବ UAE

ନୂଆଦିଲ୍ଲୀ: ପୁଣି ଥରେ ବିସିସିଆଇ ପାଇଁ ସଙ୍କଟମୋଚକ ସାଜିଲା ୟୁଏଇ । ବିସିସିଆଇ ଏବେ ୟୁଏଇରେ ଆଇପିଏଲ୍ ୨୦୨୧ ତଥା ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । କରୋନା କାରଣରୁ ଚଳିତଥର ୨୯ଟି ମ୍ୟାଚ୍ ପରେ ଭାରତରେ…

flights
ଜୁନ ୧ରୁ ବଢ଼ିବ ବିମାନ ଭଡ଼ା : ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ : ଜୁନ୍ ପହିଲାରୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା । ବିମାନ ଭଡ଼ାକୁ ୧୩ ପ୍ରତିଶତରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରୀ ପାଇଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ କ୍ଷତିରେ…

pm modi
କରୋନା ଅନାଥଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି:୨୩ ବର୍ଷ ହେଲେ ମିଳିବ ୧୦ ଲକ୍ଷ ଟଙ୍କା

କରୋନା ମହାମାରୀରେ ବାପା ମାଆଙ୍କୁ ହରାଉଥିବା ଅନାଥଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଭଳି ପିଲାଙ୍କ ଭବିଷ୍ୟତ ସୁରକ୍ଷା ଲାଗି ପିଏମ୍ କେୟାର୍ସ ଫଣ୍ଡରୁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

vlcsnap-error489
ଝିଅର ଚିକିତ୍ସା ପାଇଁ ବାପା ସାଜିଲେ ଦିନ ମଜୁରିଆ, ଆପଣାଇଲେ ଭିକ୍ଷାବୃତ୍ତି

ସୁବର୍ଣ୍ଣପୁର(ଦିଲ୍ଳିପ କୁମାର ସାହୁ): ଜୀବନରେ ସବୁବେଳେ ସୁଖ ଦୁଃଖ ଲାଗି ରହିଥାଏ । ହେଲେ କଥାରେ ଅଛି ଦୁଃଖ ଯେତେବେଳେ ଆସେ ଏକା ଥରକେ ବନ୍ଧୁ ପରିଜନଙ୍କୁ ସାଙ୍ଗରେ ନେଇ ଆସେ । ଗୋଟିଏ ପରିବାର ଯଦି ଆଜି ଦୁଃଖ ଦୁର୍ଦଶାରେ…

Remdesivir
ଏଣିକି ରାଜ୍ୟଗୁଡ଼ିକୁ ଆଉ ରେମଡେସିଭିର ଦେବନି କେନ୍ଦ୍ର, ସିଧାସଳଖ କମ୍ପାନୀଠାରୁ କିଣିବାକୁ ପଡ଼ିବ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ରେମଡେସିଭିର ଇଞ୍ଜେକ୍ସନ ପାଇଁ ସବୁଆଡେ ଚହଳ ପଡ଼ିଛି। ଏମିତିକି କିଛି ରାଜ୍ୟରେ ଏହାର ବଡ଼ ପରିମାଣରେ କଳାବଜାରୀ ହେଉଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଅନେକ ସହରରେ ନକଲି ରେମଡେସିଭିର…

Water problem
ମାଦିଗୁଡାରେ ଉତ୍କଟ ଜଳ ସମସ୍ୟା, ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ପାଣି ସମସ୍ୟା ବଳି ପଡୁଛି

ସରକାର ପାନୀୟ ଜଳ ଯୋଗାଣ କରି ଲୋକଙ୍କ ନିକଟରେ ପହଞ୍ଚାଇବା କଥା କହୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଭବାନୀପାଟଣା ବ୍ଲକରେ  ଏବେ  ପାନୀୟ ଜଳର ସମସ୍ୟା ଦେଖାଦେଇଛି। ନିକଟରେ ତେଲ ନଦୀ ରହିଥିଲେ ବି ପିଇବା ପାଇଁ ଖରା ଦିନେ ଡହଳ ବିକଳ ହେଉଛନ୍ତି ଲୋକେ।

ganjam lockdown
ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଲକଡ଼ାଉନ୍‌ ବଢାଇବାକୁ ପରାମର୍ଶ ଦେଲେ ଡାକ୍ତର

