• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

gold
Gold Price Today: ସୁନା ଦରରେ ବୃଦ୍ଧି, ରୂପାର ଚାହିଦା ବି ବଢ଼ୁଛି

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଜି ଦିନ ୧୧ଟାରେ ସୁନା ଦର Multi Commodity Exchange(MCX)ରେ ୨୪୦ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୫୧,୬୮୮ଟଙ୍କାରେ କାରବାର ଚାଲିଥିଲା। ଯଦି ଆମେ Domestic futures marketରେ ରୂପା କଥା କହିବା, ତେବେ ଆଜି ଦିନ ୧୧ଟାରେ Multi Commodity Exchange(MCX)ରେ ୧,୩୨୪ଟଙ୍କା ବୃଦ୍ଧି ସହ […]

bibek
‘ଜଣେ ଷ୍ଟାର ସୁଶାନ୍ତଙ୍କୁ ଧମକ ଦେଇ କହିଥିଲେ...’

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନ କିଛି ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି, ରିୟା ଚକ୍ରବର୍ତ୍ତୀ କେବଳ ମୋହରା। ଏହାମାଧ୍ୟମରେ ମୁମ୍ବାଇ ପୋଲିସ ମହରାଷ୍ଟ୍ର ସରକାରର କୌଣସି କ୍ଷମତାଶାଳୀ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଉଦ୍ୟମ କରୁଛି। ବିବେକ ଅଗ୍ନିହୋତ୍ରୀ ତାଙ୍କର ଏପରି ଅଭିଯୋଗକୁ ସୋଶିଆଲ ମିଡିଆରେ ଶେୟାର କରିଛନ୍ତି। ବିବେକ ଏହି ଶେୟାରରେ ଏକ ପୁରୁଣା ପ୍ରସଙ୍ଗର ଉପସ୍ଥାପନା […]

flight
ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ସମୟସୀମାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିବାକୁ Directorate General of Civil Aviation(DGCA) ପକ୍ଷରୁ କୁହାଯାଇଛି। DGCAର ଏହି ନିଷ୍ପତ୍ତି ପରେ ପୂର୍ବଭଳି ଅନ୍‌ଲକ୍‌ ୪ରେ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। କେବଳ ଡିଜିସିଏ ଅନୁମତିପ୍ରାପ୍ତ କାର୍ଗୋ ଅପରେସନ ଓ ବିମାନକୁ ଉଡ଼ାଣ ପାଇଁ ଅନୁମତି ମିଳିଛି। ତେବେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ସହମତି ଭିତ୍ତିରେ […]

amit-shah
ସୁସ୍ଥ ହେଲେ ଅମିତ୍ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ସକାଳ ୭ଟାରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଅମିତ ଶାହା ଅସୁସ୍ଥତା ଅନୁଭବ କରିବାରୁ ଗତ ଅଗଷ୍ଟ ୧୮ରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ ଓଲ୍ଡ ପ୍ରାଇଭେଟ୍ ୱାର୍ଡରେ ରଖାଯାଇଥିଲା। ସେ କ୍ଲାନ୍ତ […]

accident
ଭୟଙ୍କର ସଡ଼କ ଦୁର୍ଘଟଣା: କିଛି ସେକେଣ୍ଡରେ ଚୁର୍‌ମାର୍‌ ହୋଇ ଜଳିଗଲା କାର୍‌, ଚାଲିଗଲା ୩ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇଥିବା ଏକ କଣ୍ଟେନର ଟ୍ରକ୍‌ ଓ କାର୍‌କୁ ଧକ୍କା ଦେବା ଫଳରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି। କଣ୍ଟେନରଟି କାର୍‌କୁ ଧକ୍କା ଦେବା ଫଳରେ କାର୍‌ରେ ଥିବା…

raina
ଆଉ ଚେନ୍ନାଇ ପକ୍ଷରୁ ଖେଳିବେନି କି ରାଇନା?