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ। ସଂକ୍ରମଣ ପିକ୍ ଅତିକ୍ରମ କରି ସାରିଲାଣି। ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା। ତେବେ ଯେତିକି କଟକଣା ଅଛି ତାହାକୁ ଆହୁରି କଡାକଡି କରିବାକୁ ପଡିବ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର।

cold drinks
ଖୁଲମଖୁଲା ଚାଲିଛି ବିଷାକ୍ତ ନକଲି ମଦ ବେପାର

ବ୍ରହ୍ମପୁରରେ ନକଲି ମଦର ବନ୍ୟା। ଗତ କିଛି ଦିନ ମଧ୍ୟରେ ୪ଟି ନକଲି ମଦ ଫ୍ୟାକ୍ଟ୍ରି ଜବତ ପରେ ଏବେ ଚିନ୍ତାର କାରଣ ପାଲଟିଛି ଉଭୟ ଅବକାରୀ ଓ ପୋଲିସ ପାଇଁ

Journalist
କରୋନା ଯୁଦ୍ଧରେ ହାରିଗଲେ ରାଜ୍ୟର ଆଉ ୩ ସାମ୍ବାଦିକ

କରୋନା ଲଢେଇରେ ହାରିଗଲେ କରୋନା ଯୋଦ୍ଧା। ମୟୂରଭଂଜ ଜିଲ୍ଲା କରଂଜିଆର କନକ ନ୍ୟୁଜ୍‌ ପ୍ରତିନିଧି ଅସିତ୍ ବେହେରାଙ୍କର କରୋନାରେ ମୃତ୍ୟୁ ହୋଇଛି। କିଛି ଦିନ ତଳେ ମାଙ୍କ ଦଶାହ କ୍ରିୟା ବେଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।

naveen patnaik
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ

ଭିଡିଓ କନଫେରେନ୍ସିଂ ଜରଆରେ ହୋଇଛି ରାଜ୍ୟ କୋଭିଡ୍ ପରାମର୍ଶଦାତା କମିଟିର ପ୍ରଥମ ବୈଠକ। ବୈଠକରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ମୁକାବିଲା ଓ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମତାମତ ଲୋଡିବା ସହ ରାଜ୍ୟରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

1
ଜାତିବାଦ ଶବ୍ଦ ପାଇଁ ଅଡୁଆରେ ‘ବବିତା ଜୀ’

ମୁମ୍ବାଇ : ‘ତାରକ ମେହେଟ୍ଟା କା ଉଲଟା ଚସମା ଶୋ’ର ବବିତା ଜୀ ତଥା ଅଭିନେତ୍ରୀ ମୁନମୁନ ଦତ୍ତାଙ୍କ ସମସ୍ୟା କମିବାର ନାମ ଧରୁ ନାହିଁ। ଜାତିବାଦ ଶବ୍ଦ ବ୍ୟବହାର ମାମଲାରେ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି…

Untitled-1
ବୈତରଣୀ ଜଳସ୍ତର କମୁଛି : ଜ୍ୟୋତିର୍ମୟ ରଥ

ଭୁବନେଶ୍ୱର : ବାତ୍ୟା ୟାସ୍ ପରେ ହୋଇଥିବା ପ୍ରବଳ ବର୍ଷା ଫଳରେ ତଳ ଭାଗରେ ବନ୍ୟା ପରିସ୍ଥିତି ଉପୁଜିଛି । ହେଲେ ଏହାଦ୍ୱାରା ବିଶେଷ କ୍ଷୟକ୍ଷତି ହେବନି । କେନ୍ଦୁଝର, ଯାଜପୁର ଜିଲ୍ଲାରେ ନଦୀରେ ଜଳସ୍ତର କମିଛି। ବିଶେଷଭାବେ ବୈତରଣୀ ବିପଦ…