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରିଯାଇଛନ୍ତି। ରାଇନାଙ୍କ ଓହରିଯିବା ଚେନ୍ନାଇ ସୁପର କିଙ୍ଗସ୍ ଟିମକୁ ବହୁତ ବଡ଼ କ୍ଷତି ହୋଇଛି। ତେବେ ହଠାତ୍ ରାଇନା କାହିଁକି ଦଳ ଛାଡ଼ି ଭାରତ ଫେରି ଆସିଲେ, ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ରାଇନା ସତରେ କ’ଣ ବ୍ୟକ୍ତିଗତ କାରଣରୁ ଟିମ୍ ଛାଡ଼ିଛନ୍ତି କି ନା ଏହା ପଛରେ ଆଉ କ’ଣ କାରଣ […]

ପ୍ରଣବ ମୁଖାର୍ଜୀ
Pranab Mukharjee Death: ପ୍ରଣବ ଦା' ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଦୀର୍ଘ ୫ ଦଶନ୍ଧି ଧରି ସକ୍ରିୟ ରହିଥିବା ପ୍ରଣବ ମୁଖାର୍ଜୀଙ୍କର ଆଜି ପରଲୋକ ହୋଇଛି। ଅଗଷ୍ଟ ୧୦ରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଣବ ମୁଖାର୍ଜୀ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପୁଅ ପ୍ରଥମେ ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା ପ୍ରଣବ ଦା’ଙ୍କ ପୂରା ଜୀବନୀ: ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଏକ ଛୋଟିଆ ଗାଁ ମିରାଟିରେ ଥିବା ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ […]

ପ୍ରଣବ ମୁଖାର୍ଜୀ
Pranab Mukharjee Death: ପ୍ରଣବ ଦା'ଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଓ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର (Pranab Mukharjee) ଆଜି ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି, ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର […]

gdp
ରେକର୍ଡ ୨୩.୯% ତଳକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଜାରି କଟକଣାର ସାଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏପ୍ରିଲରୁ ଜୁନ୍‌ ପ୍ରଥମ ତିନିମାସରେ ଦେଶର ଡିଜିପି ଐତିହାସିକ ୨୩.୯% ତଳକୁ ଖସି ଯାଇଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ୩୫.୩୫ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୦-୨୧ର ପ୍ରଥମ କ୍ୱାର୍ଟରରେ ୨୬.୯୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି […]

j-and-k
ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣରେ ୬ ନାଗରିକ ଆହତ

ଶ୍ରୀଗନର: ଜମ୍ମୁ ଓ କଶ୍ମୀରର ବାରମୁଲାରେ ପୁଲୱାମା ଭଳି ବଡ଼ ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଏଠାରେ ଆତଙ୍କୀବାଦୀମାନେ ଭାରତୀୟ ସୁରକ୍ଷାକର୍ମୀଙ୍କ କନଭୟକୁ ଗ୍ରେନେଡ୍ ଆକ୍ରମଣ କରିଥିଲେ, କିନ୍ତୁ ଏହା ଅଳ୍ପକେ ମିସ୍ ହୋଇଯାଇଥିଲା। ଗ୍ରେନେଡ୍ ରାସ୍ତା ଉପରେ ପଡ଼ିବାରୁ ଭୀଷଣ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। #WATCH Terrorists hurled a grenade on Army […]

pranab mukharjee
Pranab Mukharjee Death: ପ୍ରଣବ ମୁଖାର୍ଜୀଙ୍କ ସମ୍ମାନାର୍ଥେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ‘ଭାରତ ରତ୍ନ’ ଓ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। କେନ୍ଦ୍ର ସରକାର ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ୭ ଦିନିଆ ଅର୍ଥାତ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। Centre declares seven day national mourning as a mark of respect to Former President #PranabMukherjee — Prasar Bharati News Services पी.बी.एन.एस. (@PBNS_India) […]

maha
ଏହି ରାଜ୍ୟରେ ସେପ୍ଟେମ୍ବର ୩୦ ଯାଏ ବଢ଼ିଲା ଲକଡାଉନ୍

ମୁମ୍ବାଇ: କରୋନା ମହାମାରୀ ବଢ଼ୁଥିବାର ଦେଖି ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସରକାର ଏବେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ାଇ ଦେଇଛନ୍ତି। ସୋମବାର ମହାରାଷ୍ଟ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ସାମଗ୍ରୀ ଏବଂ ଲୋକଙ୍କ ପାଇଁ ଆନ୍ତଃରାଜ୍ୟ ଯାତ୍ରାକୁ ଅନୁମତି ମିଳିଛି। ଏଥିପାଇଁ ଟ୍ରାନ୍ସପୋର୍ଟ କମିଶନର ଏସଓପି ଜାରି କରିବେ। ତେବେ ରାଜ୍ୟରେ ଗାଡ଼ି ଚଳାଚଳ ପାଇଁ କେଉଁ ପ୍ରକାର କଟକଣା ଲାଗୁ କରାଯିବା, ତାହା ପରିବହନ […]